• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Baijayant Panda
ମୋଦିଜୀଙ୍କ ଜୀବନ ଆମକୁ ଅନୁପ୍ରାଣିତ କରିଛି: ବୈଜୟନ୍ତ ପଣ୍ତା

୭୧ତମ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ ତାଙ୍କୁ ବିଶ୍ୱର ଜଣେ ଲୋକପ୍ରିୟ ଏବଂ ପରିଶ୍ରମୀ ନେତା ବୋଲି ସମ୍ବୋଧନ କରିଛନ୍ତି।

DurgaPuja2021
ମୂର୍ତ୍ତି ବିବାଦ: ହାଇକୋର୍ଟ ମନା କଲେ, ସୁପ୍ରିମକୋର୍ଟ ଯିବ କି ପୂଜା କମିଟି?

ନିର୍ଣ୍ଣାୟକ ମୋଡ଼ରେ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବୃଦ୍ଧି ବିବାଦ। ବାଲୁବଜାର ପୂଜା କମିଟି ପକ୍ଷରୁ ଉଚ୍ଚତା ବୃଦ୍ଧି ଦାବି ନେଇ ହୋଇଥିବା ମାମଲାକୁ ହାଇକୋର୍ଟ ଆଜି ଖାରଜ କରିଦେଇଛନ୍ତି। ଏଥିସହ ସ୍ପଷ୍ଟ କରିଛନ୍ତି ୟେ ମହାମାରୀ ସମୟରେ ସରକାରୀ ନିଷ୍ପତ୍ତିରେ ହସ୍ତକ୍ଷେପ କରି ହେବନି।

ITR
କେତେ ସୁରକ୍ଷିତ ଆମ କ୍ଷେପଣାସ୍ତ୍ର ଘାଟି ?

ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନର ଗୁପ୍ତ ତଥ୍ୟ ପ୍ରଘଟ ମାମଲାରେ ୫ ଜଣ ଜେଲ୍ ଯିବା ପରେ ଏବେ ପ୍ରଶ୍ନ କେତେ ସୁରକ୍ଷିତ ଏ କ୍ଷେପଣାସ୍ତ୍ର ଘାଟି। ଖାଲି ଏଇଠୁ ତଥ୍ୟ ଲିକ୍ ହୋଇଛି ନା ପଡ଼ୋଶୀ ଜିଲ୍ଲାର ହ୍ୱିଲର ଦ୍ୱୀପରେ ବି ଏଭଳି ଚାଲୁଛି।

Flood
ବଢି ଆସୁଛି, ଡର ବଢୁଛି। ଖସୁଛି ମହାନଦୀ, ଉଛୁଳୁଛି ସୁବର୍ଣ୍ଣରେଖା

ମହାନଦୀ ସିଷ୍ଟମରେ କମୁଛି ହେଲେ ସୁବର୍ଣ୍ଣରେଖାରେ ବଢୁଛି ବନ୍ୟାଜଳ। ଛତିଶଗଡ଼ରେ ବର୍ଷା କମିଥିବାରୁ ହୀରାକୁଦକୁ ଜଳ ପ୍ରବାହ ହ୍ରାସ ପାଇଛି। ଏବେ ୨୮ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି। ଫଳରେ ଡ୍ୟାମର ତଳମୁଣ୍ଡ ସୁବର୍ଣ୍ଣପୂର, ବାଙ୍କି, ଆଠଗଡ ଓ ଖୋର୍ଦ୍ଧ ଜିଲ୍ଲାର କିଛି ଗାଁରେ ପାଣି ପଶିଛି

sainik school
ପ୍ରାଥମିକ ପର୍ଯ୍ୟାୟରେ ୧୦ ଜଣ ଛାତ୍ରୀଙ୍କୁ ନାମ ଲେଖାର ସୁଯୋଗ

ଭୁବନେଶ୍ୱର ସୈନିକ ସ୍କୁଲରେ ପ୍ରାଥମିକ ପର୍ଯ୍ୟାୟରେ ୧୦ ଜଣ ଛାତ୍ରୀଙ୍କୁ ନାମ ଲେଖାର ସୁଯୋଗ ମିଳିଥିବାବେଳେ ଆଗମୀ ଦିନରେ ଏହି ସଂଖ୍ୟା ବଢ଼ିପାରେ । ସ୍କୁଲ ପାଇଁ ୧୦୦ ବେଡ଼ ବିଶିଷ୍ଟ ଛାତ୍ରୀ ନିବାସ ପାଇଁ ଅନୁମୋଦନ ମିଳିସାରିଛି । ଆଜି ଏହି ସୂଚନା ଦେଇଛନ୍ତି ମଧ୍ୟ ଭାରତ...

Vaccination
ବୁଷ୍ଟର ଡୋଜ୍ ନୁହେଁ ଡବଲ୍ ଡୋଜକୁ ଗୁରୁତ୍ୱ

ବୁଷ୍ଟର ଡୋଜ୍ ନୁହେଁ ଡବଲ୍ ଡୋଜକୁ ଗୁରୁତ୍ୱ ଦିଆଯାଉ। ସମସ୍ତେ ଯେଭଳି ଡବଲ୍ ଡୋଜ୍ ଟିକା ନେବେ, ତାହାକୁ ଦିଆଯାଉଛି ପ୍ରାଥମିକତା। ସ୍ପଷ୍ଟ କଲେ ଆଇସିଏମ୍ଆର୍ ମୁଖ୍ୟ ଡାକ୍ତର ବଳରାମ ଭାର୍ଗବ।

cricket match
ପାକିସ୍ତାନ-ନ୍ୟୁଜିଲାଣ୍ଡ ଦିନିକିଆ ବାତିଲ

ପଡ଼ିଆକୁ ଓହ୍ଲାଇବା ପୂର୍ବରୁ ପାକିସ୍ତାନ ସହ ଦିନିକିଆ ମ୍ୟାଚ୍ ବାତିଲ କଲା ନ୍ୟୁଜିଲାଣ୍ଡ। ସୁରକ୍ଷା ଦୃଷ୍ଟିକୋଣରୁ ଆଜି ହିଁ ପାକିସ୍ତାନ ଛାଡିବାକୁ ଟିମକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କାହିଁକି ବ୍ଲାକ୍ କ୍ୟାପ୍ ବାତିଲ କଲା ସିରିଜି ? କେବେଠାରୁ ବିଦେଶୀ ଟିମ୍ ଯାଇ ନାହାନ୍ତି ପାକିସ୍ତାନ ? କାହିଁକି...

2 brother
ଲୁଣା ନଦୀରେ ବୁଡ଼ିଗଲେ ଦୁଇ ନାବାଳକ ଭାଇ

ପୁରୀ ଡେଲାଙ୍ଗ ଲୁଣା ନଦୀରେ ବୁଡ଼ି ଦୁଇ ନାବାଳକ ଭାଇଙ୍କ ମୃତ୍ୟୁ। ଗାଧୋଇବା ବେଳେ ଭାସି ଯାଇଥିଲେ ଦୁଇ ଭାଇ। ଉଦ୍ଧାର କରି ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିଲା। ମୃତ ଦୁଇ ଭାଇଙ୍କ ବୟସ ୭ ବର୍ଷ ଏବଂ ୩ ବର୍ଷ।

Prasad
ଆନ୍ଧ୍ର ପ୍ରଦେଶର ପୂର୍ବତନ ବିଧାୟକ ପ୍ରସାଦଙ୍କୁ ଗିରଫ

ଆନ୍ଧ୍ର ପ୍ରଦେଶର ପୂର୍ବତନ ବିଧାୟକଙ୍କ ଗିରଫ ମାମଲା। ଲୋକଙ୍କୁ ମିଛ କହି ଟଙ୍କା ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ୱେଲଫେୟାର ଗ୍ରୁପ୍ ଅଫ୍ କମ୍ପାନୀ ନା ରେ ୧୨୦୦ କୋଟି ଟଙ୍କାର ଠକେଇ କରିବାର ଅଭିଯୋଗ ରହିଛି।

taliban
ଟ୍ରେଜେରୀ ଖାଲି: ତାଲିବାନୀ ମାନେ ଦେଶ ଚଳାଇବେ କେମିତି?

ନିଜେ ଖୋଳିଥିବା ଗାଡ଼ରେ ଏବେ ନିଜେ ପଡ଼ିବ ତାଲିବାନ। ଆଫଗାନିସ୍ତାନରେ କ୍ଷମତା ସିନା ମାଡି ବସିଲେ, ତେବେ କେମିତି ଦେଶ ଚଳାଇବେ ଏବେ ତାହା ସବୁଠୁ ବଡ଼ ପ୍ରଶ୍ନ। କାହିଁକି ନା ପ୍ରଶାସନ ପାଇଁ ଦରକାର ବିପୁଳ ଅର୍ଥ ମାତ୍ର ଆଫଗାନିସ୍ତାନର ଟ୍ରେଜେରୀ ଖାଲି

baitarani river
କାଠ ଲୋଭରେ ଭାସିଗଲେ ୩ ଜଣ

ଲୋଭ ହେଲା କାଳ ! ବନ୍ୟା ପାଣିରୁ କାଠ ଆଣିବାକୁ ଯାଇଥିବା ବେଳେ ୩ ଜଣ ବ୍ୟକ୍ତି ବନ୍ୟା ପାଣିରେ ଭାସି ଯାଇଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ଜଣଙ୍କୁ ଉଦ୍ଧାର କରି ଥିବାବେଳେ ୨ ଜଣ ନିଖୋଜ ଅଛନ୍ତି। ଆଜି ବୈତରଣୀ ନଦୀର ଆନନ୍ଦପୁର ବ୍ୟାରେଜରେ...

UP Rain
ପ୍ରଳୟଙ୍କାରୀ ବର୍ଷା : ୪୨ ଜଣଙ୍କ ନେଲାଣି ପ୍ରାଣ

କିଛିଦିନ ଧରି ହେଉଥିବା ଲଗାଣ ବର୍ଷା ଯୋଗୁଁ ଉତ୍ତରପ୍ରଦେଶର ଅନେକ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ଆଉ ଏହାରି ମଧ୍ୟରେ ୪୨ ଜଣ ପ୍ରାଣ ମଧ୍ୟ ହରାଇସାରିଲେଣି। ବାରବାଙ୍କିରେ ବର୍ଷା ଥମିବାକୁ ନାଁ ନେଉନାହିଁ। ଏଠାରେ ସର୍ବାଧିକ ୧୨ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଏବଂ...

durga puja
ମୂର୍ତ୍ତି ଉଚ୍ଚତା ବିବାଦ, ହାଇକୋର୍ଟରେ ଆବେଦନ ଖାରଜ

କଟକରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ରାୟ ଶୁଣାଇଛନ୍ତି ହାଇକୋର୍ଟ। ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ୪ ଫୁଟ ଉଚ୍ଚତାକୁ ନେଇ କଟକ ବାଲୁବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

Sonu Sood
ସୋନୁ ସୁଦ୍‌ଙ୍କ ଘରେ ଚାଲିଛି ରେଡ଼୍‌: ଜାଣନ୍ତୁ କଣ କହିଲା ଆୟକର ବିଭାଗ?

ବଲିଉଡର ଚର୍ଚ୍ଚିତ ଅଭିନେତା ସୋନୁ ସୁଦଙ୍କ ଘରେ ଲଗାତାର ଆୟକର ବିଭାଗ ଚଢାଉ ଜାରି ରଖିଛି। ସୋନୁ ସୁଦଙ୍କ ଘର ଏବଂ କାର୍ଯ୍ୟାଳୟ ସମେତ ୬ ଟି ସ୍ଥାନରେ କ୍ରମାଗତ ତୃତୀୟ ଦିନ ପାଇଁ ଚଢାଉ ହୋଇଛି। ଟିକସ ହେରଫେର ହୋଇଥିବା ନେଇ ପ୍ରମାଣ ମିଳିଥିବାର ସୂଚନା ମିଳିଛି

jagannath temple
ଆଜି ଶ୍ରୀମନ୍ଦିର ବନ୍ଦ

ଆଜି ଶ୍ରୀମନ୍ଦିର ବନ୍ଦ। ଆଜି ବିଶ୍ୱକର୍ମା ପୂଜା ଏବଂ ବଡ଼ ଏକାଦଶୀ ଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ହେବା ଆଶଙ୍କାରେ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। ଆଜି ବିଶ୍ୱକର୍ମା ପୂଜା ସହ ବାମନ ଜନ୍ମ, ପାର୍ଶ୍ୱ ପରିବର୍ତ୍ତନ ବା ବଡ଼ ଏକାଦଶୀ, ସଂକ୍ରାନ୍ତି ମଧ୍ୟ ପଡ଼ିଛି।

Taliban
ଆଫଗାନ୍‌ ସ୍ଥିତି ସଙ୍ଗୀନ: ଘର ଜିନିଷ ବିକି ଗଣ୍ଡେ ଖାଇବାକୁ ଚେଷ୍ଟା କରୁଛନ୍ତି ଲୋକେ

ଘୋର ଆର୍ଥିକ ଦୁର୍ଦ୍ଦିନରେ ଆଫଗାନିସ୍ତାନ। ତାଲିବାନ ହାତକୁ ଶାସନ କ୍ଷମତା ଯିବା ପରେ ପୂରା ଦେଶରେ ଖେଳି ଯାଇଛି ହାହାକାର। ଖାଦ୍ୟ ପଦାର୍ଥ ସାଙ୍ଗକୁ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ଘୋର ଅଭାବ ସୃଷ୍ଟି ହୋଇଛି

Corona
ଦେଶରେ ବଢିବାରେ ଲାଗିଛି ସଂକ୍ରମଣ। ୨୪ ଘଂଟାରେ ୩୪ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ

ଦେଶରେ ବଢିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୩୪,୪୦୩ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୩୨୦ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ସେହିପରି ଭାବରେ ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୩,୩୩,୮୧,୭୨୮ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

Corona
ଆସୁଛି ପାର୍ବଣ ଋତୁ, ସତର୍କ ରହିବାକୁ ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହେଉଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ସମସ୍ତେ କରୋନା କଟକଣା ମାନିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଟିକାକରଣ ଜାରି ରହିଛି।

whatsapp
ହ୍ୱାଟ୍ସଆପରେ ତଥ୍ୟ ସୁରକ୍ଷିତ ନୁହେଁ, ୨୦୦ କୋଟି ଆକାଉଣ୍ଟ୍‌ ଉପରେ ନଜର

ଧରା ପଡିଛି ଫେସବୁକର ମିଛ। ହ୍ୱାଟ୍‌ସଆପରେ ସୁରକ୍ଷିତ ନୁହେଁ ଆପଣଙ୍କ ତଥ୍ୟ। ସୁରକ୍ଷିତ ବୋଲି କମ୍ପାନୀ ଦାବି କରୁଥିବା ବେଳେ ମିଛ ପଦାକୁ ଆସିଛି। ହ୍ୱାଟସ୍‌ଆପ୍‌କୁ ଫେସ୍‌ବୁକ୍‌ ଅଧିଗ୍ରହଣ କରିବା ପରେ ଅନେକ ଫିଚର ପରିବର୍ତ୍ତନ କରାଯାଇଛି। ଏଥିରେ ୟୁଜର୍ସଙ୍କ ଡାଟା ସୁରକ୍ଷିତ ବୋଲି କୁହାଯାଇଥିଲା । ମାତ୍ର...

Sainik School
ସୈନିକ ସ୍କୁଲରେ ପଢିବେ ଛାତ୍ରୀ: ପ୍ରଥମ ପର୍ଯ୍ୟାୟରେ ୧୦ ଛାତ୍ରୀ ଲେଖାଇଲେ ନାମ

ଭୁବନେଶ୍ୱର ସୈନିକ ସ୍କୁଲରେ ପ୍ରାଥମିକ ପର୍ଯ୍ୟାୟରେ ୧୦ ଜଣ ଛାତ୍ରୀଙ୍କୁ ନାମ ଲେଖାର ସୁଯୋଗ ମିଳିଥିବାବେଳେ ଆଗମୀ ଦିନରେ ଏହି ସଂଖ୍ୟା ବଢ଼ିପାରେ । ସ୍କୁଲ ପାଇଁ ୧୦୦ ବେଡ଼ ବିଶିଷ୍ଟ ଛାତ୍ରୀ ନିବାସ ପାଇଁ ଅନୁମୋଦନ ମିଳିସାରିଛି । ଆଜି ଏହି ସୂଚନା ଦେଇଛନ୍ତି ମଧ୍ୟ ଭାରତ...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି