• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Preeti Prajna Pradhan

Preeti Prajna Pradhan

Freelancer

ଇଂରାଜୀ, ହିନ୍ଦୀ ଓ ଓଡ଼ିଆରେ କବିତା, ଗଳ୍ପ ଓ ଆଲେଖ୍ୟ ଆଦି ଲେଖା ଲେଖି କରନ୍ତି। ପଢ଼ିବା ...more

ଇଂରାଜୀ, ହିନ୍ଦୀ ଓ ଓଡ଼ିଆରେ କବିତା, ଗଳ୍ପ ଓ ଆଲେଖ୍ୟ ଆଦି ଲେଖା ଲେଖି କରନ୍ତି। ପଢ଼ିବା ଓ ଲେଖାଲେଖି ବ୍ୟତୀତ ଚିତ୍ର ଓ କ୍ରାଫ୍ଟ କରିବାକୁ ଭଲ ପାଆନ୍ତି। ବିଭିନ୍ନ ପତ୍ରପତ୍ରିକା ଓ ଖବରକାଗଜରେ ଲେଖା ପ୍ରକାଶିତ।

less

Posts by Preeti Prajna Pradhan

Viviana, guardian of tradition
ପରମ୍ପରାର ଅଭିଭାବକ ଭିଭିଆନା; ଆକର୍ଷଣ କରୁଛି ତାଙ୍କର ଏହି କଳା

୭୫ ବର୍ଷୀୟା ଭିଭିଆନା ଏକ ନିଆରା କ୍ୟାଣ୍ଡେଲ୍ ଚିତ୍ରକଳାର ପଥପ୍ରଦର୍ଶିକା। ସେ ଏଇ କଳା କ୍ଷେତ୍ରରେ ଜଣେ ଅଭିଭାବକଙ୍କ ଦାୟିତ୍ଵ ମଧ୍ୟ ତୁଲାଇଥା'ନ୍ତି। ଗୋଟିଏ ପ୍ରାଚୀନ ବିବାହ ରୀତିନୀତିରୁ ଆରମ୍ଭ ହୋଇଥିବା ମହମବତୀ ତିଆରିର ଏଇ ଚିତ୍ରକଳା କେବଳ ଭିଭିଆନା ବା ତାଙ୍କ ପରିବାରର ଜୀବନ-ଜୀବିକା ସାଜିନି ବରଂ...

Tiger Attack In Sundarbans
ସୁନ୍ଦରବନର ସତ ! ବାଘ ନେଉଛି ଜୀବନ, ବେସାହାରା ବିଧବା

ସ୍ୱାମୀଙ୍କ ମୃତ୍ୟୁ ପରେ ଏଇ ବିଧବା ମହିଳା ମାନଙ୍କ କାନ୍ଧରେ ପଡ଼ିଥାଏ ପରିବାର ଚଳେଇବାର ସମ୍ପୂର୍ଣ୍ଣ ଦାୟିତ୍ଵ। ଏସବୁ ବାଦ୍ ପୁଣି ନିଜ ପତିଙ୍କୁ ଅକାଳରେ ହରାଇ ଥିବାରୁ ଏମାନଙ୍କୁ ଅନେକ ନିନ୍ଦା-ଅପବାଦର ମଧ୍ୟ ଶିକାର ହେବାକୁ ପଡ଼ିଥାଏ।

କେତେ କାଳ ଆଉ ପାତର ଅନ୍ତର ?
କେତେ କାଳ ଆଉ ଏ ପାତରଅନ୍ତର

ଆଜିର ସମୟରେ ମହିଳାମାନେ ବି ପୁରୁଷଙ୍କ ସହ କାନ୍ଧ ମିଳେଇ ଚାଲିଲେଣି। ନାରୀ ପୁରୁଷଙ୍କ ତୁଳନାରେ କୌଣସି ଗୁଣରେ କମ ନାହିଁ। ତେବେ ଏଠାରେ ପ୍ରଶ୍ନ ଉଠେ ଆଜି ବି କ’ଣ ନାରୀ ସବୁ କ୍ଷେତ୍ରରେ ସମାନ ସୁବିଧା ପାଏ? ତାକୁ କ’ଣ ପାତରଅନ୍ତରର ଶିକାର ହେବାକୁ ପଡେନି।...

The life Story of Prabhaben Shah
ମାନବ ସେବାରେ ବ୍ରତୀ ପ୍ରଭାବେନ୍

ମାତ୍ର ୧୨ ବର୍ଷ ବୟସରେ ମନରେ ଜାଗିଉଠିଲା ଦେଶ ପ୍ରେମ। ଝିଅଟି ପଣ କଲା ବିଳାସବ୍ୟସନଠାରୁ ଦୂରରେ ରହିବ ଆଉ ଦେଶୀ ଜିନିଷ ହିଁ ବ୍ୟବହାର କରିବ। ସେଥିପାଇଁ ସେ ତଳେ ଅଖା ପାରି ଶୋଇଲା। ପୁଣି ସ୍କୁଲ୍‌ରେ ଚରଖାରେ ତୁଳାରୁ ସୂତା କାଟି ଖଦୀ ତିଆରି କଲା।...

Indian housewives commit suicide
ଭାରତୀୟ ଗୃହିଣୀଙ୍କ ଆତ୍ମହତ୍ୟା ପ୍ରବଣତା

ଭାରତରେ ପ୍ରତିବର୍ଷ ଗୃହିଣୀଙ୍କ ଆତ୍ମହତ୍ୟା ସଂଖ୍ୟା ବଢି ଚାଲିଛି। ଏହା ପଛରେ ମାନସିକ ଓ ଶାରିରୀକ କାରଣ ଠାରୁ ଆରମ୍ଭ କରି ଘରୋଇ ହିଂସା, ଯୌତୁକ ନିର୍ଯାତନା, ଆର୍ଥିକ ନିର୍ଭରଶୀଳତା ଆଦି ଦାୟୀ ବୋଲି କୁହାଯାଏ। ଆସନ୍ତୁ ଏ ବିଷୟରେ ନଜର ପକେଇ ନେବା

Norland Aya for caring baby
ପିଲାଙ୍କ ଯତ୍ନରେ ନରଲ୍ୟାଣ୍ଡ୍ ନାନୀ

ନର୍ଲ୍ୟାଣ୍ଡ୍ କଲେଜରେ ଶିକ୍ଷାର୍ଥୀମାନଙ୍କୁ ଶିଶୁ ପାଳନ ଓ ଶିଶୁର ସାମଗ୍ରିକ ବିକାଶ ସମ୍ପର୍କିତ ବ୍ୟାପକ ପ୍ରଶିକ୍ଷଣ ଦିଆଯାଇଥାଏ। ସେମାନେ ଭବିଷ୍ୟତରେ ଯେଉଁ ପିଲାମାନଙ୍କର ଦାୟିତ୍ଵ ନେବେ, ସେମାନଙ୍କ ପାଇଁ କିଭଳି ଯଥାସମ୍ଭବ ଉପଯୋଗୀ ସାବ୍ୟସ୍ତ ହୋଇପାରିବେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଏ।

Two inspirational women
ଦୁଇ ରାଧାମଣିଙ୍କ ଉତ୍ସାହ ଓ ଉଦ୍ଦୀପନାର କାହାଣୀ

ଆଜିର ନାରୀମାନେ ପଛରେ ନାହାନ୍ତି। ସେମାନେ ମଧ୍ୟ ପୁରୁଷଙ୍କ ଭଳି ବଡ ବଡ କାମ କରିବାରେ ସକ୍ଷମ ହୋଇଛନ୍ତି। ଆଜିର ନାରୀ ଆଉ ଅନ୍ୟ ଉପରେ ନିର୍ଭରଶୀଳ ନୁହେଁ। ସେ ନିଜ ଉଦ୍ୟମରେ ସ୍ୱାବଲମ୍ବୀ ହୋଇପାରିଛି। ତେବେ ଆସନ୍ତୁ ସେମିତି ୨ ନାରୀଙ୍କ ବିଷୟରେ ଜାଣିନେବା।

Women in NDA
NDAର ସ୍ୱାଗତଯୋଗ୍ୟ ପଦକ୍ଷେପ

NDA ବା ନ୍ୟାସ୍‌ନାଲ୍‌ ଡିଫେନ୍ସ ଏକାଡେମୀର ଇତିହାସରେ ଯୋଡ଼ି ହେବାକୁ ଯାଉଛି ଏକ ନୂଆ ଅଧ୍ୟାୟ। ଚଳିତ ବର୍ଷ ଜୁନ୍ ମାସରେ ପ୍ରଥମ ଥର ପାଇଁ ଏକାଡେମୀ ସ୍ୱାଗତ କରିବାକୁ ଯାଉଛି ତା'ର ମହିଳା କ୍ୟାଡେଟ୍‌ମାନଙ୍କୁ। ଅଧିକ ଜାଣିବା ପାଇଁ ପଢନ୍ତୁ…

Saaisha India Foundation – Charitable Organisation
'ସାଇଶା': ଏକ ନୂତନ ଆଶା

କ୍ୟାନ୍ସର୍‌କୁ ଅଧିକ ସ୍ପ୍ରେଡ୍ ହେବାକୁ ନ ଦେବା ପାଇଁ ବ୍ରେଷ୍ଟ୍ କ୍ୟାନ୍ସର ଭୋଗୁଥିବା ବହୁ ମହିଳାଙ୍କର ମାଷ୍ଟେକ୍ଟୋମି ଆବଶ୍ୟକ ପଡ଼ିଥାଏ। ପ୍ରଥମତଃ ରୋଗ ଓ ଅସ୍ତ୍ରୋପଚାରଜନୀତ ଶାରୀରିକ ଯନ୍ତ୍ରଣା, ତା' ଉପରେ ପୁଣି ସୌନ୍ଦର୍ଯ୍ୟର ପରିମାପକ ଭାବେ ପରିଗଣିତ ନିଜର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହରାଇବାର ଦୁଃଖ ମହିଳାମାନଙ୍କୁ...

Leblouh
ଏକ ଅଜବ ଓ ନିର୍ଦ୍ଦୟ ପ୍ରଥା

ବିଶ୍ୱର ପ୍ରାୟ ଅଧିକାଂଶ ଅଞ୍ଚଳର ଲୋକେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ନିଜ ଓଜନ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା କରିଥା'ନ୍ତି। ଖାସ୍ କରି ମହିଳା ମାନେ ଏ ଦିଗରେ ଅଧିକ ସକ୍ରିୟ ହୋଇଥିବା ଦେଖାଯାଇଥାଏ। ତେବେ ଆଫ୍ରିକା ମହାଦେଶର ଉତ୍ତର-ପଶ୍ଚିମ ଦିଗରେ ଅବସ୍ଥିତ ଏକ ଛୋଟ ଦେଶ ମୋରିଟେନିଆରେ ପ୍ରଚଳିତ...

Women in the work of foresting
ସିଡ୍ ବମ୍ ପ୍ରସ୍ତୁତି କାମରେ ମହିଳା; ସୃଷ୍ଟି ହେବ ଜଙ୍ଗଲ

ଲେବାନନର ଶରଣାର୍ଥୀ ମହିଳାମାନେ ନିଜର କାମ ମାଧ୍ୟମରେ ରୋଜଗାର ପାଇପାରିବା ସହ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି। ତାହା ହେଲା, ଜଙ୍ଗଲ ସୃଷ୍ଟି। ବେକା ଭ୍ୟାଲି ଠାରେ ସମ୍ପୃକ୍ତ ମହିଳାମାନଙ୍କୁ ସିଡ୍ ବମ୍ ବା ମଞ୍ଜି ବମ୍ ପ୍ରସ୍ତୁତି କାମରେ ଲଗାଯାଇଛି।

Khabar Lahariya, the women news paper
ଖବର ଲହରିୟା: ଭିନ୍ନ ଏକ ପ୍ରୟୋଗ

ଅଳ୍ପ କିଛି ସ୍ଥାନୀୟ ମହିଳାଙ୍କୁ ନେଇ ଆରମ୍ଭ ହୋଇଥିଲା 'ଖବର ଲହରିୟା'। ପ୍ରଥମେ ସମାଜରେ ହେଲାନି ଗ୍ରହଣୀୟ। ହେଲେ ହାର ମାନି ନଥିଲା ଟିମ୍। ଏବେ କରିଲାଣି ଏହା କାୟା ବିସ୍ତାର।

Social worker Urmi Basu
ନିଃସହାୟକଙ୍କ ପାଇଁ ଆଲୋକ ବର୍ତ୍ତିକା

କୋଲକାତା କାଳୀଘାଟର ରେଡ୍ ଲାଇଟ୍ ଡିଷ୍ଟ୍ରିକ୍ଟରେ ରହୁଥିବା ବହୁ ଯୌନ କର୍ମୀ ଓ ସେମାନଙ୍କ ପିଲାମାନଙ୍କ ନିତିଦିନିଆ ଜୀବନର ଦୁଃସ୍ଥ ଚିତ୍ର ବଦଳାଇ ଦେଇଥିଲା ତାଙ୍କ ଜୀବନର ମୋଡ଼। ଜଣେ ସମାଜ ବିଜ୍ଞାନୀର ଆଗ୍ରହ ନେଇ ସେ ଆସିଥିଲେ ସେଠାକୁ। ସେ କିଏ ଓ କ’ଣ ଥିଲା ଉଦ୍ଦେଶ୍ୟ...

Woman suffer in family fight
ଘରୋଇ ହିଂସା ଓ ମହିଳାଙ୍କ ସ୍ୱାସ୍ଥ୍ୟ

ଯଦିଓ ଘରୋଇ ହିଂସାର ପ୍ରସାର ଅତ୍ୟନ୍ତ ବ୍ୟାପକ କିନ୍ତୁ ଖୁବ୍ କମ ସଂଖ୍ୟକ ମାମଲା ସମ୍ପର୍କରେ ହିଁ ରିପୋର୍ଟ କରାଯାଇଥାଏ। ଖାସ କରି ବିହାର, କର୍ଣ୍ଣାଟକ ଓ ମଣିପୁର ଆଦି ରାଜ୍ୟରେ ଘରୋଇ ହିଂସାର ମାତ୍ରା ସମୁଦାୟ ଲିଂଗଗତ ହିଂସାର ପାଖାପାଖି ୪0% ହୋଇଥିବା ବେଳେ ରିପୋର୍ଟ କରାଯାଏ...

Women in Education
ଶିକ୍ଷା କ୍ଷେତ୍ରରେ କେତେକ ଅଗ୍ରଣୀ ନାରୀ

ନାରୀଶିକ୍ଷାର ବିକାଶ, ଜାତିପ୍ରଥା ଓ ଲିଙ୍ଗଗତ ବୈଷମ୍ୟ ଯୋଗୁଁ ସାମାଜିକ ଭେଦଭାବ ତଥା ଶୋଷଣର ଶିକାର ହେଉଥିବା ଲୋକଙ୍କ ପାଇଁ ସ୍ୱର ଉତ୍ତୋଳନ କରିବା ଓ ସମାଜକୁ ଏକ ଶୃଙ୍ଖଳିତ ପଥରେ ନେବା ନେଇ ଅନେକ ନାରୀ ଆଗକୁ ଆସିଛନ୍ତି। ତେବେ ଆସନ୍ତୁ ସେଭଳି କିଛି ନାରୀମାନଙ୍କ ଉପରେ...

The story of the self-esteem of Indian Virnari
ଭାରତୀୟ ବୀର ନାରୀଙ୍କ ସ୍ୱାଭିମାନର କାହାଣୀ

କାର୍ଯ୍ୟକ୍ଷେତ୍ରରେ ନିଜର ଅଦମ୍ୟ ସାହସ, କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସେନାରେ ନିଯୁକ୍ତ ବୀରନାରୀମାନେ ନିଜ ପାଇଁ ଅନେକ ପ୍ରଶଂସା ସାଉଁଟି ପାରିଛନ୍ତି। ଧୀରେଧୀରେ ସେନାର ସର୍ଟ ସର୍ଭିସ୍ କମିଶନ୍ ନିକଟରେ ଏଭଳି ଆବେଦନ ସଂଖ୍ୟାରେ ବୃଦ୍ଧି ଘଟୁଥିବାରୁ ଦିନକୁ ଦିନ ଏଇ ନିଯୁକ୍ତି ପ୍ରକ୍ରିୟା...

A female comedian in the partial behaviour
ପାତର ଅନ୍ତର ଜାଲରେ ମହିଳା କମେଡିଆନ୍

ପ୍ରାଚୀନ କାଳରେ କେବଳ ପୁରୁଷମାନେ ହିଁ ହାସ୍ୟ ଅଭିନୟ କରୁଥିଲେ କାରଣ ସେତେବେଳେ ଧାରଣା ଥିଲା ଯେ, ମହିଳାମାନଙ୍କର କେବଳ ପୁରୁଷମାନଙ୍କ ହାସ୍ୟାଭିନୟ ଉପରେ ହସିବାର ଅଧିକାର ଅଛି କିନ୍ତୁ ସେମାନେ ନିଜେ ସେ ପ୍ରକାର ଅଭିନୟ କରିବା ଉଚିତ ନୁହେଁ।

Women insecure in India
ଆମ ଦେଶ ମହିଳାଙ୍କ ପାଇଁ କେତେ ସୁରକ୍ଷିତ!

ମହିଳାମାନଙ୍କ ପାଇଁ ସୁବଠାରୁ ଅସୁରକ୍ଷିତ ହୋଇପଡୁଛି ଭାରତ। ଆଫଗାନିସ୍ଥାନ, ସିରିୟା ଓ ସାଉଦି ଆରବଠାରୁ ବି ବଳି ପଡୁଛି। ଏନେଇ କିଏ ଦାୟୀ?

Book Review:Dear Zari
ଡିୟର ଜ୍ଜରି: ଏକ ଦୃଷ୍ଟିପାତ

ଆଫ୍‌ଗାନିସ୍ଥାନର ଅନେଷା ଓ ୱଜ୍‌ମା ଦୁଇ ମହିଳାଙ୍କ କାହାଣୀ ସ୍ଥାନ ପାଇଛି ଜ୍ଜରଗୁନା କାରଗର ଲିଖିତ ‘ଡିୟର ଜ୍ଜରି’ ବହିରେ। ୨୦୦୫ ମସିହାରେ ବିବିସି (ବ୍ରିଟିଶ୍ ବ୍ରଡ୍କାଷ୍ଟିଂ କର୍ପୋରେସନ)ରେଡିଓ-୪ର ‘ଆଫଗାନ୍ ଓମ୍ୟାନ୍ସ ଆଓ୍ୱାର୍’ ନାମକ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ସମୟରେ ଅନେଷା ଆଉ ଓ୍ୱାଜ୍‌ମାଙ୍କ ଭଳି ଆହୁରି...

ଇଂରାଜୀ, ହିନ୍ଦୀ ଓ ଓଡ଼ିଆରେ କବିତା, ଗଳ୍ପ ଓ ଆଲେଖ୍ୟ ଆଦି ଲେଖା ଲେଖି କରନ୍ତି। ପଢ଼ିବା ଓ ଲେଖାଲେଖି ବ୍ୟତୀତ ଚିତ୍ର ଓ କ୍ରାଫ୍ଟ କରିବାକୁ ଭଲ ପାଆନ୍ତି। ବିଭିନ୍ନ ପତ୍ରପତ୍ରିକା ଓ ଖବରକାଗଜରେ ଲେଖା ପ୍ରକାଶିତ।