• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ରାଶିଫଳ

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୧୦ ତାରିଖ ବୁଧବାର ତିଥି – ୧୩ ଶୀ ଦିବା ୦୨/୧୫ ଗତେ ୧୪ଶୀ ଚନ୍ଦ୍ର – ଧନୁ ଦିବା ୦୨/୫୮ ଗତେ ମକର ଘାତ ଚନ୍ଦ୍ର- ତୁଳା , କୁମ୍ଭ ରାଶିର , ଦିବା ୦୨/୫୮ ଗତେ ସିଂହ ଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ - ଦିବା ୦୯/୩୯ ଗତେ ୧ ପାଦ - କୁଟୁମ୍ଭହାନି ତିଳକାଞନ ଦାନ

ଶୁଭ ସମୟ-

ପ୍ରାତଃ ୦୫/୨୯ ରୁ ୦୭/୧୧

ଦିବା ୧୦/୧୬ ରୁ ୧୧/୨୬

ଦିବା ୦୧/୫୯ ରୁ ୦୫/୨୩

ସନ୍ଧ୍ୟା ୦୬/୫୯ ରୁ ୧୦/୪୪

ରାତ୍ରି ୦୧/୪୪ ରୁ ୦୨/୪୦

ରାତ୍ରି ୦୪/୦୫ ରୁ ୦୫/୨୯

ଅଶୁଭ ସମୟ-

ଋାହୁକାଳ - ଦିବା ୧୧/୫୧ ରୁ ୦୧/୨୭

କାଳବେଳା - ଦିବା ୦୮/୪୦ ରୁ ୧୦/୧୬

ବାରବେଳା – ଦିବା ୧୧/୫୧ ରୁ ୦୧/୨୭

କାଳରାତ୍ରି - ରାତ୍ରି ୦୨/୪୦ ରୁ ୦୪/୦୫

ଆଜିର ରାଶିଫଳ-

ମେଷ:

ଅଶ୍ୱନୀ – ସାମାଜିକ କାର୍ଯ୍ୟରେ ନିଜକୁ ନିଯୋଜିତ କରିବେ

ଦ୍ୱିଜା – ଛାତ୍ରଛାତ୍ରୀ ପରିକ୍ଷାରେ ଭଲ କରିବେ

କୃତିକା –ନିଜର ଜୀବନ ସାଥିଙ୍କୁ ସମୟ ଦେବେ

ପ୍ରତିକାର - ନୃସିଂହଙ୍କର ମନ୍ତ୍ର ପାଠ କରନ୍ତୁ

ବୃଷ:

କୃତିକା – ଅଧିକାର ଜାହିର କରିବା ପ୍ରବୃତରୁ ନିବୃତ ରୁହନ୍ତୁ

ରୋହିଣୀ – ବିରୋଧୀ ମାନେ ନିଜର କ୍ଷତି କରିପାରନ୍ତି

ମୃଗଶିରା – ପରିବାରରେ ଅଶାନ୍ତି ଦେଖାଦେଇ ପାରେ

ପ୍ରତିକାର – ଓଁ ହ୍ରୀଂ ଶ୍ରୀଂ ଶୁକ୍ରାୟ ନମଃ ଜପ କରନ୍ତୁ

ମିଥୁନ:

ମୃଗଶିରା -ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଦି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରିବେ

ଆଦ୍ରା - ମାଲିମକଦ୍ଦମାର ସମାଧାନ ହେବାର ସମ୍ଭାବନା ସୃଷ୍ଟି ହୋଇପାରେ

ପୁନର୍ବସୁ - ଯାନବାହନ ଓ ଗୃହଭୂମି ଲାଭ ହୋଇପାରେ

ପ୍ରତିକାର – ବୁଧଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

କର୍କଟ:

ପୁନର୍ବସୁ -ଯାନ୍ତ୍ରିକ ଶିଳ୍ପରେ ଲାଭବାନ ହେତୁ ଖୁସି ରହିବେ

ପୁଷ୍ୟା – ମୂଲ୍ୟବାନ ଧାତୁ , ଅଳଙ୍କାର କ୍ରୟ କରି ଖୁସି ରହିବେ

ଅଶ୍ଳେଷା - ନିଜର ଲକ୍ଷ ହାସଲ କରିବାରେ ସମର୍ଥ ହେବେ

ପ୍ରତିକାର – ରୂପା ୨ଖଣ୍ଡରୁ ଗୋଟିଏ ଜଳରେ ପକାଇ ଅନ୍ୟଟି ପାଖରେ ରଖନ୍ତୁ

ସିଂହ:

ମଘା –ନୂତନ ସ୍ଥାନ ପରିଭ୍ରମଣ କରି ପାରନ୍ତି

ପୂ , ଫାଲଗୁନୀ - ବାପା, ମା ଙ୍କ ପରାମର୍ଶ ନିଅନ୍ତୁ, ଭଲ ଫଳ ମିଳିବ

ଉ ,ଫାଲଗୁନୀ – ନୂଆ କାମ ଆରମ୍ଭ କରି ଲାଭବାନ୍ ହେବେ

ପ୍ରତିକାର – ଗହମ ଅଟା ମନ୍ଦିରରେ ଦାନ କରନ୍ତୁ

କନ୍ୟା:

ଉ , ଫାଲଗୁନୀ – ଚାକିରି କ୍ଷେତ୍ରରେ ନୂଆ ସ୍ଥାନକୁ ସ୍ଥାନାନ୍ତରିତ ହୋଇପାରେ

ହସ୍ତା – ମନୋରଂଜନ କାର୍ଯ୍ୟରେ ଖର୍ଚ୍ଚ କରିବେ

ଚିତ୍ରା – ଠକାମିର ଶିକାର ହୋଇ ପାରନ୍ତି

ପ୍ରତିକାର - ଓଁ ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ

ତୁଳା:

ଚିତ୍ରା – ବନ୍ଧୁଙ୍କ ସହିତ ମିଶି କିଛି ନୂତନ ଯୋନଜା ପାରନ୍ତି

ସ୍ୱାତୀ – କ୍ରୀଡା କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ

ବିଶାଖା – ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ ।

ପ୍ରତିକାର – ଶ୍ରୀ ଭାର୍ଗବୀଙ୍କର ଫଟକୁ ପୂଜା କରନ୍ତୁ

ବିଛା:

ବିଶାଖା –ଦୁଃସାହାସିକ ପଦକ୍ଷପ ନେଇ ରାଜନୀତିରେ ସଫଳତା ପାଇବେ

ଅନୁରାଧା – କର୍ମ କରିବା ଶୈଳିରେ ପରିବର୍ତନ ଆଣିବେ

ଜ୍ୟେଷ୍ଠା – ଘରକୁ ସଜାଇବାରେ ସମୟ କଟାଇବେ

ପ୍ରତିକାର – ମା ମଙ୍ଗଳାଙ୍କର କବଚ ଧାରଣ କରନ୍ତୁ

ଧନୁ:

ମୂଳା – ସବୁ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବେ

ପୂ , ଷାଢା – ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ସହ ସାକ୍ଷାତ ହେବ

ଉ , ଷାଢା – ଜମିରେ ନିବେଶ ପାଇଁ ଭଲ ଦିନଟିଏ

ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ମକର:

ଉ , ଷାଢା - ପେସାଦାର ବ୍ୟବସାୟୀ ବିରୋଧୀ ମାନଙ୍କ ପ୍ରତି ସାବଧାନ ରୁହନ୍ତୁ

ଶ୍ରବଣା –ଆପଣଙ୍କ ଉପରେ କାମରେ ବୋଝ ଅଧିକ ରହିବ

ଧନିଷ୍ଠା –ଅନ୍ୟମାନଙ୍କ ସହିତ କଥା ହେବା ଠିକ୍ ଭାଷା ପ୍ରୟୋଗ କରନ୍ତୁ

ପ୍ରତିକାର – ଭଗବାନ ବିଷ୍ଣୁଙ୍କର ପୂଜା କରି ଦିନ ଆରମ୍ଭ କରନ୍ତୁ

କୁମ୍ଭ:

ଧନିଷ୍ଠା – ବଡରୁ ବଡ ସମସ୍ୟାର ସମାଧାନ ବାହାରିବ

ଶତଭିଷା –ଆପଣଙ୍କ କନ୍ୟା ଲାଗି ବିବାହ ପ୍ରସ୍ତାବ ଆସିବ

ପୂ , ଭାଦ୍ରପଦ – ଦିନଟି ଆପଣଙ୍କ ଲାଗି ଭଲ ରହିବ

ପ୍ରତିକାର – ମା ଦକ୍ଷିଣ କାଳୀଙ୍କର ପୂଜା କରନ୍ତୁ

ମୀନ:

ପୂ , ଭାଦ୍ରପଦ - କଂପାନିରେ ଚାକିରି କରୁଥିବା ଲୋକଙ୍କ ଲାଗି ଦିନ ଭଲ ରହିବ

ଉ , ଭଦ୍ରପଦ - ବନ୍ଧୁ ମାଧ୍ୟମରେ ଅଶାନ୍ତିର ସମାଧାନ ବାହାରିବ

ରେବତୀ – ବିବାହ କରିବା ଲାଗି ନିଷ୍ପତି ନେଇ ପାରନ୍ତି

ପ୍ରତିକାର – କିଛି ଲଡୁ ଧର୍ମ ସ୍ଥାନରେ ଭୋଗ ଲଗାନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ଯୋଗାଯୋଗ ନମ୍ବର- 0674-3527219,9238397100)