ବିବାହ ପରେ ସୋନାକ୍ଷୀ ସିହ୍ନାଙ୍କ ପ୍ରେଗ୍ନେନ୍ସୀକୁ ନେଇ କଳ୍ପନାଜଳ୍ପନା ଚାଲିଛି। ତାଙ୍କର ସାମ୍ପ୍ରତିକ ଫଟୋ ଦେଖି ଲୋକେ ପ୍ରାୟତଃ ଅଭିନେତ୍ରୀଙ୍କୁ ପଚାରନ୍ତି ଯେ ସେ ଭଲ ଖବର ଦେବାକୁ ଯାଉଛନ୍ତି କି? ସୋନାକ୍ଷୀ ଏଭଳି ଗୁଜବ ଉପରେ ତାଙ୍କର ନୀରବତା ଭାଙ୍ଗିଛନ୍ତି।
ମହିଳାମାନଙ୍କ ମଧ୍ୟରେ ମୋଟା ଜଙ୍ଘର ସମସ୍ୟା ଏକ ସାଧାରଣ କଥା। ଏହି କାରଣରୁ, କେବଳ ଉଠିବା ଏବଂ ବସିବାରେ ଅସୁବିଧା ହୁଏ ନାହିଁ, ଫ୍ୟାଶନେବଲ୍ ପୋଷାକ ପିନ୍ଧିବାରେ ମଧ୍ୟ ଦ୍ୱିଧା ଅନୁଭବ ହୁଏ।
ବ୍ୟଞ୍ଜନ ଦ୍ୱାଦଶୀ ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଶ୍ରାଦ୍ଧାଳୁମାନଙ୍କର ଏକ ପ୍ରମୁଖ ପର୍ବ। ଏହି ଦିନ ମା' ଯଶୋଦା ଶ୍ରୀକୃଷ୍ଣଙ୍କୁ ବହୁବିଧ ବ୍ୟଞ୍ଜନ ପ୍ରସ୍ତୁତ କରି ଖୁଆଇଥିବାର କିମ୍ବଦନ୍ତୀ ରହିଛି। କୃଷ୍ଣ ଲୀଳାର ଏହି ପର୍ଯ୍ୟାୟକୁ ଗୌଡ଼ୀୟ ବୈଷ୍ଣବମାନେ ନିଷ୍ଠାର ସହିତ ପାଳନ କରିଥାନ୍ତି।
ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ନକଲୀ କ୍ଷୀର ତିଆରିର ଉପାୟ। ମାତ୍ର ପାଞ୍ଚ ମିଲିଲିଟର ରାସାୟନିକ ପଦାର୍ଥକୁ ବ୍ୟବହାର କରି ଦୁଇ ଲିଟର କ୍ଷୀର ତିଆରି ହୋଇପାରୁଛି। ଅବିକଳ କ୍ଷୀର ପରି ଦେଖାଯାଉଛି ଆଉ ସ୍ୱାଦ ବି ଠିକ୍ ଲାଗୁଛି।
ଶୋ’ମ୍ୟାନ୍ ରାଜ କପୁରଙ୍କ ୧୦୦ ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ ହେବାକୁ ଥିବା ଚଳଚ୍ଚିତ୍ର ମହୋତ୍ସବ ପାଇଁ କପୁର ପରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଏହାର ଅନେକ ଫଟୋ ମଧ୍ୟ କ୍ଲିକ୍ କରିଛନ୍ତି। ସୋସିଆଲ ମିଡିଆରେ ଏହି ଫଟୋଗୁଡିକ ଭାଇରାଲ ହେଉଛି। ଆସନ୍ତୁ ନଜର ପକାଇବା
ଆଜିକାଲି ଜଣେ ବଡିଉଡ୍ ବାହାର କଳାକାର କ୍ରମାଗତ ଭାବରେ ବକ୍ସ ଅଫିସରେ ସଫଳତାର ସିଡ଼ି ଚଢୁଛନ୍ତି, କିନ୍ତୁ ଏହା ସତ୍ତ୍ୱେ ସେ ଇଣ୍ଡଷ୍ଟ୍ରିରେ ଲୋକଙ୍କ ସମର୍ଥନ ପାଇ ନାହାଁନ୍ତି। ସେ କିଏ ଆସନ୍ତୁ ଜାଣିବା...
ମାର୍ଗଶିର ମାସର ଶୁକ୍ଳ ପକ୍ଷର ଏକାଦଶୀ ତିଥି ମୋକ୍ଷଦା ଏକାଦଶୀ ଭାବରେ ଜଣାଶୁଣା। ଏଥର ଏହି ଏକାଦଶୀ ୧୧ ଡିସେମ୍ବରରେ ପଡୁଛି। ଏହି ଦିନ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଗୀତା ଉପଦେଶ ଦେଇଥିଲେ। ସେହିଦିନ ଆଜି ଥିବାରୁ ପ୍ରତ୍ୟେକ ହିନ୍ଦୁ ‘ଗୀତା ଜୟନ୍ତୀ’ ପାଳନ କରନ୍ତି।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଗାଧୋଇବା ସମୟରେ ସିଧାସଳଖ ମୁଣ୍ଡରେ ପାଣି ଢାଳିବା ଠିକ୍ ନୁହେଁ। ଏହା ଦ୍ୱାରା ହାର୍ଟଆଟାକ୍ ଓ ବ୍ରେନ୍ଷ୍ଟ୍ରୋକ୍ ଆଶଙ୍କା ବଢିଥାଏ। ତେବେ ସ୍ନାନ କରିବାର ଠିକ୍ ଉପାୟ କ’ଣ ଆସନ୍ତୁ ଜାଣିବା।
ଯଦି ଆପଣ ପ୍ରେମରେ ପଡିଛନ୍ତି ଆଉ ବିବାହ କରିବାକୁ ଚାହୁଁଛନ୍ତି ତେବେ ବିଳମ୍ବ କରିବା ଉଚିତ୍ ନୁହେଁ, କାରଣ ସବୁକିଛି ପାଇଁ ଏକ ଉପଯୁକ୍ତ ସମୟ ଥାଏ। ବେଳେବେଳେ କିଛି ଲୋକ ଏହାକୁ ଖୋଲାଖୋଲି ଭାବରେ କହିବାକୁ ଅସମର୍ଥ ହୋଇଥାନ୍ତି। କିନ୍ତୁ ଆପଣ ନିଜ ଲଭ୍ ପାର୍ଟନର୍ଙ୍କ କିଛି...
‘ବାଗୀ ୪’ର ପୋଷ୍ଟର୍ ରିଲିଜ୍ ପରେ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛି। ନିର୍ମାତା ଫିଲ୍ମର ଖଳନାୟକଙ୍କ ଖୁଲାସା କରିଛନ୍ତି ଏବଂ ଏହା ସଞ୍ଜୟ ଦତ୍ତଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି ବୋଲି କୁହାଯାଉଛି। ଜାଣନ୍ତୁ କିଏ ହେବେ ଏହାର ନାୟିକା…
କରଣୀ ସେନା ‘ପୁଷ୍ପା ୨’କୁ ନେଇ ଅସନ୍ତୋଷ ଦେଖାଇଛି। ଫିଲ୍ମରେ ଏମିତି କିଛି ରହିଛି ଯାହା ସେମାନଙ୍କ ସମାଜକୁ ଅସମ୍ମାନ କରୁଥିବା କହି ନିର୍ମାତାଙ୍କୁ ମଧ୍ୟ ଧମକ ଦେଇଛି।
୧୦ ଡିସେମ୍ବରରେ ମାନବାଧିକାର ଦିବସ ପାଳନ ହୋଇଥାଏ। ପ୍ରତିବର୍ଷ ଏହି ଦିବସ ଏକ ନିର୍ଦ୍ଦିଷ୍ଟ ଥିମ୍କୁ ନେଇ ପାଳିତ ହୁଏ। ଚଳିତ ବର୍ଷର ଥିମ ହେଉଛି “ଆମ ଅଧିକାର, ଆମ ଭବିଷ୍ୟତ”।
ବିବାହ ଋତୁ ଚାଲିଛି। ଫଳରେ ଚାରିଆଡେ ଫଙ୍କ୍ସନ୍ ଚାଲିଛି। ଏଭଳି ପରିସ୍ଥିତିରେ ମହିଳାମାନେ ପ୍ରତ୍ୟେକ ଫଙ୍କ୍ସନ୍ରେ କିପରି ଭିନ୍ନ ଦେଖାଯିବେ ସେ ବିଷୟରେ ଟିକେ ଦ୍ୱନ୍ଦ୍ୱରେ ରୁହନ୍ତି। ଅନେକ ଥର ମହିଳାମାନେ ଏକ ପାର୍ଟୀକୁ ଯିବା ପାଇଁ କ’ଣ ପିନ୍ଧିବେ ଶେଷ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ପାରନ୍ତି ନାହିଁ।...
ଶୀତ ଋତୁରେ କଦଳୀ ଖାଇବାକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଦେଖାଯାଏ। କିଛି ଲୋକ କୁହନ୍ତି ଯେ ଶୀତ ଋତୁରେ କଦଳୀ ଖାଇବା ଠିକ୍ ତ ଆଉ କିଛି ଲୋକ ମତ ଦିଅନ୍ତି ଯେ ଶୀତ ଋତୁରେ କଦଳୀ ଖାଇବା ଉଚିତ୍ ନୁହେଁ। ଯଦି ଆପଣ ମଧ୍ୟ ଏଭଳି...
'ଫତେହ'ର ଟିଜରରେ ସୋନୁ ସୁଦଙ୍କ ଚରିତ୍ରର ଝଲକ ଦେଥିବାକୁ ମିଳେ, ଯାହା ଜନ୍ ୱିକ୍ ଫ୍ରାଞ୍ଚାଇଜ୍ ସହିତ ସମାନ, ଯେଉଁଥିରେ ମୃତକଙ୍କ ସଂଖ୍ୟା ବଢୁଛି। ଟିଜରର ମୁଖ୍ୟ ଆକର୍ଷଣ ହେଉଛି ଦମଦାର ଆକ୍ସନ୍।
ବିଭିନ୍ନ କାରଣରୁ ବେଳେବେଳେ ଟିଭି ସ୍କ୍ରିନ୍ ଅଟକି ଯାଏ। ଏସବୁର ସମାଧାନ ମଧ୍ୟ ଅଲଗା ଅଲଗା ହୋଇଥାଏ। କିନ୍ତୁ ଏମିତି କିଛି ସମସ୍ୟା ଆସିଥାଏ ଯାହା ଖୁବ୍ ସାଧାରଣ ଏବଂ ସେସବୁର ସମାଧାନ ମଧ୍ୟ ସରଳ। ଏଠାରେ ଦିଆଯାଇଥିବା କିଛି ସରଳ ଏବଂ ପ୍ରଭାବଶାଳୀ ସମାଧାନ ଆପଣଙ୍କୁ ସାହାଯ୍ୟ...
ଦିନକୁ ଦିନ ବୃଦ୍ଧି ପାଉଥିବା ଦୁର୍ନୀତି ସାରା ବିଶ୍ୱ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ଏହାକୁ ରୋକିବା ପାଇଁ ଅନେକ ପଦକ୍ଷେପ ମଧ୍ୟ ନିଆଯାଉଛି। ତେବେ ଆସନ୍ତୁ ଏହାକୁ ରୋକିବା ନେଇ କେତେକେ ପଦକ୍ଷେପ ବିଷୟରେ ଜାଣିନେବା।
କୁକୁର-କୁକୁଡା ଭିତରେ ହେଲା ଘମାଘୋଟ ଲଢେଇ। ଏଥିରେ କିଏ ଜିତିବ ତାହା ଏକ ବଡ଼ ପ୍ରଶ୍ନ। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଖୁବ ଉତ୍ସାହିତ ହୋଇପଡିବେଣି। କିନ୍ତୁ ଏହି ଭିଡିଓକୁ ସମ୍ପୂର୍ଣ୍ଣ ଦେଖିବା ପରେ ହିଁ ଆପଣ ଏହି ପ୍ରଶ୍ନର ଉତ୍ତର ପାଇଯିବେ।
ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ତାଙ୍କ ଅଭିନୟ ଅପେକ୍ଷା ତାଙ୍କ ଚେହେରା ପାଇଁ ଅଧିକ ଚର୍ଚ୍ଚାରେ ରୁହନ୍ତି। ବର୍ତ୍ତମାନ ଦିଶା ତାଙ୍କର ଏକ ଲାଟେଷ୍ଟ ଲୁକ୍ ପୋଷ୍ଟ୍ କରିଛନ୍ତି, ଯାହା ବ୍ଲାକ୍ପିଙ୍କ୍ ଷ୍ଟାର୍ ଲିସାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିବା ଦେଖାଯାଏ। ଉଭୟଙ୍କ ସମାନ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ...
ପୁଷ୍ପା ୨’ର ରୋଜଗାର ଝଡ ବନ୍ଦ ହୋଇନି। କେବଳ ତିନି ଦିନରେ ଫିଲ୍ମ ୫୦୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିଛି। ଯାହା ଏକ ରେକର୍ଡ ଭାଙ୍ଗିବା ଠାରୁ କମ୍ ନୁହେଁ।