ବିଦେଶରୁ ଆସୁଛି ଓଡ଼ିଆ ଶ୍ରମିକଙ୍କ ମର ଶରୀର। ଓମାନରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକ ପ୍ରଦୀପ ପାହାନଙ୍କ ମର ଶରୀରକୁ ଏୟାର ଇଣ୍ଡିଆ ବିମାନରେ ଅଣାଯାଉଛି। ବାହାରିନ୍ ପ୍ରବାସୀ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅରୁଣ କୁମାର ପ୍ରହରାଜଙ୍କ ପ୍ରୟାସରେ ତାଙ୍କର ମର ଶରୀରକୁ ଓଡ଼ିଶା ଅଣାଯାଉଛି
ଭାରତ ସଂଲଗ୍ନ ତିବତ୍ତ ଅଞ୍ଚଳରେ ରହୁଥିବା ପ୍ରତ୍ୟେକ ପରିବାରର ୧୮ ରୁ ୪୦ ବର୍ଷ ବୟସର ଜଣେ ବ୍ୟକ୍ତିଙ୍କୁ ଚୀନ୍ ସୈନ୍ୟରେ ଯୋଗଦେବା ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ ୧୮ ବର୍ଷ ବୟସ ପରେ ସୈନ୍ୟରେ ଯୋଗ ଦେବା ପାଇଁ ଯୁବପୀଢିଙ୍କୁ ପଞ୍ଜୀକୃତ କାରିବାକୁ ପଡୁଥିଲା, କିନ୍ତୁ ସୈନ୍ୟରେ ଯୋଗ...
ଗୋଟିଏ ଗଛରେ ବିଭିନ୍ନ ରଙ୍ଗର ଫୁଲ ଫୁଥିଥିବା ଆମେ ଦେଖିଛେ। ତେବେ ଗୋଟିଏ ଗଛରେ ବିଭିନ୍ନ ପ୍ରକାର ଫଳ ଫଳିବା ଆପଣ କେବେ ଦେଖିଛନ୍ତି କି? ଯଦି ନା ତାହେଲେ ଏବେ ଦେଖନ୍ତୁ। ଗୋଟିଏ ଗଛରେ ଫଳିଛି ଆମ୍ବ, ପିଜୁଳି, ସେଓ, କଦଳୀ ଓ ଜାମୁକୋଳି
ରୋନାର ନୂଆ ଭାରିଆଣ୍ଟ ଚିହ୍ନଟ କରିବା ପାଇଁ ପଞ୍ଜାବରେ ଖୋଲାଯାଇଛି ନୂଆ ଲ୍ୟାବ୍ । ଭାରତର ସମସ୍ତ ରାଜ୍ୟମାନଙ୍କ ମଧ୍ୟରୁ ପଞ୍ଜାବ୍ ହେଉଛି ପ୍ରଥମ ରାଜ୍ୟ ଯିଏ ଏହି ସର୍ବପ୍ରଥମେ ଭାଇରସ୍ ରିସର୍ଚ୍ଚ ଡାଇଗ୍ନୋଷ୍ଟିକ୍ ଲ୍ୟାବ୍ (VRDL) କୁ ଖୋଲିଛି
ସୁମନ ଧାମନେଙ୍କ ଚ୍ୟାନେଲର ନାଁ ହେଉଛି ‘ଆପ୍ଲି ଆଜି’। ଓଡ଼ିଶାରେ ଏହାର ଅର୍ଥ ଆପଣମାନଙ୍କ ଜେଜେମା। ‘ଆପ୍ଲି ଆଜି’ ୟୁଟ୍ୟୁବ ଚାନେଲ ମାଧ୍ୟମରେ ସୁମନ ନିଜେ ପାରମ୍ପରିକ ଖାଦ୍ୟ ସହିତ ଦେଶର ବିଭିନ୍ନ ରାଜ୍ୟର ସ୍ୱତନ୍ତ୍ର ଖାଦ୍ୟକୁ ବନାଇବା ଶିଖାଇଥାନ୍ତି।
ଆଜି ୨୦୨୧ ମସିହା, ସେପ୍ଟେମ୍ୱର ମାସ ୧୮ ତାରିଖ, , ଶନିବାର, କନ୍ୟା ୨ ଦିନ, ଭାଦ୍ରବ ମାସ , ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି, ଧନିଷ୍ଠା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ପ୍ରକାଶ ପାଇଛି ବିଶ୍ୱର ପ୍ରଭବଶାଳୀ ବ୍ୟକ୍ତି ତାଲିକା। ଦୁନିଆର ୧୦୦ ଜଣ ପ୍ରଭାବଶୀଳୀ ବ୍ୟକ୍ତିଙ୍କ ନାଁ ତାଲିକାରେ ରହିଛି। ତାଲିକାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାଁ ଥିବା ବେଳେ ଆଫଗାନିସ୍ତାନର ନୂଆ ଉପପ୍ରଧାନମନ୍ତ୍ରୀ ତଥା ତାଲିବାନ ସହ-ସଂସ୍ଥାପକ ମୁଲ୍ଲା ଅବ୍ଦୁଲ ଗନି ବରାଦର ନାଁ ବି ରହିଛି
୭୦ ବର୍ଷରେ ବି କରୁଛନ୍ତି ଭଲ ରୋଷେଇ। ସାରା ଦେଶରେ ସେ ଏବେ ଚର୍ଚ୍ଚାରେ।
ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି ଟାଇମ୍ ମାଗାଜିନ୍। ତାଲିକାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଁ ରହିଛି।
ସେ ରେଭେନ୍ସା କଲେଜରେ ଏମ୍.ଫିଲ୍ କରୁଛନ୍ତି। ଏବେବି ନିଜେ ଚାକିରି ବାକିରି କରିନାହାଁନ୍ତି। କିନ୍ତୁ ଗାଁ ପାଇଁ ସ୍ୱପ୍ନ ଦେଖିବା ଛାଡ଼ି ନାହାଁନ୍ତି। ସ୍କୁଲ ବନ୍ଦ ଥିବାରୁ ଗାଁ ପିଲାଙ୍କୁ ସକାଳେ ଓ ରାତିରେ ମାଗଣାରେ ପଢ଼ାଉଛନ୍ତି।
ଉତ୍ତରରେ ଉଗ୍ର ଚୀନ୍, ପଶ୍ଚିମରେ ପ୍ରକ୍ସି ପାକିସ୍ତାନ। ଉଭୟ ଶତ୍ରୁଙ୍କ ମୁକିବିଲା ଲାଗି ଦରକାର ଯୋଜନାବଦ୍ଧ ରଣନୀତି। ଜଳ, ସ୍ଥଳ ଓ ଆକାଶବାହିନୀ ମଧ୍ୟରେ ଆବଶ୍ୟକ ଶୀର୍ଷମାନର ସମନ୍ୱୟ। ସେଥିଲାଗି ଏକ ସମନ୍ୱିତ ଯୁଦ୍ଧ ଲଢିବା ବ୍ୟବସ୍ଥା ବିକଶିତ କରିବାକୁ ପ୍ରୟାସ କରୁଛି ଭାରତ।
ଆପଣ ଆଧାର ସହ ପାନ ସଂଯୋଗ କରିନାହାନ୍ତି। ଯଦି ନା ତେବେ ଆପଣଙ୍କ ଲାଗି ଏହା ବଡ଼ ଖବର। କାରଣ ପୁଣି ଥରେ ଆଧାର-ପାନ ସଂଯୋଗ ଯୋଡ଼ିବାକୁ ବଢାଇ ଦେଇଛନ୍ତି କେନ୍ଦ୍ର ସରକାର। ଆହୁରି ୬ ମାସ ପର୍ଯ୍ୟନ୍ତ ଏହି ତାରିଖକୁ ବଢାଇ ଦେଇଛନ୍ତି କେନ୍ଦ୍ର ସରକାର
ବିଭିନ୍ନ ରାଜ୍ୟରୁ ୬ ଆତଙ୍କୀ ଧରାପଡ଼ିବା ଘଟଣାରେ ସାମ୍ନାକୁ ଆସିବା ପରେ ,ତାହାକୁ ନେଇ ପୂରା ଦେଶରେ ଏବେ ଜୋରସୋରେ ଚର୍ଚ୍ଚା ଚାଲିଛି। କାରଣ ବାରମ୍ବାର ଦେଶରୁ ଏପରି ଆତଙ୍କୀମାନଙ୍କୁ ଧରାଯାଉଛି ଯେଉଁମାନେ କି ଦେଶରେ ଅଶାନ୍ତି ସୃଷ୍ଟି କରିବା ଏବଂ ବଡ଼ ବିସ୍ଫୋରଣ ଘଟାଇବା ଉଦ୍ଦେଶ୍ୟରେ ଆସୁଛନ୍ତି।...
ତେବେ ମହାନଦୀରେ ଜଳସ୍ତର କମିଛି କିନ୍ତୁ ସୁବର୍ଣ୍ଣରେଖା ଓ ଜଳକାରେ ବଢ଼ୁଛି ପାଣି । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର। ଫଳରେ ତଳ ଅଞ୍ଚଳରେ ଥିବା ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। ରାସ୍ତା ଉପରେ ପାଣି ଚାଲୁଥିବାରୁ ଲୋକେ ଡଙ୍ଗା ବ୍ୟବହାର କରୁଛନ୍ତି ।
ପୂର୍ବ-କେନ୍ଦ୍ର ବଙ୍ଗୋପସାଗର ଓ ମିଆଁମାର ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ପୁଣି ବର୍ଷା ଆରମ୍ଭ ହୋଇଛି। ଆଜି ସକାଳ ସାଢ଼େ ୮ଟାଠାରୁ ୨୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଉତ୍ତର, ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାରେ ବର୍ଷା ସହ କେତେକ ସ୍ଥାନରେ ପ୍ରବଳ ବର୍ଷା ପାଇଁ...
ଭାରତ ଉପରେ ଗଭୀର ପ୍ରଭାବ ପକାଇବ ଆଫଗାନୀସ୍ତାନ ସ୍ଥିତି ଉଭୟ ଅର୍ଥନୈତିକ ଓ ମାନବିକ ଦୃଷ୍ଟିକୋଣରୁ ଆଫଗାନବାସୀ ଏବେ ଅତ୍ୟନ୍ତ କଦର୍ଯ୍ୟ ସ୍ଥିତିର ସମ୍ମୁଖୀନ ହେଉଛନ୍ତି। ବିନା ଚୁକ୍ତି କି ସହମତିରେ ତାଲିବାନ ସରକାର ଗଠନ କରିଥିବାରୁ, ବୁଝି ବିଚାରି ନିଷ୍ପତ୍ତି ନେବାକୁ ବିଶ୍ୱ ସମୁଦାୟକୁ ଆହ୍ୱାନ ଦେଇଛନ୍ତି...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଜି ଜନ୍ମଦିନ। ୭୧ ବର୍ଷରେ ପଦାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ଜନ୍ମଦିନ ଅବସରରେ କରୋନା ଟୀକାକରଣରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଅପରାହ୍ନ ୫ ଟା ପର୍ଯ୍ୟନ୍ତ ସାରା ଦେଶରେ ୨ କୋଟିରୁ ଅଧିକ ଟିକା ଦିଆଯାଇଛି
ପୂର୍ବ-କେନ୍ଦ୍ର ବଙ୍ଗୋପସାଗର ଓ ମିଆଁମାର ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ଆଜିଠୁ ପୁଣି ବର୍ଷା ଆରମ୍ଭ ହୋଇଛି। ତେବେ ପ୍ରଭାବରେ ଆସନ୍ତାକାଲି ସକାଳ ସାଢ଼େ ୮ଟାଠାରୁ ୨୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଉତ୍ତର, ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାରେ ବର୍ଷା ସହ କେତେକ ସ୍ଥାନରେ...
ବର୍ତ୍ତମାନ ପାଇଁ ଜିଏସଟି ଅନ୍ତର୍ଭୁକ୍ତ ହେବନି ପେଟ୍ରୋଲ, ଡିଜେଲ ଓ ଅନ୍ୟ ପେଟ୍ରୋଲିୟମଜାତ ସାମଗ୍ରୀ। ଆଜି ବସିଥିବା ଜିଏସଟି କାଉନସିଲର ୪୫ତମ ବୈଠକରେ ଏହି ପ୍ରସ୍ତାବକୁ ରାଜ୍ୟମାନେ ଜୋରଦାର ବିରୋଧ କରିଥିଲେ। ଏପରିକି ଏହି ପ୍ରସ୍ତାବ ଉପରେ ଆଲୋଚନା ଲାଗି ରାଜି ବି ହୋଇନଥିଲେ
ପ୍ରାଥମିକ ଓ ଅଙ୍ଗନବାଡ଼ି ସ୍କୁଲ ବନ୍ଦ ଯୋଗୁଁ ପ୍ରଭାବିତ ହୋଇଛି ଶିଶୁଙ୍କ ପାଠପଢ଼ା । ଏମିତିକି ଅନେକ ପିଲା ଅଙ୍ଗନବାଡି ଶିକ୍ଷା ସାରିଥିଲେ ମଧ୍ୟ ପ୍ରଥମ ଶ୍ରେଣୀ ନାଁ ଲେଖାଇ ପାରିନାହାନ୍ତି। ଯାହାକୁ ନେଇ ଚିନ୍ତାରେ ଅଭିଭାବକ ଅଛନ୍ତି