ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ଜଣେ ବୃଦ୍ଧ, ଜଣେ ଯୁବକ ଓ ତାଙ୍କ ସ୍ତ୍ରୀଙ୍କ ଗୋଡ଼ ଧରିବା ସହ ସେମାନଙ୍କ ଗୋଡ଼ ତଳେ ପଡ଼ୁଛନ୍ତି। ଏପରିକି ମୁଣ୍ଡିଆ ମଧ୍ୟ ମାରୁଛନ୍ତି। ଏହି ସମୟରେ ଜଣେ ବୃଦ୍ଧା ହାତ ଯୋଡ଼ି ସେମାନଙ୍କୁ ନେହୁରା ମଧ୍ୟ ହେଉଛନ୍ତି।
ଲୋକୋ ପାଇଲଟ୍ଙ୍କ ଆଲର୍ଟ ଯୋଗୁ ଟଳିଲା ବଡ଼ ରେଳ ଦୁର୍ଘଟଣା। ରବିବାର ରାତିରେ ମଧ୍ୟପ୍ରଦେଶର ସତନା ଜିଲ୍ଲାରେ ଦୁର୍ବୃତ୍ତମାନେ ମୁମ୍ବାଇ-ହାୱଡା ରେଲ୍ୱେ ଟ୍ରାକ୍ର ୧୫୮ ଲକ୍ କାଢ଼ି ଦେଇଥିଲେ।
ଚଳନ୍ତା ଅଟୋରେ ପ୍ରେମିକାର ତଣ୍ଟି କାଟିଦେଲା ପ୍ରେମିକ। ପ୍ରେମିକ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାପରେ ଏଥିରେ ଉତ୍କ୍ଷିପ୍ତ ହୋଇ ଯୁବକ ଜଣକ ପ୍ରେମିକାର ତଣ୍ଟି କାଟି ଦେଇଥିବା ଜଣାପଡ଼ିଛି।
ଚୋରି କରିବା ପାଇଁ ଟ୍ରେନ୍ରେ ରାତିରେ ଆସୁଥିଲା, ତା’ପରଦିନ ସକାଳେ ପୁଣି ଟ୍ରେନ୍ରେ ଘରକୁ ଚାଲି ଯାଉଥିଲା। ମାସେ କି ଦୁଇ ମାସ ନୁହେଁ ଦୀର୍ଘ ୮ରୁ ୧୦ ବର୍ଷ ଧରି ନିୟମିତ ଭାବେ ଏପରି କରୁଥିଲା ଗଣେଶ।
କିଛି ହୋଟେଲ୍ ରୁମ୍ରେ ସିକ୍ରେଟ୍ କ୍ୟାମେରା ଲାଗିଥିବା ଅନେକ ଘଟଣା ସାମ୍ନାକୁ ଆସିଛି। ଏହି କ୍ୟାମେରା ଜରିଆରେ ଲୋକଙ୍କ ବ୍ୟକ୍ତିଗତ ଫଟୋ ଓ ଦୃଶ୍ୟ ସବୁ ରେକର୍ଡ କରାଯାଇଥାଏ ଓ ପରେ ସେମାନଙ୍କୁ ବ୍ଲାକ୍ମେଲିଂ କରାଯାଇ ଟଙ୍କା ଆଦାୟ କରିଥାନ୍ତି କିଛି ଅସାଧୁ ପ୍ରକୃତିର ଲୋକ।
ଭୁବନେଶ୍ୱରରେ ଏକ ବାର୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଭବାନୀ ମଲ୍ ନିକଟରେ ଥିବା ଏହି ବାର୍ରେ ଆଜି ଅପରାହ୍ଣରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି।
୧୬୪ କି.ମି. ଲମ୍ବ କୋରାପୁଟ-ରାୟଗଡ଼ା ରେଳପଥ। ପ୍ରକୃତି କୋଳରେ ରେଳଯାତ୍ରା ଯେତିକି ରୋମାଞ୍ଚକର ଅନୁଭୂତି ଦେଇଥାଏ, ସେତିକି ପାଦେ ପାଦେ ବିପଦ ମଧ୍ୟ ରହିଛି।
୧୮ ବର୍ଷୀୟା ମହିଳା ଓ ତାଙ୍କର ୨୧ ବର୍ଷୀୟ ପ୍ରେମିକକୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ହତ୍ୟା ପରେ ସେମାନଙ୍କର ମୃତଦେହକୁ କୁମ୍ଭୀର ଥିବା ନଦୀକୁ ପରିବାର ଲୋକ ଫିଙ୍ଗି ଦେଇଥିଲେ।
ସହରରେ ପଶିଲା ମଣିଷମରା ହାତୀ। ଆତଙ୍କରେ ଥରହର ସହରବାସୀ। ଧର୍ମଗଡ଼ ସହରରେ ଅଚାନକ ହାତୀ ବୁଲୁଥିବା ଦେଖାଯିବା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ବନ୍ଦ କାର୍ ଭିତରେ ଖେଳୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘରଠୁ ୫୦ ମିଟର ଦୂରରେ କାର୍ ଭିତରୁ ମୃତଦେହ ଉଦ୍ଧାର କରାଯାଇଥିଲା।
ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଟଳିପଡ଼ିଲେ ଠିକାଦାର। ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ୩ ରାଉଣ୍ଡ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଆଜି ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ସକାଳ ୮ଟାରୁ ୧ ଘଣ୍ଟା ଧରି ପରିମାଣିକ ଟିକେଟ୍ ଦର୍ଶନ ଚାଲିଛି। ସେହିପରି ୯ଟାରୁ ଦୁଇ ଘଣ୍ଟା ଧରି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ବା ସାହାଣମେଲା ଦର୍ଶନ ହେବ।
ପୁରୀ ରଥଯାତ୍ରା ପାଇଁ ଟ୍ରାଫିକ ପ୍ଲାନ୍ ପ୍ରସ୍ତୁତ ହୋଇଛି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୁରୀକୁ ୩ ଭାଗରେ ବିଭକ୍ତ କରାଯାଇଛି। ୧୪ଟି ସେକ୍ଟର ଓ ୨୯ଟି ଜୋନ୍ରେ ବିଭକ୍ତିକରଣ କରାଯାଇଛି।
ଡ୍ରାଇଭରଙ୍କ ଆଖି ଲାଗିଯିବା ଯୋଗୁ ନିୟନ୍ତ୍ରଣ ହରାଇ ବିମାନବନ୍ଦରର ପିଲର୍ରେ ପିଟି ହେଲା ବସ୍। ଆଜି ଭୋର ୫ଟା ୧୫ରେ ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଘଟଣା ଘଟିଛି।
ପ୍ରବଳ ଗରମରେ ବିହାରରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ଗ୍ରୀଷ୍ମ ପ୍ରବାହ ଯୋଗୁ ବିହାରର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି।
ଭଉଣୀଙ୍କ ଉପରେ ଶୁଝାଇଲେ ଭାଇର ରାଗ ! ଜୋରଜବରଦସ୍ତ ଘରେ ପଶି ୨ ଜଣ ମହିଳାଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ।
ଘରେ ପଶି ୨ ମହିଳାଙ୍କୁ ଖଣ୍ଡାରେ ହାଣିଲେ ନିଶାସକ୍ତ ଯୁବକ। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।
ପତ୍ନୀଙ୍କ ମୃତ୍ୟୁ ପରେ ବାପାର କର୍ତ୍ତବ୍ୟ ପାଳନ କରିବା ସହ ମାଆର ଦାୟିତ୍ୱ ମଧ୍ୟ ସୁଚାରୁ ରୂପେ ତୁଲାଉଛନ୍ତି। ଆଜି ଫାଦର୍ସ ଡେ’ରେ ଜାଣନ୍ତୁ ଏମିତି ଜଣେ ବାପାଙ୍କ କାହାଣୀ।
ପରବର୍ତ୍ତୀ ୨ ଦିନରେ ତାପମାତ୍ରା ୩ରୁ ୫ ଡିଗ୍ରୀ କମିପାରେ। ଜୁନ୍ ୨୧ ତାରିଖରେ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ମେଘୁଆ ପାଗ ଓ ବର୍ଷା ସମ୍ଭାବନା ରହିଛି।
ଯଦି ଆପଣ ରିଲ୍ କରୁଛନ୍ତି, ତା’ହେଲେ ସତର୍କ ହୋଇଯାଆନ୍ତୁ। ଭୁଲ୍ରେ ଯଦି ଆପଣ ରିଲ୍ କରିବା ସମୟରେ କୌଣସି ନିୟମ ଭାଙ୍ଗିବେ, ହୁଏତ ଏଥିପାଇଁ ଆପଣଙ୍କୁ ଜେଲ୍ ହୋଇପାରେ।