ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୦୨ ତାରିଖ ମଙ୍ଗଳବାର । ଚନ୍ଦ୍ର- ମେଷ ଦିବା ୧୧.୧୪ ଗତେ ବୃଷ,ତିଥି- ୧୧ଶୀ ଦିବା ୦୮.୪୨ ଗତେ ୧୨ ଶୀ । ଘାତଚନ୍ଦ୍ର- ମେ ଷ ରାଶିର, ଦିବା ୧୧.୧୪ ଗତେ ବିଛା ରାଶିର ଘାତବାର- ମକ ର ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ପ୍ରାତଃ ୦୫.୨୭ ଗତେ ୨ ପାଦ-କୃଷି ଓ ବଂ ଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୦୮.୪୨ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ନିଶାନ୍ତ ୦୪.୩୯ ଗତେ ରୋହିଣୀ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ
Also Read
ଶୁଭ ସମୟ:
ପ୍ରାତଃ- ୦୫.୧୫ ରୁ ୦୬.୫୪
ଦିବା- ୦୯.୩୯ ରୁ ୧୨.୧୭
ଦିବା – ୦୪ .୪୭ ରୁ ୦୫.୩୩
ସନ୍ଧ୍ୟା- ୦୬. ୨୫ ରୁ ୦୭.୦୯
ରାତ୍ରି- ୦୯.୦ ୮ ରୁ ୧୦.୦୨
ରାତ୍ରି- ୧୨.୧ ୨ ରୁ ୦୨.୨୨
ଅଧିକ ପଢ଼ନ୍ତୁ: Vastu Tips: ଘରର ଏହି ଦିଗରେ କଳା ରଙ୍ଗ କରିଛନ୍ତି କି… ଜାଣନ୍ତୁ କେଉଁସବୁ ବିପଦର ସମ୍ମୁଖିନ ହେବାକୁ ପଡିବ
ଅଶୁଭ ସମୟ:
ରାହୁକାଳ- ଦିବା- ୦୩.୦୮ ରୁ ୦୪.୪୭
କାଳବେଳା- ଦିବା ୦୧.୨୯ ରୁ ୦୩.୦୮
ବାରବେଳା- ପ୍ରାତଃ ୦୬.୫୪ ରୁ ୦୮.୩୩
କାଳରାତ୍ରି- ରାତ୍ରି ୦୭.୪୭ ରୁ ୦୯.୦୮