• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ। ଇଂରାଜୀରେ ୦୩ ତାରିଖ, ଶନିବାର।  ଚନ୍ଦ୍ର  –  ମୀନ ଅହୋରାତ୍ର, ତିଥି- ୧୧ମୀ ନିଶାନ୍ତ ୦୫/୩୪ ଗତେ ୧୨ଶୀ ଘାତ ଚନ୍ଦ୍ର- ଧନୁ ଅହୋରାତ୍ର ଘାତ ବାର – ବୃଷ, ସିଂହ ଓ କନ୍ୟା। ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ନିଶାନ୍ତ ୦୫/୪୩ ଗତେ ୨ ପାଦ। 

ଶୁଭ ସମୟ-     

ପ୍ରାତଃ ୦୭/୩୬ ରୁ ୦୮/୫୩

ଦିବା ୧୧/୫୮ ରୁ ୧୨/୫୭    

ଦିବା ୦୨/୧୯ ରୁ ୦୨/୫୨

ରାତ୍ରି ୦୩/୩୫ ରୁ ୦୩/୪୧

ରାତ୍ରି ୦୨/୪୦ ରୁ ୦୩/୩୨

ଅଶୁଭ ସମୟ-

ରାହୁକାଳ - ଦିବା ୦୮/୫୩ ରୁ ୧୦/୧୪

କାଳବେଳା -  ପ୍ରାତଃ ୦୬/୦୯ ରୁ ୦୭/୩୧ ଓ ଦିବା ୦୩/୪୧ ରୁ ୦୫/୦୨

ବାରବେଳା – ଦିବା ୧୨/୫୭ ରୁ ୦୨/୧୯

କାଳରାତ୍ରି – ସନ୍ଧ୍ୟା ୦୫/୦୨ ରୁ ୦୬/୪୧ ଓ ନିଶାନ୍ତ ୦୪/୩୧ ରୁ ୦୬/୧୦