Advertisment

Adhara Pana 2024 Live Updates: ସରି ଆସୁଛି ଦିବ୍ୟଲୀଳା, ଆଜି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି

ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ି ଆସି ଶ୍ରୀମନ୍ଦିର ସମ୍ମୁଖରେ ରଥାରୁଢ଼

author-image
Santosh Kumar Sahoo
ଅଦ୍ୟତନ ହୋଇଛି
New Update
Adharapana

Adharapana

ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ି ଆସି ଶ୍ରୀମନ୍ଦିର ସମ୍ମୁଖରେ ରଥାରୁଢ଼ ଚତୁର୍ଦ୍ଧା ମୂରତି। ଆସନ୍ତାକାଲି ବାହୁଡ଼ିବେ ଶ୍ରୀମନ୍ଦିର। ଆଜି ମହାପ୍ରଭୁଙ୍କ ପବିତ୍ର ଅଧରପଣା ନୀତି। ଏଥିପାଇଁ ଶ୍ରୀଜିଉମାନଙ୍କ ଅଧର ଉଚ୍ଚର ହାଣ୍ଡିରେ ପଣା ପ୍ରସ୍ତୁତ କରାଯାଇଥାଏ। ସର, କଦଳୀ, ଛେନା, ଗୋଲମରିଚ, ଗୁଣ୍ଡ କର୍ପୁର, ଜାଇଫଳ ଆଦି ସାମଗ୍ରୀରେ ପ୍ରସ୍ତୁତ ୯ଟି ଅଧରହାଣ୍ଡିକୁ ରଥରେ ଥିବା ପାର୍ଶ୍ୱ ଦେବଦେବୀ ଓ ଚଣ୍ଡି ଚାମଣ୍ଡାଙ୍କ ତୃପ୍ତି ଉଦ୍ଦେଶ୍ୟରେ ଭଙ୍ଗାଯାଇଥାଏ । ରାତି ୮ଟାରେ ଅଧରପଣା ନୀତି ଶେଷ ହେବ। ଏହା ପରେ ରାତି ୯ଟାରେ ମହାସ୍ନାନ ଓ ପରେ ରାତି ୧୦ଟାରେ ମଇଲମ ଓ ବେଶ ହେବ। ରାତି ସାଢ଼େ ୧୦ଟାରେ ସଂଧ୍ୟା ଆଳତି ହୋଇ ଅନ୍ୟାନ୍ୟ ନୀତିକାନ୍ତି କରାଯିବ। ମହାପ୍ରଭୁଙ୍କ ଏହି ମହାର୍ଘ୍ୟ ନୀତି ଅଧରପଣାର ଟିକିନିକି ଖବର ଜାଣିବା ପାଇଁ ଆମ ସହ ଯୋଡ଼ିହୋଇ ରୁହନ୍ତୁ ଆଉ ଲଗ୍ ଇନ୍ କରନ୍ତୁ OTVkhabar.in 

Advertisment
  • Jul 18, 2024 21:49 IST

    ଦେବୀ ସୁଭଦ୍ରାଙ୍କ ରଥରେ ଭାଙ୍ଗିଲା ଅଧରହାଣ୍ଡି...



  • Jul 18, 2024 21:48 IST

    ବଡ଼ ଠାକୁରଙ୍କ ତାଳଧ୍ୱଜ ରଥରେ ଭାଙ୍ଗିଲା ଅଧରପଣା ହାଣ୍ଡି...



  • Jul 18, 2024 21:48 IST

    ମହାପ୍ରଭୁଙ୍କ ନନ୍ଦିଘୋଷ ରଥରେ ଭାଙ୍ଗିଲା ଅଧରପଣା ହାଣ୍ଡି



  • Jul 18, 2024 21:31 IST

    ମହାପ୍ରଭୁଙ୍କ ନନ୍ଦିଘୋଷ ରଥରେ ଭଙ୍ଗା ହେଲା ଅଧରପଣା ହାଣ୍ଡି



  • Jul 18, 2024 21:28 IST

    ମହାପ୍ରଭୁଙ୍କ ନନ୍ଦିଘୋଷ ରଥରେ ଭାଙ୍ଗିଲା ଅଧରହାଣ୍ଡି...



  • Jul 18, 2024 21:27 IST

    ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଭାଙ୍ଗିଲା ଅଧରହାଣ୍ଡି



  • Jul 18, 2024 21:22 IST

    ବଡ଼ ଠାକୁରଙ୍କ ରଥରେ ଭାଙ୍ଗିଲା ଅଧରପଣା ହାଣ୍ଡି...



  • Jul 18, 2024 21:20 IST

    ଦେବୀ ସୁଭଦ୍ରାଙ୍କ ରଥରେ ଭାଙ୍ଗିଲା ଅଧରପଣା ହାଣ୍ଡି



  • Jul 18, 2024 21:11 IST

    ‘ମହାପ୍ରଭୁଙ୍କ ଅଧରର ମାପ ନେଇ କୁମ୍ଭକାର ତୁମ୍ବି ନିର୍ମାଣ କରିଥାନ୍ତି’​​​​​​​



  • Jul 18, 2024 21:08 IST

    ପ୍ରସ୍ତୁତ ହେଉଛି ଅଧରପଣା



  • Jul 18, 2024 21:07 IST

    ଆଜି ତନ୍ତ୍ର ମତରେ ମହାପ୍ରଭୁ ଲାଗି ହେବ ଅଧରପଣା ହେବ



  • Jul 18, 2024 20:36 IST

    ଅଧରପଣା ପାଇଁ ଚାଲିଛି ପ୍ରସ୍ତୁତି



  • Jul 18, 2024 20:22 IST

    ପ୍ରସ୍ତୁତ ହେଉଛି ଅଧରପଣା । ରଥ ଉପରେ ଅନୁଷ୍ଠିତ ହେବ ଏହି ବିଶେଷ ନୀତି



  • Jul 18, 2024 20:20 IST

    ରଥ ଉପରେ ପଣା ହାଣ୍ଡି



  • Jul 18, 2024 19:46 IST

    ପଣା ହାଣ୍ଡିରେ କାହିଁକି ତିଆରି ହୁଏ ଅଧରପଣା ?



  • Jul 18, 2024 19:12 IST

    ପୁରୀରୁ ଅଧରପଣା ସିଧାପ୍ରସାରଣ, ଦେଖନ୍ତୁ...



  • Jul 18, 2024 18:56 IST

    Ratha Jatra 2024: ଠାକୁରଙ୍କ ଭୋଗରେ ପଣା ନୀତି; ଜାଣନ୍ତୁ କେତେ ପ୍ରକାର ପଣା ଭୋଗ ହୁଏ

    ନଅ ଦିନର ଯାତ୍ରା ସାରି ଶ୍ରୀମନ୍ଦିରକୁ ଫେରିଆସିଛନ୍ତି ମହାବାହୁ। ରାଜାଧିରାଜ ବେଶରେ ଭକ୍ତ ମନ ତୋଷିଛନ୍ତି। ଆଜି କାଳିଆ ସାଆନ୍ତଙ୍କ ଅଧରପଣା ନୀତି। ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଏହି ନୀତି କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ। ଅଧିକ ପଢ଼ନ୍ତୁ...

    Know how many kinds of pana in lord Jagannath culture



  • Jul 18, 2024 16:24 IST

    Ratha Jatra 2024: କିପରି ହୁଏ ଅଧରପଣା ନୀତି; ଜାଣନ୍ତୁ ଏଥିରେ ମିଶେ କେଉଁ ସାମଗ୍ରୀ

    ମହାପ୍ରଭୁଙ୍କ ବିଭିନ୍ନ ଭୋଗ ମଧ୍ୟରେ ପଣା ଭୋଗ ଅନ୍ୟତମ। ପଣା ଭୋଗ ଠାକୁରଙ୍କ ଦୈନଦିନ ନୀତି ସମେତ କେତେକ ବିଶେଷ ପର୍ବପର୍ବାଣିରେ ମଧ୍ୟ ହୋଇଥାଏ। ଏହାର ଅନ୍ୟ ଏକ ନାମ ହେଲା ‘ପ୍ରପାଣକ’। ଏହି ନାମ ଅପଭ୍ରଂଶରେ ପ୍ରପାନକ ବା ପଣା ନାମରେ ପରିଚିତ ହୋଇଛି। ମାଦଳାପାଞ୍ଜି ତଥ୍ୟ ଅନୁସାରେ ଅତୀତରେ ଶ୍ରୀମନ୍ଦିରରେ ପଣା ପ୍ରସ୍ତୁତ କରୁଥିବା ସେବକଙ୍କୁ ‘ପଣା ସୁଆର ସେବକ’ କୁହାଯାଉଥିଲା। ଅଧିକ ପଢ଼ନ୍ତୁ...

    Ratha Jatra 2024 adharapana niti know about the ingredients of pana



Srimandir Lord Jagannath Rath Yatra Ratha Jatra Adhara Pana Bahuda Jatra
Advertisment
Advertisment