""
ବିବିଧ Videos ସରକାରଙ୍କ ଯୋଜନା କାହାପାଇଁ ? ଗରିବଙ୍କୁ ମିଳୁନି ଘର... ପିଲାଙ୍କୁ ଧରି ବର୍ଷ ବର୍ଷ ଧରି ଭଙ୍ଗା କୁଡ଼ିଆରେ ପଡ଼ି ରହିଛନ୍ତି । ଗୁହାରୀ କଲେ କି ନେହୁରା ହେଲେ ବି ଘର ମିଳୁନି । ସରକାରୀ ଘରକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଚାର ଜୋର କରୁଥିବାବେଳେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ଦିଗପହଣ୍ଡିରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି Pallipuspa Samal 17 Apr 2024 12:56 IST Apana Eka Nuhanti Apana Eka NuhantiAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ