• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

google
ନୂଆ ଭର୍ସନରେ ଆସିବ ଜି-ମେଲ୍, ଆଗଠାରୁ ହେବ ପୂରା ଅଲଗା

ବଦଳିବ ଜି-ମେଲ। ଡିଜାଇନ ସହ ଆପରେ କରାଯିବ ପରିବର୍ତ୍ତନ। ଏଭଳି ସୂଚନା ଦେଇଛି ଗୁଗୁଲ୍‌। ଲୋକପ୍ରିୟ ଜିମେଲ୍‌ ସହ ଗୁଗୁଲ ଡକ୍ୟୁମେଣ୍ଟ ଓ କ୍ୟାଲେଣ୍ଡରର ଡିଜାଇନ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ଏ ସବୁ ଆପର ଡିଜାଇନ୍‌ ବଦଳାଇବାକୁ ନିଷ୍ପତି ନେଇ ସାରିଛି ଗୁଗୁଲ୍‌।

bhartuhari mahatab
ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ୍‌

ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରତିକ୍ରିୟା। କହିଲେ ପୂଜା କମିଟି ଓ ଶାନ୍ତି କମିଟିର ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ମୂର୍ତ୍ତି ଉଚ୍ଚତା ସ୍ୱାଭାବିକ ଓ ପରଦା ନ ଢାଙ୍କି ପୂଜା ଅନୁମତି ପାଇଁ କୁହାଯାଇଛି।

Atal Beemit Vyakti Kalyan Yojana
ବେକାରୀ ଭତ୍ତା ପାଇଁ ଆଜି ହିଁ କରନ୍ତୁ ରେଜିଷ୍ଟ୍ରେସନ, ମିଳିବ ଦରମା ଭଳି ଟଙ୍କା

କରୋନା ସମୟରେ ବେକାରୀମାନଙ୍କୁ ଭତ୍ତା ଦେବା ପାଇଁ ଆଗେଇ ଆସିଛନ୍ତି ସରକାର। ମାସକୁ ମାସ ମୋଟା ଅଙ୍କର ଟଙ୍କା ଦେବାକୁ ଯୋଜନା କରିଛନ୍ତି। କଣ ସେହି ସ୍କିମ୍? କେମିତି ମିଳିବ ଲାଭ? ଏବେ ହିଁ ଜାଣନ୍ତୁ। ବେକାରୀ ଭତ୍ତା ପାଇଁ ଆଜି ହିଁ କରନ୍ତୁ ରେଜିଷ୍ଟ୍ରେସନ, ମିଳିବ ଦରମା...

free petrol
ଏଇଠି ଆଧାର-ପାନ୍‌ ଦେଖାଇଲେ ମିଳିବ ମାଗଣା ପେଟ୍ରୋଲ

ମାଗଣାରେ ମିଳିବ ପେଟ୍ରୋଲ। ଆଧାର-ପାନ୍‌ ଦେଖାଇଲେ ମିଳିବ ମାଗଣା ପେଟ୍ରୋଲ। ଜାଣନ୍ତୁ କିଏ ଓ କେଉଁଠି କରିଛି ଏପରି ବ୍ୟବସ୍ଥା। ତାମିଲନାଡୁର କାଞ୍ଚୀପୁରମର ଏକ ଘରୋଇ କମ୍ପାନୀ ଏହି ଘୋଷଣା କରିଛି।

covid-19
‘ଢିଲା ମାରନ୍ତୁ ନାହିଁ’ ଜିଲ୍ଲା ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା

କରୋନା କମିଥିଲେ ବି ଢିଲା ମାରନ୍ତୁ ନାହିଁ। ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ଦେଶରେ ଏଣ୍ଡେମିକ୍ ସ୍ଥିତିକୁ ଯାଉଛି କରୋନା। ତେଣୁ ମହାମାରୀ ପ୍ରତି ସତର୍କ ରହିବା ପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

NIA
ବାଲେଶ୍ୱରରେ NIA ଟିମ୍, ଗୁପ୍ତତଥ୍ୟ ଚୋରିର କରିବ ତଦନ୍ତ

DRDOରୁ ତଥ୍ୟ ଚୋରି ଘଟଣାର ଅଧିକ ତଦନ୍ତ କରିବ NIA ଟିମ୍। ବାଲେଶ୍ୱରରେ ପହଞ୍ଚିଲେ ଟିମର ଦୁଇ ଜଣିଆ ସଦସ୍ୟ। ତଥ୍ୟ ଚୋରି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ଓଡ଼ିଶଶ ପୋଲିସ। ଦେଶର ଆଭ୍ୟନ୍ତରୀଣ ତଥ୍ୟ ଲିକ୍ ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି।

heavy rainfall
୧୯-୨୦ ରେ ପ୍ରବଳ ବର୍ଷା

୧୮ ତାରିଖ ସନ୍ଧ୍ୟା ପରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧୯ ଓ ୨୦ ତାରିଖରେ ବିଶେଷକରି ଉତ୍ତର ଓଡ଼ିଶାର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Baijyant Panda
ବୈଜୟନ୍ତଙ୍କୁ ବଡ଼ ଦାୟିତ୍ୱ

ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। ଏହି କମିଟିରେ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ସଦସ୍ୟ ମନୋନୀତ ହୋଇଛନ୍ତି। ସେହିପରି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା, ସାଂସଦ ବିନୟ ସହସ୍ରବୁଦ୍ଧେ ବି ସଦସ୍ୟ ଅଛନ୍ତି। NCCକୁ ଅଧିକ ସମୟୋପଯୋଗୀ ପାଇଁ କମିଟି ବିଶ୍ଳେଷଣ କରିବ।

durga puja
ମୂର୍ତ୍ତି ବିବାଦ ନେଇ କାଲି ରାୟ ଶୁଣାଇବ ହାଇକୋର୍ଟ

ମୂର୍ତ୍ତି ବିବାଦ ନେଇ କାଲି ରାୟ ଶୁଣାଇବ ହାଇକୋର୍ଟ୍। ହାଇକୋର୍ଟରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି ଶେଷ ହୋଇଛି। ଆସନ୍ତାକାଲି ରାୟ ଶୁଣାଇବେ ହାଇକୋର୍ଟ। ମୂର୍ତ୍ତି ଉଚ୍ଚତା ବିବାଦ ନେଇ କଟକ ବାଲୁବଜାର ପୂଜା କମିଟି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା

nirmala
ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା। ବ୍ୟାଙ୍କିଂ କ୍ଷେତ୍ରରେ ହେବ ବଡ଼ ପରିବର୍ତ୍ତନ

ଦେଶର ବ୍ୟାଙ୍କିଂ କ୍ଷେତ୍ରରେ ଆସିବ ସୁଧାର। ବ୍ୟାଡ୍ ବ୍ୟାଙ୍କ ପାଇଁ ୩୦ ହଜାର ୬ଶହ କୋଟି ଟଙ୍କାର ଗ୍ୟାରେଂଟି ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର। ଫଳରେ ବ୍ୟାଙ୍କ ଗୁଡିକ ନିଜ ସମ୍ପତ୍ତିକୁ ନାସନାଲ ଆସେଟ୍ ରିକଂଷ୍ଟ୍ରକସନ୍ କମ୍ପାନୀ ଲିମିଟେଡକୁ ବିକ୍ରି କରିବା ସହଜ ହେବ।

space science
ମହାକାଶ ବିଜ୍ଞାନରେ ଆଉ ଏକ ମାଇଲଖୁଣ୍ଟ; ପ୍ରଥମ ଥର ପୃଥିବୀ କକ୍ଷରେ ପହଞ୍ଚିଲେ ୪ ସାଧାରଣ ମଣିଷ

ମହାକାଶ ସୀମା ଲଙ୍ଘିବାକୁ ମଣିଷର ଉଦ୍ୟମରେ ଲାଗିଲା ଆଉ ଏକ ଡେଣା। ପେସାରେ ଆଷ୍ଟ୍ରୋନଟ ହୋଇନଥିଲେ ବି ପୃଥିବୀର କକ୍ଷ ପଥରେ ପହଞ୍ଚିଛନ୍ତି ୪ ଜଣ ସାଧାରଣ ଲୋକ। ଏଲୋନ ମସ୍କଙ୍କ ସ୍ପେସ-ଏକ୍ସ କଂପାନୀର ଫାଲକନ୍-୯ ରକେଟରେ ଏମାନେ ମହାକାଶ ଯାତ୍ରା କରିଛନ୍ତି

Odisha, Cybercrime
ଦେଶରେ ବଢୁଛି ସାଇବର କ୍ରାଇମ୍‌, ଜାଣନ୍ତୁ ଓଡ଼ିଶାର ସ୍ଥାନ କେଉଁଠି?

ବଢି ଚାଲିଛି ସାଇବର ଅପରାଧ। ଦେଶରେ ଷଷ୍ଠ ସ୍ଥାନରେ ଓଡ଼ିଶା। ଏମିତିକି ସାଇବର ଅପରାଧ ହାରରେ ରାଜ୍ୟର ସ୍ଥାନ ଅଷ୍ଟମ ରହିଛି। ୨୦୨୦ରେ ରାଜ୍ୟରେ ପ୍ରତି ୧ ଲକ୍ଷ ଲୋକରେ ୪ ଜଣ ଲୋକ ସାଇବର ଅପରାଧର ଶିକାର ହୋଇଛନ୍ତି।

Man life
ଅମର ହୋଇଯିବ କି ମଣିଷ?

ସତରେ ଆଉ କଣ ମରିବ ନାହିଁ ମଣିଷ? ଏହାଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିବେ ଏହା କଣ ସମ୍ଭବ? କାରଣ ଆମେ ସମସ୍ତେ ଜାଣନ୍ତି ଜନ୍ମ ହୋଇଛନ୍ତି ମାନେ ଦିନେ ନା ଦିନେ ମୃତ୍ୟୁ ସୁନିଶ୍ଚିତ। ତେଣୁ ଏପରି ଖବର ସତ୍ୟାସତ୍ୟ ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ...

Gold Price fall
ଆଜି ଏତିକି ପରିମାଣରେ କମିଲା ସୁନା ଦର, ତୁରନ୍ତ କିଣିନିଅନ୍ତୁ... ନଚେତ୍‌

ସୁନା ଓ ରୂପା କିଣିବା ପାଇଁ ଆପଣ ଇଚ୍ଛା ରଖିଛନ୍ତି କି? ତେବେ ଆଜି ହିଁ କିଣିନିଅନ୍ତୁ। କାରଣ ସୁନା ଓ ରୂପା ଦାମ୍‌ରେ ଆଜି ହ୍ରାସ ହୋଇଛି। ତେଣୁ ଯଦି ଆପଣ ଆଜି କିଣିବେ ତେବେ ନିଶ୍ଚିତ ଭାବରେ ଲାଭରେ ରହିବେ। ସୂଚନା ଅନୁସାରେ, ସେପ୍ଟେମ୍ବର ୧୬...

Corona Virus
ଚୀନରେ ହୁ ହୁ ହୋଇ ବଢୁଛି ସଂକ୍ରମଣ: ସ୍କୁଲ ଓ କଲେଜ୍‌ ବନ୍ଦ କଲେ ସରକାର

ଚୀନରେ ପୁଣି ଆରମ୍ଭ ହୋଇଯାଇଛି ମାହାମାରୀ କରୋନାର ପ୍ରକୋପ। ବିଶେଷ କରି ଫୁଜିଆନରେ ଏହି ଭାଇରସ ଆତଙ୍କ ଖେଳାଇବାରେ ଲାଗିଛି। ସଂକ୍ରମଣ ବଢୁଥିବା ଦେଖି ସ୍ଥାନୀୟ ପ୍ରଶାସନ ଅଂଚଳର ସମସ୍ତ ସିନେମା ହଲକୁ ବନ୍ଦ କରି ଦେଇଛି। ସେହିପରି ଜିମ ଓ ଜାତୀୟ ରାଜପଥକୁ ମଧ୍ୟ ବନ୍ଦ କରି...

arrested
DRDO ସେଣ୍ଟରରୁ ତଥ୍ୟ ଲିକ୍: ପୁଣି ଜଣଙ୍କୁ ଗିରଫ କଲା ପୋଲିସ୍‌

ସୂଚନା ଅନୁସାରେ, ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ ତଥ୍ୟ ଲିକ୍ ଅଭିଯୋଗକୁ ନେଇ ପୁଣି ହଇଚଇ ସୃଷ୍ଟି ହୋଇଛି। ପାକିସ୍ତାନ ISIକୁ କେଇଟା ଟଙ୍କା ପାଇଁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୋଲିସ୍ ସେପ୍ଟେମ୍ବର ୧୪ରେ ୪ ଜଣଙ୍କୁ ଗିରଫ କରିଥିଲା

CEO
ଭାରତରେ ଏ ବ୍ୟକ୍ତି ପାଉଛନ୍ତି ସବୁଠୁ ଅଧିକ ଦରମା, ଘରକୁ ନିଅନ୍ତି ୧୭ କୋଟି ଟଙ୍କା ଦରମା

ଭାରତର ବଡ଼ ବଡ଼ କମ୍ପାନୀମାନେ ଅଧିକାରୀମାନଙ୍କୁ ମୋଟା ରକମର ଦରମା ଦେଇଥାନ୍ତି। ସେଥି ମଧ୍ୟରୁ ଜଣେ ଦେଶର ଅଗ୍ରଣୀ ଖାଦ୍ୟ ପ୍ରକ୍ରୀୟାକରଣ ତଥା ପ୍ରସ୍ତୁତକାରୀ କମ୍ପାନୀ ନେସଲେ ଇଣ୍ଡିଆର ସିଇଓ ସୁରେଶ ନାରାୟଣ। ନେସଲେ କଂପାନୀର ପରିଚାଳନା ନିର୍ଦ୍ଦେଶକ ଥିବା ସୁରେଶ ନାରାୟଣ ଭାରତରେ ସବୁଠାରୁ ଅଧିକ ବେତନ...

Corona
ଦେଶରେ ପୁଣି ବଢିଲା ସଂକ୍ରମଣ। ୨୪ ଘଂଟାରେ ୩୦,୫୭୦ ଆକ୍ରାନ୍ତ ହେଲେ ଚିହ୍ନଟ

ଦେଶରେ ପୁଣି ବଢିଲା ସଂକ୍ରମଣ। ଗତ ୨୪ ଘଂଟରେ ଦେଶରେ ୩୦,୫୭୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାସହ ୨୪ ଘଂଟାରେ ଦେଶରେ ୪୩୧ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଦେଶରେ ମୋଟ୍‌ ୩,୩୩,୪୭,୩୨୫ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିବା ପରେ...

Unemployment
ବେକାରୀ ଭତ୍ତା ପାଇଁ ଆଜି ହିଁ କରନ୍ତୁ ରେଜିଷ୍ଟ୍ରେସନ, ମିଳିବ ଦରମା ଭଳି ଟଙ୍କା

ମହାମାରୀ କରୋନା ସମୟରେ ବେକାରୀମାନଙ୍କୁ ଭତ୍ତା ଦେବା ପାଇଁ ଆଗେଇ ଆସିଛନ୍ତି ସରକାର। ‘ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନା ନାଁରେ ଏକ ଜନହିତକର ସ୍କିମ ଆରମ୍ଭ କରିଛନ୍ତି। କର୍ମଚାରୀ ରାଜ୍ୟ ବୀମା ନିଗମ ଏହି ସ୍କିମ୍ ଚଲାଉଛି। ଚାକିରୀ ହରାଇ ବେରୋଜଗାର ହେଉଥିବା ଲୋକଙ୍କୁ ଆର୍ଥିକ ସାହାଯ୍ୟ...

Taliban
ତାଲିବାନୀଙ୍କଠାରୁ ଦୟା ଆଶା କରିବା ବୃଥା

କାବୁଲର ବିଚ୍ ରାସ୍ତାରେ ମହିଳାଙ୍କ ଉପରେ ଚାବୁକ୍ ଓ ଲାଠି ବର୍ଷା ଏମିତି ଚିତ୍ରକୁ ଦେଖିଲେ ଲାଗୁଛିକି ବଦଳି ଯାଇଛି ତାଲିବାନ? ନବେ ଦଶକ ଓ ବର୍ତ୍ତମାନର ତାଲିବାନ ଭିତରେ ଜଣାପଡୁନି ଫରକ ?

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି