ଭୟଙ୍କର ସ୍ଥିତି। କାନ୍ଥରୁ ପାଣି ପଡୁଛି, ଛାତରୁ ଲୁହା ରଡ ଖସିଲାଣି...ପାଣି ଝରି ଢରି ଉଇ ହୁଙ୍କା ହୋଇଗଲାଣି। ସେମିତି ଓଦା ସରସର ହୋଇ ପିଲା ପଢୁଛନ୍ତି ପାଠ। ରୋଷେଇ କଥା ପଚାରେ କିଏ? ଅଭିଭାବକ କହିଲେଣି, ଘର ନୂଆ ନହେଲେ ଆମେ ପିଲାଙ୍କୁ ଛାଡିବୁନି...
ଦୈବ ଦେଇ ଦୁଃଖ। ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ ବରଂ ୯ ବର୍ଷ ହେଲାଣି ଏମିତି ଶିକୁଳିରେ ବନ୍ଧା ହୋଇଛି ଭେଣ୍ଡିଆ ପୁଅ। ପୁଅର ଚିକିତ୍ସା ପାଇଁ ଅଂଟିରେ ଆଉ ଧନ ନାହିଁ...କଣ କରିବେ? କେମିତି ଚିକିତ୍ସା କରିବେ? ସେଇ ଚିନ୍ତାରେ ଦିନ କାଟୁଛନ୍ତି ବାପା-ମାଆ
ବନ୍ୟା ପାଣିରେ ଲୋକ ଭାସିଲେଣି, ୟାଙ୍କୁ ମଜା ଲାଗୁଛି। ୱା ୱା...କି ଉତ୍ତର ତୁମର? କାହିଁ ଏଇଠି ଦେଖୁଛ ହୀରକୁଦ ପଳାଉନ...ପୂରା କ୍ଲିୟର ଦେଖିବ, କେମିତି ଛଡାଯାଉଛି ବନ୍ୟା ପାଣି। ଏଇଠି ଏମିତି ଜାମ୍ ହେଲାଣି ଯେ ଗାଡି ଯିବା କଷ୍ଟ ହେଲାଣି
ସାମାନ୍ୟ କମିଲା ସୁନା ଦର । ଭାରତୀୟ ବଜାରରେ ଆଜି ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୫୩,୩୦୦ଟଙ୍କାରେ ବିକ୍ରି ହେଉଛି ।
ମୁଁ ଥାନାକୁ ଗଲି ଅଭିଯୋଗ କରିବାକୁ। ସେ କହିଲେ ଯଦି FIR ଦେବୁ ତୋ ସିମ୍ ବ୍ଲକ୍ ହେଇଯିବ। ଯା SP ଆଉ DGଙ୍କୁ କହ।
ଘରର ରୋଜଗାରିଆ ପୁଅକୁ ରୋଗ ଘାରିଛି। ଭଙ୍ଗା ଘରେ ସପରିବାର ରହୁଛନ୍ତି। କେତେବେଳେ ଘର ଭାଙ୍ଗିଯିବ ତାର କିଛି ହିସାବ ନାହିଁ। ବର୍ଷା ହେଲେ ଛନକା… ଏ ପରିବାର କଣ ସରକାରୀ ସୁବିଧା ପାଇବା ପାଇଁ ହକଦାର ନୁହଁନ୍ତି?
ଆବେ ସଃ… ତୋ ବୋପା ଭଲ ରାଜନେତା? ତୋ ବୋପାର ହଜମ ଶକ୍ତି ଏତେ ଯେ, ଯେତେ କାମ ଆସିଥିଲ ସବୁ ଟଙ୍କା ହଜମ କରିଦେଲା। ଆଉ ତୁ ଆସିଛୁ ମୋ ବେକରେ ମାଳା ପକେଇ ସେଲ୍ଫି ନେବୁ ବୋଲି? ସଃ… ଲଜ୍ଜା ନାହିଁ ମୁହଁରେ…
ନଦୀରେ ପ୍ରଖର ସୁଅ। ସେପଟେ ଡାକ୍ତରଖାନା ଏପଟେ ଗର୍ଭବତୀ ମହିଳା। ୯ମାସର ଗର୍ଭଧାରଣ କରିଥିବା ଏହି ଆସନ୍ନପ୍ରସବା ମହିଳା ଜଣକ ରସହଣ୍ଡାରେ ନଈ ପାର ହେବେ ! ଦୁଇ ଦଶନ୍ଧିର ଏ ସ୍ଥିର ସରକାର ଶେଷରେ ଗର୍ଭବତୀ ମହିଳାଙ୍କୁ ହଣ୍ଡାରେ ନଈ ପାର କରାଇ ହାତ ଟେକିଦେଲା !...
ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଶନିବାର । ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ଦଶମ ଶ୍ରେଣୀର ଝିଅଟିଏ। ତାକୁ ପାଳିଥିବା ବାପାଙ୍କର ମୃତ୍ଯୁ ହୋଇଯାଇଛି। ମାଆ ମାନସିକ ରୋଗୀ। ସେ ମୁଖ୍ଯମନ୍ତ୍ରୀଙ୍କୁ ଚିଠି ଲେଖିଛି, ‘ଏତେ ବଡ଼ ଦୁନିଆରେ ମୁଁ କେମିତି ଚଳିବି? ମତେ ସାହାଯ୍ଯ କର। ପାଖ ପଡ଼ୋଶୀରେ ମତେ ସମସ୍ତେ ଘୃଣା କରୁଛନ୍ତି।‘
ଏ ପିଲେ ପାଖେଇ ଯା… ଆମ ସୁର ଭାଇ ଆସିଲେଣି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବେ… ଆଲୋ ହେ… ଏଠି ବନ୍ୟା ବିପନ୍ନଙ୍କୁ ଭେଟୁଛ ନା ମୁଣ୍ଡଳି ବୁଲି ସେଲ୍ଫି ନେଉଛି? ହଉ ନିଅ, ମୁଣ୍ଡଳୀ ମାଛ କିଲେ ବି ନେଇଯା ଆଉ…
କମିଲା ସୁନା ଦର । ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩ ହଜାର ୪୦୦ ଟଙ୍କା ରହିଛି ।
ନିଶା ନିବାରଣ ନାଁ କହି ଏ ଦୁଇ ନାରୀ ନେତ୍ରୀ ମୋ ମଦ ଦୋକାନ ଭାଙ୍ଗିଦେଲେ। ଦେଖିଲା ବେଳକୁ ଅଣ୍ଟାରେ ଦି ଚାରି ବୋତଲ ଖୋସି ନିଜ ଗେରସ୍ତଙ୍କ ପାଇଁ ନେଇ ପଳେଇଲେ। ପଚାରିଲାରୁ କହିଲେ ଦେହ ହାତ ପିଡା ହେଉଛି, ଠିପିଏ ମାରିଦେଲେ ଦରଜ କମିଯିବ।
ନବୀନ ସରକାର ନମ୍ବର ୱାନ୍ ବୋଲି ଚାରିଆଡ଼େ ପ୍ରଚାର ହେଉଛି। ଏ ସ୍ଥିର ସରକାର ନିଜକୁ ଅପ୍ରତିଦ୍ୱନ୍ଦ୍ୱି ବୋଲି ପ୍ରତିପାଦିକ କରୁଛି। ଦୀର୍ଘ ୨ ଦଶନ୍ଧିରୁ ଅଧିକ କାଳ ଶାସନରେ ଥାଇ ଏ ସରକାର ଯଦି ପୋଲ ଖଣ୍ଡିଆ କରି ପାରିଲା ନାହିଁ ତେବେ ଜନତା ଏଠି କଣ...
କୋରାପୁଟରେ ଏବେ ମିଳୁଛି ଶ୍ରାବଣ ଛତୁ। ଏ ଛତୁ ମଟନ୍ ଠାରୁ ବି ଅଧିକ ଦାମ। ମଟନ୍ କେଜି ଯଦି ୭୦୦ କିମ୍ବା ୮୦୦ ଟଙ୍କା ଏ ଶ୍ରାବଣ ଛତୁର ଦାମ ତା ଠୁ ଆହୁରି ଦୁଇଗଣ ଅଧିକ। ତଥାପି ଏ ଛତୁ କିଣିବାକୁ ଲୋକେ ଭାରି ଆଗ୍ରହୀ।...
ବାପା-ମାଆ ରାସ୍ତା କଡରେ ଚୁଡ଼ି ଦୋକାନ କରିଛନ୍ତି, ଝିଅ ରମାଦେବୀରେ ଟପ୍ପର। ପ୍ରଶାସନିକ ଅଧିକାରୀ ହେବାକୁ ଇଚ୍ଛା ରଖି କରୁଛନ୍ତି ଅକ୍ଲାନ୍ତ ପରିଶ୍ରମ।
ଇଏ ବାବୁଲା... ଦିନେ ବସ୍ ରେ କାମ କରୁଥିଲେ। ହେଲେ ଦୁର୍ଘଟଣାରେ ତାଙ୍କର ଆଜି ଏ ଅବସ୍ଥା। ଘର ଭାଙ୍ଗିଯାଇଛି। ଏଣେ ଗୋଡ଼ର ଅବସ୍ଥା ଏମିତି... ଘର ଚଳିବ କେମିତି
ମାନବ ସେବା ହିଁ ମାଧବ ସେବା। ବନ୍ଧୁ, ଏଠି ସମସ୍ତେ କାନ୍ଧରେ ପାଣି ଭାର ଧରି ଶହ ଶହ କିଲୋମିଟର ଯାଉଛନ୍ତି ମହାଦେବଙ୍କୁ ଜଳଲାଗି କରିବା ପାଇଁ। କିନ୍ତୁ ଏ ଭାଇ ଜଣକ, ଜାତି ଧର୍ମ, ବର୍ଣ୍ଣ ଭେଦଭାବ ନ ରଖି ମାନବ ସେବା କରୁଛନ୍ତି। ଏ କଣ...
ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଗୁରୁବାର ।ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
କମିଲା ସୁନା ଦର । ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩ ହଜାର ୪୫୦ ଟଙ୍କା ରହିଛି ।