• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୦୫ ତାରିଖ ଶୁକ୍ରବାର । ଚନ୍ଦ୍ର- ମିଥୁନ ଅହୋରାତ୍ର ।ତିଥି- ଅମାବାସ୍ୟା ରାତ୍ରି ୦୪.୨୭ ଗତେ ପ୍ରତିପଦ,ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର,ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ରାତ୍ରି ୦୪.୦୬ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ

ଶୁଭ ସମୟ:

ପ୍ରାତଃ-୦୬.୦୯ ରୁ ୦୭.୦୧

ଦିବା- ୧୨.୧୭ ରୁ ୦୨.୫୫

ସନ୍ଧ୍ୟା-୦୬.୨୬ ରୁ ୦୮.୩୬

ରାତ୍ରି-୧୨.୫୬ ରୁ ୦୩.୦୬

ରାତ୍ରି- ୦୩.୫୦ ରୁ ୦୫.୧୬

ଅଧିକ ପଢ଼ନ୍ତୁ: ଘରେ ସୁଖ ଓ ସମୃଦ୍ଧି ବଜାୟ ରଖିବା ପାଇଁ ଆପାଣାନ୍ତୁ ଏହି ଉପାୟ

ଅଶୁଭ ସମୟ:

ରାହୁକାଳ- ଦିବା ୧୦.୧୨ ରୁ ୧୧.୫୧

କାଳବେଳା- ଦିବା ୧୦.୧୨ ରୁ ୧୧.୫୧

ବାରବେଳା- ଦିବା ୦୮.୩୩ ରୁ ୧୦.୧୨

କାଳରାତ୍ରି- ରାତ୍ରି ୦୯.୦୮ ରୁ ୧୦.୩୦

OTV is now on Whatsapp

Join and get latest news update delivered to you via whatsapp

Join Now