ଫାଇଲିନ୍ ଚାଲିଗଲା, ଜମିରୁ ପାଣି ବି ଛାଡ଼ିଗଲା ହେଲେ ଚାଷ ଜମିରେ ରହିଗଲା ୫ଫୁଟ ଉଚ୍ଚର ନଦୀ ବାଲି । ଏହାରି ଭିତରେ ୧୦ବର୍ଷ ବିତିଗଲାଣି ହେଲେ ଜମିରୁ ବାଲି ବାହାର କରିପାରିଲାନି ପ୍ରଶାସନ । ଫଳରେ ଶହ ଶହ ଏକର ଚାଷ ପଡ଼ିଆ ପଡ଼ିଛି ଆଉ ଚାଷୀ...
'ଅନେକ ଲୋକ ଭ୍ରମରେ ପଡ଼ିଯାନ୍ତି । କାରଣ ପ୍ରତ୍ୟେକ ବ୍ୟକ୍ତିଙ୍କ ବୁଦ୍ଧି, ଜ୍ଞାନ ବିଚାର କରିବାର ଶକ୍ତି ସମାନ ନୁହଁ ।'
ଧରାବତରଣ କରିବେ ମା’ ଜଗତଜନନୀ । ମା’ଙ୍କ ଆଗମନକୁ ନେଇ ସଜେଇ ହେଉଛି ପୂରଠୁ ପଲ୍ଲୀ । ହେଲେ ମା’ଙ୍କ ଆଗମନକୁ ନେଇ ବ୍ରହ୍ମପୁରରେ ଦେଖିବାକୁ ମିଳିଛି କିଛି ନିଆରା ।
ପିଡ଼ିଏସ ଚାଉଳ ବୋଝେଇ ଭଡ଼ା ଗାଡ଼ି ଯାତାୟତ ପାଇଁ ୭କିଲୋମିଟର ରାସ୍ତାକୁ ମରାମତି କଲେ ଗାଁଲୋକେ ।
କେମିତି ଇଷ୍ଟାଗ୍ରାମରେ ସାଇବର ଅପରାଧୀଙ୍କ ହାବୁଡ଼ରେ ପଡ଼ି ଫସିଗଲେ ଆଶୁତୋଷ
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଶନିବାର ।
ପେସାରେ ମିସ୍ତ୍ରୀ କିନ୍ତୁ ନିଶାରେ ସାପ ଧରିବା ଓ ଉଦ୍ଧାର ସାପ ଗୁଡ଼ିକୁ ନିରାପଦ ଜଙ୍ଗଲରେ ଛାଡ଼ିବା...ଏଭଳି ଦୁଃସାହସିକ ନିଶା ତାଙ୍କୁ ଦୀର୍ଘ ୧୫ବର୍ଷରୁ ଉର୍ଦ୍ଧ୍ୱ ହେବ ନିସ୍ୱାର୍ଥପର ସେବା ଲୋକଙ୍କୁ ଦେଉଛନ୍ତି....
ଇସ୍ରାଏଲ ଉପରେ ଆକ୍ରମଣର ମାଷ୍ଟରମାଇଣ୍ଡ....ଷଡ଼ଯନ୍ତ୍ରକୁ କେମିତି କଲା କାର୍ଯ୍ୟକାରୀ?
ପରଲୋକଗତ ଆତ୍ମାର ଶାନ୍ତି ପାଇଁ ପିଣ୍ଡଦାନ । ପିଣ୍ଡଦାନ ପାଇଁ ପବିତ୍ର ସ୍ଥାନଗୁଡ଼ିକରେ ଭିଡ଼ ।
ଜଗନ୍ନାଥ ସଂସ୍କୃତି ଓ ଉତ୍କଳୀୟ ପରମ୍ପରାର ଅଭିନ୍ନ ଅଂଶ କାକରା...। ରସଗୋଲା ଓ କେନ୍ଦ୍ରାପଡ଼ାର ରସାବଳିକୁ ମିଳିସାରିଛି ଜିଆଇ ଟ୍ୟାଗ୍
ହମାସ ଆତଙ୍କୀଙ୍କ ବର୍ବରତା, ଗର୍ଭବତୀ ମହିଳାଙ୍କ ପେଟ ଚିରି ଛୁଆକୁ ମାରିଲେ ଛୁରି....ମା’ ପେଟରେ ଥିବା ଶିଶୁର ଭୁଲ କ’ଣ ଥିଲା .. କାହିଁକି ତାକୁ ଗର୍ଭାବସ୍ଥାରେ ମାରି ଦିଆଗଲା .. ସତରେ ଏତେ ଜଘନ୍ୟ କାଣ୍ଡ ଘଟାଇ ପାରନ୍ତି ଆତଙ୍କୀ...
ପୁରୁଷ ମାନେ ପ୍ୟାଣ୍ଟ ସାର୍ଟ, ଚୁଡ଼ିଦାର ପଞ୍ଜାବୀ, ଧୋତି ପିନ୍ଧିବେ...ମହିଳା ପିନ୍ଧିବେ ଶାଢ଼ୀ, ଶାଲୱାର କମିଜ୍ ଭଳି ଶାଳୀନତା ପୂର୍ଣ୍ଣ ପୋଷାକ
ମଧ୍ୟପ୍ରାଚ୍ୟରେ ପୁଣି ଥରେ ମାନବୀୟ ସଂକଟ...ଘର ଛାଡୁଛନ୍ତି ଇସ୍ରାଏଲ ଯୁଦ୍ଧ ବିପନ୍ନ...ରିଲିଫ କ୍ୟାମ୍ପରେ ବିତୁଛି ଲୋକଙ୍କ ଜୀବନ..ଗାଜାରେ ଏକମାତ୍ର ପାୱାର ପ୍ଲାଣ୍ଟ ବନ୍ଦ
ସମ୍ପତ୍ତି ପାଇଁ ପର ହୋଇଗଲା ମା’ର ମମତା । ମା’ର ଜୀବନ ନେବାକୁ ପଛାଇଲାନି ଝିଅ ।
ସିଦ୍ଧାନ୍ତଙ୍କ ପାଦ ତଳେ ଲୋଟିଗଲେ ବୈରାଗୀ...ଭୋ ଭୋ କାନ୍ଦି ଉଠିଲେ, କୁଣ୍ଢାଇ ପକାଇଲେ..ସିଦ୍ଧାନ୍ତଙ୍କ ବହୁ ପୁରୁଣା ସାଥି କଳାକାର ବୈରାଗୀ
ସିରିଆ ରାଜଧାନୀ ଡାମାସକସ୍ ଓ ଆଲେପ୍ପୋରେ ଇସ୍ରାଏଲ୍ ରକେଟ୍ ମାଡ଼ କରିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି
ଅପରେସନ୍ ଅଜୟରେ ସ୍ୱଦେଶ ଫେରିବାକୁ ଇଚ୍ଛୁକ ଭାରତୀୟଙ୍କ ଲାଗି ଇସ୍ରାଏଲରୁ ମାଗଣାରେ ଚାର୍ଟର ଫ୍ଲାଇଟ ଓ ଅନ୍ୟ ବନ୍ଦୋବସ୍ତ କରିଛନ୍ତି କେନ୍ଦ୍ର ସରକାର
ମାଲକାନଗିରିରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ...ମାଲକାନଗିରି ଜିଲ୍ଲାରେ ଗଡ଼ିଲା ୩୬ଟି ଲକ୍ଷ୍ମୀ ବସ୍..ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ‘ଲକ୍ଷ୍ମୀ’ ବସ୍ ସେବା
୧୯୭୩ରେ ନିଜ ଅସ୍ତିତ୍ୱ ବଞ୍ଚାଇବାକୁ ଲଢିଥିଲା ଇସ୍ରାଏଲ...ଆରବ-ଇସ୍ରାଏଲ ୱାର ବା ଅକ୍ଟୋବର ୱାର ନାଁରେ ପରିଚିତ...