• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Rainfall Alert
୯ ଜିଲ୍ଲାରେ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

ଆସନ୍ତାକାଲି ଯାଏ ରାଜ୍ୟରେ ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିବ। କିଛି ସ୍ଥାନରେ ସ୍ୱଳ୍ପ ଧରଣର ବର୍ଷା ସହ କୁଆପଥର ମାଡ଼ ହୋଇପାରେ। ଗତ ୨୪ ଘଣ୍ଟାରେ ଢେଙ୍କାନାଳ ଭୁବନରେ ସର୍ବାଧିକ ୬୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Cops Make 1st Arrest In Haridwar Hate Speech
ହରିଦ୍ୱାର ଧର୍ମ ସଂସଦରେ ‘ହେଟ୍ ସ୍ପିଚ୍’ ମାମଲା: ଅଭିଯୁକ୍ତ କହିଲେ- ‘ତୁମେ ସବୁ ମରିବ’

ହରିଦ୍ୱାର ଧର୍ମ ସଂସଦରେ ନିର୍ଦ୍ଦିଷ୍ଟ ଧର୍ମ ବିରୋଧରେ ହେଟ୍‌ ସ୍ପିଚ୍‌ (Haridwar Hate Speech) ଦେବା ଘଟଣାରେ ପୋଲିସ୍‌ ଗତକାଲି ଜଣଙ୍କୁ ଗିରଫ କରିଛି। ଧର୍ମ ସଂସଦରେ ହେଟ୍‌ ସ୍ପିଚ୍‌ ଘଟଣାରେ ପୋଲିସ୍‌ ୱସିମ୍‌ ରିଜ୍‌ଭି ଓରଫ ଜିତେନ୍ଦ୍ର ନାରାୟଣ ତ୍ୟାଗିଙ୍କୁ ଗିରଫ କରିଛି।

Gangasagar Mela
ଗଙ୍ଗା ଆଣିବ କି ବିପଦ ? ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଲେ ୩ ଲକ୍ଷ ଲୋକ !

ଗତବର୍ଷ କୁମ୍ଭମେଳା ଭଳି କରୋନାର ହଟ୍‌ସ୍ପଟ୍‌ ପାଲଟିବ କି ଗଙ୍ଗାସାଗର ମେଳା ? କରୋନା ସଂକ୍ରମଣ କାଳରେ ଗତବର୍ଷ କୁମ୍ଭମେଳା ଯେଭଳି ବିପଦ ଆଣିଥିଲା ଗଙ୍ଗାସାଗର ମେଳା ଆଉ ବିପଦ ଆଣିବ ନାହିଁ ତ ?

Train Derails In West Bengal
ବର୍ଷର ଆରମ୍ଭରୁ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା: ଅକାଳରେ ଚାଲିଗଲା ୮ ଜୀବନ

ପଶ୍ଚିମବଙ୍ଗ ଜଲପାଇଗୁଡ଼ି ଟ୍ରେନ୍ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫ ଜଣ ଆହତ ହୋଇଛନ୍ତି। ଗତକାଲି ବିକାନେର-ଗୌହାଟି ଏକ୍ସପ୍ରେସ୍‌ର ୧୨ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇଥିଲା।

Odisha Chief Secretary
ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି

ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ଯାଏ ବୃଦ୍ଧି କରଯାଇଛି। ୧୯୮୬ ବ୍ୟାଚ୍‌ର ଏହି ଆଇଏଏସ ଅଧିକାରୀଙ୍କ ଚାକିରି କାଳ ଆସନ୍ତା ଫେବୃଆରୀ ୨୮ ତାରିଖରେ ସମ୍ପୂର୍ଣ୍ଣ ହେଉଥିଲା।

Surekha Palai Death Case
ବିବାହ କରିବାକୁ ଜିଦ୍‌ କଲା, ବିଫଳ ହେବାରୁ ଚରମ ନିଷ୍ପତ୍ତି...

ସୁରେଖାଙ୍କ ମୃତ୍ୟୁ ହତ୍ୟା ନୁହେଁ ବରଂ ଆତ୍ମହତ୍ୟା ବୋଲି ପୋଲିସ୍ ସ୍ପଷ୍ଟ କରିଛି। ଏହା ପଛରେ ରହିଛି ସୁରେଖାଙ୍କ ବୟଫ୍ରେଣ୍ଡଙ୍କ ସମ୍ପୃକ୍ତି।

Corona Cases In Odisha
ପିକ୍‌ ସମୟରେ ଓଡ଼ିଶାରେ ଦୈନିକ ସଂକ୍ରମଣ ୩୦ ହଜାର ଛୁଇଁବ: ସ୍ୱାସ୍ଥ୍ୟ ବିଶେଷଜ୍ଞ

ଜାନୁଆରୀ ଶେଷ ସୁଦ୍ଧା ରାଜ୍ୟରେ ପିକ୍ ଛୁଇଁବ କରୋନା ସଂକ୍ରମଣ। ପିକ୍ ଛୁଇଁଲା ବେଳେ ଦୈନିକ ୩୦ ହଜାରରୁ ଅଧିକ ରହିବ ସଂକ୍ରମଣ। ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ସୂଚନା ଦେଇଛନ୍ତି।

Coaching Centre Sealed
ଅଫ୍‌ଲାଇନ୍‌ କ୍ଲାସ୍‌ ଚାଲିଥିବା ବେଳେ କୋଚିଂ ସେଣ୍ଟର ସିଲ୍‌

କଟକ ବାଦାମବାଡ଼ି ଲିଙ୍କ୍ ରୋଡ୍ ସ୍ଥିତ ଏକ କୋଚିଂ ସେଣ୍ଟରକୁ CMC ସିଲ୍‌ କରିଛି। କୋଭିଡ୍ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ସିଏମ୍‌ସି ଚଢ଼ଉ କରିଥିଲା।

Inter-State Brown Sugar Syndicate Unearthed
ଉପରେ ଚାଲିଥିଲା ମାଛ ହୋଲ୍‌ସେଲିଂ, ଭିତରେ ହେଉଥିଲା ଧଳାଜହରର କଳା କାରବାର

ଉପରେ ମାଛ ହୋଲ୍‌ସେଲିଂ, ଭିତରେ ଧଳାଜହର(ବ୍ରାଉନସୁଗର) କଳା କାରବାର। ଆନ୍ତରାଜ୍ୟ ବ୍ରାଉନସୁଗର ବେପାରୀ ଲଲନ ଶାହା ଧରାପଡ଼ିବା ପରେ ଜଳେଶ୍ୱର ଧଳାଜହର କାରବାରର ଗୁମର ଖୋଲିଛି।

Odisha Panchayat Polls
ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି 

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନ ଅଧିକାରୀମାନେ ବିଜ୍ଞପ୍ତି ଜାରି କରିଛନ୍ତି। 

Surekha Palai death case
ହଟିଲା ସୁରେଖା ମୃତ୍ୟୁ ରହସ୍ୟ ଉପରୁ ପରଦା, ବନ୍ଧା ହେଲା ବୟଫ୍ରେଣ୍ଡ୍‌

ଭରତପୁରରେ ଯୁବତୀ ସୁରେଖା ପଲେଇ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ୍‌ ସମେତ ୩ ଜଣଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି। ଘଟଣା ପରେ ମାଡ଼ ଭୟରେ ବୟଫ୍ରେଣ୍ଡ୍‌ ଫେରାର ହୋଇଯାଇଥିଲା। 

India Open 2022
India Open 2022: ୭ ଭାରତୀୟ ଖେଳାଳିଙ୍କୁ କରୋନା

ନୂଆଦିଲ୍ଲୀରେ ଚାଲିଥିବା ଇଣ୍ଡିଆ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ କରୋନାର କାୟା। ୭ ଜଣ ଭାରତୀୟ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Corona Cases In Odisha
ଦିନକରେ ଓଡ଼ିଶାରେ ୧୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ଆଜି ୧୦ ହଜାର ପାର୍‌ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦,୦୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Daily Horoscope
Daily Horoscope, 13 Jan 2022: ଜାଣନ୍ତୁ, ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୧୩ ତାରିଖ, ଗୁରୁବାର, ଧନୁ ୨୯ ଦିନ, ପୌଷ ମାସ , ଶୁକ୍ଳପକ୍ଷ, ଏକାଦଶୀ ତିଥି, କୃତ୍ତିକା ନକ୍ଷତ୍ର, ବୃଷ ଚନ୍ଦ୍ର। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

New Guidelines
ନୂଆ କଟକଣା ଲାଗୁ: ପର୍ବପର୍ବାଣୀ, ଧାର୍ମିକ କାର୍ଯ୍ୟକ୍ରମରେ ଏକାଠି ହେବାକୁ ବାରଣ

ରାଜ୍ୟରେ ଉତ୍ସବ, ପର୍ବପର୍ବାଣୀ, ଧାର୍ମିକ କାର୍ଯ୍ୟକ୍ରମରେ ଏକାଠି ହେବା ଉପରେ SRC କଟକଣା ଜାରି କରିଛନ୍ତି।  ମେଳାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବେଳେ ଏଠାରେ ଲୋକେ ଏକାଠି ହେବାକୁ ମନା କରାଯାଇଛି।

Rain Alert For Odisha
୧୪ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ! ସତର୍କ କଲା ପାଣିପାଗ ବିଭାଗ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡିଶା ସହ ତତ୍‌ସଂଲଗ୍ନ ଅଞ୍ଚଳର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା। ଆଜି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ।

Dr Sumit Sahu
‘ମାଟିରେ ମିଶିଗଲା ମୋ ପରିବାରର ମାନ-ସମ୍ମାନ, ଏ ଜନ୍ମରେ ଆଉ ରିକଭରି ହୋଇପାରିବନି’

ବ୍ରହ୍ମପୁରର ଡାକ୍ତର ସୁମିତ୍‌ ସାହୁ-ତପସ୍ୱିନୀ ଦାଶଙ୍କ ପାରିବାରିକ ବିବାଦ ବିବାଦ ମାମଲା ଥମିବାର ନାଁ ଧରୁନି। ଜିଲ୍ଲା ଜଜ୍ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁମିତ୍‌ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। 

Divyang Students Of Ravenshaw University Lead Miserable Life
ଦୁର୍ଦ୍ଦିନରେ ରେଭେନ୍ସାର ଦିବ୍ୟାଙ୍ଗ ଛାତ୍ର: ମିଳୁନି ହଷ୍ଟେଲ୍‌, ବସ୍ତିରେ ରହି ଆହାର କେନ୍ଦ୍ରରେ ଖାଉଛନ୍ତି

ଯେଉଁଠି ରୋଷେଇବାସ ସେଇଠି ଖିଆପିଆ ଓ ପାଠପଢ଼ା। ଛୋଟିଆ ଆଜ୍‌ବେଷ୍ଟସ୍‌ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ରେଭେନ୍ସାର ଦିବ୍ୟାଙ୍ଗ ଛାତ୍ର। ଅର୍ଥାଭାବରୁ ହଷ୍ଟେଲରେ ରହିବାର ସୁବିଧା ନପାଇ ରହୁଛନ୍ତି ବସ୍ତିରେ। ତଥାପି ସଂଘର୍ଷ କରି ଆଗକୁ ବଢିବା ପାଇଁ ଉଦ୍ୟମ ଚଳାଇଛନ୍ତି। 

Lata Mangeshkar Hospitalised
ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର ହସ୍ପିଟାଲ୍‌ରେ ଭର୍ତ୍ତି

ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକର ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ICUରେ ତାଙ୍କର ଚିକିତ୍ସା ଚାଲିଛି। 

Several Places In Odisha To Experience Rain
ଆଜି ୧୦ ଜିଲ୍ଲାରେ ବର୍ଷିବ ! ସତର୍କ କଲା ପାଣିପାଗ ବିଭାଗ

ଆଜିଠୁ ୧୪ତାରିଖ ମଧ୍ୟରେ ରାଜ୍ୟର ଭିନ୍ନ ଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। 

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।