""
ଭଲ ଖବର Videos ସପୁରୀ ଅଭାବୀ ବିକ୍ରି, ଚାଷୀ ମୁଣ୍ଡରେ ଚଡ଼କ ବୁଦାରେ ଫଳିଛି ପାଚିଲା ରସୁଆଳ ସପୁରୀ। କାଟିଆଣି ରାସ୍ତା ପାଖରେ ଗଦାଉଛନ୍ତି ଚାଷୀ। ଆଶା ଭଲ ଦରରେ ବିକ୍ରି ହେଲେ ପରିବାରର ଗୁଜୁରାଣ ମେଣ୍ଟିବ। ହେଲେ ସପୁରୀର ଅଭାବୀ ବିକ୍ରି ଚାଷୀ ମୁହଁରୁ ହଜାଇ ଦେଇଛି ହସ। Pallipuspa Samal 06 Jul 2024 11:37 IST Pineapple Farming PineappleAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ