Advertisment

ସେଇ ଜାନୁଆରୀ ୨୨.. ଓଡ଼ିଶାରେ ବି ପ୍ରତିଷ୍ଠା ହେବ ରାମ ମନ୍ଦିର..

ଇତିହାସ ସୃଷ୍ଟି କରିବ ଜାନୁୟାରୀ ୨୨ ତାରିଖ..ସେପଟେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବ ଆଉ ଏପଟେ ଓଡ଼ିଶାର ଫତେଗଡ଼ ରାମ ମନ୍ଦିର ବି ପ୍ରତିଷ୍ଠା କରାଯିବ.. ହୁଏତ ପ୍ରଭୁ ରାମଙ୍କ ଏହା ହିଁ ଇଚ୍ଛା ଥିଲା.. ତିଥି ଖୋଜୁ ଖୋଜୁ ସ୍ଥିର ହେଲା ଜାନୁଆରୀ ୨୨ ତାରିଖ..

author-image
Santosh Kumar Sahoo
ଅଦ୍ୟତନ ହୋଇଛି

ଇତିହାସ ସୃଷ୍ଟି କରିବ ଜାନୁୟାରୀ ୨୨ ତାରିଖ..ସେପଟେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବ ଆଉ ଏପଟେ ଓଡ଼ିଶାର ଫତେଗଡ଼ ରାମ ମନ୍ଦିର ବି ପ୍ରତିଷ୍ଠା କରାଯିବ.. ହୁଏତ ପ୍ରଭୁ ରାମଙ୍କ ଏହା ହିଁ ଇଚ୍ଛା ଥିଲା.. ତିଥି ଖୋଜୁ ଖୋଜୁ ସ୍ଥିର ହେଲା ଜାନୁଆରୀ ୨୨ ତାରିଖ.. ଅଯୋଧ୍ୟାର ଭ୍ରମ ସୃଷ୍ଟି କରିବ ଲଣ୍ଡା ପାହାଡ଼ ଉପରେ ଅବସ୍ଥିତ ଉତ୍କଳୀୟ କାରୁକାର୍ଯ୍ୟରେ ନିର୍ମିତ ଏହି ରାମ ମନ୍ଦିର..

Advertisment
Odisha Nayagarh Ram Mandir
Advertisment
Advertisment