କାଲିମେଳାର ଝିଅ, MV-75 ଗାଁର ଯୁବତୀ। ଯାହାଙ୍କ ନାଁ ମୋନିକା ସମାଦ୍ଦାର। ବୟସ ପ୍ରାୟ ୨୦ ବର୍ଷ। ମୋନିକା ହୁଏତ ବଣମଲ୍ଲୀ, କିନ୍ତୁ ଆଗକୁ ମହକିବେ ରୂପେଲି ପରଦାରେ।
କେଉଁଠି କଲେଜରେ ତାଲା ପକେଇଲେଣି ଛାତ୍ରଛାତ୍ରୀ ତ କେଉଁଠି ଖୋଲାଖୋଲି ବିରୋଧ କଲେଣି। ଏଭଳି ସ୍ଥିତିରେ ଏହି ଯୋଜନା ମାଧ୍ୟମରେ ବିଜେଡିର କ୍ୟାମ୍ପସ ପଲିଟିକ୍ସ ରଣନୀତି, ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
ଉତ୍ତରକାଶୀର ଟନେଲ ମଧ୍ୟରୁ ଶ୍ରମିକଙ୍କୁ ଉଦ୍ଧାର ଲାଗି ମାଷ୍ଟର ପ୍ଲାନ୍। ତିଆରି ହୋଇଛି ୬-୬ ଟି ରଣନୀତି। ପ୍ଲାନ-ଏ'ରେ ସୁଡଙ୍ଗର ସିଲକ୍ୟାରା ପଟୁ ଅଗର ମେସିନ ଭାଙ୍ଗିଯିବା ପରେ ଆଜି ପ୍ଲାନ-ବି ଅନୁସାରେ ଆରମ୍ଭ ହୋଇଛି ଭର୍ଟିକାଲ ଡ୍ରିଲିଂ।
ଆସନ୍ତାକାଲି ରାସ ପୂର୍ଣ୍ଣମୀରେ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗିବ। ଯଦିଓ କାର୍ତ୍ତିକ ମାସ ସାରା ବଡ଼ଦାଣ୍ଡରେ ଭକ୍ତଙ୍କ ଦର୍ଶନ ଯନ୍ତ୍ରଣା ଗଣମାଧ୍ୟମରେ ପ୍ରସାରଣ ପରେ ଶ୍ରୀମନ୍ଦିର ବାହାର ବ୍ୟବସ୍ଥା ବଦଳିଛି ହେଲେ ମନ୍ଦିର ଭିତର ଅବସ୍ଥା କିନ୍ତୁ ଯଥା ପୂର୍ବଂ ତଥା...
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଚୀନରେ ଶିଶୁଙ୍କ ଠାରେ ଦେଖାଦେଇଥିବା ନିମୋନିଆ ସଂକ୍ରମଣ କୌଣସି ନୂଆ ଭୂତାଣୁ ଯୋଗୁ ହୋଇନି। ଏସବୁ ଭୂତାଣୁ ଆମ ଦେଶରେ ବି ରହିଛି ।
ଆଜି ଖେଳାଳି ରିଟେନ୍ସନ୍ ଲିଷ୍ଟ ଆସିବା ପରେ ଚିତ୍ର ପୂରା ସ୍ପଷ୍ଟ ହୋଇଯାଇଛି। ଅନ୍ୟ କେଉଁ ଦଳକୁ ନୁହେଁ ବରଂ ଗୁଜରାଟ ଟାଇଟନ୍ସ ପାଇଁ ହିଁ ଆଇପିଏଲରେ ହାର୍ଦ୍ଦିକ ଖେଳିବେ ବୋଲି ସ୍ପଷ୍ଟ ହୋଇଛି।
ନିର୍ଦ୍ଧାରିତ ସମୟର ୨୦ ମିନିଟ୍ ର୍ପୂବରୁ ବିମାନ ବନ୍ଦରରେ ପହଞ୍ଚିଲେ ମହାମହିମ । ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରାଦୀପରେ ହେବାକୁ ଥିବା ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ।
୨୦୨୨ ଜାନୁଆରି ୫ ତାରିଖ ଦିନ ବଠିଣ୍ଡା ବିମାନ ବନ୍ଦରରୁ ଫିରୋଜପୁର ଯିବା ବାଟରେ ଥିବା ଫ୍ଲାଇଓଭର୍ ଉପରେ ପ୍ରଧାନମନ୍ତ୍ରୀ ମୋଦି ଅଧଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଥିଲେ।
ମାଲିଙ୍ଗା ଓ ତାର କିଛି ସହଯୋଗୀ ମାରଣାସ୍ତ୍ର ଧରି ହୋଟେଲ ଭିତରେ ପଶି ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ଏହାପରେ ଅର୍ଦ୍ଧ ନିର୍ମିତ ଲିଫ୍ଟର ଉପର ମହଲାରୁ ତଳକୁ ଠେଲି ଦେଇଥିଲେ।
ଚଳିତ ଆଇପିଏଲ ସିଜିନ୍ ଆରମ୍ଭ ପୂର୍ବରୁ ଶୁଭ୍ରାଂଶୁ ସେନାପତିଙ୍କୁ ଦଳରୁ ରିଲିଜ୍ କରିଛି ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱଧୀନ ସିଏସ୍କେ। ଶୁଭ୍ରାଂଶୁ ସେନାପତିଙ୍କ ସହ ଆଉ ମୋଟ୍ ୮ ଜଣ ଖେଳାଳିଙ୍କୁ ରିଲିଜ୍ କରିଛି ଚେନ୍ନାଇ।
ଯେଉଁ ରୋଗ ସହ ଶ୍ୱାସକ୍ରିୟାର ସମସ୍ୟା ଜଡ଼ିତ, ସେଥିପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛି ମନ୍ତ୍ରାଳୟ। ସେହିପରି ଘଟଣା ଉପରେ ମନ୍ତ୍ରାଳୟ ନଜର ରଖିଛି, ଭୟଭୀତ ହେବାର କାରଣ ନାହିଁ ବୋଲି ଜଣାଇଛି।
ପୂର୍ବରୁ ୭ ଜଣ ଥାଇ ନାଗରିକଙ୍କୁ ହମାସ ଛାଡ଼ିପାରେ ବୋଲି କୁହାଯାଉଥିଲା। ମାତ୍ର ଏବେ କେବଳ ୪ ଜଣ ଥାଇ ନାଗରିକଙ୍କୁ ମୁକ୍ତ କରିଛି ହମାସ । ଥାଇଲାଣ୍ଡ ନାଗରିକଙ୍କୁ ଛାଡ଼ିବା ଲାଗି ହମାସ ଇସ୍ରାଏଲ ସହ ଅଲଗା ସନ୍ଧି କରିଛି।
ଘଣ୍ଟାକ ମଧ୍ୟରେ ମନ୍ଦିର ଦ୍ୱାର ନ ଖୋଲିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଡ଼ା ନିର୍ଦ୍ଦେଶ ଦେଲେ ଆଠଗଡ଼ ଉପଜିଲ୍ଲାପାଳ।
ସେହିଭଳି ୨ଟି ଚାରି ଚକିଆ ଯାନ ଠାବ କରାଯାଇଛି। ଏକ ରିୟଲ ଇଷ୍ଟେଟ କମ୍ପାନୀକୁ ୧୬ ଲକ୍ଷ ଅଗ୍ରୀମ ଦେଇଥିବା ସୂଚନା ମିଳିଛି । ବ୍ୟାଙ୍କ, ବୀମା, ପୋଷ୍ଟାଲ ଆଦି ସଞ୍ଚୟର ଯାଞ୍ଚ ଚାଲିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।
କବିସୂର୍ଯ୍ୟନଗର ଅଢ଼େଇବର ଗାଁରେ କେ. ଗଣେଶ ପାତ୍ର ନିଜ ସ୍ତ୍ରୀ ଓ ଝିଅକୁ ସାପ ସହାୟତାରେ ହତ୍ୟା କରିଥିବା ଅଭିଯୋଗ ଆସିଛି। ଗତ ଅକ୍ଟୋବର ୭ ତାରିଖରେ ଘରେ ମାଆ ଝିଅଙ୍କ ମୃତଦେହ ମିଳିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ।
ତାପସ ଗାଡି ଚାବି ନ ଦେବାରୁ ସୁଧୀର ତାଙ୍କୁ ଗାଳିଗୁଳଜ କରିଥିଲେ। ସନ୍ଧ୍ୟାରାଣୀ ଏହାର ପ୍ରତିବାଦ କରିବାରୁ ସୁଧୀର ତାଙ୍କୁ ଜୋରସେ ଠେଲି ଦେଇଥିଲେ । ସେ ଏକ ନଡ଼ିଆ ଗଛରେ ପିଟି ହୋଇ ପକ୍କା ରାସ୍ତାରେ ପଡିଯାଇଥିଲେ।
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ୨୬ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ପ୍ରବେଶ କରିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୭ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।
କୋରନା ପରେ ଏବେ ଚୀନରେ ରହସ୍ୟମୟ ନିମୋନିଆ ବ୍ୟାପୁଛି। ଏଥିରେ ହଜାର ହଜାର ପିଲା ଆକ୍ରାନ୍ତ ହେଉଛନ୍ତି। ଅସୁସ୍ଥ ଶିଶୁଙ୍କ ନେଇ ହସ୍ପିଟାଲ ମଧ୍ୟ ଭର୍ତ୍ତି ହୋଇଯାଇଛି।
କିନ୍ତୁ ପାଖରେ ଥିବା ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ସ୍ଥାନୀୟଲୋକେ ତାଙ୍କୁ ଧରି ଦେଇଥିଲେ। ଅଭିଯୁକ୍ତକୁ ଉତ୍ତମ ମଧ୍ୟମ ଦେବା ପରେ ପୋଲିସ୍ ଜିମା ଦେଇଥିଲେ ଲୋକେ। ଏକତରଫା ପ୍ରେମରୁ ଯୁବକ ଜଣକ ଏଭଳି କରିଥିବା ସୂଚନା ମିଳିଛି। ଏହି ମାମଲାରେ ପୋଲିସ୍ ଅଧିକ ତଦନ୍ତ ଜାରି ରଖିଛି।
୨୦୧୨ରେ ପରିଚ୍ଛାଗୁଡ଼ାରୁ ଜଣେ ଆଦିବାସୀ ନାବାଳିକାଙ୍କ ଅପହରଣ ହୋଇଥିଲା। ଗାଁର ରାକେଶ ସିଂ ନାମକ ଯୁବକ ତାଙ୍କୁ ଅପହରଣ କରିଥିବା ଅଭିଯୋଗ କରିଥିଲେ ପରିବାର ଲୋକ ।