• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

OPSC PGT Recruitment 2024 Apply For 1375 Post
OPSC Recruitment 2024: ଓଡ଼ିଶାରେ ପୂରଣ ହେବ ୧୩୭୫ ପଦବୀ; ଦରମା ୧.୭୭ ଲକ୍ଷ

ଓଡ଼ିଶା ଜନସେବା ଆୟୋଗ(OPSC) PGT ବା ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ମୋଟ୍ ୧୩୭୫ ଖାଲି ପଦବୀ ପୂରଣ ହେବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି।

singer chinmayi sripaada takes dig again on kamal haasan
‘ମି ଠୁ’କୁ ନେଇ ଗାୟିକା ବଖାଣିଲେ ଯନ୍ତ୍ରଣା, କମଲ୍ ହାସନ୍‌ଙ୍କୁ କଲେ ଟାର୍ଗେଟ୍

ଗାୟିକା ଚିନ୍ମୟୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ଶେୟାର କରି କମଲ୍ ହାସନ୍‌କୁ ଟାର୍ଗେଟ୍ କରିଛନ୍ତି। ଏଥିରେ ସେ ‘ମି ଠୁ’ କଥା ଉଠେଇଛନ୍ତି। କମଲ୍ ହାସନ୍‌କୁ ଏମିତି କହିଛନ୍ତି ଚିନ୍ମୟୀ।

Bollywood celebrates welcomed New Year 2024 in this style
New Year 2024: ନୂଆବର୍ଷକୁ ନିଜ ନିଜ ଢଙ୍ଗରେ ସ୍ୱାଗତ କଲେ ଏହି ସେଲିବ୍ରେଟିଜ୍

ନୂଆବର୍ଷ ୨୦୨୪ ଆରମ୍ଭ ହୋଇଯାଇଛି। ନୂଆ ବର୍ଷ ସହିତ ବି ଟାଉନ୍ ସେଲିବ୍ରେଟିମାନଙ୍କର ନୂଆ ପାର୍ଟିର ଫଟୋ ମଧ୍ୟ ସାମ୍ନାକୁ ଆସିଛି। କେହି କେହି ସେମାନଙ୍କ ପରିବାର ସହିତ ସମୟ ବିତାଇଥିବାବେଳେ ଆଉ କେହି ସେମାନଙ୍କ ପାର୍ଟନର୍‌ମାନଙ୍କ ସହିତ ନୂଆବର୍ଷକୁ ସ୍ୱାଗତ କରିଛନ୍ତି। ସେ କରୀନା କପୁର ଖାନ...

After arbaaz khan marriage malaika arora ready for wedding with any perosn
ଯିଏ କହିବ ତାକୁ ବାହାହେବି; ଅରବାଜ୍ ଖାନଙ୍କ ଦ୍ୱିତୀୟ ବିବାହ ପରେ ଏମିତି କହିଲେ ମଲାଇକା

ମଲାଇକା ଅରୋରାଙ୍କ ପୂର୍ବତନ ସ୍ୱାମୀ ଅରବାଜ୍ ଖାନଙ୍କ ନିକଟରେ ଦ୍ୱିତୀୟ ବିବାହ ହୋଇଯାଇଛି। ଏହା ପରେ ମଲାଇକା ମଧ୍ୟ ବିବାହର ପ୍ରସ୍ତୁତି କରୁଥିବା ଖବର ସାମ୍ନାକୁ ଆସିଛି। ତେବେ ସେ କାହାକୁ ବିବାହ କରିବେ, ତାକୁ ନେଇ ଏମିତି ପ୍ରତିକ୍ରିୟା ଦେଇଛନ୍ତି।

viral photoshoot of Karnataka teacher and student in romantic pose
Viral: ଛାତ୍ରଙ୍କୁ ନେଇ ଯାଇଥିଲେ ଷ୍ଟଡି ଟୁର୍; ଜଙ୍ଗଲ ମଝିରେ ଚାଲିଲା ରୋମାଣ୍ଟିକ୍ ଫଟୋସୁଟ୍ !

ଜଣେ ଶିକ୍ଷୟିତ୍ରୀ ଏବଂ ତାଙ୍କର ଜଣେ ଛାତ୍ରଙ୍କ ରୋମାଣ୍ଟିକ୍ ଫଟୋସୁଟ୍‌ର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହା ଏବେ ସୋସିଆଲ୍ ମିଡିଆରେ ଆଲୋଡ଼ନ ସୃଷ୍ଟି କରୁଛି। ଶିକ୍ଷୟିତ୍ରୀ ଏବଂ ଛାତ୍ରଙ୍କ ଏହି ଫଟୋସୁଟକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।

7 south superstars and 12 ollywood stars will participate in ayodhya pran pratishtha
ଶ୍ରୀରାମଙ୍କ 'ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ'କୁ ୧୯ ସେଲିବ୍ରେଟିଙ୍କୁ ନିମନ୍ତ୍ରଣ; ଡକାଯାଇନି ଲକ୍ଷ୍ମଣଙ୍କୁ

୨୨ ଜାନୁଆରୀରେ ଶ୍ରୀରାମ ଜନ୍ମଭୂମି ମନ୍ଦିରର ଭବ୍ୟ 'ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ' ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି ଭବ୍ୟ କାର୍ଯ୍ୟକ୍ରମ'କୁ ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ୧୯ ଜଣ ବଡ ବଡ କଳାକାରଙ୍କୁ ନିମନ୍ତ୍ରଣ କରାଯାଇଛି। ହେଲେ ବାଦ ପଡିଛନ୍ତି ରାମାୟଣର ଲକ୍ଷ୍ମଣ। ଏନେଇ ସେ ପ୍ରକାଶ କରିଛନ୍ତି...

Rajesh Khanna Birthday
Rajesh Khanna's Birthday: ରାଜେଶ ଖାନ୍ନାଙ୍କ ପାଇଁ ପାଗଳ ହୋଇଯାଉଥିଲେ ଯୁବତୀ; ଲେଖୁଥିଲେ ରକ୍ତରେ ପ୍ରେମ ଚିଠି

ଅନେକ ଝିଅ ରାଜେଶ ଖାନ୍ନାଙ୍କ ଏମିତି ପ୍ରଶଂସକ ଥିଲେ ସେ ସେମାନେ ରକ୍ତରେ ଚିଠି ଲେଖି ନିଜ ପ୍ରେମକୁ ପ୍ରକାଶ କରୁଥିଲେ। କେବଳ ଏତିକି ନୁହେଁ, ଝିଅମାନେ ତାଙ୍କର ଫଟୋକୁ ବିବାହ କରୁଥିରେ ଆଉ ରକ୍ତରେ ରାଜେଶ ଖାନ୍ନାଙ୍କ ନାମରେ ସିନ୍ଦୁର ମଧ୍ୟ ପିନ୍ଧୁଥିଲେ।

Someone ask anand Mahindra to give ₹ 1 Lakh To Buy Mahindra Shares
Viral: ମହିନ୍ଦ୍ରା ଶେୟାର କିଣିବାକୁ ଖୋଦ୍ ଆନନ୍ଦ ମହିନ୍ଦ୍ରାଙ୍କୁ ଏକ ଲକ୍ଷ ଟଙ୍କା ଧାର ମାଗିଲେ ଏହି ବ୍ୟକ୍ତି

ସୋସିଆଲ୍ ମିଡିଆ X ରେ ଜଣେ ବ୍ୟକ୍ତି ଆନନ୍ଦ ମହିନ୍ଦ୍ରାଙ୍କଠାରୁ ଟଙ୍କା ମାଗିଛନ୍ତି। ସେହି ବ୍ୟକ୍ତି ଜଣଙ୍କ ଆନନ୍ଦ ମହିନ୍ଦ୍ରାଙ୍କୁ ଏକ ଟୁଇଟ୍ ପୋଷ୍ଟ କରି ଏକ ଲକ୍ଷ ଟଙ୍କା ମାଗିଛନ୍ତି। କିନ୍ତୁ ଯେଉଁ କାମ ପାଇଁ ବ୍ୟକ୍ତି ଜଣଙ୍କ ଏହି ଟଙ୍କା ମାଗିଛନ୍ତି ତାହା ଜାଣିବା ପରେ...

Income Tax Recruitment 2024 Notifiation
Income Tax Recruitment: ଇନ୍‌କମ୍ ଟ୍ୟାକ୍ସ ବିଭାଗରେ ଚାକିରି; ଦଶମ ପିଲା ବି ନେବେ ସୁଯୋଗ

ଇନ୍‌କମ୍ ଟ୍ୟାକ୍ସ ବିଭାଗରେ ବାହାରିଛି ଚାକିରି। ମୁମ୍ବାଇର ଇନ୍‌କମ୍ ଟାକ୍ସ ବିଭାଗରେ ମଲ୍ଟି ଟାସ୍କିଂ ଷ୍ଟାଫ୍, ଟ୍ୟାକ୍ସ ଆସିଷ୍ଟାଣ୍ଟ, ଷ୍ଟେନୋଗ୍ରାଫର ଗ୍ରେଡ ୨, କ୍ୟାଣ୍ଟିନ ଆଟେଣ୍ଡାଣ୍ଟ୍‌ ଏବଂ ଇନ୍‌କମ୍‌ ଟ୍ୟାକ୍ସ ଇନ୍ସପେକ୍ଟର ପଦବୀ ଖାଲି ଅଛି। ତେବେ ବିଭାଗରେ ଏହି ନିଯୁକ୍ତି କ୍ରୀଡା କୋଟା ଅନୁଯାୟୀ କରାଯିବ।

Salaar action promo hindi release
Salaar: ‘ସାଲାର’ର ଏହି ଆକ୍ସନ୍ ସିନ୍ ଦେଖିଲେ ଛାତି ଥରି ଉଠିବ

ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ହୋମ୍ବଲେ ଫିଲ୍ମସର ‘ସାଲାର ପାର୍ଟ ୱାନ୍ : ସିଜ୍‌ଫାୟାର’ ପ୍ରକୃତରେ ପ୍ରଶଂସକ ଏବଂ ଦର୍ଶକଙ୍କ ପାଇଁ ଏକ ଉପହାର ପରି ଆସିଛି। ଏହି ଫିଲ୍ମ ଲୋକଙ୍କୁ ନିଜ ସିଟ୍‌ରେ ବାନ୍ଧି ରଖୁଛି ଏବଂ ଫିଲ୍ମ ନିର୍ମାତା ସଫଳତାର ସହ ଦର୍ଶକଙ୍କୁ...

after animal success bobby deol became the villain in a 300 crore film
‘ଆନିମଲ୍' ପରେ ବବିଙ୍କ ହାତରେ ଲାଗିଲା ବଡ ପ୍ରୋଜେକ୍ଟ; ଆସିବେ ସାଙ୍ଘାତିକ ରୂପରେ

ବବି ବର୍ଷ ବର୍ଷ ଧରି ହିରୋ ହୋଇ ଯେଉଁ ଖ୍ୟାତି ଅର୍ଜନ କରି ନ ଥିଲେ, ସେ ବର୍ତ୍ତମାନ ମଧ୍ୟ ଜଣେ ଭିଲେନ୍ ହୋଇ ଏହାକୁ ହାସଲ କରିପାରିଛନ୍ତି। ତାଙ୍କ ଭାଗ୍ୟ ଖୋଲିଯାଇଛି। ତାଙ୍କ ହାତରେ ଏବେ ବଡ଼ ବଡ଼ ପ୍ରୋଜେକ୍ଟ।

known facts about dabangg actor life movies and career
Salman Khan Birthday: ଅଭିନୟ କରିବା ପୂର୍ବରୁ କ’ଣ କରୁଥିଲେ ଦବଙ୍ଗ ଷ୍ଟାର୍ ସଲମାନ

ସଲମାନ ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଶିଳ୍ପ ସହିତ ଲୋକଙ୍କ ହୃଦୟରେ ରାଜ୍ କରିଆସୁଛନ୍ତି। ଯେତେବେଳେ ବି ସଲମାନଙ୍କ ଫିଲ୍ମ କିମ୍ବା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କୌଣସି ଆଲୋଚନା ହୁଏ, ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଯାଆନ୍ତି। ତେବେ ଆସନ୍ତୁ ଆଜି ତାଙ୍କ ଜନ୍ମଦିନରେ ତାଙ୍କ ସହିତ...

Driver turned the car while talking on the phone three year old child was crushed to death
ଫୋନ୍‌ରେ କଥା ହୋଇ ବୁଲାଉଥିଲେ କାର୍; ଶିଶୁର ମୁଣ୍ଡରେ ଚଢ଼ିଗଲା ଚକା

ଫୋନରେ କଥା ହେଉଥିବା ବେଳେ ଜଣେ କାର୍‌ ଡ୍ରାଇଭର ତିନି ବର୍ଷର ଏକ ଶିଶୁକୁ ଧକ୍କା ଦେଇଥିଲା, ଯେଉଁ କାରଣରୁ ସେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲା। ଡ୍ରାଇଭର ପଳାଇବାକୁ ଚେଷ୍ଟା କଲାବେଳେ ଲୋକମାନେ ତାଙ୍କୁ ଧରି ପିଟିଥିଲେ ଏବଂ ପୋଲିସକୁ ହସ୍ତାନ୍ତର କରିଥିଲେ।

OPHWC Junior Assistant Recruitment
OPHWC ରେ ଜୁନିଅର ଆସିଷ୍ଟାଣ୍ଟ ପୋଷ୍ଟ୍ ଖାଲି; ଦରମା ୬୩ ହଜାର

OPHWC ବାହାର କରିଛି ଏକ ନିଯୁକ୍ତି ବିଜ୍ଞପ୍ତି। ଜୁନିଅର ଆସିଷ୍ଟାଣ୍ଟ ପୋଷ୍ଟଗୁଡିକରେ ଥିବା ଖାଲି ପଦବୀ ପୂରଣ ପାଇଁ ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍‌ଲାଇନ୍ ମୋଡ୍‌ରେ ଆବେଦନ ଚାଲିଛି।

krk arrested before taking off to dubai for new year
KRK ଗିରଫ; ସଲମାନ ଖାନଙ୍କୁ ନେଇ ଦେଲେ ସାଂଘାତିକ ମତ

ବିବାଦୀୟ ବଲିଉଡ ଏବଂ ଭୋଜପୁରୀ ଅଭିନେତା-ନିର୍ମାତା କମଲ ରସିଦ ଖାନ(KRK) ସୋମବାର ଦୁବାଇ ଅଭିମୁଖେ ଯାତ୍ରା କରୁଥିବା ବେଳେ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରୁ ତାଙ୍କୁ ଗିରଫ କରାଯାଇଛି।

saveera parkash a first hindu woman files nomination for Pakistan general polls
କିଏ ଏହି ହିନ୍ଦୁ ମହିଳା, ଯିଏ ପ୍ରଥମ ଥର ପାଇଁ ପାକିସ୍ତାନରେ ନିର୍ବାଚନ ଲଢ଼ିବେ

ପାକିସ୍ତାନରେ ୮ ଫେବୃଆରୀ ୨୦୨୪ରେ ସାଧାରଣ ନିର୍ବାଚନ ହେବ। ୧୬ ଫେବୃଆରୀରେ ୧୬ତମ ଜାତୀୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ନାମାଙ୍କନ ପ୍ରକ୍ରିୟା ଚାଲିଛି। ପାକିସ୍ତାନରେ ପ୍ରଥମ ଥର ପାଇଁ ଜଣେ ହିନ୍ଦୁ ମହିଳା ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି।

year ender 2023 this year was named after these children
Year Ender 2023: ଦେଶକୁ ଗୌରବାନ୍ୱିତ କରିଥିବା ୨୦୨୩ର ନୂଆ ପିଢି

ଚଳିତ ବର୍ଷ ଏମିତି କିଛି ପ୍ରତିଭାବାନ ନୂଆ ପିଢି ଆସିଛନ୍ତି ଯେଉଁମାନଙ୍କୁ କେହି ଭୁଲିପାରିବେ ନାହିଁ। ଏହି ପ୍ରତିଭାମାନେ ଦେଶ ତଥା ବିଦେଶରୁ ଭାରତ ପାଇଁ ଗୌରବ ଆଣି ଅନେକ ଚର୍ଚ୍ଚା ସାଉଁଟିଛନ୍ତି। ଏହି ପିଲାମାନଙ୍କର ପ୍ରତିଭା ସାମ୍ନାରେ ସେମାନଙ୍କର ବୟସ ଛୋଟ ପଡିଯାଇଛି ଏବଂ ଆଜି ସେମାନେ...

special oil made from curry leaves will make hair black long and thick
Health Tips: ଭୃସଙ୍ଗ ପତ୍ର ବ୍ୟବହାର କରି ତିଆରି କରନ୍ତୁ ସ୍ୱତନ୍ତ୍ର ତେଲ; ଚୁଟି ହେବ କଳା-ମୋଟା

ଭୃସଙ୍ଗ ପତ୍ରକୁ ତରକାରୀରେ ବ୍ୟବହାର କରିବ ସମସ୍ତେ ଜାଣନ୍ତି। କିନ୍ତୁ, ଆପଣ ଜାଣନ୍ତି କି ଏହି ପତ୍ରର ସ୍ୱାଦ ସହିତ ଏହାର ଔଷଧୀୟ ଗୁଣ ମଧ୍ୟ ଅଛି? ଏହି ପତ୍ରକୁ ନଡିଆ ତେଲ ସହିତ ମିଶ୍ରଣ କରି ଏକ ସ୍ୱତନ୍ତ୍ର ତେଲ ପ୍ରସ୍ତୁତ କରାଯାଏ, ଯାହା ଚୁଟିରେ ଲଗାଇବା...

esus lovers get emotional on Christmas Day
ଖ୍ରୀଷ୍ଟମାସ ଡେ’ରେ ଭାବପ୍ରବଣ ହେଲେ ଯୀଶୁପ୍ରେମୀ; ଦେଖନ୍ତୁ ଫଟୋ

ଆଜି ଖ୍ରୀଷ୍ଟମାସ ଡେ’ ବା ବଡଦିନ। ଏହା ଖ୍ରୀଷ୍ଟ ଧର୍ମାଲମ୍ବୀମାନଙ୍କ ପାଇଁ ବଡ ପର୍ବ। ସାରା ବିଶ୍ୱରେ ଏହାକୁ ଖୁବ ଧୂମଧାମରେ ପାଳନ କରାଯାଏ। ଏହି ଅବସରରେ ଆସନ୍ତୁ ନଜର ପକେଇନେବା ଓଡ଼ିଶାର କିଛି ଚିତ୍ର ଉପରେ

Know 4 rbi decisions in 2023 that changed your life
Year Ender 2023: ୨୦୨୩ରେ RBI ର ଏହି ୪ ନିଷ୍ପତ୍ତି ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରର ଦିଗ ବଦଳାଇ ଦେଇଛି

୨୦୨୩ ବର୍ଷ ବର୍ତ୍ତମାନ ଶେଷ ହେବାକୁ ଯାଉଛି। ଯଦି ଦେଖାଯାଏ ତେବେ ନିବେଶକମାନଙ୍କ ପାଇଁ ଏହି ବର୍ଷ ବହୁତ ଭଲ ଥିଲା। ଏହି ବର୍ଷ ଅନେକ ଲାଭଜନକ IPO ଆସିଛି। ମୁଦ୍ରାସ୍ଫୀତି ପ୍ରସଙ୍ଗ ସ୍ଥିର ଥିଲା ଏବଂ ଜିଡିପି ଆକଳନ ମଧ୍ୟ ବହୁତ ଭଲ ଥିଲା। ଏହି ବର୍ଷ...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।