2024 General Election
୨୦୨୪ ର ମଡେଲ୍ ପଲିଟିକ୍ସ: ବିଜେପିର ଧାମନଗର ବନାମ ବିଜେଡିର ପଦ୍ମପୁର
ଧାମନଗରରେ ବିଜେପି ମାରିଲା ବାଜି । ପଦ୍ମପୁରରେ ବିଜେଡିର ବୃହତ ବିଜୟ । ଦୁଇ ଉପନିର୍ବାଚନର ଫିବର୍ କିନ୍ତୁ ଏଯାଏ ଯାଇ ନାହିଁ । ହାର ଜିତ୍ର ଅଙ୍କକଷା ଭିତରେ ଜୋର୍ ଧରିବାରେ ଲାଗିଛି ମଡେଲ୍ ପଲିଟିକ୍ସ । ବିଜେପିର ଧାମନଗର ବନାମ ବିଜେଡିର ପଦ୍ମପୁର ମଡେଲ୍କୁ ନେଇ ମୁହାଁମୁହିଁ ଦୁଇ ଦଳ ।
2024 General Election
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)