ପୋଲିସର କହିବା କଥା, ଅପହୃତ ଯୁବକ ଶଙ୍କର୍ଷଣ ଦାସ ନୁହଁ, ତାଙ୍କ ନାଁ ପିଣ୍ଟୁ ସାହୁ। ତାଙ୍କ ନାଁରେ ପୂର୍ବରୁ ଗଞ୍ଜେଇ ଚୋରାଚାଲାଣ ଓ ବନ୍ଧୁକ କାରବାର ନେଇ ଖଣ୍ଡଗିରି ଏବଂ ତମାଣ୍ଡୋ ଥାନାରେ ଏକାଧିକ ମାମଲା ରହିଛି। ଏ
ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ନିଯୁକ୍ତି ଦ୍ୱାରା ଅଞ୍ଚଳର ପ୍ରଶାସନିକ ବ୍ୟବସ୍ଥା ସୁଦୃଢ଼ ହେବା ସହିତ ଲୋକଙ୍କ ଅଭିଯୋଗର ତ୍ୱରିତ ଶୁଣାଣି ଏବଂ ବିକାଶ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇପାରିବ ବୋଲି ଆଶା ରଖିଛନ୍ତି ସରକାର।
ସ୍କ୍ରାପ୍ ବିମାନଟି ଓଭର ବ୍ରିଜ୍ ତଳେ ଫସିବା ପରେ କିଛି ସମୟ ପାଇଁ ଘଟଣାସ୍ଥଳରେ ଟ୍ରାଫିକ୍ ଜାମ୍ ଭଳି ସ୍ଥିତି ଉପୁଜିଥିଲା। ଏହାପରେ ପୋଲିସ୍ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ସ୍କ୍ରାପ୍ ବିମାନଟିକୁ ଓଭର ବ୍ରିଜ୍ ତଳୁ ବାହାର କରାଯାଇଥିଲା।
ଏଥିସହ କୋଭିଡ୍ ପଜିଟିଭ ଚିହ୍ନଟ ହେଲେ ଘରୋଇ ସଙ୍ଗରୋଧରେ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାକୁ କୁହାଯାଇଛି ।
ଏସସିବି ମେଡିକାଲରେ କେବଳ ମେଡିସିନ ୱାର୍ଡ ନୁହେଁ, କାଜୁଆଲିଟିରେ ମଧ୍ୟ ସମାନ ଅବସ୍ଥା। ଦୁର୍ଘଟଣାରେ ଆହତ ହୋଇ କାଜୁଆଲିଟିକୁ ଆସୁଥିବା ରୋଗୀଙ୍କୁ ମଧ୍ୟ ସିଡିରେ ନିଆଯାଉଛି ।
ହାଫିଜ ବିରୋଧରେ ଭାରତରେ ଅନେକ ମାମଲା ଥିବା ବେଳେ, ପାକିସ୍ତାନ ହାଫିଜକୁ ଭାରତକୁ ହସ୍ତାନ୍ତର କଲେ ଏଠାରେ ତା’ର ବିଚାର ହେବ । ଲସ୍କର-ଇ-ତୋଏବା ଆତଙ୍କୀ ସଂଗଠନର ପ୍ରତିଷ୍ଠାତା ହେଉଛି ହାଫିଜ ସୟିଦ୍।
ଜାନୁଆରୀ ୨୨, ଦିନ ପ୍ରାୟ ୧୨ଟା ୩୦ ବେଳେ ମନ୍ଦିରରେ ବିରାଜିବେ ରାମଲାଲା। ପ୍ରାଣପ୍ରତିଷ୍ଠା ପାଇଁ ରହିବ ଠିକ୍ ୮୪ ସେକେଣ୍ଡ ଶୁଭ ମୁହୂର୍ତ୍ତ। ଗର୍ଭଗୃହରେ ପୂଜା ପାଇବେ ୫ ବର୍ଷୀୟ ଶ୍ରୀରାମଚନ୍ଦ୍ରଙ୍କ ବାଳୁତ ବିଗ୍ରହ ।
ନିକଟରେ ଦିଲ୍ଲୀରେ ଅନୁଷ୍ଠିତ କେନ୍ଦ୍ରୀୟ ପଦାଧିକାରୀ ବୈଠକରେ ଓଡ଼ିଶା ଦଖଲ ପାଇଁ ପ୍ରସ୍ତୁତ ହୋଇଥିବା ରଣନୀତିରେ ସଂଗଠନ ଓ ବୁଥ୍ ପରିଚାଳନା ଉପରେ ସର୍ବାଧିକ ଗୁରୁତ୍ୱ ଦେଇଥିଲେ ମୋଦି- ଶାହ ।
ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ୬ ମାସ ବଢ଼ାଇଲେ ରାଜ୍ୟ ସରକାର। ୨୦୨୪ ଜୁନ୍ ୩୦ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢ଼ାଇଲେ ସରକାର।
ପାଣ୍ଡରା ସ୍ଥିତ ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ। ହସ୍ପିଟାଲ ପରିସରରେ ଅକ୍ସିଜେନ୍ ସିଲିଣ୍ଡର ବିସ୍ଫୋରଣ ସୂଚନା।
ଶ୍ରୀରାମ ମନ୍ଦିର ଗର୍ଭଗୃହରେ ସ୍ଥାପିତ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ପ୍ରତିମାର ଉଚ୍ଚତା ୫୧ ଇଞ୍ଚର ରହିବ। ୫ ବର୍ଷର ବାଳକ ରୂପରେ ରାମଲଲାଙ୍କ ପ୍ରତିମା ସ୍ଥାନ ପାଇବ।
ଏହି ବୈଠକରେ ହିଂଜିଳିର ପୂର୍ବତନ ବିଧାୟକ ଉଦୟ ନାୟକ, ହରିହର ସାହୁ, ବ୍ରହ୍ମପୁରର ପୂର୍ବତନ ବିଧାୟକ ଶିବ ଶଙ୍କର ସାହାଣି, ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣ ସେଠି, ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ ଚୌଧୂରୀ ଓ ଜଗନ୍ନାଥ ପ୍ରସାଦର ପୂର୍ବତନ ବିଧାୟକ ସୀମାଞ୍ଚଳ ବେହେରା ଉପସ୍ଥିତ ଥିଲେ ।
ଅର୍ଥନୀତି କ୍ଷେତ୍ରରେ ବିଦାୟୀ ବର୍ଷ ଦେଇଛି ଅନେକ ତିକ୍ତ ଓ ମିଠା ଅନୁଭୂତି। ଅଭିବୃଦ୍ଧି କ୍ଷେତ୍ରରେ ଆମେରିକା ଓ ଚୀନ୍ ଭଳି ବିଶ୍ୱ ମହାଶକ୍ତିଙ୍କୁ ମାତ୍ ଦେଇଛି ଭାରତ। ଏଥିସହ ବିଦୀୟ ବର୍ଷରେ ସେୟାର ବଜାରଠାରୁ ଆରମ୍ଭ କରି ସୁନା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଦେଖିବାକୁ ମିଳିଥିଲା ପ୍ରବଳ...
ଆଜି ଦିନ ତମାମ କୋରାପୁଟ ଓଡ୍ରାଫ, ନନ୍ଦପୁର ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକେ ମିଶି ଉଦ୍ଧାର କାର୍ଯ୍ୟ ଜୋରଦାର କରିଥିଲେ । ତେବେ ବହୁ ଖୋଜାଖୋଜି ପରେ ନିଖୋଜ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା
ତମାଖୁ ସେବନ କେତେ ଭୟଙ୍କର ହୋଇପାରେ? କିଭଳି ସବୁକିଛି ଧୂଳିସାତ୍ କରିପାରେ, ଅଭିନେତା ସାତ୍ୟକୀ ମିଶ୍ରଙ୍କ ନିବେଦନ ପରେ ଏହାକୁ ନେଇ ସବୁଠି ଚର୍ଚ୍ଚା।
ସପ୍ତାହେ ବିତିଲା। ରାୟଗଡ଼ା ଚନ୍ଦ୍ରପୁରର ମା’ଗୃହ ୱାର୍ଡେନଙ୍କ ମୃତ୍ୟୁର ରହସ୍ୟ ଭେଦିପାରୁନି ପୋଲିସ। ଆଦିବାସୀ ଯୁବତୀଟିଏ ଯେ, ନିଆଁରେ ଜଳି ପ୍ରାଣ ହରାଇବ, କେହି ବି ସହଜରେ ବିଶ୍ବାସ କରିପାରୁନାହାନ୍ତି।
ଜାନୁଆରୀ ୧୭। ପାଖେଇ ଆସୁଛି ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟ। ଓବିସିସି କହୁଛି ଧାର୍ଯ୍ୟ ତାରିଖ ପୂର୍ବରୁ ପ୍ରକଳ୍ପ ରେଡ୍ଡି ହୋଇଯିବ।
ଏବେ ଆଉ ବିରୋଧୀ ନୁହଁ, ସିଧାସଳଖ କେନ୍ଦ୍ରମନ୍ତ୍ରୀଙ୍କୁ ଆଟାକ୍। ସଭାମଞ୍ଚରେ ଖୋଲା ଖୋଲି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଟାକ୍ କରିଛନ୍ତି 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍।
ଜାନୁଆରୀ ୨୨ ତାରିଖ। ମଝିରେ ଆଉ ୨୪ଟି ଦିନ। ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବାକୁ ଯାଉଛି ଏହି ଦିନର ମହାର୍ଘ ମୁହୂର୍ତ୍ତ। ଦେଶବାସୀଙ୍କ ଆସ୍ଥାର ପ୍ରତୀକ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ହେବ ପ୍ରାଣ ପ୍ରତିଷ୍ଠା।
ଆନ୍ଦୋଳନ ଯୋଗୁ ମେଡିକାଲ ଭିତରକୁ ଆମ୍ବୁଲାନ୍ସ ଯିବା ଆସିବାରେ ସମସ୍ୟା ଦେଖାଦେଇଥିଲା। ଘଟଣାସ୍ଥଳରେ ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍.ପି. ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।