• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ରାଶିଫଳ

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୦୯ ତାରିଖ ମଙ୍ଗଳବାର । ତିଥି – ୧୨ଶୀ ସନ୍ଧ୍ୟା ୦୫/୪୬ ଗତେ ୧୩ ଶୀ ଚନ୍ଦ୍ର – ଧନୁ ଅହୋରାତ୍ରି ଘାତ ଚନ୍ଦ୍ର- ତୁଳା , କୁମ୍ଭ ଅହୋରାତ୍ରି ଘାତ ବାର – ମକର ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ,୨ ପାଦ- କୃଷି ଓ ପଶୁହାନି ଓ ଅନ୍ନ ଦାନ ସନ୍ଧ୍ୟା ୦୫/୪୬ ଗତେ ୧ ପାଦ - କୃଷିହାନି- ଭୂମିଦାନ ।

ଶୁଭ ସମୟ-

ପ୍ରାତଃ ୦୮/୪୦ ରୁ ୧୦/୩୫

ଦିବା ୧୦/୦୮ ରୁ ୦୧/୨୭

ଦିବା ୦୪/୩୯ ରୁ ୦୫/୨୪

ସନ୍ଧ୍ୟା ୦୬/୧୫ ରୁ ୦୭/୦୦

ରାତ୍ରି ୦୯/୧୫ ରୁ ୧୧/୨୯

ରାତ୍ରି ୦୧/୪୪ ରୁ ୦୩/୧୪

ଅଶୁଭ ସମୟ-

ଋାହୁକାଳ - ଦିବା ୦୩/୦୩ ରୁ ୦୪/୩୯

କାଳବେଳା - ଦିବା ୦୧/୨୭ ରୁ ୦୩/୦୩

ବାରବେଳା – ପ୍ରାତଃ ୦୭/୦୪ ରୁ ୦୮/୪୦

କାଳରାତ୍ରି - ରାତ୍ରି ୦୭/୩୯ ରୁ ୦୯/୦୩

ଆଜିର ରାଶିଫଳ-

ମେଷ:

ଅଶ୍ୱନୀ – ବେପାରରେ ଯୋଜନା ବଦ୍ଧ ରୂପେ କାମ କରିବେ

ଦ୍ୱିଜା –ଧାର୍ମିକ ଆୟୋଜନର ରୂପରେଖ ପ୍ରସ୍ତୁତ କରିବେ

କୃତିକା – ଜରୁରୀ କାମ ପୂରା କରିବାରେ ସଫଳ ହେବେ

ପ୍ରତିକାର - ନିଷ୍ଠାପର ଭାବେ ମହାଦେବଙ୍କ ପୂଜା କରନ୍ତୁ

ବୃଷ:

କୃତିକା - କୈାଣସି ଖବର ପାଇ ମନ ଅସି୍ଥର ହୋଇପାରେ

ରୋହିଣୀ – ବ୍ୟପାପରେ ପ୍ରଗତିରେ ଯଥେଷ୍ଟ ଧ୍ୟାନ ଦିଅନ୍ତୁ

ମୃଗଶିରା – ମୂଲ୍ୟବାନ୍ ଜିନିଷ ହଜି ଯିବାର ସମ୍ଭାବନା ରହିଛି

ପ୍ରତିକାର – ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ

ମିଥୁନ:

ମୃଗଶିରା- କୈାଣସି କାମ ସଂପୂର୍ଣ୍ଣ ହେବା ଯୋଗୁଁ ମନ ଖୁସି ରହିବ

ଆଦ୍ରା - ପୁରୁଣା ବନ୍ଧୁଙ୍କ ସହିତ ଦିନଟି ବିତାଇବେ

ପୁନର୍ବସୁ - ବିବେକ ପ୍ରୟୋଗ କରି ସବୁ କାମକୁ ହାସଲ କରିବେ

ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

କର୍କଟ:

ପୁନର୍ବସୁ - କାର୍ଯ୍ୟ କ୍ଷେତ୍ରରେ ପୁରୁଣା ପରିଚୟରୁ ଲାଭ ମିଳିବ

ପୁଷ୍ୟା – ଅଫିସ୍‌ରେ ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବେ

ଅଶ୍ଳେଷା - ଆପଣଙ୍କ ସମ୍ମୁଖକୁ ନୂଆ ଆହ୍ୱାନ ଆସିପାରେ

ପ୍ରତିକାର –୫ଟି ଶନିବାର କରି ଶନି ମେଳା କରନ୍ତୁ

ସିଂହ:

ମଘା – ବାଟରେ ଯିବା ସମୟରେ କୈାଣସି ବନ୍ଧୁଙ୍କ ସହିତ ଭେଟ ହୋଇପାରେ

ପୂ , ଫାଲଗୁନୀ - ଅଫିସ୍‌ରେ ନୂଆ ଦାୟିତ୍ୱ ପାଇ ପାରନ୍ତି

ଉ ,ଫାଲଗୁନୀ – ପ୍ରସାଧନ ଦୋକାନୀଙ୍କର ଉନ୍ନତି ହେବ

ପ୍ରତିକାର – ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ

କନ୍ୟା:

ଉ , ଫାଲଗୁନୀ – କାହାକୁ କୈାଣସି କଥା ବୁଝାଇବାରେ ଭୁଲ ହୋଇପାରେ

ହସ୍ତା –ଦରକାରୀ ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ

ଚିତ୍ରା – ଖାଦ୍ୟ , ପାନୀୟ ପ୍ରତି ସଚେତନ ରୁହନ୍ତୁ

ପ୍ରତିକାର - ତୁଳସୀ ଚଉରା ମୂଳେ ଜଳ ଅର୍ପଣ କରନ୍ତୁ

ତୁଳା:

ଚିତ୍ରା –ଆପଣଙ୍କ ଧ୍ୟାନ ଧର୍ମ କାର୍ଯ୍ୟରେ ଲାଗି ରହିବ

ସ୍ୱାତୀ – ଜୀବନ ସାଥିଙ୍କ ସହିତ ସମ୍ବନ୍ଧ ମଧୁର ରହିବ

ବିଶାଖା – ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ

ପ୍ରତିକାର – ଧଳା ବା ନୀଳ ରଙ୍ଗର ପୋଷାକ ପରିଧାନ କରନ୍ତୁ

ବିଛା ବିଶାଖା – ଘରୋଇ କଂପାନୀରେ ଚାକିରି ମିଳିପାରେ

ଅନୁରାଧା –ପୁରୁଣା ବିଚାର ଛାଡି ନୂଆ ବିଚାର ଗ୍ରହଣ କରିବେ

ଜ୍ୟେଷ୍ଠା – ଲାଗିରହିଥିବା ମତାନ୍ତର ଦୂର ହୋଇଯିବ

ପ୍ରତିକାର – ସୋମବାର ଦିନ ବିଦ୍ଧି ପୂର୍ବକ ଶିବ ପୂଜା କରନ୍ତୁ

ଧନୁ:

ମୂଳା – ଲାଗି ରହିଥିବା ସବୁ କଷ୍ଟ ନିବାରଣ ହେବ

ପୂ , ଷାଢା – ସାଂସାରିକ ଜୀବନ ଶାନ୍ତି ଦାୟକ ରହିବ

ଉ , ଷାଢା – କାମରେ ଥିବା ଅବରୋଧ ଦୂର ହେଇଯିବ

ପ୍ରତିକାର – ଶନିପୂଜା ନିତ୍ୟାନ୍ତ ଆବଶ୍ୟକ

ମକର:

ଉ , ଷାଢା - ଅଫିସ୍‌ରେ ଆପଣଙ୍କୁ ସାବଧାନ୍ ରହିବାକୁ ପଡିବ

ଶ୍ରବଣା – କର୍ମ କ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡିବ

ଧନିଷ୍ଠା –ଜୀବନ ସାଥିଙ୍କ ପ୍ରତି ନିଜର ବ୍ୟବହାର ବଦାଳନ୍ତୁ

ପ୍ରତିକାର – ହନୁମାନଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

କୁମ୍ଭ:

ଧନିଷ୍ଠା – ଛାତ୍ରଛାତ୍ରିଙ୍କର ପାଠ ପଢାରେ ମନ ଲାଗିବ

ଶତଭିଷା – ଜୀବନ ସାଥିଙ୍କୁ ମନ ପସନ୍ଦ ଉପହାର ଦେବେ

ପୂ , ଭାଦ୍ରପଦ –ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ ରହିବ

ପ୍ରତିକାର – ନାଲି ପୋଷାକ ବ୍ୟବହାର କରନ୍ତୁ

ମୀନ:

ପୂ , ଭାଦ୍ରପଦ - କୈାଣସି ବଡ ସୁବିଧା ମିଳିବା ଯୋଗୁଁ ଧନ ଲାଭ ହେବ

ଉ , ଭଦ୍ରପଦ -ପରିବାର ଲୋକଙ୍କ ସହିତ ଠାକୁର ଦର୍ଶନ ପାଇଁ ମନ୍ଦିର ଯିବେ

ରେବତୀ – ଜୀବନ ସାଥିଙ୍କ ସହିତ ସାମଞସ୍ୟ ବଜାୟ ରହିବ

ପ୍ରତିକାର – ସୂର୍ଯ୍ୟ ନାରାୟଣଙ୍କୁ ଜଳ ପ୍ରଦାନ କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ଯୋଗାଯୋଗ ନମ୍ବର- 0674-3527219,9238397100)

OTV is now on Whatsapp

Join and get latest news update delivered to you via whatsapp

Join Now