Advertisment

HPCL Job Vacancy: HPCLରେ ପୂରଣ ହେବ ଇଞ୍ଜିନିୟର୍ ଓ ଅଫିସର ପଦବୀ; ଦରମା ୨ ଲକ୍ଷ ୪୦ ହଜାର

HPCL ରେ ଚାକିରି ପାଇବା ପାଇଁ ଏକ ଭଲ ସୁଯୋଗ ରହିଛି। ଏନେଇ HPCL ବିଜ୍ଞାପନ ମଧ୍ୟ ଜାରି କରିଛି। ଯଦି ଆପଣଙ୍କର ଏହି ପୋଷ୍ଟଗୁଡିକ ସହିତ ଜଡିତ ଯୋଗ୍ୟତା ଅଛି, ତେବେ ଏଠାରେ ଚାକିରି କରିବାର ଏକ ଭଲ ସୁଯୋଗ ଅଛି।

author-image
Pramod Behera
ଅଦ୍ୟତନ ହୋଇଛି
HPCL Job Vacancy Apply for 247 posts

HPCL Job Vacancy Apply for 247 posts

ସରକାରୀ ଚାକିରି ଖୋଜୁଥିବା ଯୁବବର୍ଗଙ୍କ ପାଇଁ ଏହି ଖବର। ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (HPCL) ରେ ଚାକିରି ପାଇବା ପାଇଁ ଏକ ଭଲ ସୁଯୋଗ ରହିଛି। ଏନେଇ HPCL ବିଜ୍ଞାପନ ମଧ୍ୟ ଜାରି କରିଛି। ଯଦି ଆପଣଙ୍କର ଏହି ପୋଷ୍ଟଗୁଡିକ ସହିତ ଜଡିତ ଯୋଗ୍ୟତା ଅଛି, ତେବେ ଏଠାରେ ଚାକିରି କରିବାର ଏକ ଭଲ ସୁଯୋଗ ଅଛି।

Advertisment

ଏହି ନିଯୁକ୍ତି ମାଧ୍ୟମରେ ମେକାନିକାଲ୍ ଇଞ୍ଜିନିୟର୍, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର୍, ଇନଷ୍ଟ୍ରୁମେଣ୍ଟେସନ୍ ଇଞ୍ଜିନିୟର୍, ସିଭିଲ୍ ଇଞ୍ଜିନିୟର, କେମିକାଲ୍ ଇଞ୍ଜିନିୟର୍, ସିନିୟର ଅଫିସର୍-ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁସନ (CGD) ଏବଂ ଅନ୍ୟାନ୍ୟ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ୍ ୨୪୭ ଟି ପଦବୀ ପୂରଣ ହେବ। ଇଞ୍ଜିନିୟରିଙ୍ଗ୍‌ ପାଶ୍ କରିଥିବା ପ୍ରାର୍ଥୀମାନେ ଏହାର ସୁଯୋଗ ନେଇପାରିବେ।

ଅଧିକ ପଢ଼ନ୍ତୁ: SEBI Recruitment 2024: SEBI ରେ ଚାକିରି ସୁଯୋଗ; ପୂରଣ ହେବ A ଗ୍ରେଡ୍ ଅଫିସର

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ HPCLର ଅଫିସିଆଲ୍ ୱେବ୍‌ସାଇଟ୍‌ hindustanpetroleum.com କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ HPCL Job Vacancy Apply for 247 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ଚାଲିଛି
  • ଅନ୍‌ଲାଇନ୍ ଆବେଦନ ଶେଷ – ୩୦ ଜୁନ୍ ୨୦୨୪

ଖାଲି ପଦବୀ:

  • ଇଞ୍ଜିନିୟର୍ – ୧୫୮ଟି ପୋଷ୍ଟ୍
  • ସିନିୟର୍ ଅଫିସର୍ – ୨୨ଟି ପୋଷ୍ଟ୍
  • ମ୍ୟାନେଜର – ୦୪ଟି ପୋଷ୍ଟ୍
  • ସିନିୟର୍ ମ୍ୟାନେଜର – ୦୨ଟି ପୋଷ୍ଟ୍
  • ଡେପୁଟି ଜେନେରାଲ୍ ମ୍ୟାନେଜର – ୦୧ଟି ପୋଷ୍ଟ୍
  • ଚାଟାର୍ଡ ଆକାଉଟାଣ୍ଟ୍ – ୨୯ଟି ପୋଷ୍ଟ୍
  • କ୍ୱାଲିଟି କଣ୍ଟ୍ରୋଲର୍ ଅଫିସର୍ – ୧୫ଟି ପୋଷ୍ଟ୍
  • IS ଅଫିସର୍ – ୧୫ଟି ପୋଷ୍ଟ୍
  • IS ସିକ୍ୟୁରିଟି ଅଫିସର୍ – ୦୧ଟି ପୋଷ୍ଟ୍
  • ମୋଟ୍ ପଦବୀ – ୧୪୭ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଶିକ୍ଷାଗତ ଯୋଗ୍ୟତା:

  • ସମ୍ବନ୍ଧିତ ଟ୍ରେଡ୍‌ରେ ଇଞ୍ଜିନିୟରିଂ
  • B.Tech ସହିତ କମ୍ପ୍ୟୁଟର ସାଇନ୍ସ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: BSF CAPF Recruitment: ଦ୍ୱାଦଶ ପାଶ୍‌ କରିଥିରେ BSFରେ ଚାକିରି; ମାସକୁ ଦରମା ୯୨ ହଜାର

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୮ ବର୍ଷ
  • ସର୍ବାଧିକ ବୟସ – ୪୦ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • SC/ST/ PwBD – ଦେୟ ମୁକ୍ତ
  • ଅନ୍ୟମାନେ – ୧୦୦୦ ଟଙ୍କା

ଦରମା:

  • ସର୍ବନିମ୍ନ ମାସିକ ଦରମା – ୬୦,୦୦୦ ଟଙ୍କା
  • ସର୍ବାଧିକ ମାସିକ ଦରମା – ୨,୪୦,୦୦୦ ଟଙ୍କା

ଚୟନ ପ୍ରକ୍ରିୟା:

  • କମ୍ପ୍ୟୁଟର୍‌ ଟେଷ୍ଟ୍
  • ଗ୍ରୁପ୍ ଟେଷ୍ଟ୍
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଅଧିକ ପଢ଼ନ୍ତୁ: SBI Recruitment: ବିନା ପରୀକ୍ଷାରେ SBIରେ ଚାକିରି; ମାସକୁ ଦରମା ୬୯ ହଜାରରୁ ଅଧିକ

Govt Jobs HPCL Jobs HPCL Recruitment
Advertisment
Advertisment