• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

Commissionerate Police
୫ ସ୍ତ୍ରୀଙ୍କ ରସିକିଆ ସ୍ୱାମୀ ଗିରଫ, ଲାଇନରେ ଥିଲେ ଆହୁରି ୪୯ ମହିଳା

ବିଧବା ମହିଳା ଓ ଡିଭୋର୍ସି ମହିଳାଙ୍କୁ ଟାର୍ଗେଟ କରୁଥିଲା ଠକ I ମାଟ୍ରିମନି ସାଇଟରୁ ଠିକଣା ନେଉଥିଲା । ମହିଳାଙ୍କୁ ବାହା ହେବା ସହ ତାଙ୍କ ନାଁରେ ଲୋନ୍ କରୁଥିଲା । ଆଉ ସେହି ଟଙ୍କାରେ ମଉଜ କରୁଥିଲା ରସିକିଆ ନାଗର I

Hockey India
Paris Olympics 2024: ୫୨ ବର୍ଷ ପରେ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ଶେଷଥର ପାଇଁ ଅଲିମ୍ପିକ୍ସରେ ଭାରତ ୧୯୭୨ ମସିହାରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ତେବେ ୫୨ ବର୍ଷ ପରେ ଆଜି ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତ, କଙ୍ଗାରୁ ଦଳକୁ ୩-୨ରେ ପରାସ୍ତ କରିଛି ।

Manu Bhaker
ଅଲିମ୍ପିକ୍ସରେ ହ୍ୟାଟ୍ରିକ୍‌ ମେଡାଲ ଆଣିବେ ମନୁ ! ପୁଣି ଫାଇନାଲରେ କଲେ ପ୍ରବେଶ

ଶୁକ୍ରବାର ପ୍ୟାରିସ୍‌ ଅଲିମ୍ପିକ୍ସର ଷଷ୍ଠ ଦିନରେ ମନୁ ଭାକର ୨୫ ମିଟର ଏୟାର ପିସ୍ତଲ ମହିଳା ଯୋଗ୍ୟତା ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ୨୫ ମିଟର ଏୟାର ପିସ୍ତଲ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛନ୍ତି ।

Rajya Sabha
ମମତାଙ୍କ ସ୍ଥାନରେ କିଏ ଯିବେ ରାଜ୍ୟସଭା ? ଚର୍ଚ୍ଚାରେ ମନମୋହନ ଆଗରେ

ଏହି ଚର୍ଚ୍ଚା ଭିତରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଯାହା କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେବେ ସେ ଅନୁସାରେ କାର୍ଯ୍ୟ ହେବ ।

Struggle Story
୧୨ ବର୍ଷର ଲଢେଇ ପରେ ଖାକି ପୋଷାକ ପିନ୍ଧିବେ ଗୀତାଞ୍ଜଳି

୨୦୦୧୧ ମସିହାରେ ରେଢ଼ାଖୋଲ କେନ୍ଦୁପତ୍ର ବିଭାଗରେ ୬ଟି ଫରେଷ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ହୋଇଥିଲା । ଗୀତାଞ୍ଜଳି ଲିଖିତ ଓ ଶାରୀରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମଧ୍ୟ ପଦବୀରୁ ବଞ୍ଚିତ ହେଲେ ।

Juvenile Justice Act
ମୋବାଇଲ ଓ ଟିଭି ଦେଖିବାକୁ ଦେଲେନି ବାପା-ମାଆ, କେସ୍‌ କଲେ ଭାଇ ଭଉଣୀ

୨୦୨୧ ମସିହା କୋଭିଡ୍ ଲକଡାଉନ୍‌ ସମୟରେ ବାପା-ମାଆ ଏହି ଦୁଇ ଭାଇ ଭଉଣୀଙ୍କୁ ମୋବାଇଲ ଫୋନ୍‌ ଓ ଟିଭି ଦେଖିବାକୁ ବାରଣ କରିଥିଲେ । ଯେଉଁଥିରେ ଅତିଷ୍ଠ ହୋଇ ଶେଷରେ ଏହି ଦୁଇ ଭାଇ ଭଉଣୀ ତାଙ୍କ ବାପା-ମାଆଙ୍କ ବିରୋଧରେ ଚନ୍ଦନନଗର ପୋଲିସ୍ ଷ୍ଟେସନରେ ଅଭିଯୋଗ କରିଥିଲେ ।

Vigilance Raid
ଆନନ୍ଦପୁର ବ୍ୟାରେଜ ଡିଭିଜନ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଘରେ ରେଡ୍, ଠାବ ହେଲାଣି ୮୫ ପ୍ଲଟ୍‌

ଓଡ଼ିଶା ସହ ପଶ୍ଚିମବଙ୍ଗରେ ଏବେ ଯାଏଁ ୮୫ଟି ପ୍ଲଟ ଠାବ ହେଲାଣି । ତା ଭିତରୁ କେବଳ ଜଳେଶ୍ବରରେ ୮୦ଟି ପ୍ଲଟ୍ ରହିଛି ।

Koraput
କାଶ୍ମୀରର ଅନୁଭବ ଦେଉଛି କୋରାପୁଟ, ସୌନ୍ଦର୍ଯ୍ୟରେ ବିମୋହିତ ହେଉଛନ୍ତି ପର୍ଯ୍ୟଟକ

କୋରାପୁଟରେ ବର୍ଷା ହେଉଛି ବିଦ୍ୟୁତ ନୟନା । ସବୁ ବ୍ୟଥା, କ୍ଲେଶ ଦୂରକରି ସେ ପ୍ରକୃତି ଓ ପାହାଡ କୋଳରେ, କଣ୍ଠରେ ଆଣିଦିଏ ମୁଖରତା ।

Arbinda Dhali
‘ଭବିଷ୍ୟତରେ ବିଜେଡି ରହିବନି, ଚାହିଁଲେ ବି ରଖିପାରିବେନି’

ବିଜେଡିକୁ ଟାର୍ଗେଟ କରି ବିଜେପି ନେତା ଅରବିନ୍ଦ ଢାଲି ଆହୁରି କହିଛନ୍ତି ଯେ, ‘ବିଜେଡିରେ ବାକ୍‌ ସ୍ୱାଧୀନତା ନାହିଁ । ବିଜେଡି ସୁପ୍ରିମୋଙ୍କୁ ଦେଖା କରିପାରିବେ ନାହିଁ ।

Online Trading
କାଳ ହେଲା ଅନଲାଇନ୍‌ ଟ୍ରେଡିଂ ! ବ୍ରିଜ ଉପରେ କାର୍ ଓ ଚପଲ ଥୋଇ ଯୁବକ ନିଖୋଜ

ଅନ୍‌ଲାଇନ ଟ୍ରେଡିଙ୍ଗରେ କ୍ଷତି ସହିବା ପରେ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

Neeraj Chopra
ନୀରଜ ଚୋପ୍ରା ସୁନା ଜିତିଲେ ସମସ୍ତଙ୍କୁ ମିଳିବ ଫ୍ରି ଭିସା, ଜାଣନ୍ତୁ କେଉଁ କମ୍ପାନୀ ଦେଲା ଏମିତି ଅଫର....

ଜୁଲାଇ ୩୦ରେ ସେ ଲେଖିଥିଲେ କି, ଯଦି ନୀରଜ ଚୋପ୍ରା ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତନ୍ତି ତେବେ ମୁଁ ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ମାଗଣା ଭିସା ପଠାଇବି ।

Mamata Mahant
ବିଜେପିରେ ମିଶିଲେ ମମତା ମହାନ୍ତ

ବିଜେପି ଦିଲ୍ଲୀ ମୁଖ୍ୟାଳୟରେ ସାଧାରଣ ସଂପାଦକ ଅରୁଣ ସିଂହଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ମମତା ।

Baijayant Panda
ଲୋକସଭାରେ LED ବଲ୍‌ବ ସ୍କିମ୍‌ ପ୍ରସଙ୍ଗ ଉଠାଇଲେ ବୈଜୟନ୍ତ, ଶକ୍ତି ମନ୍ତ୍ରୀଙ୍କୁ କଲେ ପ୍ରଶ୍ନ

ତେବେ ଏହି LED ବଲ୍‌ବ ବଣ୍ଟନରେ ଅନେକ ବଡ଼ ରାଜ୍ୟ କାହିଁକି ପଛରେ ଅଛନ୍ତି ଓ ଏହାକୁ ଆଗକୁ ନେବାକୁ କ’ଣ ପଦକ୍ଷେପ ନିଆଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ ।

Mamata Mahant
ବିଜେପିରେ ମିଶିବେ ମମତା ମହାନ୍ତ !

ଗତକାଲି କାଲି ବିଜେଡିରୁ ଇସ୍ତଫା ଦେଇଥିଲେ ମମତା ମହାନ୍ତ ।

Swapnil Kusale
କିଏ ଏହି ସ୍ୱପ୍ନିଲ କୁସାଲେ ? ଧୋନିଙ୍କ ସହ କ’ଣ ରହିଛି କନେକସନ୍‌...

ଏହି ୨୮ ବର୍ଷୀୟ ସୁଟରଙ୍କ ଜୀବନ କାହାଣୀ କିମ୍ବଦନ୍ତୀ ଭାରତୀୟ କ୍ରିକେଟର ଏମଏସ୍‌ ଧୋନିଙ୍କ କାହାଣୀ ସହିତ କିଛି ମାତ୍ରାରେ ସମାନ ।

Divyang Teacher
ଶିକ୍ଷକ ହେବ ତ ଏମିତି, ଦିବ୍ୟାଙ୍ଗ ହେଲେ ବି ଗୁରୁ ନମ୍ବର-୧

ଗଜପତି ଜିଲ୍ଲା ମୋହନା ବ୍ଲକ କୋର୍ଚବାଡ଼ି ପଂଚାୟତ ଢେପାନାଜୁ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାବୁଲା ଗୌଡ଼ l ପିଲାଟି ଦିନରୁ ସେ ଦିବ୍ୟାଙ୍ଗ l

Swapnil Kusale
ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ, ବ୍ରୋଞ୍ଜ ଜିତିଲେ ସ୍ୱପ୍ନିଲ କୁସାଲେ

ନିଜର ପ୍ରଥମ ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିଲେ ଭାରତର ସ୍ୱପ୍ନିଲ କୁସାଲେ ।

Bhitarkanika
ଭିତରକନିକାରେ କ୍ରୁଜ୍‌ ସେବା, ବୋଟ୍‌ ଭିତରେ ଷ୍ଟାର ହୋଟେଲ୍‌...ଗୋଟିଏ ରାତି ପାଇଁ ଦେବାକୁ ପଡ଼ିବ କେତେ, ଜାଣନ୍ତୁ...

ପର୍ଯ୍ୟଟକଙ୍କୁ ଭିତରକନିକାରେ ଏହି ସବୁର ମଜା ଦେବାକୁ ଅଗଷ୍ଟ ୧ରୁ ଆରମ୍ଭ ହେଉଛି କ୍ରୁଜ୍‌ ସେବା । ଯେଉଁଠି ବିଳାସପୂର୍ଣ୍ଣ ନୌଯାତ୍ରା ସହିତ ବୋଟରେ ରାତ୍ରିଯାପନ ପାଇଁ ବ୍ୟବସ୍ଥା ରହିବ ।

Supreme Court
ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଏବେ କୋଟା ଭିତରେ ସୃଷ୍ଟି କରାଯାଇପାରିବ କୋଟା

୨୦୦୪ରେ ଦିଆଯାଇଥିବା ସେହି ନିଷ୍ପତ୍ତିରେ ସୁପ୍ରିମକୋର୍ଟ କହିଥିଲେ ଯେ ଏସସି / ଏସଟି ଆଦିବାସୀମାନଙ୍କ ମଧ୍ୟରେ ଉପ-ବର୍ଗ ସୃଷ୍ଟି କରାଯାଇପାରିବ ନାହିଁ ।

Kerala Tragedy
ଅଧୁରା ରହିଲା ଭ୍ରମଣ ସୁଖ; ୱାୟନାଡରେ ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ, ଅନ୍ୟଜଣେ ନିଖୋଜ

ଭ୍ରମଣର ସୁଖଦ ଅନୁଭବ ପାଇଁ ବୁଲିବାକୁ ଯାଇ ଶେଷରେ ଶବ ହୋଇ ଫେରିବା ଭଳି କରୁଣ ପରିସ୍ଥିତି। କେରଳର ୱାୟନାଡ୍ ଯାଇଥିବା ଓଡ଼ିଶାର ଦୁଇ ଡାକ୍ତର ବନ୍ଧୁ ପ୍ରଳୟଙ୍କରୀ ଭୂସ୍ଖଳନ ବିପର୍ଯ୍ୟୟର ଶିକାର ହେବା ପରେ ଏବେ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଛି, ଅନ୍ୟ ଜଣେ ନିଖୋଜ...

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।