• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

How to get salary increase in new job
Career Tips: ନୂଆ ଚାକିରିରେ କିପରି ବଢିବ ଦରମା…. ନିଜ ଇଛା ଅନୁସାରେ ଦରମା ପାଇବାର କିଛି ଟିପ୍ସ

ଯଦି ଆପଣ ଦରମା ଆଲୋଚନାରେ ନିଜ ଦରମା କଥା କହିବାକୁ ସଂକୋଚ ଅନୁଭବ କରୁଥାନ୍ତି ତେବେ ଏହି ଲେଖା ଆପଣଙ୍କ ପାଇଁ। ଏମିତି କିଛି ଟିପ୍ସ ଅଛି ଯାହାକୁ ଆପଣେଇ ଆପଣ ଆଶା କରୁଥିବା ନିଜ ଦରମାକୁ କହିପାରିବେ। ତେବେ ଆସନ୍ତୁ ସେ ବିଷୟରେ ଜାଣିବା।

Anant ambani gifted watches worth two crores to his special guest
ଅମ୍ବାନୀ ପରିବାର ପକ୍ଷରୁ ଅତିଥିଙ୍କୁ ଏତେ କୋଟିର ଉପହାର; ଜାଣନ୍ତୁ କିଏ କିଏ ପାଇଲେ

ଅନନ୍ତ ଅମ୍ବାନୀ ବିବାହ ଏହାର ଗ୍ରାଣ୍ଡ ସେଲିବ୍ରେସନ ପାଇଁ ଏବେ ଚର୍ଚ୍ଚାରେ ଅଛି। ବର୍ତ୍ତମାନ ଏହି ବିବାହକୁ ନେଇ ଆଉ ଏକ ରୋମାଞ୍ଚକର କଥା ସାମ୍ନାକୁ ଆସିଛି। କୁହାଯାଉଛି ଯେ ଏହି ବିବାହ ଉତ୍ସବରେ ବରପକ୍ଷରୁ ଯୋଗଦେଇଥିବା ଅତିଥିମାନଙ୍କୁ ବହୁତ ମହଙ୍ଗା ଉପହାର ଦିଆଯାଇଛି।

Shah rukh khan greets pregnant deepika padukone with kiss
Viral Video: ଅନନ୍ତ-ରାଧିକାଙ୍କ ବିବାହରେ ଗର୍ଭବତୀ ଦୀପିକାଙ୍କୁ ଭେଟିଲେ ଶାହରୁଖ; ଚୁମ୍ବନ ଦେଲେ, ଆଲିଙ୍ଗନ କଲେ

ଅନନ୍ତ-ରାଧିକାଙ୍କ ବିବାହରେ ଦୀପିକା ପାଦୁକୋନଙ୍କ ସହ ଭେଟ ହୋଇଗଲା ଶାହରୁଖଙ୍କ ସହ। ଭାଇରାଲ୍‌ ହେଉଛି ଏହି ଭିଡିଓ। ଦେଖିବାକୁ ମିଳେ ଯେ ଶାହରୁଖ ଖାନ ଗର୍ଭବତୀ ଥିବା ଦୀପିକା ପାଦୁକୋନଙ୍କୁ ଚୁମ୍ବନ ଦେଇ ଅଭିବାଦନ ଜଣାଇଛନ୍ତି, ଏହା ପରେ ସେ ତାଙ୍କୁ ଆଲିଙ୍ଗନ କରିଛନ୍ତି।

Ratha Jatra 2024 Nabami Sandhya Darshan
Ratha Jatra 2024: ଆଜି ମହାବାହୁଙ୍କ ସନ୍ଧ୍ୟା ଦର୍ଶନ, ମିଳେ କୋଟି ଜନ୍ମର ପୁଣ୍ୟ; ଜାଣନ୍ତୁ ଏହାର ନୀତିକାନ୍ତି

ଆଡ଼ପ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କ ସନ୍ଧ୍ୟା ଦର୍ଶନ ଅତ୍ୟନ୍ତ ପୁଣ୍ୟଦାୟକ। ନୀଳାଦ୍ରି ମହୋଦୟରେ ବର୍ଣ୍ଣିତ ହୋଇଛି ଯେ, ନୀଳାଚଳରେ ଦଶ ବର୍ଷ ପର୍ଯ୍ୟନ୍ତ ତ୍ରିକାଳ ପୂଜା କାଳରେ ଭକ୍ତ ଶ୍ରୀବିଗ୍ରହମାନଙ୍କର ଦର୍ଶନରେ ଯେଉଁ ଫଳ ପାଏ, ସେହି ଫଳ ମହାବେଦୀ ବା ଆଡ଼ପ ମଣ୍ଡପରେ ଗୋଟିଏ ଦିନର ଦର୍ଶନରେ ମିଳେ।

BSF Recruitment 2024
BSF Recruitment 2024: ପୁଣି ଆରମ୍ଭ ହୋଇଛି BSF ଗ୍ରୁପ୍ B ଏବଂ C ବର୍ଗର ଆବେଦନ ପ୍ରକ୍ରିୟା; ତୁରନ୍ତ ଆବେଦନ କରନ୍ତୁ

ସୀମା ସୁରକ୍ଷା ବଳ (BSF) ପୁନର୍ବାର ଗ୍ରୁପ୍ B ଏବଂ C ବର୍ଗର ଅନେକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଯେଉଁମାନେ ଏନେଇ ଆବେଦନ କରି ନ ଥିଲେ ସେମାନେ ଏହାର ସୁଯୋଗ ନେଇପାରିବେ।

baba ramdev dance with groom anant in wedding
Viral Video: ଅନନ୍ତ ଅମ୍ବାନୀଙ୍କ ହାତ ଧରି ଧୂଆଁଦାର୍ ଡ୍ୟାନ୍ସ କଲେ ଯୋଗଗୁରୁ ବାବା ରାମଦେବ

ଅନନ୍ତ ଅମ୍ବାନୀଙ୍କ ରାଧିକା ମର୍ଚାଣ୍ଟଙ୍କ ଦମଦାର ବିବାହରେ ଯୋଗ ଗୁରୁ ବାବା ରାମଦେବ ମଧ୍ୟ ଭାଗ ନେଇଥିଲେ। ଏହାରି ଭିତରେ ଅନନ୍ତଙ୍କ ବିବାହର ଏକ ଇନ୍‌ସାଇଡ୍ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ରାମଦେବ ଅନନ୍ତଙ୍କ ହାତ ଧରି ଧୂଆଁଦାର୍ ଡ୍ୟାନ୍ସ କରୁଥିବାର ନଜର...

Radhika merchant interesting vidai ceremony look
ଭାଇରାଲ ହେଉଛି ରାଧିକା ମର୍ଚାଣ୍ଟଙ୍କ ବିଦାୟୀ ଲୁକ୍; ଫଟୋରୁ ହଟିବନି ଆଖି

ଶୁକ୍ରବାର ସାତ ଜନ୍ମ ପାଇଁ ସାଥୀ ହୋଇଛନ୍ତି ଅନନ୍ତ-ରାଧିକା। ଏବେ ଅନନ୍ତ ଅମ୍ବାନୀଙ୍କ ନବ ବିବାହିତ ପତ୍ନୀ ରାଧିକାଙ୍କ ବିବାହ ଫଟୋ ସାମ୍ନାକୁ ଆସିଛି। ବିବାହ ଲୁକ୍‌ରେ ସେ ଏତେ ସୁନ୍ଦର ଦେଖାଯାଉଛନ୍ତି ଯେ ତାଙ୍କ ଫଟୋରୁ ଆଖି ଫେରିବା କଷ୍ଟ। ସେ ବିଭିନ୍ନ ଭାରତୀୟ ପୋଷାକରେ ନିଜର...

At wedding Anant ambani danced with wife radhika merchant and kissed forehead
Viral Video: ରାଧିକାଙ୍କ ଉପରେ ଅନନ୍ତଙ୍କ ପ୍ରେମ ବର୍ଷା; ନାଚୁ ନାଚୁ ଚୁମ୍ବନ ଦେଲେ

ଅନନ୍ତ-ରାଧିକାଙ୍କ ଏକ ହୃଦୟସ୍ପର୍ଶୀ ଭିଡିଓ ସାମ୍ନାକୁ ଆସିଛି। ଏହି ଭାଇରାଲ୍ ଭିଡିଓରେ ଅନନ୍ତ ଅମ୍ବାନୀ ବିବାହ ଉତ୍ସବରେ ତାଙ୍କ ପତ୍ନୀ ରାଧିକା ମର୍ଚାଣ୍ଟଙ୍କ ଉପରେ ପ୍ରେମ ବର୍ଷା କରୁଥିବା ଦେଖାଯାଆନ୍ତି। ସେ ତାଙ୍କ କପାଳରେ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି।

Follow these steps to reuse the kneaded dough
Tips and Tricks: ବଳକା ଅଟାକୁ ଫ୍ରିଜ୍ ନୁହେଁ, ଏମିତି ରଖନ୍ତୁ; ରହିବ ପୂରା ଫ୍ରେସ୍

ଗହମ ଅଟାରେ ତିଆରି ଗୋଲାକାର ଏବଂ ନରମ ପତଳା ରୁଟି ସହିତ ଡାଲି ହେଉ କି ସନ୍ତୁଳା ବା ପନିପରିବା ଭଜା ଖୁବ୍ ସ୍ୱାଦିଷ୍ଟ ଲାଗେ। ରୁଟିକୁ ନରମ କରିବାକୁ ହେଲେ ଅଟାରେ ସଠିକ୍ ପରିମାଣର ପାଣି ବ୍ୟବହାର ଜରୁରୀ।

Do not eat these 4 things with lemon
Health Tips: ଲେମ୍ବୁ ସହିତ କେବେ ବି ଖାଆନ୍ତୁ ନାହିଁ ଏହି ୪ ଜିନିଷ; ପେଟରେ ସୃଷ୍ଟି ହେବ ବିଷ

ଅନେକ ଲୋକ ଲେମ୍ବୁ ଖାଇବାକୁ ପସନ୍ଦ କରନ୍ତି। ଲେମ୍ବୁ କେବଳ ଖାଦ୍ୟର ସ୍ୱାଦକୁ ବଢାଇଦିଏ ନାହିଁ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅନେକ ଉପକାରୀ। କିନ୍ତୁ ଏହାକୁ ଯଦି ଭୁଲ ଭାବରେ ଖିଆଯାଏ, ତେବେ ଏହା ଆପଣଙ୍କ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ।

Indian Bank Recruitment 2024
Indian Bank Recruitment 2024: ବ୍ୟାଙ୍କ୍ ଚାକିରି, ପୂରଣ ହେବ ୧୫୦୦ ପଦବୀ; ଜାଣନ୍ତୁ ଓଡ଼ିଶାରୁ କେତେ

ଆପଣ ଯଦି ବ୍ୟାଙ୍କରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ଏହି ସୁଯୋଗ ନେଇ ଆସିଛି ଇଣ୍ଡିଆନ୍ ବ୍ୟାଙ୍କ୍(Indian Bank)। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Anant ambani radhika merchant pre wedding inside pics
ସାମ୍ନାକୁ ଆସିଲା ଅନନ୍ତ-ରାଧିକାଙ୍କ କିଛି ଅଣଦେଖା ଫଟୋ; ଖେଳୁଛନ୍ତି ଦାଣ୍ଡିଆ

ସମସ୍ତେ ଅନନ୍ତ-ରାଧିକାଙ୍କ ବିବାହକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଶେଷରେ ଆଜି ହେଉଛି ସେହିଦିନ ଯେତେବେଳେ ଏହି ଯୋଡି ସବୁଦିନ ପାଇଁ ଏକାଠି ହୋଇଯିବେ। ଏସବୁ ଭିତରେ ଏବେ ଏହି ଯୋଡିଙ୍କର ପ୍ରି-ୱେଡିଙ୍ଗର କିଛି ଅଣଦେଖା ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଏହି ଫଟୋଗୁଡ଼ିକ ଅନୀଲ କପୁରଙ୍କ ସାନ...

Anant ambani radhika merchant wedding see guest list
ଆଜି ହାତକୁ ଦି’ହାତ ହେବେ ଅନନ୍ତ-ରାଧିକା; ଜାଣନ୍ତୁ ବିବାହରେ ଅତିଥିଭାବେ କେଉଁମାନେ ଯୋଗଦେବେ

ଆଜି ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ପରସ୍ପରକୁ ସାତ ଜନମ ପାଇଁ ସାଥୀ କରିବେ। ଅନନ୍ତ ଏବଂ ରାଧିକା ସେମାନଙ୍କ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ଜିଓ ୱାର୍ଲ୍ଡ କନ୍‌ଭେନ୍‌ସନ୍ ସେଣ୍ଟରରେ ବିବାହ କରିବେ। ଏଥିରେ ବଡ ବଡ ସେଲିବ୍ରିଟିମାନେ...

World Population Day 2024
World Population Day 2024: ଜନସଂଖ୍ୟା ବୃଦ୍ଧିରେ ଚୀନ୍‌କୁ ଟପିବ ଭାରତ; ଜାଣନ୍ତୁ କାହିଁକି ବଢୁଛି ଜନସଂଖ୍ୟା

ଜନସଂଖ୍ୟା ଦୃଷ୍ଟିରୁ ଭାରତ କେବଳ ଚୀନ୍ ପଛରେ ଅଛି, କିନ୍ତୁ ଆଗାମୀ ବର୍ଷରେ ଏହା ଚୀନ୍‌କୁ ଅତିକ୍ରମ କରିପାରେ ବୋଲି ପୂର୍ବାନୁମାନ କରାଯାଇଛି। ଏହି କାରଣରୁ ହେଉଥିବା ଗୁରୁତର ପରିସ୍ଥିତିକୁ ଧ୍ୟାନରେ ରଖି ପ୍ରତିବର୍ଷ ୧୧ ଜୁଲାଇରେ ‘ବିଶ୍ୱ ଜନସଂଖ୍ୟା ଦିବସ’ ପାଳନ କରାଯାଏ।

Ratha Jatra 2024; Hera Panchami Niti 2024
Ratha Jatra 2024: ହେରା ପଞ୍ଚମୀରେ କାହିଁକି ଭଙ୍ଗାଯାଏ ନନ୍ଦିଘୋଷ ରଥ; ଜାଣନ୍ତୁ ଏହା ପଛର ରହସ୍ୟ

ମହାପ୍ରଭୁଙ୍କ ଲୀଳା ଅନନ୍ୟ। କାଳିଆ ଠାକୁରଙ୍କ ଏହି ମାନବୀୟ ଲୀଳା ଭିତରେ ହେରା ପଞ୍ଚମୀ ଅନ୍ୟତମ। ରଥଯାତ୍ରା ପାଳନ ଅବସରରେ ହେରା ପଞ୍ଚମୀ ଉତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସାଧାଣତଃ ରଥଯାତ୍ରାଠାରୁ ପଞ୍ଚମ ଦିନରେ ଅର୍ଥାତ ଆଷାଢ଼ ଶୁକ୍ଳ ଷଷ୍ଠୀ ଦିନ ହେରା ପଞ୍ଚମୀ ଉତ୍ସବ ପାଳିତ ହୋଇଥାଏ।...

Akshay kumar film sarfira advance booking now open
ଆରମ୍ଭ ହେଲା ଅକ୍ଷୟଙ୍କ ଦମଦାର ଫିଲ୍ମର ଆଗୁଆ ବୁକିଂ; କରିନିଅନ୍ତୁ ସିଟ୍ ରିଜର୍ଭ

ଖିଲାଡି କୁମାରଙ୍କ ‘ସରଫିରା’ ବଡ ପରଦାରେ ଆସୁଛି। ରିଲିଜ୍ ତାରିଖ ହେଉଛି ୧୨ ଜୁଲାଇ। ଏହି ଫିଲ୍ମର ଅଗ୍ରୀମ ବୁକିଂ ଆରମ୍ଭ ହୋଇଛି। ଅକ୍ଷୟ କୁମାରଙ୍କ ଫିଲ୍ମର ପ୍ରଥମ ଶୋ’ ଦେଖିବା ପାଇଁ ଆଗ୍ରହୀ ପ୍ରଶଂସକମାନେ ଏବେ ଠାରୁ ସେମାନଙ୍କ ସିଟ୍ ରିଜର୍ଭ କରିନେବାର ସମୟ ଆସିଛି।

How to use vicks to repel mosquitoes
Tips And Tricks: ମଶା ହଟେଇବାର ଘରୋଇ ଟିପ୍ସ; ହେବ ନାହିଁ କୌଣସି ସ୍ୱାସ୍ଥ୍ୟହାନୀ

ବର୍ଷା ଦିନ ଆସିବା ମାତ୍ରେ ମଶାମାନଙ୍କ ଉତ୍ପାତ ବଢିଯାଏ। ଏହି କାରଣରୁ ଡେଙ୍ଗୁ, ମ୍ୟାଲେରିଆ, ଚିକନ୍‌ଗୁନିଆ ଭଳି ବିପଜ୍ଜନକ ରୋଗ ଏହି ଋତୁରେ ଶୀଘ୍ର ବ୍ୟାପିବା ଆରମ୍ଭ କରେ ଏବଂ ସଂକ୍ରମଣର ଭୟକୁ ଏଡାଇବା ପାଇଁ ପ୍ରତ୍ୟେକ ଘରର ଲୋକମାନେ ବିଭିନ୍ନ ପଦକ୍ଷେପ ନେବାକୁ ଚେଷ୍ଟା କରନ୍ତି।

Four home remedies for menstrual cramps
Health Tips: ଋତୁସ୍ରାବ ବେଳେ ହେଉଛି କି ଅଧିକ ଯନ୍ତ୍ରଣା; ଆପଣାନ୍ତୁ ଏହି ୪ଟି ଘରୋଇ ଉପଚାର

ଆପଣ ଯଦି ଋତୁସ୍ରାବ କାରଣରୁ ଯନ୍ତ୍ରଣା ଅନୁଭବ କରୁଛନ୍ତି ଏବଂ ଏହି ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ଚାହୁଛନ୍ତି, ତେବେ କେତେକ ଘରୋଇ ଉପଚାରକୁ ଚେଷ୍ଟା କରିପାରିବେ। ଏହି ଉପଚାରଗୁଡ଼ିକ ପେଟର ଯନ୍ତ୍ରଣାକୁ ହ୍ରାସ କରିଥାଏ ଏବଂ ଋତୁସ୍ରାବଜନିତ କଷ୍ଟକୁ ପରିଚାଳନା କରିବାରେ ସହଜ ହୋଇଥାଏ।

IAF Agniveervayu Recruitment
IAF Agniveervayu Recruitment: ଭାରତୀୟ ବାୟୁସେନାରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ; ପୂରଣ ହେବ ଅଗ୍ନିବୀରବାୟୁ ପଦବୀ

ଭାରତୀୟ ବାୟୁସେନାରେ(IAF) ଚାକିରି ନେଇ ସ୍ୱପ୍ନ ଦେଖୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ IAF ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆପଣ ଯଦି ଏହି ଚାକିରି କରିବାକୁ ଚାହାନ୍ତି ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

New song of tarang music mo jagannath
ଗୀତରେ ଭକ୍ତର ଭାବନା; ବାପାକୁ ଭଲ ଲାଗିଲାନି ପୁଅର ନାଁ, କାଳିଆକୁ ପଚାରିଲା…

‘ତରଙ୍ଗ ମ୍ୟୁଜିକ୍‌’ର ନୂଆ ଭଜନ। ଏହି ଭଜନଟିର ଶୀର୍ଷକ ‘ମୋ ଜଗନ୍ନାଥ’ ଥିବାବେଳେ ଏହାକୁ ବିଶିଷ୍ଠ ଗୀତିକାର ନିର୍ମଳ ନାୟକ ରଚନା କରିଛନ୍ତି ଓ ଏହାକୁ ସଂଗୀତରେ ସଜେଇଛନ୍ତି ବିନାୟକ ପଣ୍ଡା। ଗୀତ କହୁଛି ଭକ୍ତର ଭାବନା।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।