/odishatv-khabar/media/post_attachments/uploadimage/library/16_9/16_9_0/s_1670560385.jpg)
Today Panchang
ସୌର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ଶୁକ୍ରବାର ଚନ୍ଦ୍ର – ମିଥୁନ ଅହୋରାତ୍ର ତିଥି- ପ୍ରତିପଦ ଦିବା ୧୧/୩୪ ଗତେ ୨ୟା ଘାତ ଚନ୍ଦ୍ର- କନ୍ୟା ଅହୋରାତ୍ର ଘାତ ବାର – ବିଛା, ଧନୁ, ମୀନ ପୁଷ୍କର ଦୋଷ– ଦିବା ୧୧/୩୪ ଗତେ ୧ପାଦ ପଶୁସମ୍ପଦ ନାଶ- ଅନ୍ନଦାନ।
Advertisment
ଶୁଭ ସମୟ-
ପ୍ରାତଃ ୦୬/୧୩ ରୁ ୦୬/୫୬
ପ୍ରାତଃ ୦୭/୪୦ ରୁ ୦୮/୫୬
ଦିବା ୧୨/୦୦ ରୁ ୦୨/୫୩
ସନ୍ଧ୍ୟା ୦୫/୫୬ ରୁ ୦୮/୨୧
ରାତ୍ରି ୧୨/୦୫ ରୁ ୦୧/୫୦
ରାତ୍ରି ୦୨/୪୩ ରୁ ୦୪/୨୮
ଅଶୁଭ ସମୟ-
ଋାହୁକାଳ - ଦିବା ୧୦/୧୭ ରୁ ୧୧/୩୮
କାଳବେଳା - ଦିବା ୧୦/୧୭ ରୁ ୧୧/୩୮
ବାରବେଳା – ଦିବା ୦୮/୫୬ ରୁ ୧୦/୧୭
କାଳରାତ୍ରି – ରାତ୍ରି ୦୮/୨୧ ରୁ ୧୦/୦୦
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)