ଯଦି ଆମୀରଙ୍କ ସହ ସମସ୍ୟା ତେବେ ତାଙ୍କୁ ବିରୋଧ ହେଉ, ତାଙ୍କ ସିନେମାକୁ ନୁହେଁ...
ପ୍ରଥମ ଘଣ୍ଟା ଦେଖୁ ଦେଖୁ ହି ବିତିଯିବ। ଏହାପରେ ହଠାତ୍ ଆପଣଙ୍କୁ ଇମୋସନାଲ୍ କରିଦେବ କାହାଣୀ।
ଅର୍ଜୁନ କପୁର, ତାରା ସୁତରିଆ, ଜନ୍ ଆବ୍ରାହମ୍ ଏବଂ ଦିଶା ପଟାନୀ । ୪ ଜଣଙ୍କ ଭିତରୁ କେହି ବି ଆକ୍ଟିଂ କରିନାହାନ୍ତି ।
୧୯୭୫ ଜରୁରୀକାଳୀନ ସ୍ଥିତିକୁ ପରଦାରେ ଦେଖିବେ ଦର୍ଶକ....ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି କଙ୍ଗନା...ଦେଖନ୍ତୁ ତାହାର କିଛି ଝଲକ…
ବାପା...ରିୟଲ୍ ହୁଅନ୍ତୁ ଅବା ରିଲ୍। ସବୁଠି ସେ ହିଟ୍ ଆଉ ଫିଟ୍। ହିନ୍ଦୀ ସନେମାରେ ମାଆଙ୍କୁ ଯେତେ ଗୁରୁତ୍ୱ ମିଳିଛି ସମୟ ସହ ବାପାଙ୍କ ଚରିତ୍ରକୁ ବି ସେତେ ଗୁରୁତ୍ୱ ଦିଆଯାଇଛି । ବାପା ଏମିତି ଜଣେ ବ୍ୟକ୍ତି ଯିଏ, ସ୍ୱପ୍ନ ଦେଖାନ୍ତି ଆଉ ତାକୁ ପୂରଣ କରିବା...
କୁକୁର ମଣିଷ ପାଇଁ କଣ କରିପାରେ, ମଣିଷ ବି ତା ପ୍ରିୟ କୁକର ପାଇଁ କେତେ ଦୂର ଯାଇପାରେ ତାର ନିର୍ଚ୍ଚକ ଘଟଣାକୁ ଫିଲ୍ମରେ ପ୍ରଦର୍ଶନ ହୋଇଛି ।
ଗୋଟିଏ ଦିନରେ ରିଲିଜ୍ ହୋଇଛି ୩ଟି ବଡ଼ ଓ ହାଇବଜେଟ୍ ଫିଲ୍ମ। ଆଜି ଫ୍ରାଇଡେ’ ରିଲିଜ୍ରେ ପୃଥ୍ୱୀରାଜ୍, ବିକ୍ରମ ଏବଂ ମେଜର ବଡ଼ ପରଦାକୁ ଆସିଛି। ହିନ୍ଦୀ, ତେଲୁଗୁ ଓ ତାମିଲ ଭାଷାରେ ଫିଲ୍ମରିଲିଜ୍ ହୋଇଛି।
୩ଟି ଅବସ୍ଥା, ୩ଟି ଅନ୍ଦାଜ ଏବଂ ୩ଟି ଲୁକ୍ସ ଗୋଟିଏ ଫିଲ୍ମରେ। ଲାଲ୍ ସିଂ ଭାବେ ନଜର ଆସିଥିବା ଆମୀର ଛୋଟ ବେଳୁ ଠିକ୍ରେ ଚାଲି ପାରୁ ନାହାନ୍ତି, ମାନସିକ ସ୍ତରରେ ବି ଦୁର୍ବଳ। ସ୍କୁଲ ଓ ବନ୍ଧୁଙ୍କ ପାଖରୁ ପ୍ରତ୍ୟାଖିତ ହୋଇଥିବା ପିଲା କିନ୍ତୁ ସଂଘର୍ଷ କରିବାକୁ ଭୁଲିନି।...
ରିଲିଜ୍ ହୋଇଛି ଆମୀର ଖାନ୍ଙ୍କ ବହୁ ପ୍ରତିକ୍ଷିତ ହିନ୍ଦୀ ଫିଲ୍ମ ‘ଲାଲ୍ ସିଂହ ଚଢ଼ା’ର ଟ୍ରେଲର। ସାଧାରଣ ମଣିଷର ଅସାଧାରଣ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ସିନେମା। ଆମୀରଙ୍କ ସହ ପୁଣି ଥରେ ନଜର ଆସିବେ ହିଟ୍ ଯୋଡ଼ି କରିନା।
ପଶୁ ଓ ମଣିଷର ଭଲ ପାଇବା ଅନନ୍ୟ। ଏହାର ପ୍ରମାଣ ରିଏଲ୍ ଲାଇଫ୍ ହେଉ ବା ରିଲ୍ ଲାଇଫ୍ ସବୁଥିରେ ଦେଖାଯାଇଛି। ତେବେ ଏ ସମ୍ବନ୍ଧୀୟ ଫିଲ୍ମ ଏବେ କମି କମି ଆସୁଥିବା ବେଳେ ସାମ୍ନାକୁ ଆସୁଛି ‘୭୭୭ ଚାର୍ଲି’।
ପ୍ରଶାନ୍ତ ନୀଲଙ୍କ ଏହି ଫିଲ୍ମ ଏବେ ଦିଓ୍ବାନା କରିଛି ଭାରତୀୟଙ୍କୁ।
ପାୱାର ଫୁଲ୍ ଫିଲ୍ମ..ପାୱାର ଫୁଲ୍ ଡାଇଲଗ୍...ଆଉ ପାୱାର ଫୁଲ୍ କଲେକ୍ସନ୍। ୱାର୍ଲଡ୍ ୱାଇଡ୍ରେ କେଜିଏଫ୍-୨ , କଲେକସନ୍ କରିଛି ୭୨୦ କୋଟି ।
ରିଲିଜ୍ ହୋଇଛି ଦଶନ୍ଧି ବଡ଼ ସିନେମା କେଜିଏଫ୍ ୨ । ଦର୍ଶକଙ୍କ ସମସ୍ତ ଉତ୍କଣ୍ଠା ଓ ଆଶା ପୂରଣ ହୋଇଛି । ପୁଣି ଥରେ ବଡ଼ ପରଦାରେ ଧମାଲ କରୁଛନ୍ତି ୟଶ୍ ।
‘KGF2’କୁ ଟକ୍କର ଦେବାକୁ କାହାର ରହିଛି ହିମତ୍ ! ବଡ଼ ବଡ଼ ସିନେମା, ନିର୍ଦ୍ଦେଶକ, ପ୍ରଯୋଜନା ସଂସ୍ଥା KGF ପାଇଁ ନିଜ ଫିଲ୍ମ ରିଲିଜକୁ ଘୁଞ୍ଚାଇ ଦେଇଛନ୍ତି। ‘KGF2’ ସାମ୍ନାରେ ଆଉ ଏକ ତାମିଲ ଫିଲ୍ମ ରିଲିଜ ହେବ ଯାହା ‘KGF2’କୁ କଡ଼ା ଟକ୍କର ଦେବ ବୋଲି ଚର୍ଚ୍ଚା ହେଉଛି।...
କଳାକାର କେବେ ମରେନି। ମୃତ୍ୟୁ ସିନା ତାର ହୁଏ, ଦୁନିଆରେ ରହିଯାଏ ତାଙ୍କର କଳା ଆଉ ଛାପ। ଏକଥାକୁ ସତ ଭାବେ ପ୍ରମାଣିତ କରିଛନ୍ତି ଅନେକ ଅଭିନେତା। ଯେପରି ଭେଟେରାନ୍ ରିଷି କପୁର।
ଦର୍ଶକଙ୍କ ସମସ୍ତ ଉତ୍କଣ୍ଠା ଓ ଆଶା ପୂରଣ ହୋଇଛି। ପୁଣି ଥରେ ବଡ଼ ପରଦାରେ ଧମାଲ କରିବାକୁ ଆସୁଛନ୍ତି ପାନ୍ ଇଣ୍ଡିଆର ସୁପର୍ଷ୍ଟାର୍ ୟଶ୍ । କେଜିଏଫ୍-୨ର ଟ୍ରେଲର ଏବେ ସୋସିଆଲ୍ ମିଡିଆରେ ଝଡ଼ ସୃଷ୍ଟି କରିଛି।
ଆକ୍ସନ-ଡାନ୍ସ-ସୁପର ସେନ୍ସେସ୍ନାଲ୍। ରିଲିଜ୍ ହେଇଛି ଏବର୍ଷର ସବୁଠୁ ବଡ଼ ଓ ପ୍ରତୀକ୍ଷିତ ଫିଲ୍ମ Rise-Roar & Revolt-RRR। କରୋନା କଟକଣା ଯୋଗୁ ଦେଢ଼ ବର୍ଷ ବିଳମ୍ବରେ ରିଲିଜ୍ ହୋଇଛି ଫିଲ୍ମ ‘RRR’।
ଆଖି ସାମ୍ନାରେ ହତ୍ୟା, ଆଖି ସାମ୍ନାରେ ବର୍ବରତା... ଓଃ ବୟାନ କରିବା କଷ୍ଟକର। ବିବେକ ଅଗ୍ନିହୋତ୍ରୀ ନିର୍ଦ୍ଦେଶିତ ‘କାଶ୍ମୀର ଫାଇଲ୍ସ’ ଦେଖିଲା ପରେ ଅନେକ ପ୍ରଶ୍ନ ବି ଆପଣଙ୍କ ସମ୍ମୁଖରେ ଉଙ୍କି ମାରିବ।
ଅପରାଧୀଙ୍କୁ କାହିଁକି ଷ୍ଟାର୍ ବନାଉଛି ବଲିଉଡ୍ ? ବଲିଉଡରେ କାହିଁକି ଏପରି ପରମ୍ପରା ? ଗ୍ୟାଙ୍ଗଷ୍ଟାରଙ୍କୁ ହିରୋ ବନାଇ କ’ଣ ପାଉଛି ବଲିଉଡ୍। ଆସନ୍ତୁ ପଢିବା…