• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ସୋମବାର । ଚନ୍ଦ୍ର- ମେଷ ଅହୋରାତ୍ର ତିଥି- ୧୦ମୀ ଦିବା ୧୦.୨୬ ଗତେ ୧୧ଶୀ,ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର,ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ନାସ୍ତି

ଶୁଭସମୟ-

ଦିବା -୦୮.୪୬ ରୁ ୧୦.୩୧

ରାତ୍ରି -୦୯.୧୯ ରୁ ୧୦.୨୯

ରାତ୍ରି- ୧୧.୫୦ ରୁ ୧୨.୧୨

ରାତ୍ରି- ୦୧.୩୯ ରୁ ୦୩.୦୫, ୦୩.୪୮ ରୁ ୦୪.୩୨

ଅଧିକ ପଢ଼ନ୍ତୁ: ଘରେ ସୁଖ ଓ ସମୃଦ୍ଧି ବଜାୟ ରଖିବା ପାଇଁ ଆପାଣାନ୍ତୁ ଏହି ଉପାୟ

ଅଶୁଭସମୟ-

ରାହୁକାଳ- ପ୍ରାତଃ ୦୬.୫୪ ରୁ ୦୮.୩୨

କାଳବେଳା- ପ୍ରାତଃ ୦୬.୫୪ ରୁ ୦୮.୩୨

ବାରବେଳା- ଦିବା ୦୩.୦୮ ରୁ ୦୪.୪୭

କାଳରାତ୍ରି- ରାତ୍ରଞ୍ଜି ୧୦.୨୯ ରୁ ୧୧.୫୦

OTV is now on Whatsapp

Join and get latest news update delivered to you via whatsapp

Join Now