• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Khola Katha
ସ୍ୱାମୀଙ୍କ ସ୍ୱପ୍ନ କ’ଣ ଥିଲା? କେତେ ଦୂର ବିକାଶ କରିପାରିବେ ଅଳକା?

ମୋ ସ୍ୱାମୀ ଜନିପ୍ରିୟ ଥିଲେ କିନ୍ତୁ ଏତେ ଅଧିକ ସମର୍ଥନ ତାଙ୍କର ଥିଲା ମୁଁ ଭାବିନଥିଲି। ନିର୍ବାଚନୀ ସଭାରେ ଲୋକେ ମତେ ଭାବପ୍ରବଣ କରିଦେଉଛନ୍ତି। ଏବେ ପୋଷ୍ଟର ବୟ କିଏ? ନବୀନ ନା କିଶୋର...

Khola Katha
ଅନୁଭୂତି ନା ସହାନୁଭୂତି? କାହାକୁ ଭୋଟ୍‌ ଦେବେ ବ୍ରଜରାଜନଗରବାସୀ

ବିଜେଡ଼ିର ବାଜିମାତ୍‌ର ଟ୍ରେଣ୍ଡକୁ ବ୍ରେକ୍‌ ଦେଇପାରିବେ କି ରାଧାରାଣୀ ପଣ୍ଡା? ଏଥର ଅନୁଭୂତି ନା ସହାନୁଭୂତି? କାହାକୁ ଭୋଟ୍‌ ଦେବେ ବ୍ରଜରାଜନଗରବାସୀ? ୩୦ ବର୍ଷ ହେଲାଣି ଲୋକଙ୍କ ସହ ଥିବାରୁ ଏଥର ବିଜୟୀ ହେବେ ବୋଲି କହୁଛନ୍ତି ରାଧାରାଣୀ...

Khola Katha
ବ୍ରଜରାଜନଗରରେ କାହିଁକି ଯୁବକଙ୍କ ବଦଳରେ ପୁରୁଖାଙ୍କୁ ଦିଆଗଲା ଗୁରୁତ୍ୱ?

କଂଗ୍ରେସ କେବେ ଥକି ପଡ଼ିନି କି ଥକିବନି। ଶାସକ ଦଳ ବିରୋଧରେ ଏଠାରେ ପ୍ରବଳ ଅସନ୍ତୋଷ। ୨୨ ବର୍ଷରେ କିଛି ହୋଇନି। ବ୍ରଜରାଜନଗରରେ କାହିଁକି ଯୁବକଙ୍କୁ ଦିଆଗଲାନି ଗୁରୁତ୍ୱ?

Apana Eka Nuhanti
ଗୋଟିଏ ମାସରେ ଚାଲିଗଲେ ବାପା-ମାଆ...ଭାତ ମୁଠାଏ ଖୁଆଇ ତିନି ପିଲାଙ୍କୁ ବଂଚାଇ ରଖିଛି ଆଈ...

ଗୋଟିଏ ମାସରେ ସାଙ୍ଗ ହୋଇ ଚାଲିଗଲେ ବାପା-ମାଆ। ଅନାଥ ହୋଇଗଲେ ତିନି ପିଲା। ଖାଇବାକୁ ନାହିଁ କି ପିଇବାକୁ ନାହିଁ। ସ୍କୁଲରେ ଯାଇ ପାଠ ପଢିବାର ଇଚ୍ଛା ଥିଲେ ବି ଅର୍ଥର ଘୋର ଅଭାବ। ତରକାରୀ ତ ମିଳୁନି ବରଂ ଶୁଖିଲା ଭାତ ଖୁଆଇ ପିଲାଙ୍କୁ ଏମିତି ବଂଚାଇ...

Cyber Crime | Beware of payment app frauds
ଟଙ୍କା ଦେବେ ବୋଲି କହିଲେ, କିନ୍ତୁ ଆକାଉଣ୍ଟରୁ ଟଙ୍କା ନେଇଗଲେ...

ଆପଣଙ୍କ ଫୋନ ପେ’ରେ ଅଫର ଅଛି। ଏମିକି କଲେ ମିଳିବ ଏତିକି ଟଙ୍କା। ବାସ୍‌ ମେସେଜ୍‌ ଶୁଣୁଶୁଣୁ ସ୍ୱିଚ୍‌ ଚିପିଦେଲେ। ସେପଟେ ଆକାଉଣ୍ଟରୁ କଟିଗଲା ଟଙ୍କା

Epitome of love
ଏମିତି ମାଆକୁ ଶହେ ସଲାମ, ପିଠିରେ ଛୁଆ, ହାତରେ ଝାଡୁ

ସେ ମଦର୍ ଇଣ୍ଡିଆ। ପିଠିରେ ଝୁଲେଇଛି କଅଁଳା ଛୁଆ, ଆଉ ହାତରେ ଝାଡୁ ଧରି ମ୍ୟୁନିସିପାଲିଟିର ଝାଡୁଦାର ଡ୍ୟୁଟି କରୁଛି। ମଝିରେ ମଝିରେ ସମୟ ପାଇଲେ ପୁଅକୁ ଖାଇବାକୁ ଦେଉଛି ଓ ତା ସହ ଖେଳୁଛି। ଦୃଶ୍ୟ ଦେଖିଲେ ଆପଣ ବି କହିବେ, ଏମିତି ମାଆକୁ ଶହେ ସଲାମ୍।...

Minor girls
ବାପା ବାପା... ମୋ ମା କାଇଁ...

ଏ କଳିଙ୍ଗା ଘାଟି ଆଉ କେତେ ଜୀବନ ନେବ? କେତେ ଛୁଆଙ୍କଠାରୁ ମାଆକୁ ଛଡ଼େଇ ନେବ? ଏଇ କୁନି ଝିଅଟି ଜାଣି ନାହିଁ ଯେ, ତା ମାଆ ଆଉ ଏ ଦୁନିଆରେ ନାହିଁ। ଦୁର୍ଘଟଣା ତା ମାଆକୁ ସବୁଦିନ ପାଇଁ ଛଡ଼େଇ ନେଇଛି।

News Fuse
ଚୌକି ଛାଡ଼ିବା ଦିନ ସୁଆଦିଆ ମିଠା ସାଙ୍ଗକୁ ଚା’ ପିଆଇଲେ ନିରଞ୍ଜନ

ପିସିସି ସଭାପତି ଚୌକି ପଦ ତ ଗଲା.. କିନ୍ତୁ ଇଏ କୋଉ ଖୁସିରେ ଏତେ ମିଠା ଆଉ ଚା’ ଦେଉଛନ୍ତି କିରେ ନିରଞ୍ଜନ ବାବୁ? ଦେଖୁନ...କେମିତି ଗୁରୁକୁ ଡାକି ମିଠା ଆଉ ଚା’ ପାଇଁ ଅର୍ଡର ଦେଉଛନ୍ତି ପଟ୍ଟନାୟକ ସାର୍‌

Making News
ଅଧିଆ ଭାଇ ତୁମକ କଣ ବିନ୍ଧୁଛି? ଏମିତି କାହିଁକି ହେଉଛ?

ଅଧିଆ ଭାଇ ତୁମେ ଏମିତି ହେଉଛ କାହିଁ ପାଇଁ? ତୁମେ ସେକ ନେବ ଯେ ହେଲେ ହୋଇଛି କଣ? କାହିଁକି ଏମିତି ଟେକି ହେଉଛ? ବିକଳ ଟିଭିରେ ସତ କୁହ...

THE GREAT ODISHA POLITICAL CIRCUS
ଭାଇଲୋ ମୋ ଡଙ୍ଗା ରାଜଧାନୀରେ ଚାଲିବ...ତୁ କହ ଷ୍ଟପେଜ୍‌ ରହିବ କେଉଁଠି?

ବର୍ଷା ଆସିଲେ ମୋ ଡଙ୍ଗା ଭୁବନେଶ୍ୱରରେ ଗଡ଼ିବ। ରସୁଲଗଡ଼ରୁ ଯାଇ ରାମ ମନ୍ଦିର ଅଫିସ ପରେ ମାଷ୍ଟର କ୍ୟାଣ୍ଟିନ୍‌ରେ ମାରିବ ଷ୍ଟପେଜ୍‌....ଆରେ ଆରେ....ଇଏ କେମିତିକା ଡଙ୍ଗା?

Apana Eka Nuhanti
ଆଭାସ ବଞ୍ଚିବାକୁ ହେଲେ ଦରକାର ୧୫ ଲକ୍ଷ...

ପୂର୍ବରୁ ଦୁଇ ପୁଅଙ୍କୁ ହରାଇଛନ୍ତି ବାପା-ମାଆ। ଏବେ ପୁଣି ତୃତୀୟ ପୁଅ ଆଭାସ୍‌ର ସାଙ୍ଘାତିକ ଦେହ ଖରାପ। ଡାକ୍ତର କହୁଛନ୍ତି ଦରକାର ଅପରେସନ୍‌। ହେଲେ ପରିବାର ପାଖରେ ପଇସା ନଥିବାରୁ ୧୫ ଲକ୍ଷ ଟଙ୍କା ଏମାନଙ୍କ ପାଇଁ ସ୍ୱପ୍ନ। କୁନି ପୁଅର ଜୀବନ ବଞ୍ଚାଇବାକୁ ଏମିତି କାନ୍ଦି କାନ୍ଦି...

ENews
ଗୋଟେ କୋଟିପତି ଝିଅର ମନଚୋରି କରିବି, ୬ମାସ ଭିତରେ କୋଟିପତି ହେବି

ମାତ୍ର ୬ ମାସ ଭିତରେ ମୁଁ ହେବି କୋଟିପତି। ଗୋଟିଏ କୋଟିପତି ଝିଅର ମନ ଚୋରି କରିଦେଲେ କାମ ଶହେ ଶହେରେ ଜମିବ...ଆଉ ରାତିରେ ତା’ ନିଦରେ ପସିକି...

Cyber Crime
ଶୋଇଥିବା ବେଳେ ଆସିଲା ଫୋନ୍‌ କଲ...ରିସିଭ୍‌ କରୁ କରୁ କଟିଗଲା ଏତିକି ଟଙ୍କା...

ବେପାର ପାଇଁ ମାଲେସିଆରୁ ଚାନ୍ଦବାଲି ଆସିଥିଲେ। ମାଛ ଚାଷ ପାଇଁ ଟଙ୍କା ବି ଯୋଗାଡ଼ କରୁଥିଲେ। ଏତିକି ବେଳେ ଫୋନ୍‌ ପେ’ ହେଡ୍‌ ଅଫିସରୁ କଲ ଆସିଲା...ଏମିତି କରନ୍ତୁ କ୍ୟାସବ୍ୟାକ୍‌ ପାଇବେ। ବାସ୍‌ ଏତିକିରେ ଆକାଉଣ୍ଟରୁ କଟିଗଲା ୩୮ ହଜାର ଟଙ୍କା...ସତ ଜାଣିଲା ବେଳକୁ ଆଉ କିଛି ନାହିଁ

Navjot Sidhu
ରାଜଉଆସରୁ ଜେଲର ଅନ୍ଧାର ଘର...ଏବେ କିରାଣୀ କାମ କରିବେ ସିଦ୍ଧୁ...

ସିଦ୍ଧୁଙ୍କ ଭାଗ୍ୟ ଖରାପ !! ଦିନେ ରାଜଉଆସରେ ରହୁଥିଲେ..ମନଇଚ୍ଛା କାମ କରୁଥିଲେ। ବେଶ୍‌ ସୌଖିନ ମଧ୍ୟ କରୁଥିଲେ। ହେଲେ ଏବେ ଜେଲରେ ତାଙ୍କୁ କରିବାକୁ ପଡ଼ୁଛି କିରାଣୀ କାମ। ଆଉ ଦିନକୁ ମିଳିବ ମାତ୍ର ୯୦ ଟଙ୍କା ବେତନ...

builds toilet for students
ସରକାର ଶୁଣିଲେନି, ନିଜସ୍ୱ ଖର୍ଚ୍ଚରୁ ପିଲାଙ୍କ ପାଇଁ ପାଇଖାନା ତିଆରି କରିଦେଲେ ରଞ୍ଜନ...

ବାରମ୍ବାର ଗୁହାରି ପରେ ବି ଶୁଣିଲାନି ପ୍ରଶାସନ। ନିଜସ୍ୱ ଖର୍ଚ୍ଚରୁ ସଞ୍ଚୟ କରି ପିଲାଙ୍କ ପାଇଁ ପାଇଖାନା ତିଆରି କରିଦେଲେ ରଞ୍ଜନ। ପିଲା କହିଲେ ଦୀର୍ଘଦିନର ସ୍ୱପ୍ନ ହେଲା ପୂରଣ...ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ ହେବେ ରଞ୍ଜନ

News Fuse
ଆଲୋ ଆଲୋ... ଡୋରଟା ହୁଗୁଳା ଥିଲା... ଷ୍ଟେଜରେ ପ୍ୟାଣ୍ଟ ଖୋଲିଗଲା

ଆଲୋ ଆଲୋ ଇଏ କଣ ହେଲା? ଷ୍ଟେଜ୍‌ ଉପରେ ଧନୁର୍ଦ୍ଧରଙ୍କ ପ୍ୟାଣ୍ଟ ଖୋଲିଗଲା। ଇଏ ଚିତ୍ରାଳୟ ବାଲା ବୋଧହୁଏ ପ୍ୟାଣ୍ଟ ଡୋରକୁ ଭଲରେ ଟାଇଟ୍‌ କରିନାହାନ୍ତି...ନାରଣ ତୁ କଣ ଦେଖିଲୁରେ?

Onion farmers
ଚାଷୀଙ୍କ ପାଇଁ କେବେ ହେବ ପିଆଜ ଘର, ଅଭାବୀ ବିକ୍ରିର ଶିକାର

କେତେବେଳେ ବିହନ ସମସ୍ୟା। ଆଉ କେତେବେଳେ ଅଭାବୀ ବିକ୍ରି। ଏବେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ଯାହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ପିଆଜ ଚାଷୀ। ପାଞ୍ଚ ଟଙ୍କାରେ ପିଆଜ ନ ବିକି ଜମିରେ ପିଆଜ ଗଦା କରିଛନ୍ତି ବଙ୍ଗୋମୁଣ୍ଡା ଅଂଚଳର ଚାଷୀ...

Edible oil prices fall
ସରକାର ନେଲେ ବଡ଼ ନିଷ୍ପତ୍ତି, ଶସ୍ତାରେ ମିଳିବ ଖାଇବା ତେଲ

ଯାହା ପାଇଁ ଚିନ୍ତାରେ ଥିଲେ ଗ୍ରାହକ, ସେ ଚିନ୍ତା ଗଲା। ଦୁଇ ବର୍ଷ ପାଇଁ ଶସ୍ତା ହୋଇଯିବ ଖାଇବା ତେଲ। ସରକାର ଏମିତି ବଡ଼ ନିଷ୍ପତ୍ତି ନେବା ପରେ ଆଶ୍ୱସ୍ତ ହୋଇଛନ୍ତି ଦେଶର କୋଟି କୋଟି ଖାଉଟି

ENews
ନୋ ଇମୋସନ୍, ଓନଲି ଆକ୍ସନ୍... ମୁଁ ଡେଞ୍ଜରମ୍ୟାନ୍ ରାଇମୋହନ

ଯାହାଙ୍କ ନାଁ ଶୁଣିଲେ ଥରହର ହୁଏ ଯାତ୍ରା ପେଣ୍ଡାଲ୍ ହେଉ କି ସିନେମା ହଲ୍। ଆମେ କାହା କଥା କହୁଛୁ ଆପଣ ନିଶ୍ଚୟ ଜାଣି ସାରିବେଣି। ସେ ଆଉ କେହି ନୁହଁନ୍ତି ଓଲିଉଡ-ଯଲିଉଡର ଖଳନାୟକ ରାଇମୋହନ ପରିଡା...

Bihar girl with one leg
ଗୋଟିଏ ଗୋଡରେ ଡେଇଁ ଡେଇଁ ଯାଉଛି ସ୍କୁଲ, ଦିବ୍ୟାଙ୍ଗ ଝିଅ ସୀମାର ଅସୀମ ଇଚ୍ଛାଶକ୍ତି

ଦୁର୍ଘଟଣାରେ ଗୋଟେ ଗୋଡ଼ ସିନା କଟିଯାଇଛି, ତା’ର ସ୍ୱପ୍ନର ଉଡ଼ାଣରେ କିନ୍ତୁ ଡେଣାଟିଏ ଲାଗିଯାଇଛି । ଗୋଟିଏ ଗୋଡ଼ରେ କୁନି ଝିଅ ଡେଇଁ ଡେଇଁ ସ୍କୁଲ୍ ଯାଉଛି । ଆଉ ପାଠପଢା ପାଇଁ କଠିନ ପରିଶ୍ରମ କରୁଛି

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।