ସେମାନେ ଗୋଟିଏ ଅର୍କେଷ୍ଟ୍ରା ପାର୍ଟିର ସମସ୍ୟ। ସମସ୍ତେ ସୁନ୍ଦର ଗାଆନ୍ତି ଓ ବାଦ୍ୟ ବଜାନ୍ତି। ବିଭିନ୍ନ ଆଡ଼େ ପ୍ରୋଗ୍ରାମ ପାଇଁ ଯାଆନ୍ତି। କିନ୍ତୁ ସେମାନେ ଜୀବନରେ କେବେ ବାଦ୍ୟଯନ୍ତ୍ର ଦେଖିନାହାଁନ୍ତି। କଥାଟି ଶୁଣିଲେ ଅଡୁଆ ଲାଗୁଥିବ। ଦେଖନ୍ତୁ ଏହି ଭିଡିଓ।
Published: Prangyan Parimita
Last updated: 19 September 2021, 12:40 PM IST
ସେ ନିଜେ ଖୁବ୍ କଷ୍ଟ କରି ଆର୍ମିରେ ଚାକିରି ପାଇଥିଲେ। ଏହାକୁ ସେ ଭୁଲି ନାହାଁନ୍ତି। ସେଥିପାଇଁ ସେ ନିଜ ଅଂଚଳର ୪୦ ଜଣ ପିଲାଙ୍କୁ ମାଗଣାରେ ଦେଉଛନ୍ତି କଠୋର ଆର୍ମି ଟ୍ରେନିଂ।