• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

SSC GD 2025 Constable Application  Apply for 39481  posts
SSC GD Constable Recruitment: ପୂରଣ ହେବ ୩୯୪୦୦ରୁ ଅଧିକ କନଷ୍ଟେବଳ ପଦବୀ; ଓଡ଼ିଆରେ ହେବ ପରୀକ୍ଷା

ଲକ୍ଷ ଲକ୍ଷ ଆଶାୟୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ବହୁ ପ୍ରତୀକ୍ଷିତ SSC GD(ଜେନେରାଲ୍ ଡ୍ୟୁଟି) କନଷ୍ଟେବଳ ନିଯୁକ୍ତି ପରୀକ୍ଷା ପାଇଁ କର୍ମଚାରୀ ଚୟନ ଆୟୋଗ(SSC) ବିଜ୍ଞପ୍ତି ପ୍ରକାଶ କରିଛି।

Thalapathy vijays goat on first day with 73 crore worldwide opening
ହଙ୍ଗାମା କଲା ବିଜୟଙ୍କ GOAT; ପ୍ରଥମ ଦିନର ରୋଜଗାର ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବିଜୟଙ୍କ ଫିଲ୍ମ GOAT ବିଶ୍ୱବ୍ୟାପୀ ମୁକ୍ତିଲାଭ ପରେ ଚର୍ଚ୍ଚା ଜୋର୍ ଧରିଛି। ପ୍ରଥମ ଦିନରେ ଫିଲ୍ମଟି କେତେ କୋଟି ଟଙ୍କାରେ ଖାତା ଖୋଲିଛି ତାହାର ସୂଚନା ମଧ୍ୟ ପ୍ରକାଶ ପାଇଛି, ଯାହା ପ୍ରଶଂସକଙ୍କ ପାଇଁ କୌଣସି ଏକ ଖୁସି ଖବରଠାରୁ ବି କମ୍ ନୁହେଁ।

Salman khan keep smiling as he interacts with village old women
Viral Video: ଗାଉଁଲି ବୃଦ୍ଧ ମହିଳାଙ୍କ ସହ ମିଶି ହସି ହସି କଥା ହେଲେ ଭାଇଜାନ୍; ଲୋକେ କହିଲେ ସେ ଜଣେ ଦୟାଳୁ ସୁପରଷ୍ଟାର

ବର୍ତ୍ତମାନ ସୁପର୍‌ଷ୍ଟାର୍‌ଙ୍କ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଜଣେ ବୃଦ୍ଧ ମହିଳାଙ୍କ ସହ ମଜ୍ଜା କରୁଥିବା ଓ ହସି ହସି କଥା ହେଉଥିବା ଦେଖିବାକୁ ମିଳେ। ଲୋକେ କହୁଛନ୍ତି ସେ ଜଣେ ସାଧାରଣ ତାରକା ନୁହଁନ୍ତି, ସେ ହେଉଛନ୍ତି ସବୁଠାରୁ...

International Day of Charity 2024
International Day of Charity 2024: ଭାରତର ୫ ମହାନ ଦାନୀ; ଜାଣନ୍ତୁ କିଏ ଆଗରେ, କିଏ ଦେଇଛନ୍ତି କେତେ କୋଟି

ଦାନ ମାଧ୍ୟମରେ ଦୁନିଆରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ବିସ୍ତାର କରିହୁଏ। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଏକତା ଏବଂ ଭାଇଚାରା ମଧ୍ୟ ବୃଦ୍ଧି କରିହୁଏ। ଆଜି ‘ଅନ୍ତର୍ଜାତୀୟ ଚ୍ୟାରିଟି ଦିବସ’ ଅବସରରେ ଆସନ୍ତୁ ଭାରତର ୫ ମହାନ ଦାନୀଙ୍କୁ ଜାଣିବା।

Teachers Day 2024 know five qualities of a ideal teacher
Teachers' Day 2024: ଗୁରୁ କିପରି ହେବା ଉଚିତ; ଜାଣନ୍ତୁ ଜଣେ ଆଦର୍ଶ ଗୁରୁଙ୍କ ୫ ଗୁଣ

ଭାରତରେ ‘ଗୁରୁ ଦିବସ’ର ବାର୍ଷିକ ଉତ୍ସବ ୫ ସେପ୍ଟେମ୍ବରରେ ପାଳନ କରାଯାଏ। ତେବେ ଭାରତରେ କାହିଁକି ସେପ୍ଟେମ୍ବର ୫ରେ ‘ଗୁରୁ ଦିବସ’ ପାଳନ କରାଯାଏ, ଏହି ଦିନର ଇତିହାସ ଏବଂ ମହତ୍ତ୍ୱ କ’ଣ ଆସନ୍ତୁ ଜାଣିବା।

RRB NTPC Recruitment 2024
RRB NTPC Recruitment 2024 : ରେଳବାଇରେ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର; ପୂରଣ ହେବ ୧୧୫୦୦ରୁ ଅଧିକ ପଦବୀ

ଭାରତୀୟ ରେଳବାଇରେ ଚାକିରି ପାଇବା ପାଇଁ ଏହା ଏକ ସୁବର୍ଣ୍ଣ। RRB NTPC ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ ପ୍ରାର୍ଥୀମାନେ ଆବେଦନ କରିବାକୁ ଚାହାଁନ୍ତି ସେମାନେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Netizens guessing deepika padukone ranveer singh receive twins
ଦୀପିକା ପାଦୁକୋନ ବେବୀ ବମ୍ପ୍ ଦେଖେଇଲେ; ଟ୍ରୋଲର୍‌ମାନଙ୍କୁ ଉଚିତ ଜବାବ ଦେଲେ

ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ସେମାନଙ୍କ ମ୍ୟାଟର୍‌ନିଟୀ ଶୁଟ୍‌ର ସର୍ବୋତ୍ତମ ଫଟୋ ଶେୟାର କରି ନକଲି ନକଲି ବେବୀ ବମ୍ପ୍ ଅଭିଯୋଗ କରୁଥିବା ଟ୍ରୋଲର୍‌ମାନଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ଅଭିନେତ୍ରୀ ପୂର୍ବରୁ ମଧ୍ୟ ଅନେକ ଥର ବେବୀ ବମ୍ପ ସହିତ ନଜର ଆସିଛନ୍ତି।

Neha sargam Bengali look won fans heart photos went viral
ମନମୋହୁଛି ନେହାଙ୍କ ଫଟୋ; ଲୋକେ କହିଲେ ରସଗୋଲା ବି ଫିକା ପଡିଯିବ

ଆକ୍ସନ୍ କ୍ରାଇମ୍ ଥ୍ରୀଲର ୱେବ୍ ସିରିଜ୍ ମିର୍ଜାପୁରରୁ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ନେହା ସରଗମ୍ ଇନ୍‌ଷ୍ଟାଗ୍ରାମରେ ନିଜର ଆକର୍ଷଣୀୟ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ଜଣେ ବଙ୍ଗୀୟ ମହିଳାଙ୍କ ପରି ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି। ଅଭିନେତ୍ରୀଙ୍କ ଏହି ଫଟୋ ଭାଇରାଲ ହେବାରେ ଲାଗିଛି। 'ମିର୍ଜାପୁର'ରେ ସେ...

A man carrying notes on scooter watch false information checked by internet
Viral video: ସ୍କୁଟର ପଛରେ ବୁହା ହେଉଛି ଟଙ୍କା ବିଡ଼ା! ଭଲ ଭାବେ ଦେଖନ୍ତୁ ଏହି ଭିଡିଓଟିକୁ

ବର୍ତ୍ତମାନ ଏମିତି ଏକ ଭିଡିଓ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଯାହାକୁ ଦେଖିଲେ ଆପଣ ବି ଟେରା ହୋଇଯିବେ। ଭିଡିଓରେ ଜଣେ ବ୍ୟକ୍ତି ସ୍କୁଟର ଚଳାଉଥିବାର ନଜର ଆସନ୍ତି। କୁହାଯାଉଛି ଯେ ସେହି ବ୍ୟକ୍ତି ଜଣକ ସ୍କୁଟର ପଛରେ ଦଉଡିରେ ବାନ୍ଧି ୫୦୦ ଟଙ୍କିଆ ନୋଟର ବୋଝ ନେଉଛନ୍ତି।

AAI Recruitment 2024
AAI Recruitment 2024: ଏୟାରପୋର୍ଟରେ ଚାକିରି ପାଇବେ ଜୁନିଅର କନ୍ସଲଟାଣ୍ଟ; ଜାଣନ୍ତୁ ଓଡ଼ିଶାରେ କେଉଁଠି ହେବେ ପୋଷ୍ଟିଂ

AAIରେ ଚାକିରି ପାଇବାକୁ ଯୋଜନା କରୁଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଏଥିପାଇଁ AAIର ପୂର୍ବାଞ୍ଚଳ ଅଧୀନରେ ଥିବା ବିଭିନ୍ନ ଆରସିଏସ୍ ବିମାନବନ୍ଦରରେ ନିଯୁକ୍ତି ମିଳିବ। ଏନେଇ AAI ଏକ ବିଜ୍ଞପ୍ତି ପ୍ରକାଶ କରିଛି।

kareena kapoor suspense murder thriller film the Buckingham murders trailer out
Trailer Out: କରୀନା କପୁରଙ୍କ ମର୍ଡର ମିଷ୍ଟ୍ରୀ ଫିଲ୍ମର ଟ୍ରେଲର୍ ରିଲିଜ୍; ଫିଲ୍ମଟି ସସ୍‌ପେନ୍ସ ଏବଂ ରୋମାଞ୍ଚରେ ପରିପୂର୍ଣ୍ଣ

କରୀନା କପୁରଙ୍କୁ 'ଦ ବକିଙ୍ଗ୍‌ହମ୍ ମର୍ଡର୍ସ'ରେ ଏକ ଦମଦାର୍ ଭୂମିକାରେ ଦେଖିବାକୁ ମିଳିବ। ହଂସଲ ମେହେଟ୍ଟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କରୀନା କପୁର ଜଣେ ଗୁପ୍ତଚର ଭୂମିକାରେ ନଜର ଆସିବେ। ଆଜି ଏହାର ଟ୍ରେଲର୍‌ ରିଲିଜ ହେବା ପରେ ପ୍ରଶଂସକଙ୍କ ଉତ୍ସାହ ବଢିଯାଇଛି।

Suhana khan share photos in glamourous saree
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲେ ସୁହାନା ଖାନ; ଫଟୋ ଦେଖି ଲୋକେ କହୁଛନ୍ତି ହାର୍ଟବିଟ୍ ବଢିଯାଉଛି

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲେ ସୁହାନା ଖାନ; ଫଟୋ ଦେଖି ଲୋକେ କହୁଛନ୍ତି ହାର୍ଟବିଟ୍ ବଢିଯାଉଛି ବଲିଉଡ୍‌ ବାଦଶାହ ଶାହରୁଖ୍ ଖାନଙ୍କ ରାଜକୁମାରୀ ସୁହାନା ଖାନ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସେ ଇନ୍‌ଷ୍ଟାରେ ତାଙ୍କର ନୂଆ ଫଟୋ ଶେୟାର କରିଛନ୍ତି। ତାଙ୍କ ଏହି ପଟୋଗୁଡିକ ଭାଇରାଲ୍ ହେଉଛି। ସୁହାନାଙ୍କୁ ପ୍ରଶଂସକମାନେ...

How to make fresh raisins at home from grapes
Tips and Tricks: ଘରେ ତାଜା କିସ୍‌ମିସ୍‌ ତିଆରି କରିବାକୁ ଚାହୁଁଛନ୍ତି କି… ଜାଣନ୍ତୁ ସହଜ ଉପାୟ

ଆପଣ ଯଦି କିସ୍‌ମିସ୍ ଖାଇବାକୁ ପସନ୍ଦ କରନ୍ତି, ତେବେ ଆପଣ ତାଜା ଅଙ୍ଗୁର ସାହାଯ୍ୟରେ ନିଜେ ଘରେ ତାଜା କିସ୍‌ମିସ୍ ତିଆରି କରିପାରିବେ। ପ୍ରକୃତରେ ଏହା ତିଆରି କରିବା ବହୁତ ସହଜ ଏବଂ ଏହି ପଦ୍ଧତି ମଧ୍ୟ ବହୁତ କମ ଖର୍ଚ୍ଚରେ ହୋଇଥାଏ।

How to lock and unlock aadhar card on uidai portal
Technology: ଘରେ ବସି ଆଧାରକୁ କରନ୍ତୁ ଲକ୍; କେହି ବି କରିପାରିବେ ନାହିଁ ଅପବ୍ୟବହାର

ଆଧାରର ସୁରକ୍ଷା ନିଶ୍ଚିତ କରିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଯାଇଛି। ଅନେକ କ୍ଷେତ୍ରରେ ଏହାର ଭୁଲ୍ ବ୍ୟବହାର ମଧ୍ୟ ହେଉଛି। ଏହା ଦ୍ୱାରା ଜଣେ ଚାହିଁଲେ ନିଜ ଆଧାରକୁ ଲକ୍ କରିପାରିବ ଏବଂ ସମ୍ଭାବ୍ୟ ଘୋଟାଲାକୁ ଏଡାଇ ପାରିବ।

Five tips how to win easily heart of a girl
Relationship Tips: ଆପଣ କୌଣସି ଝିଅର ହୃଦୟ ଜିତିବାକୁ ଚାହାନ୍ତି କି… ମାନନ୍ତୁ ଏହି ୫ ଟିପ୍ସ, ହେଇଯିବ ସହଜ

ପ୍ରାୟତଃ ଦେଖାଯାଏ ଯେ ପୁଅମାନେ ଝିଅମାନଙ୍କ ହୃଦୟ ଜିତିବା ପାଇଁ କଠିନ ପରିଶ୍ରମ କରନ୍ତି, ଯେଉଁଥିରେ କେତେକ ପୁଅ ସଫଳ ହେଉଥିବା ବେଳେ ଅନେକ ବିଫଳ ହୁଅନ୍ତି। ଆପଣ ଏହା ମଧ୍ୟ ଜାଣନ୍ତି ଯେ ଝିମାନଙ୍କର ହୃଦୟ ଜିତିବା ଏକ ସହଜ କଥା ନୁହେଁ, ଏଥିପାଇଁ ବହୁତ କିଛି...

Most common job interview mistakes that can ruin your career
Career Tips: ସାକ୍ଷାତକାର ସମୟରେ କେବେ ବି କରନ୍ତୁ ନାହିଁ ଏହି ଭୁଲ୍, ହାତକୁ ଆସିଥିବା ଚାକିରି ଚାଲିଯିବ

କୌଣସି ଚାକିରି ସାକ୍ଷାତକାର ପାଇଁ ଯିବାବେଳେ, ଆପଣଙ୍କ ପୋଷାକ ଠାରୁ ଆରମ୍ଭ କରି ଡକ୍ୟୁମେଣ୍ଟ ପର୍ଯ୍ୟନ୍ତ ସବୁକିଛି ପ୍ରତି ଧ୍ୟାନ ଦେବା ଜରୁରୀ। ତେବେ ଏହିପରି ୧୫ଟି ଭୁଲ ଜାଣନ୍ତୁ ଯାହାକୁ କୌଣସି ବି ଚାକିରି ସାକ୍ଷାତକାରରେ କରାଯିବା ଉଚିତ ନୁହେଁ।

Aamir khan video calls vinesh phogat after paris Olympics disappointment
Viral: ଭିନେଶ ଫୋଗଟ୍‌ଙ୍କୁ ଭିଡିଓ କଲ୍ କଲେ ଆମୀର ଖାନ; ଫୋଗଟଙ୍କ ସହ କରିବେ କି 'ଦଙ୍ଗଲ ୨'

'ଦଙ୍ଗଲ' ଅଭିନେତା ଭିନେଶ ଫୋଗଟ୍‌ଙ୍କୁ ଏକ ଭିଡିଓ କଲ୍‌ କରି ତାଙ୍କୁ ଉତ୍ସାହିତ କରିଛନ୍ତି ଆମୀର ଖାଁ । ଆମୀର ଖାନ ଏବଂ ଭିନେଶ ଫୋଗଟଙ୍କ ଭିଡିଓ କଲର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମନଦୀପ ପୁନିଆ ଏହାର ଫଟୋ ଶେୟାର କରିଛନ୍ତି, ଏହା ପରେ...

ସଲମାନ ଖାନଙ୍କ ନୂଆ ଫିଲ୍ମକୁ ନେଇ ଚର୍ଚ୍ଚା; ୩୩ ହଜାର ଫୁଟ ଉପରେ ଦେବେ ଆକ୍ସନ
ସଲମାନ ଖାନଙ୍କ ନୂଆ ଫିଲ୍ମକୁ ନେଇ ଚର୍ଚ୍ଚା; ୩୩ ହଜାର ଫୁଟ ଉପରେ ଦେବେ ଆକ୍ସନ

ସଲମାନ ଖାନଙ୍କ ଫିଲ୍ମ 'ସିକନ୍ଦର'କୁ ନେଇ ଭିନ୍ନ ଭିନ୍ନ ଆଲୋଚନା ହେଉଛି। ବେଳେବେଳେ ଫିଲ୍ମକୁ ନେଇ କୁହାଯାଉଛି ଯେ ଏହା ବନ୍ଦ ହୋଇଯାଇଛି। ତେବେ ବର୍ତ୍ତମାନ ସଲମାନ ଖାନଙ୍କ ଏକ ଫଟୋ ସାମ୍ନାକୁ ଆସିଛି, ଯାହା 'ସିକନ୍ଦର'ରୁ ଆସିଥିବା ଜଣାଯାଇଛି। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ଫିଲ୍ମ...

Simple yoga asanas help to cure cold and cough
Yogasana: ବଢ଼ିଚାଲିଛି ଥଣ୍ଡା-ଜର; ଏଥିରୁ ମୁକ୍ତି ପାଇବା ପାଇଁ ଦୈନିକ କରନ୍ତୁ ଏହିସବୁ ଯୋଗ

ଏବେ ପ୍ରାୟ ଘରେ ଘରେ ଥଣ୍ଡା ଜର ଦେଖିବାକୁ ମିଳୁଛି। ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ ଯୋଗ ମାଧ୍ୟମରେ ଥଣ୍ଡା-କାଶ-ଜର ଆଦିର ସ୍ଥାୟୀ ଚିକିତ୍ସା କରାଯାଇ ପାରେ ବୋଲି। ତେବେ ଏସବୁରୁ ମୁକ୍ତି ପାଇବା ପାଇଁ ଅନେକ ଯୋଗ ଅଭ୍ୟାସ ଥିବା ବେଳେ ଆଜି ଆମେ ଆପଣଙ୍କୁ...

Some main signs of weak heart don’t avoid it
Health Tips: କେବେ ବି ଅଣଦେଖା କରନ୍ତୁ ନାହିଁ ଏହିସବୁ ସଂକେତ; ହୋଇପାରେ ହୃଦଘାତର ସମସ୍ୟା

ପୂର୍ବରୁ ବୃଦ୍ଧାବସ୍ଥାରେ ହୃଦଘାତ ରୋଗ ଦେଖାଯାଉଥିଲା, କିନ୍ତୁ ଆଜିକାଲି ଯୁବକମାନଙ୍କ ମଧ୍ୟରେ ବି ହୃଦଘାତର ଆଶଙ୍କା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ତେବେ ଏଠାରେ ପ୍ରଶ୍ନ ଉଠେ, ଦୁର୍ବଳ ହୃଦୟର ପରିଚୟ କ’ଣ? ଶରୀରରେ କେଉଁ ଲକ୍ଷଣରୁ ଏହା ଜଣାପଡିବ? ଆସନ୍ତୁ ଏ ବିଷୟରେ ଜାଣିବା।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।