• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Schools Shut Amid Covid Surge In Punjab
ହଠାତ୍‌ ବଢ଼ିଲା ସଂକ୍ରମଣ: ସ୍କୁଲ୍‌, କଲେଜ ବନ୍ଦ ଘୋଷଣା ସହ କଡ଼ାକଡ଼ି ହେଲା କଟକଣା

ଗତ କିଛିଦିନ ହେବ ପଞ୍ଜାବରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲ୍‌, କଲେଜ ବନ୍ଦ ସହ ନାଇଟ୍‌ କର୍ଫ୍ୟୁ ଲାଗୁ ନେଇ ପଞ୍ଜାବ ସରକାର ନିର୍ଦ୍ଦେଶ ଦେଇଛନ୍ତି।

DCP Office BBSR
ଭୁବନେଶ୍ୱର ଡିସିପି ଅଫିସ୍ ସିଲ୍‌ କଲା BMC

ଏକାଧିକ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଭୁବନେଶ୍ୱର ବାଣୀବିହାର ସ୍ଥିତ ଡିସିପି ଅଫିସ୍‌କୁ BMC ସିଲ୍‌ କରିଛି। ଏନେଇ ବିଏମ୍‌ସି ଦକ୍ଷିଣ ପୂର୍ବ ଜୋନାଲ୍ ଡେପୁଟି କମିଶନରଙ୍କ ସୂଚନା ଦେଇଛନ୍ତି।

Containment Zone Returns To Puri
ପୁରୀକୁ ଫେରିଲା କଣ୍ଟେନମେଣ୍ଟ, ହୋଟେଲ୍‌ରୁ ୩ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ପୁରୀ ସମୁଦ୍ରକୂଳ ନିକଟ ଏକ ହୋଟେଲ୍‌ରୁ ୩ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ହୋଟେଲ୍‌ ସଲଗ୍ନ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ସଟ୍‌ଡାଉନ୍‌ ଘୋଷଣା କରିଛି।

Tribals in Bolangir gherao district Collector’s office
ସିଟ୍‌ ସଂରକ୍ଷଣ ନିଷ୍ପତ୍ତିକୁ ବିରୋଧ, ବଲାଙ୍ଗିରରେ ମହାମେଳି କଲେ ଆଦିବାସୀ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସିଟ୍ ସଂରକ୍ଷଣକୁ ନେଇ ଆପତ୍ତି ଉଠାଇଛି ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଂଘ। ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଦିବାସୀମାନେ ମହାମେଳି କରିଛନ୍ତି।

Salary Hiked Of Junior Teachers
୫୦% ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ଦରମା

କନିଷ୍ଠ ଶିକ୍ଷକଙ୍କ ଦରମାରେ ୫୦% ବୃଦ୍ଧି କରାଯାଇଛି। ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଦରମା ୭,୪୦୦ରୁ ୧୧ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

 Orissa High Court
ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ‘MY LORD’ ସମ୍ବୋଧନ କରାଯିବନି

ଏଣିକି ଓଡିଶା ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ଆଇନଜୀବୀମାନେ ଆଉ ‘MY LORD’, ‘YOUR LORDSHIP’, ‘YOUR HONOUR’ ସମ୍ବୋଧନ କରିବେନାହିଁ । ଏନେଇ ହାଇକୋର୍ଟ ମୁଖ୍ୟବିଚାରପତିଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

Actor Vicky Kaushal
ଅଭିନେତା ଭିକିଙ୍କ ନାଁରେ ମାମଲା, କରିଥିଲେ କି ଚୋରି ?

ବଲିଉଡ୍‌ ଅଭିନେତା ଭିକି କୌଶଲଙ୍କ ନାଁରେ ପୋଲିସ୍‌ରେ ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶ ଇନ୍ଦୋରର ଜଣେ ବ୍ୟକ୍ତି ଏହି ଅଭିଯୋଗ ଆଣିଛନ୍ତି।

2-month-old boy killed allegedly by his mother
ମା’ ସାଜିଲା ଯମ, ୨ ମାସର ପୁଅକୁ ମାରି କୂଅକୁ ଫିଙ୍ଗି ଦେଲା !

ଘରୋଇ କଳହକୁ କେନ୍ଦ୍ର କରି ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏନେଇ ମହିଳା ଜଣକ ନିଜ ୨ ମାସର ଶିଶୁକୁ ହତ୍ୟା କରି କୂଅକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

Coronavirus
ହସ୍ପିଟାଲ୍‌ରେ କରୋନା ବିସ୍ଫୋରଣ: ଏକାସଙ୍ଗେ ୮୭ ଡାକ୍ତର ପଜିଟିଭ୍‌ ଚିହ୍ନଟ

ବିହାରରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଲନ୍ଦା ମେଡିକାଲ୍‌ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ରେ କେବଳ ୮୭ ଜଣ ଡାକ୍ତର ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

Bollywood Actor John Abraham And His Wife Priya
ଟିକା ନେବା ପରେ ବି ଅଭିନେତା ଜନ୍‌ ଓ ତାଙ୍କ ପତ୍ନୀଙ୍କୁ କରୋନା

ବଲିଉଡ୍ ଅଭିନେତା ଜନ୍ ଆବ୍ରାହମ ଓ ତାଙ୍କ ପତ୍ନୀ ପ୍ରିୟା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଉଭୟ ହୋମ୍‌ କ୍ୱାରେଣ୍ଟିନ୍‌ରେ ଅଛନ୍ତି। ଉଭୟ ଟିକା ନେଇଥିଲେ ଓ ଉଭୟଙ୍କ ନିକଟରେ ଅଳ୍ପ ଲକ୍ଷଣ ଥିବା  ଜନ୍‌ ସୂଚନା ଦେଇଛନ୍ତି।

Record COVID Infections In A Day In Mumbai
ଦିଲ୍ଲୀ ପରେ କରୋନାର ହଟ୍‌ସ୍ପଟ୍ ପାଲଟିଛି ମୁମ୍ବାଇ, ଗୋଟିଏ ଦିନରେ ବାହାରିଲେ ୮ ହଜାରରୁ ଅଧିକ ପଜିଟିଭ୍‌

ଦିଲ୍ଲୀ ପରେ କରୋନାର ହଟ୍‌ସ୍ପଟ୍ ପାଲଟିଛି ମୁମ୍ବାଇ। ମୁମ୍ବାଇରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଗତକାଲି ମୁମ୍ବାଇରେ ୮ ହଜାର ୩୬ ଟି ନୂଆ ମାମଲା ସାମ୍ନାକୁ ଆସିଥିଲା।

9 Year Old Rescued
ବାଇକ୍‌ରେ ଆସି କିଡ୍‌ନାପ୍‌ କରି ନେଇଗଲେ, ଧମକ ଦେଲେ- ‘୧୦ ଲକ୍ଷ ଟଙ୍କା ଦିଅ, ପୁଅକୁ ନିଅ’

ଅପହରଣର ୫ ଘଣ୍ଟା ପରେ ଉଦ୍ଧାର ହେଲା ୯ ବର୍ଷର ଶିଶୁ ପୁତ୍ର। ଶିଶୁପୁତ୍ରକୁ ଏକ ସ୍କୁଲ୍‌ ନିକଟରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ବରଗଡ଼ରେ ୯ ବର୍ଷର ଶିଶୁ ପୁତ୍ରକୁ ଅପହରଣ ନେଇ ଅଭିଯୋଗ ହୋଇଥିଲା। 

vaccination
କାଲିଠୁ ୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା: କଟକରେ ଆଜି ସନ୍ଧ୍ୟାରୁ ସ୍ଲଟ୍‌ ବୁକିଂ

କଟକ ଜିଲ୍ଲାରେ ୧୫ରୁ ୧୮ ବର୍ଷ ବର୍ଗଙ୍କୁ ଟିକା ପାଇଁ ଆଜି ସନ୍ଧ୍ୟାରୁ ସ୍ଲଟ୍ ବୁକିଂ ହେବ। ସ୍ଲଟ୍ ବୁକିଂ କରିଥିବା ୧୫ରୁ ୧୮ ବର୍ଷ ବର୍ଗ ପିଲା କାଲିଠାରୁ ଟିକା ନେବେ।

Youth climbs atop mobile tower
ପାଣି ପାଇଁ ମୋବାଇଲ୍ ଟାୱାର ଉପରେ ଚଢ଼ିଗଲେ ଯୁବକ, ଧମକ ଦେଇ କହିଲେ- ତଳକୁ ଡେଇଁ ପଡ଼ିବି...

ଗାଁରେ ନଳକୂପ ନିର୍ମାଣ ଓ ଅଙ୍ଗନବାଡ଼ି କେନ୍ଦ୍ରରୁ ତାଲା ହଟାଇବାକୁ ଦାବି କରି ଜଣେ ଯୁବକ ମୋବାଇଲ୍ ଟାୱାର ଉପରେ ଚଢ଼ି ଯାଇଥିବା ଦେଖିବାକୁ ମିଳିଛି। ଦାବି ପୂରଣ ନ’ହେଲେ ଟାୱାରରୁ ତଳକୁ ଡେଇଁ ଯିବାକୁ ଧମକ ମଧ୍ୟ ଦେଇଛନ୍ତି।

Yogi Adityanath
ନିର୍ବାଚନ ମଇଦାନକୁ ଓହ୍ଲାଇବେ ଯୋଗୀ, ହେଲେ ନିଷ୍ପତ୍ତି ନେବେ...

ଆସନ୍ତା ରାଜ୍ୟ ବିଧାନସଭା ନିର୍ବାଚନ ଲଢ଼ିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ତେବେ କେଉଁ ସିଟ୍‌ରୁ ନିର୍ବାଚନ ଲଢ଼ିବେ ସେନେଇ ପାର୍ଟି ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।

cold wave
ଆହୁରି ବଢ଼ିପାରେ ଶୀତ, ୩ରୁ ୪ ଡିଗ୍ରୀ ହ୍ରାସ ପାଇପାରେ ତାପମାତ୍ରା

ଆସନ୍ତାକାଲିଠାରୁ ୫ ତାରିଖ ମଧ୍ୟରେ ଶୀତ ବଢିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୂମାନ କରିଛି। ସର୍ବନିମ୍ନ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ହ୍ରାସ ପାଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Primary schools not to reopen
ଆସନ୍ତାକାଲିଠୁ ଖୋଲିବ ନାହିଁ ପ୍ରଥମରୁ ପଞ୍ଚମ ଶ୍ରେଣୀ, ନିଷ୍ପତ୍ତି ସ୍ଥଗିତ

ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ଖୋଲାଯିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ସ୍କୁଲ୍‌ ଖୋଲିବାର ଥିଲା। ହେଲେ ଏବେ ଏହି  ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି।

Two youth body found from pond
ନୂଆବର୍ଷରେ ପିକ୍‌ନିକ୍‌ ପାଇଁ ଯାଇଥିଲେ, ପାଣି ଭିତରୁ ମିଳିଲା ମୃତଦେହ

ଗଡ଼ିଆ ଭିତରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଉଭୟ କାଲି ପିକ୍‌ନିକ୍‌ ପାଇଁ ବାହାରକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ।

Coronavirus
ଓଡ଼ିଶାରେ ଚିନ୍ତା ବଢ଼ାଇଲା କରୋନା: ୨ ମାସ ପରେ ୪ ଶହ ଟପିଲା ଦୈନିକ ସଂକ୍ରମଣ

୨ ମାସ ପରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ଶହ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

‘RRR’ Release Date Pushed Again
ପୁଣି ଘୁଞ୍ଚିଲା ହାଇବଜେଟ୍ ଫିଲ୍ମ ‘RRR’ ରିଲିଜ୍

ପୁଣି ଘୁଞ୍ଚିଲା ବହୁ ପ୍ରତୀକ୍ଷିତ ହାଇବଜେଟ୍ ଫିଲ୍ମ ‘RRR’ ରିଲିଜ୍। କରୋନା କଟକଣା ଯୋଗୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଫିଲ୍ମର ରିଲିଜ୍‌କୁ ଘୁଞ୍ଚା ଦିଆଯାଇଛି। କେବେ ଫିଲ୍ମ ‘RRR’  ରିଲିଜ୍ ହେବ ତାହା ଜଣାପଡ଼ିନି।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।