/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670128927.jpg)
Today Panchang
ସୌର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ, ରବିବାର। ଚନ୍ଦ୍ର – ମୀନ ପ୍ରାତଃ ୦୬/୧୬ ଗତେ ମେଷ ତିଥି- ୧୨ଶୀ ନିଶାନ୍ତ ୦୫/୫୮ ଗତେ ୧୩ଶୀ ଘାତ ଚନ୍ଦ୍ର- ଧନୁ ପ୍ରାତଃ ୦୬/୧୬ ଗତେ ମେଷ ଘାତ ବାର – ମେଷ ପୁଷ୍କର ଦୋଷ – ୨ ପାଦ - କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ନିଶାନ୍ତ ୦୫/୫୮ ଗତେ ୧ ପାଦ- କୃଷିହାନି- ଭୂମିଦାନ।
Advertisment
ଶୁଭ ସମୟ-
ପ୍ରାତଃ ୦୬/୫୩ ରୁ ୦୯/୦୪
ଦିବା ୧୨/୫୮ ରୁ ୦୨/୫୨
ରାତ୍ରି ୦୩/୩୫ ରୁ ୦୩/୪୧
ରାତ୍ରି ୧୨/୦୩ ରୁ ୦୧/୧୫
ରାତ୍ରି ୦୨/୫୪ ରୁ ୦୬/୧୧
ଅଶୁଭ ସମୟ-
ରାହୁକାଳ - ଦିବା ୦୩/୪୧ ରୁ ୦୫/୦୨
କାଳବେଳା - ଦିବା ୧୧/୩୬ ରୁ ୧୨/୫୮
ବାରବେଳା – ଦିବା ୧୦/୧୫ ରୁ ୧୧/୩୬
କାଳରାତ୍ରି – ରାତ୍ରି ୦୧/୧୫ ରୁ ୦୨/୫୪
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)