Congress Party
କଂଗ୍ରେସକୁ ପିଛା ଛାଡୁନି ଦୁର୍ଦ୍ଦିନ। ପୁଣି ଦଳକୁ ଲାଗିଛି ବଡ଼ ଝଟକା। ଦଳ ଛାଡିଛନ୍ତି ଗତ ସାଧାରଣ ନିର୍ବାଚନ ପୂର୍ବରୁ ଦଳକୁ ବଳ ଦେଇଥିବା ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ। ଗତକାଲି ଏଆଇସିସି ଦ୍ବାର ଗଠିତ ଷ୍ଟିୟରିଂ କମିଟିରେ ବିଜୟଙ୍କ ନଥିବା ଏବଂ ଆଜି କଂଗ୍ରେସ ପକ୍ଷରୁ ଜାରି ୪ ଜଣିଆ ମିଡିଆ ପ୍ୟାନେଲ ତାଙ୍କୁ ଉପେକ୍ଷା କରାଯାଇଥିବାରୁ ପୂର୍ବରୁ ଅସନ୍ତୁଷ୍ଟ ଥିବା ବିଜୟ ଦଳ ଛାଡ଼ିଥିବା କୁହାଯାଉଛି। ସେପଟେ ଦଳରେ ତାଙ୍କୁ ବେଶ୍ ଗୁରୁତ୍ବ ମିଳିଥିବା କହିଛି କଂଗ୍ରେସ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)