ତାଲିବାନୀଙ୍କ ସହ ଟକ୍କର ଦେବା ମହଙ୍ଗା ପଡିଛି। ପଞ୍ଜଶୀର ପାର୍ବତ୍ୟାଞ୍ଚଳରେ ଦେଖା ଦେଇଛି ଖାଦ୍ୟ ଅଭାବ। ବଂଚିବା ପାଇଁ ସଘର୍ଷ କରି ଶେଷରେ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି ଏଠାକାର ଲୋକେ। ନିଜେ ବଂଚିବା ପାଇଁ ବୃଦ୍ଧ ପିତାମାତା ଓ ପଶୁମାନଙ୍କୁ ଛାଡି କାବୁଲ ଚାଲି ଯାଉଥିବା ଦେଖିବାକୁ ମିଳିଛି।
Published: Prangyan Parimita
Last updated: 19 September 2021, 12:54 PM IST
ଏଭଳି ସ୍ୱତନ୍ତ୍ର ଗଛ କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ଗଲେଣି କି? ହେଲେ କଥାଟି ସତ।