• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Bhupendra Patel
ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଭୂପେନ୍ଦ୍ର

ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଭୂପେନ୍ଦ୍ର ପଟେଲ। ରାଜଭବନରେ ଚାଲିଛି ଶପଥ ଗ୍ରହଣ କାର୍ଯ୍ୟକ୍ରମ। ହେଲେ ଭୂପେନ୍ଦ୍ରଙ୍କ ମନ୍ତ୍ରୀମଣ୍ଡଳରେ ପରେ କାହାକୁ ମନ୍ତ୍ରୀ ପଦ ଦିଆଯିବ ସେନେଇ ଦଳୀୟ ପଦାଧିକାରୀ ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି

durga puja
ଏ ବର୍ଷ ବି ୪ ଫୁଟର ହେବ ମୂର୍ତ୍ତି

ଏ ବର୍ଷ ବି ୪ ଫୁଟର ହେବ ମୂର୍ତ୍ତି। ଦୁର୍ଗା ମୂର୍ତ୍ତି ଉଚ୍ଚତା ୪ ଫୁଟ ହେବାର ନିଷ୍ପତ୍ତି ନେଲା SRC। କୋଭିଡ ପରିସ୍ଥିତିକୁ ଆଖି ଆଗରେ ରଖି ସଂକ୍ରମଣ ନ ବଢିବା ପାଇଁ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। କୋଭିଡ ଗାଇଡଲାଇନ୍ ଅନୁଯାୟୀ ନିଡାମ୍ବରରେ ପାଳନ...

puri police
ଫେକ୍ RTPCR ରିପୋର୍ଟ ପ୍ରବେଶ ମାମଲାରେ ୧୨ ଗିରଫ

ଶ୍ରୀମନ୍ଦିରରେ ଫେକ୍ RTPCR ରିପୋର୍ଟ ଦେଖାଇ ପ୍ରବେଶ ମାମଲା। ୧୨ ଅଭିଯୁକ୍ତଙ୍କୁ ଗିରଫ କଲା ପୁରୀ ପୋଲିସ। ଏମାନଙ୍କ ନାଁରେ ୩ଟି ଭିନ୍ନ ଭିନ୍ନ ମାମଲା ରହିଛି। ଫେକ୍ ରିପୋର୍ଟ ବାହାର କରୁଥିବା ମାସ୍ଟରମାଇଣ୍ତକୁ ମଧ୍ୟ ଗିରଫ କରିଥିବାର ସୂଚନା ଦେଇଛି ପୁରୀ ପୋଲିସ।

Anandapur
ଶୋଇବା ଅବସ୍ଥାରେ ଭାଙ୍ଗିଲା ଘର: ଅସହାୟ ଅବସ୍ଥାରେ ସ୍ୱାମୀ ପରିତ୍ୟକ୍ତ ମହିଳା

ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଭୋଳନୂଆଗାଁ ଗାଁ। ଗାଁ ର ପୁଷ୍ପଲତା ନାୟକ ବିବାହର କିଛି ଦିନ ପରେ ସ୍ୱାମୀ ପରିତ୍ୟକ୍ତ ହେବାପରେ ୧୦ ବର୍ଷରୁ ଅଧିକ ସମୟ ଧରି ନିଜ ବାପ ଘର ନିକଟରେ ଏକ ଘର ନିର୍ମାଣ କରି ରହି ଆସୁଥିଲେ

jobs
ପ୍ରକାଶ ପାଇଲା Income Tax Department ଚାକିରି: ଦରମା ୧.୪ ଲକ୍ଷ

ଚାକିରି ଆଶାୟୀଙ୍କ ଲାଗି ବଡ଼ ଖବର। ଆୟକର ବିଭାଗ ନିଯୁକ୍ତି ୨୦୨୧ ଏହାରି ମଧ୍ୟରେ ବିଜ୍ଞପ୍ତି ପ୍ରକାଶ କରିଛି। ଆୟକର ବିଭାଗରେ ସରକାରୀ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ଖୁସି ଖବର

Kiran
ଭାରତର ସବୁଠୁ ଧନୀ ମହିଳା। ଦିନେ ସଂଘର୍ଷ କରିଥିଲେ ଏବେ ସଫଳ ହେଲେ

ଯଦି ଆମେ ଦେଶର ଧନୀ ମହିଳାଙ୍କ ବିଷୟରେ କହିବା, ତେବେ କିରଣ ମଜୁମଦାର ଖାଁଙ୍କ ନାମ ଶୀର୍ଷରେ ରହିବ। କିରଣ ମଜୁମଦାର ବାୟୋକନ୍ ଲିମିଟେଡର ଚେୟାରମ୍ୟାନ୍ ଅଛନ୍ତି । ନିକଟରେ ପ୍ରକାଶିତ ହୁରୁନ୍ ଗ୍ଲୋବାଲ୍ ରିଚ୍ ତାଲିକା ୨୦୨୧ କିରଣଙ୍କୁ ଭାରତର ସବୁଠାରୁ ଧନୀ ମହିଳାର ପରିଚୟ ମିଳିଛି

Taliban
ଆମେରିକା ଉପରେ ହୋଇଥିବା ଭୟଙ୍କର ଆକ୍ରମଣ ଦିନ ଶପଥ ନେବ ଆଫଗାନିସ୍ତାନର ନୂଆ ମନ୍ତ୍ରୀମଣ୍ଡଳ !

ଯେଉଁଦିନ ଆମେରିକା ଉପରେ ଭୟଙ୍କର ଆକ୍ରମଣ କରିଥିଲା ଆତଙ୍କୀ ସଂଗଠନ ଅଲ୍‌-କାଏଦା। ଠିକ୍‌ ସେହିଦିନ ତାଲିବାନୀ ଆତଙ୍କୀଙ୍କ ସରକାରର ହେବ ଶପଥ ପାଠ। ଅର୍ଥାତ୍‌ ଆସନ୍ତା ୧୧ ତାରିଖରେ ଆଫଗାନିସ୍ତାନ ସରକାର ବିଧିବଦ୍ଧ ଭାବରେ ଶପଥ ନେବା ନେଇ ସୂଚନା ମିଳିଛି

priyanka-tibriwal
ମମତାଙ୍କ ବିରୋଧରେ ଛିଡ଼ାହେବେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା: ଭବାନୀପୁରରେ ଜୋରଦାର ହେବ ଲଢେଇ

ଭାରତୀୟ ଜନତା ପାର୍ଟି (ବିଜେପି) ଭବାନୀପୁର ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି। ଭବାନୀପୁର ବିଧାନସଭା ନିର୍ବାଚନରେ ପ୍ରିୟଙ୍କା ତିବ୍ରିୱାଲଙ୍କୁ ପ୍ରାର୍ଥୀ କରିଛି ଦଳ। ଆପଣଙ୍କୁ କହିରଖୁଛୁ ଯେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆସନରୁ ଟିଏମସିର ପ୍ରାର୍ଥୀ ଭାବରେ ଛିଡ଼ା ହେବେ।

Viral Fever
ବିହାରରେ ବ୍ୟାପୁଛି Viral Fever: ୨୫ ଶିଶୁଙ୍କ ଗଲା ପ୍ରାଣ

କରୋନା ମହାମାରୀ ଏବେ ସମସ୍ତଙ୍କୁ ଟେନ୍‌ସନ୍‌ ଦେଉଛି। ଆଉ ଏହାରି ମଧ୍ୟରେ ବିହାରରେ ପୁଣି ଏକ ନୂଆ ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ଏବେ ଚିନ୍ତାରେ ଅଛନ୍ତି ଅଭିଭାବକ। ସୂଚନା ଅନୁସାରେ, ବିହାରରେ ପିଲାମାନଙ୍କଠାରେ ଭାଇରାଲ୍ ଜ୍ୱର ହଠାତ୍ ବୃଦ୍ଧି ପାଇବାରେ ଲାଗିଛି

kidnap
ଟଙ୍କା ପାଇଁ ନିଜେ ନିଜର କଲେ ଅପହରଣ। ସତ ଜଣାପଡ଼ିବା ପରେ ଗିରଫ କଲା ପୋଲିସ୍

ନିଜ ଅପହରଣର ନିଜେ କରିଥିଲେ ଷଡ଼ଯନ୍ତ୍ର କିନ୍ତୁ ଧରାପଡ଼ିଗଲେ। ନିଜର ଚାକିରି ଯିବା ପରେ ଟଙ୍କାର ଅଭାବ ପାଇଁ ଏମିତି କିଛି ଚିନ୍ତା କରିଥିଲେ ଯୁବକ। କିନ୍ତୁ ନିଜର ଭୁଲ ହେତୁ ତାଙ୍କର ସମ୍ପୂର୍ଣ୍ଣ ଯୋଜନା ଫେଲ୍‌ ହୋଇଯାଇଥିଲା ଏବଂ ପୋଲିସ ତାଙ୍କୁ ଧରିଥିଲା

Viral Video
ପକ୍ଷୀକୁ ଉଦ୍ଧାର କରିବା ପାଇଁ ଜୀବନକୁ ବାଜି ଲଗାଇଲେ ଯୁବକ, ଭିଡ଼ିଓ ଭାଇରାଲ

ପକ୍ଷୀ ପ୍ରେମରେ ବାୟା ହେଲେ ଯୁବକ। ନିଜ ଜୀବନକୁ ବାଜି ଲଗାଇ ପକ୍ଷୀକୁ ଉଦ୍ଧାର ବି କଲେ। ଆଉ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଭିଡ଼ିଓ।

British Era Bridge In NH-49 In Sambalpur Collapses
ପୋଲ ଭାଙ୍ଗି ପଡ଼ିବା ଯୋଗୁଁ କୁଚିଣ୍ଡା ଓ ସମ୍ବଲପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହରକୁ ସଂଯୋଗ କରୁଥିବା ୪୯ ନମ୍ବର ଜାତୀୟ ରାଜପଥର ଖର୍ଲା ନଦୀ ଉପରେ ଝୁଲେନ୍ ଠାରେ ରହିଥିବା ବ୍ରିଟିଶ ଅମଳର ପୋଲଟି ଭୁଶୁଡ଼ି ପଡ଼ିଛି।

petroll
ତେଲ ଦେବା ବେଳେ ଆପଣଙ୍କୁ ଏମିତି ଠକିଥାନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ

ଅନେକ ସମୟରେ ଦେଖାଯାଏ ପମ୍ପ କର୍ମଚାରୀମାନେ ମିଟର କଂଟାରେ ଏପଟ ସେପଟେ କରିଦିଅନ୍ତି। ଆଉ ଫଳ ସ୍ୱରୂପ ୧୦୦ ଟଙ୍କାରେ ପେଟ୍ରୋଲ ପକାଇଲେ ବି ସେତିକି ଟଙ୍କାରେ ଆପଣ ତେଲ ପାଇନଥାନ୍ତି। ତେଣୁ ଆପଣମାନେ ଧ୍ୟାନର ସହ ଦେଖନ୍ତୁ ଆପଣ ଯେତିକି ଟଙ୍କାରେ ତେଲ ଭରିବା ଲାଗି କହିଛନ୍ତି...

corona
ଦେଶରେ ଆଜି କମିଲା ସଂକ୍ରମଣ। ୨୪ ଘଣ୍ଟାରେ ୩୪ ହଜାର ଆକ୍ରାନ୍ତ ଚିହ୍ନଟ

ଦେଶରେ ଆଜି ସାମାନ୍ୟ କମିଛି କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୩୪,୯୭୩ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୨୬୦ ଜଣଙ୍କ ପ୍ରାଣ ନେଇଛି କରୋନା

Prashant Jagdev
ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କେବେ?

ସେପଟେ ଗତକାଲି ବିଳମ୍ବିତ ରାତିରେ ବିଜେଡି ପକ୍ଷରୁ ଅଭିଯୋଗକାରୀ ନିରଞ୍ଜନ ସେଠୀଙ୍କ ବିରୋଧରେ ଏକ ପାଲଟା ଏତଲା ବି ଦାଏର ହୋଇଛି। ତେବେ ସର୍ବସମ୍ମୁଖରେ ଆଇନକୁ ହାତକୁ ନେଇ ବିଧାୟକ ଗିରଫ ନହେବା ଯାଏଁ ବିଜେପି ଚୁପ୍ ବସିବ ନାହିଁ ବୋଲି କହିଛନ୍ତି ବାଲୁଗାଁ ବିଜେପି ମଣ୍ଡଳ ସଭାପତି।

Taliban
ଯେତେ ଲୁଚାଇଲେ ବି ଲୁଚୁନାହିଁ ତାଲିବାନ୍‌ର ଆତଙ୍କୀ କାର୍ଯ୍ୟ

ତାଲିବାନ କହିଥିଲା ଆମେ ବଦଳି ଯାଇଛୁ। ମାନବୀୟ ଢଙ୍ଗରେ ଶାସନ କରିବୁ। ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବୁ। ତେବେ କାବୁଲରେ ଅନ୍ତରୀଣ ସରକାର ଗଢୁ ଗଢୁ ନିଜ ଅସଲ ରଂଗ ଦେଖାଇଛି ଏହି ଆତଙ୍କୀ ସଂଗଠନ। ବର୍ବରତାର ସବୁ ସୀମା ଟପିଯାଇଛନ୍ତି ଏହାର ଲଢାକୁ

Fake vaccine
ସାବଧାନ ! ବଜାରରେ ମିଳୁଛି ନକଲି କରୋନା ଟିକା

ତେଲ ନକଲି। ଚା ନକଲି। ଔଷଧ ବି ନକଲି। ଏବେ ଟିକା ନକଲି କରିବା ଆରମ୍ଭ ହୋଇ ଯାଇଛି। ନକଲି କୋଭିଶିଲ୍ଡ ଚିହ୍ନଟ ପରେ ନିର୍ଦ୍ଦେଶାବଳୀ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ନକଲି କୋଭିଡ-୧୯ ଟିକା ଚିହ୍ନଟ କରିବା ଓ ଏହାକୁ ବ୍ୟବହାର ନ କରିବା ପାଇଁ...

black rose
ବ୍ଲାକରୋଜ୍ ଜାହାଜ ବୁଡ଼ିବା ଘଟଣାକୁ ପୁରିଲା ୧୨ ବର୍ଷ

ବ୍ଲାକରୋଜ୍ ଜାହାଜ ବୁଡ଼ିବା ଘଟଣାକୁ ପୁରିଲା ୧୨ ବର୍ଷ। ୨୦୦୯ ସେପ୍ଟେମ୍ବର ୯ରେ ପାରାଦୀପ ସମୁଦ୍ରରେ ବୁଡ଼ି ଯାଇଥିଲା ବ୍ଲାକରୋଜ୍। ଜାଲ କାଗଜ ପତ୍ରରେ ବିଦେଶକୁ ଲୁହାପଥର ଚାଲାଣ କରାଯାଉଥିବା ବେଳେ ଏହା ବୁଡି ଯାଇଥିଲା।

bricks
ଆଜି BRICS ସମ୍ମିଳନୀ

ଆଜି BRICS ସମ୍ମିଳନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୈଠକ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧନ କରିବେ ମୋଦି। ଭାରତ ସମେତ ବ୍ରାଜିଲ୍,ଋଷିଆ,ଚୀନ୍,ସାଉଥ ଆଫ୍ରିକା ରାଷ୍ଟ୍ର ସମୂହକୁ ନେଇ ବ୍ରିକ୍ସ ବୈଠକ ତୃତୀୟ ଥର ପାଇଁ ଭାରତରେ ଆୟୋଜିତ ହେଉଛି।

pramod bhagat
ପାରାଲିମ୍ପିକ୍ସ ଷ୍ଟାର ପ୍ରମୋଦଙ୍କୁ ଭେଟିବେ ମୋଦି

ପାରାଲିମ୍ପିକ୍ସ ଷ୍ଟାର ପ୍ରମୋଦଙ୍କୁ ଭେଟିବେ ମୋଦି। ପାରାଲିମ୍ପିକ୍ସ ପଦକ ବିଜେତାଙ୍କୁ ଆଜି ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ ଅଲିମ୍ପିକ୍ସରେ ଭାଗ ନେଇଥିବା ସମସ୍ତ ଖେଳାଳିଙ୍କୁ କରାଯିବ ସମ୍ବର୍ଦ୍ଧିତ।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି