ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ପଣ୍ଡିତ ବିର୍ଜୁ ମହାରାଜଙ୍କ ପରଲୋକ ହୋଇଛି। ପଦ୍ମ ବିଭୂଷଣ ସମ୍ମାନ ଓ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରେ ସମ୍ମାନିତ ହୋଇଥିଲେ।
ଆସିକା ଚିନି କଳ କ୍ଷତିରେ ଚାଲିଛି। ଚିନି, ଗୁଡ଼, ଉତ୍ପାଦନ କରି ଏସିଆ ମହାଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ଚିନି ଶିଳ୍ପ ଏବେ ପରିଚୟ ହରାଇବାକୁ ବସିଛି।
ବ୍ୟାଙ୍କ୍ ଚୋରି ତ ନୁହେଁ ପୁରା ଫିଲ୍ମ। ଚୋରି କରିବାକୁ ଗୋଟିଏ ଦିନ ବ୍ୟାଙ୍କ୍ରେ ରହିଲା ଲୁଟାରା। ଲୁଚିଲେ ଆଉ ଲୁଟିଲେ।
ଦିଲ୍ଲୀରୁ IED ମିଳିବା ପଛରେ ପାକିସ୍ତାନର ହାତ ଥିବା ସନ୍ଦେହ କରାଯାଉଛି। ଦିଲ୍ଲୀ ପୋଲିସ୍ ଓ ଗୁଇନ୍ଦା ବିଭାଗ ହାତରେ ଏଭଳି ତଥ୍ୟ ଲାଗିବା ପରେ ଖୋଳତାଡ଼ ଆରମ୍ଭ ହୋଇଛି।
ଅନ୍ଲାଇନ୍ରେ ପିଜା ଅର୍ଡର କରୁଛନ୍ତି କି ? ହୋଇଯାଆନ୍ତୁ, ସାବଧାନ... କେତେବେଳେ ବି, କୌଣସି ପରିସ୍ଥିତିରେ ବି ଆପଣ ଠକାମିର ଶିକାର ହୋଇପାରନ୍ତି।
ଚକ୍ ଖଡ଼ିରେ ନିର୍ମାଣ ହୋଇଛି ସୁନ୍ଦର ସୁନ୍ଦର କଳାକୃତି। ଶ୍ରୀମନ୍ଦିରଠାରୁ ଆରମ୍ଭ କରି ତାଜମହଲ ଆଉ ଚାରମିନାରଠାରୁ ଆରମ୍ଭ କରି ଷ୍ଟେଚ୍ୟୁ ଅଫ ୟୁନିଟ୍ ପର୍ଯ୍ୟନ୍ତ ଚକ୍ ଖଡିରେ ଅତି ସୁନ୍ଦର ଖୋଦେଇ କରି ସୁକ୍ଷ୍ଣ ନିର୍ମାଣ କରିଛନ୍ତି।
ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ଆଡ଼କୁ ମୁହାଁଇଥିବା ବେଳେ ମହାରାଷ୍ଟ୍ରରେ ସ୍ଥିତି ଉଦ୍ବେଗଜନକ ରହିଛି। ମହାରାଷ୍ଟ୍ରରେ ଆକ୍ଟିଭ୍ କେସ୍ ଅଢ଼େଇ ଲକ୍ଷ ପାର୍ କରିଛି।
ଭୁବନେଶ୍ୱରର ବିଭିନ୍ନ ଛକରେ ଲାଗିଥିବା ଡିଜିଟାଲ୍ କିଓସ୍କରେ ଅଶ୍ଲୀଳ ଭିଡିଓ ଚାଲିଥିବା ଅଭିଯୋଗ ହୋଇଛି। ପାଖାପାଖି ୧୦ରୁ ୧୫ ମିନିଟ ଧରି ଅଶ୍ଲୀଳ ଭିଡିଓ ଚାଲିଥିବା ସୂଚନା ମିଳିଛି।
ଏଣିକି ଜାନୁଆରୀ ୨୪ ପରିବର୍ତ୍ତେ ପ୍ରତ୍ୟେକ ବର୍ଷ ଜାନୁଆରୀ ୨୩ରୁ ଗଣତନ୍ତ୍ର ଦିବସ ପାଳନ କରାଯିବ। ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀରୁ ଆରମ୍ଭ ହେବ ଏହି ଚାରିଦିନିଆ ସମାରୋହ ପାଳନ । ନେତାଜୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନ ଜଣାଇ ଗଣତନ୍ତ୍ର ଦିବସ ସମାରୋହରେ ତାଙ୍କ ଜୟନ୍ତୀକୁ ସାମିଲ କରିବା...
ଶୂନଶାନ୍, ନିଶବ୍ବ, ପୁରୁଷ ଶୂନ୍ୟ ହୋଇପଡ଼ିଛି ଜଗତସିଂହପୁର ଜିଲ୍ଲା ଢିଙ୍କିଆ ଅଞ୍ଚଳ। ଲୋକେ ଘରୁ ବାହାରୁ ନାହାନ୍ତି। ଯେଉଁମାନେ ଘରୁ ବାହାରୁଛନ୍ତି ପୋଲିସ୍ ଓ ପ୍ରଶାସନ ଉପରେ ରୋଷ ଝାଡ଼ିଛନ୍ତି।
ରାଜ୍ୟର ୧୦୭ଟି ପୌର ପରିଷଦ ଅଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ପରେ ଏବେ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
ବିନା କାରଣରେ ଆପଣ ଟ୍ରେନ୍ରେ ଚେନ୍ ପୁଲିଂ କରୁଛନ୍ତି, ତା’ହେଲେ ଏହାକୁ ବହୁତ ବଡ଼ ଅପରାଧ ବୋଲି ଧରି ନିଆଯାଇଥାଏ। କେବଳ ଜରୁରୀକାଳୀନ ପରିସ୍ଥିତିରେ ଟ୍ରେନ୍ରେ ଚେନ୍ ପୁଲିଂ କରାଯାଇଥାଏ।
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରରୁ ଲଢ଼ିବେ।
ଦିଲ୍ଲୀରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି। ଏନେଇ କ୍ଲିନିକାଲ ପ୍ରମାଣ ମିଳିଛି।
ମହଙ୍ଗା ପଡ଼ିଲା ସମାଜବାଦୀ ପାର୍ଟିର ସଭା। ଲକ୍ଷ୍ନୌରେ ସମାଜବାଦୀ ପାର୍ଟିର ମିଶ୍ରଣ ପର୍ବରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିଲା।
ଉଡ଼ାଣ ଭରିବା ପାଇଁ ଏକାସଙ୍ଗେ ଗୋଟିଏ ରନ୍ୱେରେ ଆସିଗଲା ୨ଟି ବିମାନ। ଦୁଇ ବିମାନ ମଧ୍ୟରେ ଧକ୍କା ହୋଇଥାନ୍ତା, ହେଲେ ଉଚିତ୍ ସମୟରେ ସଠିକ୍ ନିଷ୍ପତ୍ତି ଯୋଗୁ ଏକ ବଡ଼ ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇଛି।
ବର୍ତ୍ତମାନର ପ୍ରଧାନମନ୍ତ୍ରୀ ବୋରିସ ଜନଶନ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏନେଇ ତାଙ୍କ ଉପରେ ଚାପ ପଡୁଛି।
ଦିଲ୍ଲୀ ଗାଜିପୁର ଅଞ୍ଚଳରେ ଏକ ସନ୍ଦିଗ୍ଧ ବ୍ୟାଗ୍ ମିଳିଛି। କିଏ ରଖିଲା ବ୍ୟାଗ୍ ? କେଉଁଠୁ ଆସିଲା ଓ କେଉଁଠିକି ଏହି ବ୍ୟାଗ୍ ଯାଇଥାନ୍ତା ? ଏନେଇ ସ୍ପେଶାଲ୍ ସେଲ୍ ଟିମ୍ ଛାନ୍ଭିନ୍ ଆରମ୍ଭ କରିଛି।
କିଛି ଲୋକେ ଭ୍ୟାକ୍ସିନ୍ ନନେବା ଲାଗି ‘ମାରାତ୍ମକ କୌଶଳ’ ଆପଣାଇବାକୁ ମଧ୍ୟ ପଛଘୁଞ୍ଚା ଦେଉ ନାହାନ୍ତି। ଜାଣିଶୁଣି କରୋନା ପଜିଟିଭ୍ ହେଉଛନ୍ତି। କରୋନା ଆକ୍ରାନ୍ତଙ୍କ ସହ ଡିନର୍ ଓ ୱାଇନ୍ ପାର୍ଟି କରୁଛନ୍ତି।
ବରିଷ୍ଠ ସାମ୍ବାଦିକ କମାଲ ଖାନଙ୍କ ପରଲୋକ ହୋଇଛି। ବହୁ ବର୍ଷ ଧରି ସେ ଲକ୍ଷ୍ନୌର NDTV ବ୍ୟୁରୋ ଚିଫ୍ ଥିଲେ। ବହୁ ବିଶିଷ୍ଟ ବ୍ୟକ୍ତି କମାଲ ଖାନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।