ଏ ଦେଶର ଇଂଜିନିୟର ସବୁ ଭାଙ୍ଗି ପଡ଼ିଲେ...ଏ ଦେଶର ଶିକ୍ଷକ ଭାଙ୍ଗି ପଡ଼ିଲେ....
ଏଇ ଅଟୋରେ କେତେ ପିଲା? ଅଟୋରେ ଖୁନ୍ଦାଖୁନ୍ଦି ହୋଇଯା ସ୍କୁଲ ଯାଉଛନ୍ତି ପିଲା। ଡ୍ରାଇଭର ଜଣଙ୍କ ଫୁଲ୍ କନଫିଡେଣ୍ଟରେ କହୁଛନ୍ତି ବେଶୀ ନୁହେଁ ୧୦ ଜଣଙ୍କୁ ନେଉଛି।
କୁନି ପିଲାଟିର ମୁଣ୍ଡ ବଢ଼ି ଚାଲିଛି। ପାଖ ଡାକ୍ତରଖାନାକୁ ଯାଇଥିଲେ ଯେ, ସେଠି କହିଲେ କଟକ ବଡ଼ ମେଡିକାଲ ନେଇ ଯାଅ। କିନ୍ତୁ ଆର୍ଥ ସମସ୍ୟା ପାଇଁ ପୁଅକୁ ଧରି ବାପା ଘରକୁ ପଳାଇ ଆସିଲେ...
ଭତ୍ତା ଗଣ୍ଡେ ପାଇବୁ ବୋଲି କଣ ମୁଣ୍ଡିଆ ପାହାଡ ଚଢ଼ିକି ଯିବୁ? ୫୦୦ ଟଙ୍କା ଭତ୍ତା ପାଇବାକୁ ୧୦୦ ଟଙ୍କା ଖର୍ଚ୍ଚ। ଆନ୍ଧ୍ର ତ ଆଣି ଆମ ଘରେ ଦେଇ ଯିବ କହୁଛି, ତମ ଭତ୍ତା ତମେ ରଖ। ଏମିତି କହିଲେଣି କୋଟିଆ ବାସୀ।
ଯେତେବେଳେ କରୋନା ଲକଡାଉନ୍ ସଟଡାଉନ୍ ଚାଲିଥିଲା ସେତିକି ବେଳେ ୫୨ ହଜାର୍ ଶ୍ରମ କାର୍ଡ ହେଲା କେମିତି?
ସୁର ଭାଇଙ୍କ ଜନ୍ମଦିନ ଟା ଏଇ ସଜ ସଜ ଯାଇଛି। ଭୋଜି ଭାତ ପୁରୀ ତରକାରୀରେ ମହମହ ବାସୁଛି... ତାରି ଭିତରେ ନବୀନ ବାବୁଙ୍କ ଶୁଭେଚ୍ଛା ଭାର୍ତ୍ତା... ସୁର ଭାଇ କହିଲେ ଏଇ ଖୁସିରେ ଲଗା ବେ ଗୋଟେ କରତାଳି...
ସୈାର କର୍କଟ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ରବିବାର । ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ବାପା ଚା ଦୋକାନ ଦେଇ ଘର ଚଳାନ୍ତି। ଘରର ଆର୍ଥିକ ପରିସ୍ଥିତି ଭଲ ନାହିଁ। ହେଲେ ପୁଅ କିନ୍ତୁ ବିଚକ୍ଷଣ। କହି ଶୁଣି ପାରନ୍ତିନି ସିନା ହେଲେ ସେ ଏକାଧିକ ବାର ପାଇଛନ୍ତି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଆଉ ମ୍ୟାନ୍ ଅଫ୍ ଦି ସିରିଜ୍... କେନ୍ଦ୍ରାପଡ଼ା ଜିଲ୍ଲା...
ମୋ ପାଇଁ ଖରା ବର୍ଷା ଶୀତ କିଛି ନାହିଁ, ମୁଁ ଯୁଆଡେ ଇଛା ସିଆଡ଼େ ଯାଏ ସାଇକେଲରେ। ମୋ ନାଁ ପ୍ରକୃତରେ ଥିଲା ଜ୍ଞାନ ରଞ୍ଜନ।
ବଢିଲା ଝିଅର ଝାଢା ପରିଶ୍ରା କରାଉଛି ବାପା। ଅନ୍ଧାର କୋଠରୀରେ ବିତୁଛି ଜୀବନ...ଖିଆ ନାହିଁ ପିଆ ନାହିଁ...ବର୍ଷ ବର୍ଷ ହେଲାଣି ଏମିତି ଏଇ ଘରେ ଦିନ କାଟୁଛନ୍ତି ଲକ୍ଷ୍ମୀ। ଯେତେ ଯାହା ପଚାରିଲେ ବି କିଛି ଉତ୍ତର ଦେଉନାହାନ୍ତି ଲକ୍ଷ୍ମୀ...ସରକାରୀ ସହାୟତା ମିଳିଲେ ଲକ୍ଷ୍ମୀ ଭଲ ହୁଅନ୍ତେ...
ପାନ ଗୁଆ ଖଇର ଗୁଆକାତି ଆଃ କି ସୁନ୍ଦର ରାଜନୀତି? ସତରେ ଏଇ ଗୀତର କିଛି ମହତ୍ୱ ଅଛି ନା ନାହିଁ? ରାଜନୀତି ସତରେ କଣ ଗୋଟିଏ ବ୍ୟବସାୟ କି? କାହିଁକି କ୍ୟାରିଅର ମଝିରେ ଏମିତି ହଟ୍ ହେଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର?
ଆଗେ ଜାଗା ଦେଖା, ମୁଁ କାମ କରିବି। ମୁଁ ପଙ୍କ...ଯୋଉଠି ପାରିବି ସେଇଠି କାମ କରିବି। ଖାଲି ଜାଗା ଦେଖିବା ମାତ୍ରେ ପୋତି ପକାଇବି ବାଉଁଶ। କହିଦେଉଛି ଜମାରୁ ମଝିରେ ଷଣ୍ଢ ଭର୍ତ୍ତି କରନ୍ତୁ ନାହିଁ
ବୟସ ୭୦ ଛୁଇଁଲାଣି। ହେଲେ ପରିବାରର ବୋଝକୁ ନିଜ ଉପରୁ ଖସାଇନାହାନ୍ତି...ବରଂ ଉଦୁଉଦିଆ ଖରା ହେଉ କି ଢୋ ଢୋ ବର୍ଷା...ଏମିତି ଗାଁକୁ ଗାଁ, ଘରକୁ ଘର ବୁଲି କରୁଛନ୍ତି ପାମ୍ପଡ ବେପାର। ଦେଖନ୍ତୁ ଏଇ ହୃଦୟସ୍ପର୍ଶୀ ଭିଡ଼ିଓ
ବଢିଲା ସୁନା ଦର । ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୪ ହଜାର ୦୦୦ ଟଙ୍କା ରହିଛି ।
ହୃଦୟବିଦାରକ ଦୃଶ୍ୟ। ନଈ ଏପଟେ ରୋଗୀ, ସେପଟେ ଡାକ୍ତର। ରୋଗୀଙ୍କ ପାଖରେ ପହଞ୍ଚିପାରୁନାହାନ୍ତି ଡାକ୍ତର...ମାଇକ୍ ଯୋଗେ ଖାଲି ପଚାରୁଛନ୍ତି କାହାର କଣ ଅସୁବିଧା ଅଛି କୁହ...ଆମେ ଔଷଧ ଦେବୁ। ଦେଖନ୍ତୁ ଏଇ ଦୃଶ୍ୟକୁ...
ମୋ ଶଙ୍ଖା ସିନ୍ଦୂରକୁ ରକ୍ଷା କର, ମୋ ପରିବାରକୁ ବଞ୍ଚାଇ ଦିଅ। ସ୍ୱାମୀର ଜୀବନ ବଞ୍ଚାଇବା ପାଇଁ ଏମିତି କାନି ପାତି କାନ୍ଦୁଛି ସ୍ତ୍ରୀ। ଅପରେସନ୍ ହେଲେ ସ୍ୱାମୀ ବଞ୍ଚିବେ...ହେଲେ ଏତେ ଗୁଡାଏ ଟଙ୍କା ତାଙ୍କ ପାଖରେ ନାହିଁ। ଭେଣ୍ଡିଆ ପୁଅକୁ ଦେଖି ମାଆ ଆଖିରୁ ବି ଲୁହ...
ବର୍ଷେ ନୁହେଁ ଦୁଇ ବର୍ଷ ନୁହେଁ ବରଂ ୨୦ ବର୍ଷ ପରେ ଘରକୁ ଫେରିଲା ଭାଇ... ଆଜି ମିଠା ଖୁଆଇ ହାତରେ ରାକ୍ଷୀ ବାନ୍ଧିବ ଭଉଣୀ...ଦେଖନ୍ତୁ ଏଇ ହୃଦୟସ୍ପର୍ଶୀ ଭିଡ଼ିଓ
ଏଇଟା ଟ୍ରେଲର, ଫିଲ୍ମ ଦେଖିବ ରୁହ । ଝାରପଡ଼ାକୁ ନେବ ତ? ଆଲୋ ଆଲୋ...ଇଏ କଣ? ସୁରଙ୍କୁ କଣ ଏମିତି ଟେକିନେଲା ପୋଲିସ? ନାରଣ ଭିଆଇପି ଗାଡ଼ି କୋଉଟା କିରେ?
କମିଲା ସୁନା ଦର । ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩ ହଜାର ୫୫୦ ଟଙ୍କା ରହିଛି ।
ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୧୧ ତାରିଖ ଗୁରୁବାର । ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...