ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ବିଜେ...କାହିଁକି ବର୍ଷକୁ ୭ ଦିନ ଆଡପ ମଣ୍ଡପରେ ବିଜେ ହୁଅନ୍ତି ଶ୍ରୀଜିଉ? କଣ ରହିଛି ବିଧି? ଦେଖନ୍ତୁ ଏଇ ସ୍ୱତନ୍ତ୍ର ରିପୋର୍ଟ...
Published: Pallipuspa Samal
Last updated: 03 July 2022, 12:00 PM IST
ବିଶ୍ୱାସ ରହିଛି, ଏହିଦିନ ଯିଏ ଅଖିମୁଠି ଅନୁକୂଳ କରି ଧାନକ୍ଷେତରେ ଚାଷ କରିଥାନ୍ତି ବର୍ଷସାରା ତାଙ୍କର ଧନସମ୍ପଦର ଅଭାବ ରହେନାହିଁ ଏବଂ ଧାନ ପ୍ରଚୁର ପରିମାଣରେ ଫଳିଥାଏ । ପୁରାଣର ଏକ ଉପାଖ୍ୟାନରୁ ଜଣାଯାଏ, ମହର୍ଷି ଜନକ ଭାରତୀୟ କୃଷିଜୀବୀ କୁଳର ପ୍ରତିନିଧି ରୂପେ ଭୂମିପୂଜା କରି ନିଜେ ବୀଜ ବପନ କରୁଥିଲେ ।