ବିଜେଡି ସାଂସଦ ଅନୁଭବ ମହାନ୍ତି ରଖିଥିଲେ ଅନେକ ସର୍ତ୍ତ । ଡିଭର୍ସ ଏଡାଇବା ପାଇଁ ପତ୍ନୀ ବର୍ଷା ଅନେକ ସର୍ତ୍ତ ମାନିବାକୁ ରାଜିଥିଲେ । ହେଲେ ଗୋଟିଏ ସର୍ତ୍ତରେ ହୋଇପାରିନଥିଲା ସହମତି । କଣ ଥିଲା ଏହି ସର୍ତ୍ତ ।
ଏମିତି ପୁଅ କାହାକୁ ନ ଦିଅ ଭଗବାନ। ଯେଉଁ ବୟସରେ ବାପା-ମାଆ ସେବା ଟିକେ ପାଇବା ପାଇଁ ପୁଅ-ବୋହୂ ପାଖରେ ରହିଥାନ୍ତି, ସେହି ବୟସରେ ପୁଅ-ବୋହୂ ହାତରୁ ମାଡ଼ ଖାଇ ଲହୁଲୁହାଣ ହୋଇ ମେଡିକାଲ୍ ବେଡରେ ପଡି କଲବଲ ହେଉଛନ୍ତି ବାପା-ମାଆ। ଆଉ ଶେଷରେ ଭାଗ୍ୟକୁ ନିନ୍ଦା କରି...
ହଇରେ ନାରଣ ଏଠି କଣ ଚାଲିଛି କିରେ... କୁକୁଡା ଗାଡି ପଛେ ପଛେ ଯାଉଛି ନାଲିବତୀ ଗାଡି। ଅଧ ବାଟରେ ଏ କଣ ହଉଛି... ଶୂନ୍ୟରେ ଏ ଗାଡିରୁ ବାହାଉଛି ହାତ, ସେ ଗାଡିରୁ ବାହାଉଛି ହାତ...
ସରକାରଙ୍କ ନୂଆ ଟୋକନ ବ୍ୟବସ୍ଥା ଚାଷୀଙ୍କୁ ଜଟିଳ ସମସ୍ୟାରେ ପକାଇଛି। ହେକ୍ଟର ପ୍ରତି ଚାଷୀଙ୍କୁ ୫ରୁ ୧୦ କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ଆସିଛି। ଯାହାକୁ ନେଇ ବରଗଡରେ ଦେଖା ଦେଇଛି ଚାଷୀ ଅସନ୍ତୋଷ।
ତାଳଚେରରେ ଗଢ଼ି ଉଠିଛି ବହୁ ଶିଳ୍ପାନୁଷ୍ଠାନ। ଏଥି ପାଇଁ ଦିନରାତି ପରିବହନ ହେଉଛି କୋଇଲା। ହେଲେ ନିୟମକୁ ଫୁ କରି ଟ୍ରକ ଓ ରେଳ ୱାଗନଗୁଡିକରେ ବିନା ପାଲରେ କୋଇଲା ପରିବହନ ହେଉଥିବାରୁ ଅକଥନୀୟ ସମସ୍ୟା ଭୋଗୁଛନ୍ତି ତାଳଚେରବାସୀ
ନିଜ ନିଜ ମଧ୍ୟରେ ଥିବା ସନ୍ଦେହ ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ କଲା ଫାଟ। ଏହାରି ମଧ୍ୟରେ ସ୍ୱାମୀ ଦ୍ୱିତୀୟ ବିବାହ କରିଥିବା ନେଇ ଅଭିଯୋଗ ଆଣିଲେ ସ୍ତ୍ରୀ...ନିଶା ବି ମୁଖ୍ୟ କାରଣ
ବିପଦରେ ସଂରକ୍ଷିତ ଜଙ୍ଗଲ। ଶହ ଶହ ଏକର ଜଙ୍ଗଲ କାଟି କରାଯାଉଛି ଚାଷ ଜମି। ଦିନେ କି ଦୁଇ ଦିନ ନୁହେଁ, ମାସ ମାସ ଧରି ଜଙ୍ଗଲକୁ ପଦା କରିବାରେ ଲାଗିଛନ୍ତି ମାଫିଆ। ଗଛ କାଟିବା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ଲକ୍ଷ ଲକ୍ଷ ଟଙ୍କାର କାଠରେ...
ସାରୁ ପତ୍ର ବେସର। ଏ ନାଁ ଶୁଣିଲେ ଆପଣମାନେ ନିଶ୍ଚୟ କହିବେ ଆମେ ତ ସବୁବେଳେ ଘରେ କରୁ। କିନ୍ତୁ ନା…ଆପଣ କରୁଥିବା ସାରୁପତ୍ର ବେସର ଆଉ ଏ ସାରୁପତ୍ର ବେସର ମଧ୍ୟରେ ଅନେକ ଫରକ୍ ରହିଛି। ବେସନ, କଂଚାଲଙ୍କା, ହଳଦୀ ଗୁଣ୍ଡ…ସହ ଟିକିଏ ରସୁଣ ଦେଇ ଏମିତି...
ଦିଲ୍ଲୀରେ ବସି ପୁରୀର କଥା କହିଲେ ହେବନି। କେବେ ପୁରୀରେ ୨୪ ଘଣ୍ଟା ରବିଛନ୍ତି ସାଂସଦ ମହୋଦୟ? ମୁଁ ଦିଲ୍ଲୀରୁ ଆସି ପୁରୀରେ ବସିଛି, ସେ ଆସୁନାହାନ୍ତି କାହିଁକି?
ଯକ୍ଷ୍ମାରେ ବାପା ଚାଲିଗଲେ, ମାଆ ପାଗେଳି ହୋଇ ଘର ଛାଡ଼ିଦେଲେ। ନିଆଁ ଲାଗି ସେ ଘର ବି ପୋଡ଼ିଗଲା। ଏବେ କ୍ଲବ୍ ଘରେ ପଥର ରଖି ରୋଷେଇ କରି ଖାଉଛନ୍ତି ୪ ଅନାଥ ଶିଶୁ। ଗାଁ ଲୋକଙ୍କ ସାହା ଭରଷାରେ ଗଣ୍ଡାଏ କେତେବେଳେ ମିଳୁଛି ତ କେତେବେଳେ ମିଳୁନି।...
ଏଣିକି ମନ୍ଦିରରେ ଦକ୍ଷିଣା ମାଗିବେନି ସେବାୟତ। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଉତ୍ତମ ବ୍ୟବହାର ସହ କରାଯିବ ସ୍ୱାଗତ। ସବୁ ସେବାୟତ ଓ ବ୍ରାହ୍ମଣଙ୍କୁ ଶପଥ ପାଠ କରାଇଲେ ସବ୍କଲେକ୍ଟର...ଜାଣନ୍ତୁ କେବେଠୁ ନିୟମ ହେବ ଲାଗୁ...
ଆଲୋ ଇଏ କଣ? ସିଏ ତ ଷଣ୍ଢ ମହାରାଜା। ଇଏ କଣ ତାଙ୍କ ଉପରେ ଏମିତି ଶୟନ କଲେ? ପାଟିରୁ ପୁଣି କଣ ଏମିତି ମୋଟା ଧୂଆଁ ବାହାରୁଛି? ନାରଣ କଥା କଣ କିରେ? ଆଜି ଷଣ୍ଢର ଷଣ୍ଢତ୍ୱ ବୋଧହୁଏ ନଷ୍ଟ ହୋଇଯିବ ଲାଗୁଛି...
ସରକାରୀ ଆବାସ ଟଙ୍କା ପାଇଁ ଅଫିସ୍ ଦୌଡ଼ି ଦୌଡ଼ି ସ୍ୱାମୀ ଚାଲିଗଲେ ସିନା କିନ୍ତୁ ଟଙ୍କା ପାଇଲେନି। ବାରମ୍ବାର ଗୁହାରି କଲାପରେ ବି ଶୁଣୁନି ପ୍ରଶାସନ। ସାହାଯ୍ୟ ପାଇଁ ପାଖରେ ବି କେହି ନାହିଁ, ତେବେ ବାକି ଟଙ୍କା ଖାଇଲା କିଏ? ବିଡ଼ିଓ କହୁଛନ୍ତି...
ଭାରି ସୁଆଦିଆ ଦେଶୀ ଆଳୁ ତାୱା ସେକା। ଟିକିଏ କଟା ପିଆଜ, ଲଙ୍କା ଗୁଣ୍ଡ ଓ ରସୁଣ ଦେଇ ତିଆରି କରନ୍ତୁ ଦେଶୀ ଆଳୁ ତାୱା ସେକା...ଥରେ ଖାଇଲେ ସବୁବେଳେ ଖାଇବାକୁ ମନ ଡାକୁଥିବ..
ଚାରି ଚାରି ଜଣ ଦେବଦାସୀଙ୍କ ପାଖରୁ ଶିକ୍ଷା କରିଛନ୍ତି ନୃତ୍ୟ। ନାଚ ଶିଖୁ ଶିଖୁ ମାହାରୀ ନୃତ୍ୟ କରିବି ବୋଲି ଗୁରୁ କହିଥିଲେ। ମାହାରୀରୁ ଅର୍ଥ ହେଉଛି ମହାନ୍ ନାରୀ...ଜଗନ୍ନାଥ ସଂସ୍କୃତିର ଅଂଶ ବିଶେଷ। ପରମ୍ପରାକୁ ଆଗେଇ ନେବାର ପ୍ରୟାସ କରୁଛନ୍ତି ରୂପଶ୍ରୀ
ଚାରି ଚାରି ଜଣ ଦେବଦାସୀଙ୍କ ପାଖରୁ ଶିକ୍ଷା କରିଛନ୍ତି ନୃତ୍ୟ। ନାଚ ଶିଖୁ ଶିଖୁ ମାହାରୀ ନୃତ୍ୟ କରିବି ବୋଲି ଗୁରୁ କହିଥିଲେ। ମାହାରୀରୁ ଅର୍ଥ ହେଉଛି ମହାନ୍ ନାରୀ...ଜଗନ୍ନାଥ ସଂସ୍କୃତିର ଅଂଶ ବିଶେଷ। ପରମ୍ପରାକୁ ଆଗେଇ ନେବାର ପ୍ରୟାସ କରୁଛନ୍ତି ରୂପଶ୍ରୀ
ଓଡ଼ିଆ ନେତା ଓଡ଼ିଆ ଲେଖି ପାରୁନାହାନ୍ତି, ତଥାପି ଲୋକେ ତାଙ୍କୁ ଆପଣାଉଛନ୍ତି। ପ୍ରତାପ ଦେବ ମତେ ଡକାୟତ କୁହନ୍ତୁ କି ଚୋର..ମୁଁ ତାଙ୍କୁ କ୍ଷମା କରିଦେଉଛି। ମୁଁ ୨୪ ଘଂଟା ଟିଭିରେ ରହୁଛି ଯଦି ପିନାକୀ ବାବୁ ୨୪ ଘଂଟା ପୁରୀରେ ରୁହନ୍ତୁ। ଦିଲ୍ଲୀରେ ରହି ପୁରୀର କଥା...
ବସ୍ତା ସାରା ଖାଲି ପୋକ ସାଲୁବାଲୁ ହେଉଛନ୍ତି। ଆଉ ଏଇ ଚାଉଳରେ ପିଲାଙ୍କ ପାଇଁ ତିଆରି ହୋଇଛି ମଧ୍ୟାହ୍ନ ଭୋଜନ। ଏ ପୃଷ୍ଟିକର ଖାଦ୍ୟ ଖାଇ ପିଲା ପାଠ ପଢିବେ କି ମେଡ଼ିକାଲରେ ଭର୍ତ୍ତି ହେବେ ସେଇ ଚିତ୍ର ଆପଣଙ୍କ ସାମ୍ନାରେ। ଦେଖନ୍ତୁ କେମିତି ଚାଲିଛି ମଧ୍ୟାହ୍ନ ଭୋଜନ...
ମେସେଜ୍ ଆସିଲାନି କି ଓଟିପି ଆସିଲାନି। କିନ୍ତୁ ଆକାଉଣ୍ଟରୁ କଟିଗଲା ଟଙ୍କା। ଥାନାରୁ ଫେରିବା ପରେ ଭୂତଖାନା ଯାଇଥିବା କହିଲେ ଏଇ ବ୍ୟକ୍ତି...ପରେ ହେଲା କଣ?
ନେତା ହେବ ତ ଏମିତି। ଭୋଟ୍ରେ ବିଜୟୀ ହେବା ପରେ ଗାଁ କୁ ଗାଁ ବୁଲି ଏମିତି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି କାଉନସିଲର ମାଡମ୍। କେବଳ ଅଭିଯୋଗ ଶୁଣୁଛନ୍ତି ତାହା ନୁହେଁ ବରଂ ଏମିତି ଡାଏରୀରେ ଟିପି ରଖୁଛନ୍ତି ସବୁ କଥା। ନେତାଙ୍କୁ ପାଖରେ ପାଇବା ପରେ ଅଭିଯୋଗର...