• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prasanjit Ray

Prasanjit Ray

Freelancer

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଓ ଆଇନରେ ସ୍ନାତକ ଡିଗ ...more

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଓ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ପ୍ରସନଜିତ ରାୟ ସାମ୍ବାଦିକତାକୁ ପେସା ଭାବେ ଗ୍ରହଣ କରି ଏବେ ଓଡ଼ିଶାର ନମ୍ବର-1 ଟିଭି ନିଉଜ ଚ୍ୟାନେଲ ଓଟିଭିରେ କାର୍ଯ୍ୟ କରିଛନ୍ତି। ବିଶେଷ କରି ରିପୋର୍ଟିଂଠାରୁ ଆରମ୍ଭ କରି ଆକରିଂ ଓ ବୁଲେଟିନ ପ୍ରଡ୍ୟୁସର କାମ କରିଛନ୍ତି। ସିନେମା ସାମ୍ବାଦିକତାରେ ତାଙ୍କର ଦକ୍ଷତା ଉଲ୍ଲେଖନୀୟ।

less

Posts by Prasanjit Ray

World Odia Language Conference
ଓଡ଼ିଆ ଭାଷା ସମ୍ମିଳନୀରେ ଓଡ଼ିଆ ଫିଲ୍ମର ସଂଘର୍ଷମୟ କାହାଣୀ; ଫଟୋ ଫ୍ରେମରେ ସ୍ଥାନିତ ହୋଇଛି ୮୮ ବର୍ଷର ଯାତ୍ରା

ଆକର୍ଷଣର ମୁଖ୍ୟ କେନ୍ଦ୍ର ବିନ୍ଦୁ ପାଲଟିଛି ‘ଓଡ଼ିଆ ସିନେମାର ଯେତେସବୁ ପ୍ରଥମ’ ଗ୍ୟାଲେରୀ । ପ୍ରଥମ ରଙ୍ଗୀନ ଫିଲ୍ମ- ଗପ ହେଲେ ବି ସତ, ପ୍ରଥମ ସିନେମା ସ୍କ୍ରୋପରେ ସୁଟିଂ ହୋଇଥିବା ଚଳଚ୍ଚିତ୍ର-ହିସାବ ନିକାସ, ପ୍ରଥମ ସମ୍ବଲପୁରୀ ସିନେମା-ଭୁଖା ଭଳି ଯାହା ଯାହା ପ୍ରଥମ, ଯେଉଁ ଓଡ଼ିଆ ଫିଲ୍ମ...

Sam Bahadur
ଆନିମଲ୍ ନା ସେମ୍ ବାହାଦୁର..କାହାକୁ ଦେଖିବେ, କିଏ ଭଲ ?

ସିନେମାକୁ ଭଲ ପାଉଥିବା ପ୍ରତିଟି ଦର୍ଶକଙ୍କ ପାଇଁ ସବୁଠୁ ବେଷ୍ଟ ଫିଲ୍ମ । ଆପଣ ଦେଖିକି ଆଶ୍ଚର୍ଯ୍ୟ ହେଇଯିବେ କି ବର୍ତ୍ତମାନ ସମୟରେ ବଲିଉଡ୍ ଅଭିନେତା ମାନେ ଏତେ ଭଲ ଅଭିନୟ କେମିତି କରିପାରିବେ ?

Tiger 3
Tiger 3 Review: ଫିଲ୍ମରେ ନାହିଁ ସଲମାନଙ୍କ ଡାଇଲଗ, ନାହିଁ ଦମ୍‌ଦାର ଏଣ୍ଟ୍ରି..!

ଡାଇଲଗ୍ କହିଲେ ଗୋଟିଏ ‘ଜବ୍ ତକ୍ ଟାଇଗର୍ ମରା ନେହି, ତବ୍ ତକ୍ ଟାଇଗର୍ ହାରା ନେହି ।’ କିନ୍ତୁ ୟାକୁ ଶୁଣିବାକୁ ଶେଷ ଯାଏଁ ଅପେକ୍ଷା କରିବାକୁ ପଡ଼ିବ ।

Shah Rukh Khan Film Jawan Released
ରାତି ୨ଟାରେ ରିଲିଜ୍‌ ହେଲା ଶାହରୁଖଙ୍କ ଫିଲ୍ମ ‘ଜୱାନ୍‌’: ସବୁଠି ଖଚାଖଚ୍ ଭିଡ଼, ହାଉସ୍‌ ଫୁଲ୍‌ ଶୋ’...

ବଲିଉଡ୍‌ କିଙ୍ଗ୍‌ ଖାନ୍‌ ଶାହରୁଖଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଜୱାନ୍‌’ ରିଲିଜ୍‌ ହୋଇଛି। ପ୍ରଥମ ଥର ପାଇଁ ରାତି ୨ଟାରୁ କୌଣସି ବଲିଉଡ୍ ଫିଲ୍ମ ରିଲିଜ୍ ହୋଇଛି। ଆଉ ତାକୁ ଦେଖିବାକୁ ବି ହାଉସଫୁଲ୍ ଶୋ’। 

Odia Boy Pintu In Promo Video Of ODI World Cup 2023
ବିଶ୍ୱରେ ଚମକିଲେ ବିରାଟଙ୍କ ଓଡ଼ିଆ ଫ୍ୟାନ୍ ପିଣ୍ଟୁ

ICC ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ପ୍ରମୋରେ ସ୍ଥାନ ପାଇଛନ୍ତି ଓଡ଼ିଆ ପୁଅ ପିଣ୍ଟୁ। ଏଠି ବି ତାଙ୍କର ସେହି ଅନ୍ଦାଜ। ଆଉ ଯେଉଁଥିରେ ସେ ବେଷ୍ଟ୍‌ ତାକୁ ଦର୍ଶାଯାଇଛି। 

 Know Film Adipurush Review
ରିଲିଜ୍ ପରେ ବି ପିଛା ଛାଡ଼ୁନି ବିବାଦ: ଜାଣନ୍ତୁ, ‘ଆଦିପୁରୁଷ’ କେତେ ଭଲ ‌ଓ କେତେ ଖରାପ ?

ରିଲିଜ୍ ପୂର୍ବରୁ ବିବାଦ, ରିଲିଜ୍ ବେଳେ ବିବାଦ...ଆଉ ରିଲିଜ୍ ପରେ ବି ପିଛା ଛାଡ଼ୁନି ବିବାଦ। ଦେଶର ସବୁଠୁ ବଡ଼ ସିନେମା କୁହାଯାଉଥିବା ‘ଆଦିପୁରୁଷ’, କେତେ ଭଲ ଆଉ କେତେ ଖରାପ ? ସିନେମା ଦେଖିବା ପରେ ଏହାକୁ ନେଇ ନିଜର ନିରାଶା ଖୋଲାଖୋଲି ଜାହିର କରିଛନ୍ତି।

Adipurush movie release
ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ସିନେମା ‘ଆଦିପୁରୁଷ’, ଏକାଧିକ ହଲ୍‌ରେ ବ୍ୟାକ୍ ଟୁ ବ୍ୟାକ୍ ହାଉସଫୁଲ୍ ଶୋ’...

ରିଲିଜ୍ ହୋଇଛି ଏବର୍ଷର ସବୁଠୁ ବଡ଼ ଓ ପ୍ରତୀକ୍ଷିତ ସିନେମା ‘ଆଦିପୁରୁଷ’। ହାଉସ୍ ଫୁଲ୍ ଶୋ’...ବମ୍ପର ଓପନିଂ... ବଡ଼ ପରଦାରେ ରାମାୟଣକୁ ମିଳିଛି କିଛି ଏମିତି ରେସ୍‌ପନ୍ସ। 

Odia Movie Sala Budha
ପରଦାରେ ବହୁ ଚର୍ଚ୍ଚିତ ଫିଲ୍ମ ‘ଶଳା ବୁଢ଼ାର ବଦଲା’, ସମ୍ବଲପୁରୀ-କୋସଲି ପରେ ଏବେ ଓଡ଼ିଆ ଭାଷାରେ...

ପ୍ରାୟ ସବୁ ବୟସର ଦର୍ଶକ ଥିଏଟରରେ ନିଚ୍ଛକ ଓଡ଼ିଆ କାହାଣୀକୁ ଅତି ପାଖରୁ ଦେଖିଛନ୍ତି । ଆଉ ନାଚି ନାଚି ସିନେମାର ରିଭ୍ୟୁ ଦେଇଛନ୍ତି ।

Bollywood Film Kisi Ka Bhai Kisi Ki Jaan Review
ନା ଚାଲିଲା ସଲମାନଙ୍କ ଯାଦୁ,ନା ରିମେକର ଫଣ୍ଡା..‘କିସି କା ଭାଇ,କିସି କା ଜାନ୍’ ନଚାଲିବା ପଛର କାରଣ କ’ଣ ?

ପ୍ରଥମ ଦିନ ରିଲିଜ୍ ପରେ ମାତ୍ର ୧୫କୋଟି ଟଙ୍କା ହିଁ ଆୟ କରିପାରିଲା ‘କିସି କା ଭାଇ, କିସି କା ଜାନ୍’। ଜାଣନ୍ତୁ ଏହି ଫିଲ୍ମ ନଚାଲିବା ପଛର କାରଣ କ’ଣ?

Know How RRR Naatu Naatu Song Won Oscars
ଜାଣନ୍ତୁ, କେମିତି ‘ନାଟୁ ନାଟୁ’ ଜିତିଲା ଓସ୍କାର ?

ତେଲୁଗୁ ସିନେମା ଜଗତର ଦୁଇ ବଡ଼ ସୁପରଷ୍ଟାର ଜୁନିୟର ଏନଟିଆର ଓ ରାମଚରଣଙ୍କୁ ନେଇ ପ୍ରସ୍ତୁତ କରାଯାଇଥିଲା ‘ନାଟୁ ନାଟୁ’। ଉଭୟେ ଷ୍ଟାର ଏକ ସେ ବଢ଼କର ଏକ ଡାନ୍ସର। ଏମାନଙ୍କୁ ଏକାଠି ପରଦାରେ ନଚାଇବାକୁ ନିଷ୍ପତ୍ତି ନେଇଥିଲେ ନିର୍ଦ୍ଦେଶକ ରାଜାମୌଲି।

Bollywood Film Tu Jhoothi Main Makkaar Released
ରଣବୀର-ଶ୍ରଦ୍ଧାଙ୍କ ଅନ୍‌ସ୍କ୍ରିନ୍‌ ରୋମାନ୍ସ, ଫିଲ୍ମ ‘ତୁ ଝୁଟି, ମେ ମକାର୍’କୁ ଜବରଦସ୍ତ ରେସ୍‌ପନ୍ସ...

ଫିଲ୍ମି ଫ୍ରାଇଡେ’ରେ ଆଜି ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ତୁ ଝୁଟି, ମେ ମକାର୍’। ଫାଷ୍ଟ ଡେ’ରେ ହଲ୍‌ରେ ଫ୍ୟାନ୍ସଙ୍କ ଜବରଦସ୍ତ ରେସ୍‌ପନ୍ସ ଦେଖିବାକୁ ମିଳିଛି ।

Today Bollywood Film Pathaan Released
ବିବାଦ, ବୟକଟ୍, ହଙ୍ଗାମା ଭିତରେ ‘ପଠାନ’ ରିଲିଜ୍‌...ଫାଷ୍ଟ ଡେ’ ଫାଷ୍ଟ ଶୋ’ ଦେଖିବାକୁ ଖଚାଖଚ୍ ଭିଡ଼

ବିବାଦ, ବୟକଟ୍, ହଙ୍ଗାମା ଭିତରେ ଏବର୍ଷର ସବୁଠୁ ଚର୍ଚ୍ଚିତ ବଲିଉଡ୍‌ ଫିଲ୍ମ ‘ପଠାନ’ ରିଲିଜ ହୋଇଛି। ସିଙ୍ଗେଲ୍ ସ୍କ୍ରିନ୍‌ରୁ ମଲ୍ଟି ପ୍ଲେକ୍ସ ଫୁଲ୍‌ ପ୍ୟାକ୍‌। ସବୁଠି ଖଚାଖଚ୍ ଭିଡ଼ ସହ ଫ୍ୟାନ୍ସଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି।

Avatar: The Way of Water
ଜଙ୍ଗଲରେ ନୁହେଁ ଏଥର ମହାସାଗରରେ ଲଢ଼େଇ, ହୋସ୍‌ ଉଡ଼ାଇ ଦେବ ‘ଅବତାର୍‌’

ପାର୍ଟ ୱାନ୍‌ରେ ଜଙ୍ଗଲରେ ସଂଗ୍ରାମ ଦେଖିଥିଲେ, ଏଥର କିନ୍ତୁ ପାଣିରେ। ଅକାତ ଅକାତ ମହାସାଗର ଭିତରେ ସତ୍ତା, ସ୍ୱାଭିମାନ, ପରିବାର ପାଇଁ ଲଢ଼େଇ। ଏମିତି କାହାଣୀ ଯାହା ବୋଧେ ମଣିଷକୁ ଆଇନା ଦେଖାଉଛି।

Kantara Beats KGF
ପରଦାକୁ ଆସିଲା ଛାତି ଥରାଇଦେଲା ପରି ଫିଲ୍ମ

ଯିଏ ଦେଖୁଛି ସିଏ କହୁଛି ଫେରିଲେ 'ରକି ଭାଇ'

PS-1
ଷଡ଼ଯନ୍ତ୍ର, ବଦଲା, ଧୋକାର କାହାଣୀ  PS-1; ପ୍ରଥମ ଦିନରେ ୮୦ କୋଟିର ବିଜନେସ୍

ବର୍ତ୍ତମାନ ଏମିତି ଗୋଟେ ସିନେମା ଆସିଛି, ଯାହାକୁ ଦେଖିଲା ପରେ ଆପଣ କହିବେ ଏହା ତା’ଠାରୁ ବେଷ୍ଟ, ନହେଲେ ଏମିତି ବି କହିବେ କି ପଛରେ ପଡ଼ିଯିବ ବାହୁବଳୀ ?

Brahmastra
ଦୁଇ ଦିନରେ ୮୦ କୋଟି; ବ୍ରହ୍ମାସ୍ତ୍ରର ଆୟ ଉଡ଼ାଇଦେଲା ବୟକଟ୍‌ ଗ୍ୟାଙ୍ଗଙ୍କ ହୋସ୍‌

ବ୍ରହ୍ମାସ୍ତ୍ର ରିଲିଜ୍ ହେବା ପୂର୍ବରୁ ଏହାକୁ ନେଇ ସୋସିଆଲ ମିଡିଆରେ ତମ୍ବିତୁଫାନ ପ୍ରବଳ ହୋଇଥିଲା । ରଣବୀରଙ୍କ ବହୁ ବର୍ଷ ପୁରୁଣା ବିଫ୍ ଖାଇବା ବୟାନ, ନେପୋଟିଜିୟମ ନାରାରେ ଆଲିଆଙ୍କୁ ଘେରିଥିଲେ ଲୋକେ । ହିନ୍ଦୀ ଫିଲ୍ମ ବ୍ରହ୍ମାସ୍ତ୍ରକୁ ବୟକଟ ନାରା ଦେଉଥିବା ବ୍ୟକ୍ତିଙ୍କୁ ଲାଗିଛି ଶକ୍ତ ଚାପୁଡ଼ା ।

Laal Singh Chaddha
କାହିଁକି ଦେଖିବେ ଲାଲ୍ ସିଂହ ଚଡ୍‌ଢା ?

ଯଦି ଆମୀରଙ୍କ ସହ ସମସ୍ୟା ତେବେ ତାଙ୍କୁ ବିରୋଧ ହେଉ, ତାଙ୍କ ସିନେମାକୁ ନୁହେଁ...

Akshay Kumar's Raksha Bandhan
ଭଉଣୀ ପାଇଁ ଭାଇର ସଂଘର୍ଷ, ଥରୁଟିଏ ଦେଖିଲେ ଲୁହ ଆସିଯିବ !

ପ୍ରଥମ ଘଣ୍ଟା ଦେଖୁ ଦେଖୁ ହି ବିତିଯିବ। ଏହାପରେ ହଠାତ୍ ଆପଣଙ୍କୁ ଇମୋସନାଲ୍ କରିଦେବ କାହାଣୀ।

Ek Villain Returns
କେବେ ଶିଖିବ ବଲିଉଡ୍‌ ?

ଅର୍ଜୁନ କପୁର, ତାରା ସୁତରିଆ, ଜନ୍ ଆବ୍ରାହମ୍ ଏବଂ ଦିଶା ପଟାନୀ । ୪ ଜଣଙ୍କ ଭିତରୁ କେହି ବି ଆକ୍ଟିଂ କରିନାହାନ୍ତି ।

Kangana Ranaut plays Indira Gandhi in Emergency, teaser released
୧୯୭୫ ଜରୁରୀକାଳୀନ ସ୍ଥିତିକୁ ପରଦାରେ ଦେଖିବେ ଦର୍ଶକ, କଙ୍ଗନା ବନିଛନ୍ତି ଇନ୍ଦିରା ଗାନ୍ଧୀ

୧୯୭୫ ଜରୁରୀକାଳୀନ ସ୍ଥିତିକୁ ପରଦାରେ ଦେଖିବେ ଦର୍ଶକ....ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି କଙ୍ଗନା...ଦେଖନ୍ତୁ ତାହାର କିଛି ଝଲକ…

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଓ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ପ୍ରସନଜିତ ରାୟ ସାମ୍ବାଦିକତାକୁ ପେସା ଭାବେ ଗ୍ରହଣ କରି ଏବେ ଓଡ଼ିଶାର ନମ୍ବର-1 ଟିଭି ନିଉଜ ଚ୍ୟାନେଲ ଓଟିଭିରେ କାର୍ଯ୍ୟ କରିଛନ୍ତି। ବିଶେଷ କରି ରିପୋର୍ଟିଂଠାରୁ ଆରମ୍ଭ କରି ଆକରିଂ ଓ ବୁଲେଟିନ ପ୍ରଡ୍ୟୁସର କାମ କରିଛନ୍ତି। ସିନେମା ସାମ୍ବାଦିକତାରେ ତାଙ୍କର ଦକ୍ଷତା ଉଲ୍ଲେଖନୀୟ।