• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Ukraine Crisis
ୟୁକ୍ରେନ ବିବାଦ ଥମାଇବାକୁ ରୁଷ୍ ଓ ଫ୍ରାନ୍ସର ସମ୍ମତି, ପୁଟିନ ଓ ବାଇଡେନଙ୍କ ମଧ୍ୟରେ ହୋଇପାରେ ସାକ୍ଷାତ

ଯୁଦ୍ଧ ପରିସ୍ଥିତି ଏଡ଼ାଇବା ଲାଗି ଉଭୟ ରୁଷିଆ ଏବଂ ୟୁକ୍ରେନ ଉଦ୍ୟମ କରିଥିବା ସୂଚନା ମିଳିଛି। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନଙ୍କ ଉଦ୍ୟମ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନର ରାଷ୍ଟ୍ରମୁଖ୍ୟ ବୋଲୋଦିମିର୍ ଜେଲେନସ୍କି ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

Odisha Panchayat Elections
ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ: ହିଂସାକାଣ୍ଡ ଏଡ଼ାଇବାକୁ ମୁତୟନ ହେବେ ଅଧିକ ସୁରକ୍ଷା ବଳ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ। ମୋଟ୍ ୫୧ ଲକ୍ଷ ୩୧ ୭୨୭ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।

Puri Jagannath Temple
ବିନା କଟକଣାରେ ଜଗା ଦର୍ଶନ, ଏଣିକି ଭକ୍ତଙ୍କୁ ଆଉ ଦେଖାଇବାକୁ ପଡ଼ିବନି କୋଭିଡ୍ ଟିକା ପ୍ରମାଣପତ୍ର

ଶ୍ରୀମନ୍ଦିର ପ୍ରବେଶ ପାଇଁ ଭକ୍ତଙ୍କୁ ଆଉ ଦେଖାଇବାକୁ ପଡ଼ିବନି କୋଭିଡ୍ ଟିକାର ପ୍ରମାଣପତ୍ର। ଏହାସହ କିଓସ୍କରେ ଧାଡ଼ିରେ ଛିଡ଼ା ହୋଇ ମନ୍ଦିର ପ୍ରବେଶର କଟକଣାକୁ ମଧ୍ୟ ହଟାଇ ଦିଆଯାଇଛି। 

Journalist Attacked
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ, ସବୁ ଅଭିଯୁକ୍ତଙ୍କୁ ଗୋଟି ଗୋଟି କରି ଧରାଯିବ...

ଯାଜପୁର ଜିଲ୍ଲା ବିଞ୍ଝାରପୁର ବାଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ୍‌ ଗିରଫ କରିଛି। ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗୋଟି ଗୋଟି କରି ଧରାଯିବ ବୋଲି ଯାଜପୁର ଏସ୍‌ପି ସୂଚନା ଦେଇଛନ୍ତି।

Woman In Chandbali Protests Media Presence
ପୋଲିଂ ବୁଥ୍‌ରେ ଲେଡି ଡନ୍‌, କହିଲେ- ଆମ ଏରିଆରେ କେହି ପଶି ପାରିବେନି, ସବୁ କ୍ୟାମ୍ପସରୁ ବାହାର...

ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକରେ ମତଦାନ ବେଳେ ବୁଥ୍ ଜବରଦଖଲ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ବୁଥ୍ ଭିତରେ ପଶି ଜଣକ ପରେ ଜଣଙ୍କ ଭୋଟ୍ ଦେଉଥିବା ଦେଖିବାକୁ ମିଳିଛି।

Locals Attack Police
ଭୋଟ୍‌ ବେଳେ ସବୁ ସୀମା ଟପିଗଲା ହିଂସାକାଣ୍ଡ, ପାଇପ୍‌ରେ ପୋଲିସ୍‌କୁ ନିର୍ଘାତିଆ ପିଟି ଚାଲିଲେ...

ସବୁ ସୀମା ପାର୍‌ କଲା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ହିଂସାକାଣ୍ଡ। ବୁଥ୍‌ ରିଗିଂ, ଭୋଟ୍‌ ବାକ୍ସ ଲୁଟ୍‌, ବିଡିଓଙ୍କୁ ଆକ୍ରମଣ, ସାମ୍ବାଦିକଙ୍କୁ ମାଡ଼...ଆଉ ଏବେ ପୋଲିସ୍‌କୁ ମାଡ଼।

Sarpanch Candidate Allegedly Distributes Money
ରାତିରେ ଟଙ୍କା ବାଣ୍ଟୁଥିଲେ ସରପଞ୍ଚ ପ୍ରାର୍ଥୀ ! ବାନ୍ଧି ପକାଇଲେ ଗାଁ ଲୋକେ...

ଜଣେ ସରପଞ୍ଚ ପାର୍ଥୀ ରାତିରେ ଟଙ୍କା ବାଣ୍ଟୁଥିବା ନେଇ ଗାଁ ଲୋକେ ସନ୍ଦେହ କରିଥିଲେ। ଏହାପରେ ଗାଁ ଲୋକେ ରାତି ତମାମ ସରପଞ୍ଚ ପ୍ରାର୍ଥୀଙ୍କୁ ବାନ୍ଧି ଗାଁରେ ଅଟକ ରଖିଥିଲେ।

Tiffin Bomb Recovered
ଭୋଟ୍‌ ଗ୍ରହଣ ବେଳେ ରାୟଗଡ଼ା ପୋଲିସକୁ ମିଳିଲା ସଫଳତା

ତ୍ରିସ୍ତରୀୟ ପଞ୍ଚାୟତ ର୍ନିବାଚନର ତୃତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ବେଳେ ରାୟଗଡ଼ା ପୋଲିସକୁ ସଫଳତା ମିଳିଛି। ନିୟମଗିରି ପାହାଡ଼ ତଳ ଏକ ପୋଲ ପାଖରୁ ଟିଫିନ ବୋମା ଜବତ ହୋଇଛି।

Journalist Attacked
ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ: ମୁଥ ମାରିଲେ, ଗଳା ଧକ୍କା ଦେଲେ...

ଖବର ସଂଗ୍ରହ ବେଳେ ୩ ଜଣ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ବିଞ୍ଝାରପୁର ବାଛଳ ପଞ୍ଚାୟତର ୨ ନଂ ବୁଥ୍‌ ନିକଟରେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି।

Korei BDO allegedly attacked
ଘୋ ଘା ହୋଇ ବୁଥ୍‌ ଭିତରକୁ ପଶି ଆସିଲେ; BDOଙ୍କୁ ଠେଲାପେଲା କରି ଆକ୍ରମଣ କଲେ

ଯାଜପୁର ଜିଲ୍ଲା କୋରେଇ ବ୍ଲକ୍‌ ଅନ୍ତର୍ଗତ ଗୋଳେଇପୁର ପଞ୍ଚାୟତରେ ମତଦାନ ବେଳେ ଉତ୍ତେଜନା ପ୍ରକାଶ ପାଇଛି। ମତଦାନ ଚାଲିଥିବା ବେଳେ ବୁଥ୍‌କୁ ଜବରଦଖଲ କରିବା ପାଇଁ ଦୁର୍ବୃତ୍ତମାନେ ଚେଷ୍ଟା କରିଥିଲେ।

Gold Price
ରେକର୍ଡ ସ୍ତରରେ ସୁନା ଦର, ୫୦ ହଜାର ଟପିଲା ଦାମ୍‌

ନକରେ ସୁନା କିଲୋ ୫ ହଜାର ଟଙ୍କା ବୃଦ୍ଧି ପାଇଛି। ଦେଶରେ ୨୪ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ୍‌କୁ ସର୍ବାଧିକ ୫୧ ହଜାର ୫୯୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ୍‌କୁ ୪୬ ହଜାର ଟଙ୍କା ରହିଛି।

Russia Test Fires Missiles
ୟୁକ୍ରେନ ସଙ୍କଟ ମଧ୍ୟରେ ଆଣବିକ ମିସାଇଲ ଟେଷ୍ଟ କଲା ରୁଷିଆ 

ୟୁକ୍ରେନ ସଙ୍କଟ ଟଳି ନ ଥିବା ବେଳେ ରୁଷିଆ ଏକ ଅତ୍ୟାଧୁନିକ ମିସାଇଲ ପରୀକ୍ଷା କରିଥିବା ସୂଚନା ମିଳିଛି। ଆଣବିକ କ୍ଷମତା ସମ୍ପନ୍ନ ଏହି ହାଇପରସୋନିକ କ୍ରୁଜ୍ ମିସାଇଲ ସଫଳତାର ସହିତ ଟାର୍ଗେଟକୁ ହିଟ୍ କରିଥିବା ଜଣାପଡ଼ିଛି।

BJD Leader Accused Of Threatening & Resorting To Blank Firing
ଫାଙ୍କା ଗୁଳି ଚଳାଇଲେ ବିଜେଡି ନେତା ! ଅଭିଯୋଗ ଆସିବା ପରେ କହିଲେ- ‘ମୁଁ କିଛି ଜାଣିନି’

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍‌ ଅନ୍ତର୍ଗତ ଦହଣା ଗାଁରେ ଗୁଳିକାଣ୍ଡ। ଏକ ବୋଲେରୋରେ କିଛି ଦୁର୍ବୃତ୍ତ ଆସି ୩ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିବା ବେଳେ ଗୋଟିଏ ଜୀବନ୍ତ ଗୁଳି ଜବତ ହୋଇଛି।

UGC NET Result Released
ପ୍ରକାଶ ପାଇଲା UGC NET ରେଜଲ୍ଟ

ୟୁଜିସି(University Grants Commission) ଏହାର UGC NET ରେଜଲ୍ଟ ପ୍ରକାଶିତ କରିଛି। ଛାତ୍ରଛାତ୍ରୀମାନେ ugcnet.nta.nic.in ୱେବ୍‌ସାଇଟ୍‌କୁ ଯାଇ ରେଜଲ୍ଟ ଚେକ୍‌ କରିପାରିବେ।

Voting For 3rd Phase Elections Begins
ପଞ୍ଚାୟତ ନିର୍ବାଚନ: ଆଜି ତୃତୀୟ ପର୍ଯ୍ୟାୟ ମତଦାନ, ୧୫ ବର୍ଷ ପରେ ନିୟମଗିରିରେ ପଡ଼ିଲା ଭୋଟ୍‌

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ତୃତୀୟ ପର୍ଯ୍ୟାୟ ମତଦାନ। ତୃତୀୟ ପର୍ଯ୍ୟାୟରେ ୬୩ ବ୍ଳକ୍‌ର ୧୭୧ ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ ୧୩୮୨ ପଞ୍ଚାୟତରେ ଭୋଟ୍ ପଡ଼ିବ।

UK Diplomat Dressed Up As Desi Bride
Viral Photo: କାହିଁକି ଭାଇରାଲ୍‌ ହେଉଛି ଏହି ବିଦେଶୀ ଯୁବତୀଙ୍କ ଦୁଲ୍‌ହନ ଲୁକ୍‌ ? ସମସ୍ତେ କରୁଛନ୍ତି ପ୍ରଶଂସା...

ଜଣେ ବିଦେଶୀ ହୋଇ ମଧ୍ୟ ବିବାହ ସମୟରେ ତାଙ୍କୁ ଦେଶୀ ଦୁଲ୍‌ହନ ବେଶରେ ଦେଖିବାକୁ ମିଳିଥିଲା। ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଫଟୋ ଲୋକଙ୍କୁ ଏତେ ପସନ୍ଦ ଆସିଛି ଯେ, ଲୋକମାନେ ହୃଦୟରୁ ଦୁଲ୍‌ହନଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି। 

Man Finds Chicken Foot In Lunch Box
ବାହାରୁ ଅର୍ଡର କଲେ ‘ଚିକେନ୍‌ ବକ୍ସ’, ଖାଇବା ବେଳେ ପାଇଲେ କୁକୁଡ଼ା ଗୋଡ଼; ତା’ପରେ ହେଲା ଏମିତି ଅବସ୍ଥା...

ବ୍ରିଟେନ ୱାଲେସ୍‌ର ଜଣେ ବ୍ୟକ୍ତିଙ୍କ ସହ ଏଭଳି କିଛି ଘଟିଛି, ଘଟଣା ପରେ ସେ ବାହାରୁ ଖାଇବା ଆଉ ଅର୍ଡର ନକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସମ୍ପୃକ୍ତ ବ୍ୟକ୍ତି ବାହାରୁ ଅର୍ଡର କରିଥିବା ଖାଇବା ପରେ ଅସୁସ୍ଥ ହୋଇପଡ଼ିଛନ୍ତି। 

Belgian Malinois Inducted In Odisha Police' K9 Squad
ହୁସିଆର ଅପରାଧୀ ! ଏଣିକି ଅପରାଧ କରି ଆଉ ଖସି ପାରିବେନି, ମାଡ଼ି ବସିବ ଏହି ବିଦେଶୀ କୁକୁର...

ପ୍ରଥମ କରି ଓଡ଼ିଶା ପୋଲିସ ଡଗ୍ ସ୍କ୍ୱାଡ୍‌ରେ ସାମିଲ ହୋଇଛନ୍ତି ୫ଟି ବେଲଜିଆନ୍ ମାଲିନଏସ ପ୍ରଜାତିର ସନ୍ଧାନୀ କୁକୁର। ଯେକୌଣସି ସ୍ଥାନରେ ଅପରାଧ ଘଟାଇ ଅପରାଧୀ ଖସି ପଳାଇଥିବା ବେଳେ ସେମାନଙ୍କୁ ଧରିବାରେ ଏଭଳି ସନ୍ଧାନୀ କୁକୁର ପୋଲିସକୁ ବେଶ ସହାୟତା କରିବ। ଏନେଇ ଆଶା ବାନ୍ଧିଛି...

 Sarpanch Candidate Found Unconscious
ଅଚେତ ଅବସ୍ଥାରେ ମିଳିଲେ ସରପଞ୍ଚ ପ୍ରାର୍ଥୀ, ହାତଗୋଡ଼ ବାନ୍ଧି ରାସ୍ତାକଡ଼ରେ ପକାଇ ଦେଇଥିଲେ ଦୁର୍ବୃତ୍ତ...

ଭୋଟ୍‌ର ଦିନକ ପୂର୍ବରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ଉଦ୍ଧାର କରାଯାଇଛି।  ଆଜି ସକାଳେ ଘରଠାରୁ ପ୍ରାୟ ୧ କି.ମି. ଦୂରରେ ରାସ୍ତାକଡ଼ରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି।

Wanted Criminal
କଟକ, ଭୁବନେଶ୍ୱରରେ ବୁଲୁଛି କୋଲକାତାର ୱାଣ୍ଟେଡ୍‌ କ୍ରିମିନାଲ୍‌ !

ଟ୍ୱିନ୍‌ସିଟିରେ ବୁଲୁଛି କୋଲକାତାର ୱାଣ୍ଟେଡ୍‌ କ୍ରିମିନାଲ୍‌। ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ କୋଲକାତାର ଜଣେ ଓ୍ୱାଣ୍ଟେଡ୍ ଅପରାଧୀର ଫଟୋ ଜାରି କରିଛି। ଏହି ଅପରାଧୀର ନାଁ ବିମଲ ଶର୍ମା। 

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।