Advertisment

Full Forms List: ସରକାରୀ ଚାକିରି ଖୋଜିବା ପୂର୍ବରୁ ଜାଣିନିଅନ୍ତୁ ଏସବୁର ଫୁଲ୍‌ଫର୍ମ

ଅଧିକାଂଶ ପିଲା ପ୍ରତିଯୋଗିତାମୂଳକ ପରୀକ୍ଷାର ନାମକୁ କେବଳ ସର୍ଟ ଫର୍ମ ଭାବେ ଜାଣନ୍ତି। କଥାବାର୍ତ୍ତାରେ ଆମେ ପ୍ରାୟତଃ ସର୍ଟ ଫର୍ମ ବ୍ୟବହାର କରୁ। କିନ୍ତୁ ଆପଣ ଯଦି କୋଣସି ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆପଣ ସମସ୍ତ ପରୀକ୍ଷାର ଫୁଲ ଫର୍ମ ମଧ୍ୟ ଜାଣିନେବା ଉଚିତ।

author-image
Pramod Behera
ଅଦ୍ୟତନ ହୋଇଛି
competitive exams full forms list

competitive exams full forms list

ସରକାରୀ ଚାକିରିକୁ ନେଇ ଆଜିକାଲି ଯୁବପିଢି ବହୁ ଆଗ୍ରହୀ। ଏଥିପାଇଁ ସେମାନେ ମଧ୍ୟ ବର୍ଷ ବର୍ଷ ଧରି ପରିଶ୍ରମ କରନ୍ତି। ଅନେକ ପିଲା ଏକାସାଙ୍ଗରେ ରାଜ୍ୟ ଏବଂ କେନ୍ଦ୍ରୀୟ ସ୍ତରର ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହୁଅନ୍ତି। ଏଥିରେ UPSC ସିଭିଲ ସର୍ଭିସ ପରୀକ୍ଷା, ବ୍ୟାଙ୍କ PO ପରୀକ୍ଷା, ବ୍ୟାଙ୍କ କ୍ଲର୍କ ପରୀକ୍ଷା, SSC ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ।

Advertisment

ଅଧିକାଂଶ ପିଲା ପ୍ରତିଯୋଗିତାମୂଳକ ପରୀକ୍ଷାର ନାମକୁ କେବଳ ସର୍ଟ ଫର୍ମ ଭାବେ ଜାଣନ୍ତି। କଥାବାର୍ତ୍ତାରେ ଆମେ ପ୍ରାୟତଃ ସର୍ଟ ଫର୍ମ ବ୍ୟବହାର କରୁ। କିନ୍ତୁ ଆପଣ ଯଦି କୋଣସି ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆପଣ ସମସ୍ତ ପରୀକ୍ଷାର ଫୁଲ ଫର୍ମ ମଧ୍ୟ ଜାଣିନେବା ଉଚିତ।

ଅଧିକ ପଢ଼ନ୍ତୁ: ଉଭୟ ଘର ଓ ଅଫିସ୍ ସମ୍ଭାଳିବା କଷ୍ଟ ହେଉଛି କି; ଦେଖନ୍ତୁ ଟିପ୍ସ

ଯେକୌଣସି ବିଷୟରେ ସୂଚନା ସଂଗ୍ରହ କରିବାକୁ ହେଲେ ଗୁଗୁଲ ହେଉଛି ଆମର ଏକମାତ୍ର ବିକଳ୍ପ। କିନ୍ତୁ ଏପରି କିଛି ଜିନିଷ ମଧ୍ୟ ଅଛି, ଯାହା ବିଷୟରେ ଆମେ କିଛି ଜାଣିବା ପାଇଁ ଗୁଗୁଲ ଉପରେ ନିର୍ଭର କରିବା ଉଚିତ ନୁହେଁ। ଲୋକପ୍ରିୟ ପ୍ରତିଯୋଗିତାମୂଳକ ପରୀକ୍ଷାର ଫୁଲ୍ ଫର୍ମଗୁଡିକୁ ସମସ୍ତେ ଜାଣିବା ଆବଶ୍ୟକ।

Advertisment

UPSC - ସଙ୍ଘ ଜନସେବା ଆୟୋଗ

IAS - ଭାରତୀୟ ପ୍ରଶାସନିକ ସେବା

IPS - ଭାରତୀୟ ପୋଲିସ୍ ସେବା

PSC - ରାଜ୍ୟ ଜନସେବା ଆୟୋଗ

PCS - ରାଜ୍ୟ ନାଗରିକ ସେବା

SSC - କର୍ମଚାରୀ ଚୟନ ଆୟୋଗ

UPMSP - ଉତ୍ତରପ୍ରଦେଶ ମାଧ୍ୟମିକ ଶିକ୍ଷା ପରିଷଦ

MTS - ମଲ୍ଟି ଟାସ୍କିଂ ଷ୍ଟାପ୍

CHSL – ସଂଯୁକ୍ତ ଉଚ୍ଚ ମାଧ୍ୟମିକ ସ୍ତର

CGL - ମିଳିତ ସ୍ନାତକ ସ୍ତରୀୟ

IBPS - ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ / ପର୍ସନାଲ ସିଲେକସନ

IBPS RRB - ବ୍ୟାଙ୍କିଙ୍ଗ୍ କାର୍ମିକ ଚୟନ ସଂସ୍ଥା କ୍ଷେତ୍ରୀ ଗ୍ରାମୀଣ ବ୍ୟାଙ୍କ

PO - ପ୍ରୋବେସନାରୀ ଅଫିସର

ଅଧିକ ପଢ଼ନ୍ତୁ: ଦଶମ ପରେ ଇଞ୍ଜିନିୟର ହେବାକୁ ଚାହୁଁଛନ୍ତି କି? ଦେଖନ୍ତୁ କେତେକ ଟିପ୍ସ

NDA - ଜାତୀୟ ପ୍ରତିରକ୍ଷା ଏକାଡେମୀ

CMS - ସଂଯୁକ୍ତ ଚିକିତ୍ସା ସେବା

CDS - ସଂଯୁକ୍ତ ପ୍ରତିରକ୍ଷା ସେବା

UGC - ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ

AFCAT - ବାୟୁସେନା ସାଧାରଣ ପ୍ରବେଶ ପରୀକ୍ଷା

CTET - କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା

IIT - ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି

NTA - ଜାତୀୟ ପରୀକ୍ଷା ଏଜେନ୍ସି

ITI - ଶିଳ୍ପ ତାଲିମ ପ୍ରତିଷ୍ଠାନ

UPHESC - ଉତ୍ତରପ୍ରଦେଶ ଶିକ୍ଷା ସେବା ଚୟନ ଆୟୋଗ

JSSC - ଝାଡଖଣ୍ଡ କର୍ମଚାରୀ ଚୟନ ଆୟୋଗ

RSMSSB - ରାଜସ୍ଥାନ କର୍ମଚାରୀ ଚୟନ ବୋର୍ଡ

BCECEB - ବିହାର ସଂଯୁକ୍ତ ପ୍ରବେଶ ପ୍ରତିଯୋଗୀତା ପରୀକ୍ଷା ବୋର୍ଡ

UPMSP - ଉତ୍ତରପ୍ରଦେଶ ମାଧ୍ୟମିକ ଶିକ୍ଷା ବୋର୍ଡ

CBSE - କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ

BSEB - ବିହାର ବିଦ୍ୟାଳୟ ପରୀକ୍ଷା ବୋର୍ଡ

HBSE - ହରିୟାଣା ବିଦ୍ୟାଳୟ ଶିକ୍ଷା ବୋର୍ଡ

MPBSE - ମଧ୍ୟପ୍ରଦେଶ ମାଧ୍ୟମିକ ଶିକ୍ଷା ବୋର୍ଡ

RBSE - ମାଧ୍ୟମିକ ଶିକ୍ଷା ବୋର୍ଡ ରାଜସ୍ଥାନ

Career Tips
Advertisment
Advertisment