ଦୃଢ଼ ଇଚ୍ଛାଶକ୍ତି ଓ ବିପଦକୁ ସାମ୍ନା କରିବାର ଅଦମ୍ୟ ସାହସ ଜୀବନର ସବୁ ଅନ୍ଧକାରକୁ ପାର କରିଦିଏ। ଏହା ପାଖରେ ଥିଲେ ବିପଦକୁ ବି ସମ୍ପଦରେ ପରିଣତ କରିପାରେ ମଣିଷ। ଆଉ ବିପଦ ସହ ଲଢେଇରେ ଜୟଯୁକ୍ତ ବି ହୋଇପାରେ। ଆଜି ସେଇଭଳି ଦୁଇ ସାହସୀ ମହିଳାଙ୍କ ସମ୍ପର୍କରେ...
ସେଦିନର ଅସୁସ୍ଥତା ସୁଜାତା ସାହୁଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା। ସେଦିନ ସେ ଯେଉଁ ଗାଁରେ ଆଶ୍ରୟ ନେଇଥିଲେ ସେ ଗାଁକୁ ଗାଡ଼ିରେ ଯିବା ପାଇଁ କୌଣସି ରାସ୍ତା ନଥିଲା। ଏହାପରେ ସେ କ’ଣ କରିଥିଲେ ଆସନ୍ତୁ ଜାଣିବା।
ପ୍ରାକୃତିକ ବିପର୍ଯ୍ୟୟ ସମୟର ପ୍ରତିକୂଳ ପରିସ୍ଥିତିରେ ଅସୀମ ସାହସ ପ୍ରଦର୍ଶନ କରି ବହୁ ଧନ ଜୀବନ ରକ୍ଷା କରିଥିବା ଯୋଗୁଁ ତାଙ୍କୁ 'ଏୟାର ଫୋର୍ସ ମେଡାଲ୍ (ଗାଲାଣ୍ଟ୍ରି)' ବା 'ବାୟୁସେନା ମେଡାଲ(ବୀରତା)' ପ୍ରଦାନ କରାଯାଇଛି। ଏହି ଶୌର୍ଯ୍ୟ ତଥା ବୀରତା ସମ୍ମାନ ପାଇବାର ଗୌରବ ଅର୍ଜନ କରିବାରେ ଦୀପିକା...
ଦୁଇ ହାତ ସିନା ନାହିଁ ପାଟିରେ ବ୍ରସ୍ ଧରି ସ୍ୱପ୍ନିକା ଆଙ୍କିପାରନ୍ତି ଭଳି କି ଭଳି ଚିତ୍ର, ଆଉ ଚମକାଇ ଦିଅନ୍ତି ସମସ୍ତଙ୍କୁ ନିଜ କଳାରେ। ଖାଲି ସେତିକି ନୁହେଁ, ସ୍ୱପ୍ନିକା ସୋସିଆଲ୍ ମିଡିଆରେ ନିଜର ବିଭିନ୍ନ ଡ୍ୟାନ୍ସ ରିଲ୍ ବି ପୋଷ୍ଟ୍ କରିଥାନ୍ତି। ଆଉ ସୋସିଆଲ୍ ମିଡିଆରେ...
ପୁରୁଷ ପ୍ରଧାନ ଇଣ୍ଡଷ୍ଟ୍ରିରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ଓ ସ୍ଥାନ ସୃଷ୍ଟି କରିପାରିଛି ଭାରତର ପ୍ରଥମ ସ୍ୱୟଂସମ୍ପୂର୍ଣ୍ଣ ମହିଳା ହିପ୍ ହପ୍ ଗ୍ରୁପ୍ 'ୱାଇଲ୍ଡ୍ ୱାଇଲ୍ଡ୍ ୱିମେନ୍'। ଏଥିରେ ଅଛନ୍ତି ୬ ଜଣ କଳାକାର। କେମିତି ଆରମ୍ଭ ହେଲା ଏହି ଗ୍ରୁପ୍ ଆସନ୍ତୁ ଜାଣିବା।
ବର୍ଷ ବର୍ଷ ଧରି ଜଳାଭାବ ସମସ୍ୟା ଦେଇ ଗତି କରୁଥିଲା ଗାଁ। ଗାଁର ଲୋକମାନେ ନିତିଦିନିଆ କାମ ପାଇଁ ଆବଶ୍ୟକ ମାତ୍ରାରେ ପାଣି ପାଇ ପାରୁ ନଥିଲେ କି ସ୍ଥାନୀୟ କୃଷକମାନେ ନିଜ କ୍ଷେତରେ ଜଳସେଚନର ସୁବିଧା ପାଉଥିଲେ। ଶାରଦା ବ°ଶକାରଙ୍କ ଉଦ୍ୟମରେ ସମାଧାନ ହେଲା ସମସ୍ୟା, ଜମିରେ...
ଝିଅମାନଙ୍କ ସ୍ୱପ୍ନ ସାଜିଛି ରାଜକୁମାରୀ ରତ୍ନାବତୀ ବାଳିକା ବିଦ୍ୟାଳୟ। ଏଇ ବିଦ୍ୟାଳୟ ସ୍ଥାନୀୟ ବାଳିକା ଶିଶୁ ତଥା ସେମାନଙ୍କ ପିତାମାତାଙ୍କ ପାଇଁ ଆଶାର ଆଲୋକ ସାଜିଛି। ଏହା କେବଳ ଝିଅମାନଙ୍କ ଶିକ୍ଷାର ସାଧନ ସାଜି ନାହିଁ ବରଂ ସେମାନଙ୍କୁ ଦେଇଛି ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସ୍ୱପ୍ନ ଦେଖିବାର...
ଏକ ରିପୋର୍ଟ ପ୍ରସ୍ତୁତି କାମରେ ତ୍ରିବେଣୀ ଆଚାର୍ଯ୍ୟ ଯାଇଥା'ନ୍ତି ସହରର କୁଖ୍ୟାତ କାମାଥିପୁରା ଗଳିକୁ। ସେଇଠାରେ ସେ ଦେଖିବାକୁ ପାଇଲେ ଦେହ ବ୍ୟବସାୟରେ ଲଗାଯାଇଥିବା ଅନେକ ଝିଅଙ୍କ ଦୁର୍ଦ୍ଦଶା। ସେବେଠାରୁ ସେ ମନେମନେ ପଣକଲେ, ସେଭଳି ଝିଅମାନଙ୍କୁ ସେଇ ରେଡ୍ ଲାଇଟ୍ ନାମକ ନର୍କରୁ ଉଦ୍ଧାର କରିବେ। ଆଉ...
ବର୍ଷା ରାଇକର, କମ୍ୟୁନିଟି ରେଡିଓ 'ରେଡିଓ ବୁନ୍ଦେଲଖଣ୍ଡ'ର ଏକମାତ୍ର ମହିଳା ଜକି। ମଧ୍ୟପ୍ରଦେଶର ଓର୍ଚ୍ଛା ସହର ଓ ତା'ର ଆଖପାଖ ଅଞ୍ଚଳରେ ଏଇ ଝିଅଜଣଙ୍କର ସ୍ୱର ସମସ୍ତଙ୍କର ଅତି ପରିଚିତ। ୨୦୧୭ ମସିହାରୁ ଏଇ ସ୍ୱରଟି ଆଖପାଖ ଶହେରୁ ଅଧିକ ଗାଁର ଲୋକମାନଙ୍କୁ ପରିବେଶର କ୍ଷୟକ୍ଷତି ଓ ତା'ର...
ଭାରତରେ ଏ ପର୍ଯ୍ୟନ୍ତ ଅଧିକାଂଶ ଲୋକ ଜାଣି ନଥିବା ଲନ୍ ବୋଲ୍ସ ଗେମ୍ର ୱିମେନ୍ସ ଫୋରସ୍ ଫର୍ମାଟ୍ରେ ପ୍ରଥମଥର ଲାଗି ପଦକ ଜିତି ମହିଳାମାନେ ଇତିହାସ ରଚନା କରିଥିଲେ। ବର୍ମି°ହାମ୍ ଗେମ୍ସରେ ଭାରତ ମୋଟ୍ ୬୧ଟି ପଦକ (୨୨ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ୍...
ମହିଳାମାନଙ୍କ ଦ୍ୱାରା ବ୍ୟବହୃତ ପ୍ୟାଡ୍ରୁ ବାହାରୁଥିବା ପ୍ଲାଷ୍ଟିକ୍ ଆବର୍ଜନା ବର୍ଷ ବର୍ଷ ଧରି ବିଘଟିତ ନ ହୋଇ ଆମ ପରିବେଶକୁ ଦୂଷିତ କରିଚାଲେ। ଏହି ସମସ୍ୟାକୁ ଏଡେଇବା ନେଇ ପଦକ୍ଷେପ ନେଇଛନ୍ତି ତାମିଲନାଡୁର ପ୍ରୀତି ରାମଦୋସ। ଜାଣନ୍ତୁ ସେ କ’ଣ କରିଛନ୍ତି…
ଆମେ ବ୍ୟବହାର କରୁଥିବା ଅନେକ ଜିନିଷରୁ କେତେକ ଅଦରକାରୀ ପଦାର୍ଥ ମଧ୍ୟ ବାହାରେ। ଏହା ବେଳେ ବେଳେ ପରିବେଶ ପାଇଁ ଘାତକ ହୋଇଥାଏ। କିନ୍ତୁ ଏହି ଅଦରକାରୀ ପଦାର୍ଥ ମଧ୍ୟ ପରିବେଶକୁ ସୁରକ୍ଷା ଦେଇପାରେ। ଆସନ୍ତୁ ଜାଣିବା…
ଭାରତର ଦୁଇ ଜଣ ଯଶସ୍ୱିନୀ ନ୍ୟାୟ ରକ୍ଷିକା। ଉଭୟ ପ୍ରାକ୍ ସ୍ୱାଧୀନତା ସମୟର। ଜଣେ ଭାରତର ପ୍ରଥମ ମହିଳା ଜଷ୍ଟିସ୍ ଓ ପ୍ରଥମ ହାଇକୋର୍ଟ ଜଷ୍ଟିସ୍। ଅନ୍ୟ ଜଣେ ଆମ ଦେଶର ପ୍ରଥମ ମହିଳା ସୁପ୍ରିମକୋର୍ଟ ଜଜ୍। ଯେତେବେଳେ ମହିଳାଙ୍କୁ ଘର ବାହାରକୁ ଯିବା ଲଗାମ ଥିଲା ସେତେବେଳେ...
ସାହିନ୍ ମଲିକଙ୍କ ଦ୍ୱାରା ପ୍ରତିଷ୍ଠିତ ଦିଲ୍ଲୀସ୍ଥିତ 'ଅପନା ଘର୍' ଆଶ୍ରମ ଏସିଡ୍ ପୀଡ଼ିତାଙ୍କ ସାହା ଭରସା ପାଲଟିଛି। ଏଠି ପହଞ୍ଚିଗଲେ ସେମାନଙ୍କୁ ଆଦରରେ ଆପଣେଇ ନିଆଯାଏ। ଖାଲି ସେତିକି ନୁହେଁ, ସେମାନଙ୍କୁ ବିନା ମୂଲ୍ୟରେ ରହିବା-ଖାଇବାର ସୁବିଧା ସହ ଚିକିତ୍ସା ପାଇଁ ମଧ୍ୟ ସହଯୋଗ ଯୋଗାଇ ଦିଆଯାଏ।
ସେମାନେ ଭାରତର ଦୁଇ ପ୍ରତିଭା। ଉଭୟ ଡାଉନସିଣ୍ଡ୍ରୋମରେ ପୀଡ଼ିତ। ଉଭୟ ମାନସିକ ଓ ଶାରୀରିକ ସ୍ତରରେ ଭିନ୍ନକ୍ଷମ ହେଲେ ବି ଏମାନଙ୍କୁ ସଫଳତା ହାସଲ କରିବାରେ କେହି ବାଧା ଦେଇପାରିନାହାଁନ୍ତି। ଆସନ୍ତୁ, କିଛି ଜାଣିବା ସେମାନଙ୍କ ବିଷୟରେ।
ବାଘ ଆକ୍ରମଣରେ ଅନେକ ହେଲେଣି ବିଧବା। ଏନେଇ ସ୍ଥାନୀୟ ମହିଳାମାନଙ୍କ ଚିନ୍ତା ହେନ୍ତାଳବଣର ସୁରକ୍ଷା। ଏହା ହୋଇପାରିଲେ ରକ୍ଷାପାଇଯିବ ସେମାନଙ୍କ ସ°ସାର। ଏହି ଲକ୍ଷରେ ସେମାନେ ଲାଗିପଡିଛନ୍ତି। ଆସନ୍ତୁ ଜାଣିବା ଏନେଇ ସେମାନେ କ’ଣ କରୁଛନ୍ତି।
ଭାରତରେ ବହୁପତି ବା ବହୁପତ୍ନୀ ଗ୍ରହଣକୁ ବାରଣ କରାଯାଉଥିଲେ ବି ଅନେକ ଜାଗାରେ ଏହା ଏବେ ବି ଦେଖାଯାଏ। ଏମିତି ଅନେକ ସ୍ଥାନ ଅଛି ଯେଉଁଠି ମହିଳାମାନେ ଏକାଧିକ ପୁରୁଷଙ୍କୁ ବିବାହ କରନ୍ତି। ଆସନ୍ତୁ ଏ ବିଷୟରେ ନଜର ପକେଇବା।
ଶ୍ରଦ୍ଧା ହତ୍ୟା ମାମଲା ସମସ୍ତଙ୍କୁ ବ୍ୟଥିତ ଓ ଆଶଙ୍କିତ କରିଛି। ମାନବିକତା ଓ ପ୍ରେମ ଉପରେ ଥିବା ବିଶ୍ୱାସକୁ ଦୋହଲାଇ ଦେଇଛି। ହେଲେ ଏହି ଘଟଣାଟି ଆଉ ଏକ ଘୃଣ୍ୟ ସତ୍ୟକୁ ଉଜାଗର କରିଛି। ଆସନ୍ତୁ ଜାଣିବା…
ଦୁର୍ଘଟଣାରେ ଚାଲିଗଲା ଗୋଡ଼। ହାରିଲା ନାହିଁ ସାହସ। ଆଗକୁ ଯିବା ଓ କିଛି କରିବାର ଇଚ୍ଛାଶକ୍ତି ଆଗରେ ସବୁ ଜଟିଳତା ଫିକା ପଡିଗଲା। ନକଲି ଗୋଡ ଖୋଲିଦେଲା ନୂଆ ବାଟ। ଏନେଇ ଅର୍ପିତା ହୋଇଗଲେ ଆନ୍ତର୍ଜାତିକ ସ୍ତରର ଏକ ଆଇକନ୍।
ଆମ ଦେଶର ବହୁ ମହିଳାଙ୍କୁ ଡାହାଣୀ ସନ୍ଦେହରେ ଅକଥନୀୟ ଅତ୍ୟାଚାର ସହିବାକୁ ପଡ଼ିଥାଏ। ତେବେ କ'ଣ ପାଇଁ ଆଜି ବି, ବିଜ୍ଞାନର ଏତେ ଅଗ୍ରଗତି ପରେ ବି ମଣିଷ ମନ ଭିତରେ ଘର କରି ରହିଛି ଭୂତ-ପ୍ରେତ, ଡାହାଣୀ-ଚିରୁଗୁଣୀର ଭୟ! କ'ଣ ପାଇଁ ଏବେବି ଅନେକ ମହିଳାଙ୍କୁ ଡାହାଣୀ...