/odishatv-khabar/media/post_attachments/uploadimage/library/16_9/16_9_0/s_1685681009.jpg)
Indian Coast Guard divers retrieve smuggled gold from bottom of sea in Gulf of Mannar
ସୁନା ଚୋରା ଚାଲାଣ ନେଇ ଲୋକମାନେ ବିଭିନ୍ନ ଉପାୟ ଆପଣାଉଛନ୍ତି। ଏବେ ସମୁଦ୍ର ପଥ ଦେଇ ସୁନା ଚୋରା ଚାଲାଣ ଘଟଣା ସାମ୍ନାକୁ ଆସିଛି। ସମୁଦ୍ର ପଥରେ ଶ୍ରୀଲଙ୍କାରୁ ଭାରତକୁ ସୁନା ଚୋରା ଚାଲାଣର ମହାଖୁଲାସା ହୋଇଛି। ମାଛଧରା ଡଙ୍ଗାରୁ ୩୨ କେଜି ୬ ଶହ ଗ୍ରାମର ସୁନା ମିଳିଛି। ଯାହାର ଆନୁମାନିକ ମୂଲ୍ୟ ୨୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।
Advertisment
ପାଣି ଭିତରେ ଝୁଲାଇ ୨ଟି ଡଙ୍ଗାରେ ସୁନା ଚୋରା ଚାଲାଣ କରାଯାଉଥିବା ନେଇ ଭାରତୀୟ ତଟରକ୍ଷୀ ବାହିନୀ ଖୁଲାସା କରିଛି। ତାମିଲନାଡୁର ମନ୍ନାର ଅଞ୍ଚଳରେ ସମୁଦ୍ର ଭିତରୁ ଦୁଇଟି ବୋଟ୍ ଜବତ କରିବା ସହ ବିପୁଳ ପରିମାଣର ସୁନା ଜବତ କରଯାଇଛି।
ଭାରତୀୟ ତଟରକ୍ଷୀ ବାହିନୀ, ସୀମା ଶୁଳ୍କ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ ବେଳେ ଏହି ସଫଳତା ମିଳିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)