ବିଭିନ୍ନ ସମୟରେ ଲୋନର ଲୋଭ ଦେଖାନ୍ତି। ପ୍ରଥମେ ଲକ୍ଷେ ପରେ ଦୁଇ ଲକ୍ଷ କହି ପାଞ୍ଚ ଲକ୍ଷର ଅଫର ଦିଅନ୍ତି। ଆଉ ତାପରେ...
ମାଆଲୋ କଣ ହେଲା। ବିଚ୍ ରାସ୍ତା ଉପରେ ମାରଧର ହେଲେ। ପ୍ରଥମେ ପୁରୁଷ, ପରେ ଦୁଇ ମହିଳା ହେଲେ ମୁହାଁମୁହିଁ...
ଯେମିତି ନଣନ୍ଦକୁ ସେମିତି ଭାଉଜ। ପୂରା ଘରକୁ ଉଠାଉଛନ୍ତି ପକାଉଛନ୍ତି । ଅଫ୍ ସ୍କ୍ରିନ୍ କେମିଷ୍ଟ୍ରିତ ଜମୁଛି ହେଲେ ଅନ୍ ସ୍କ୍ରିନ୍ କେମିଷ୍ଟ୍ରି ଦେଖନ୍ତୁ କେମିତି
କମିଲା ସୁନା ଦର । ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩ ହଜାର ଟଙ୍କା ରହିଛି ।
ରାସ୍ତା ଉପରେ ଫୁଲ୍ ବୋବାଲ୍ କଲେ ଏହି ମହିଳା ଜଣକ । ନବୀନଙ୍କୁ ନେବେ ଘରକୁ ମୋଦିଙ୍କ ସହ କଥା ହେବେ , ୟାଙ୍କୁ ପୋଲିସ୍ ଡ୍ରେସ୍ ପସନ୍ଦ ନୁହେଁ। ଆଉ କଣ କହିଲେ ଶୁଣିଲେ ଆପଣଙ୍କ ମୁଣ୍ଡ ଘୁରିଯିବ।
ଓଡିଶାରେ ରାସ୍ତା ଉପରେ ମିଳୁଚି ୨ଟଙ୍କିଆ ଆଛେଦିନ୍। ତାର ପୁଣି ବିଭିନ୍ନ ଦର ଅଛି। ଘରକୁ ମଗଉଛନ୍ତି କି । ଏବେ ଏଇଠୁ ମଗାନ୍ତୁ
ପଇଡରେ ଚିଙ୍ଗୁଡି । ଥରେ ଖାଇଲେ ପାଟିରେ ଲାଳ ଆସିଯିବ। ଜାଣିଛନ୍ତି ମିତି ହୁଏ ତିଆରି । ତେବେ ଦେଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ।
କନ୍ଦାଉଛି ବନ୍ୟା। ହଠାତ୍ ପାଣି ମାଡି ଆସିବାରୁ ଫସିଗଲେ ୨୬ ପରିବାର। ଖାଇବା ନାହିଁ କି ପିଇବା ନାହିଁ..ଅନ୍ଧାରରେ କଟୁଛି ଜୀବନ
ଦିନେ ଗାଁ ଗାଁରେ ବୁଲି ଲୋକଙ୍କ ସେବା କରୁଥିଲେ, ହେଲେ ଆଜି ସାହାଯ୍ୟ ପାଇଁ ହାତ ଯୋଡୁଛନ୍ତି। ସ୍ୱାମୀଙ୍କର ଦୁଇଟି ଯାକ କିଡନୀ ଅଧିକାଂଶ ନଷ୍ଟ ହୋଇଗଲାଣି...ସେପଟେ ସ୍ତ୍ରୀଙ୍କୁ କ୍ୟାନସର। ଚିକିତ୍ସା ପାଇଁ ଘରଦ୍ୱାର ସବୁ ବିକ୍ରି ସରିଲାଣି ହେଲେ ଏବେ ବି ଟଙ୍କାର ରହିଛି ଅଭାବ...ଆପଣଙ୍କ ସହଯୋଗ...
ସାମାନ୍ୟ କମିଲା ସୁନା ଦର । ଭାରତୀୟ ବଜାରରେ ଆଜି ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୫୩,୧୦୦ଟଙ୍କାରେ ବିକ୍ରି ହେଉଛି ।
ଟିଭିର ମହାପ୍ରଭାବ। ବନ୍ୟା ବିପନ୍ନ ମହିଳାଙ୍କୁ ମାଗଣାରେ ସାନିଟାରୀ ନାପକିନ୍ ବାଣ୍ଟିବେ ରାଜ୍ୟ ସରକାର। ଏନେଇ ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସ୍ୱତନ୍ତ୍ର ରିଲିଫ୍ କମିଶନର(SRC) ନିର୍ଦ୍ଦେଶ ଦେଇଛନ୍ତି। ଅତ୍ୟାବଶ୍ୟକ ରିଲିଫ କିଟ୍ ଭାବେ ବନ୍ୟା ପ୍ରଭାବିତ ଅଞ୍ଚଳର ମହିଳାଙ୍କୁ ସାନିଟାରୀ ପ୍ୟାଡ୍ ବଣ୍ଟନ...
ବନ୍ୟାରେ କାନ୍ଦୁଛନ୍ତି ଏଇ ବୁଢୀ ମାଉସୀ । ଭଲରେ ଖାଇନାହାନ୍ତି । ଭୁଜାଭୁଜି ଖାଇକି ଏକୁଟିଆ ପଡିରହିଛନ୍ତି ଘରେ । ଛୁଆ ଘର ଛାଡିକି ପଳେଇଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭୟଙ୍କର ଅନିୟମିତତା। ସରକାରୀ କର୍ମଚାରୀ ଜିଆରଏସ୍ଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ। ଆବାସ ଦେବେ ବୋଲି କହି ଖାଇଗଲେ ଟଙ୍କା
ବନ୍ୟା ପରେ ଏବେ ଚିନ୍ତା ବଢାଇଛି ଋତୁସ୍ରାବ। ସବୁଆଡେ ପାଣି ଥିବାରୁ ପ୍ୟାଡ୍ ଆଣିବାକୁ ଯାଉପାରୁନାହାନ୍ତି ଯୁବତୀ ଓ ମହିଳାମାନେ। ବନ୍ୟା ବେଳେ ରିଲିଫ୍ରେ ପ୍ୟାଡ୍ ଦେବାକୁ କଲେ ଦାବି
ମହିଳା ମାନେ ସନ୍ତାନ ସନ୍ତତିଙ୍କ ଚିନ୍ତାରେ ଚିନ୍ତିତ ରହିବେ । ଛାତ୍ରଛାତ୍ରି ମାନେ ସଫଳତା ହେବାର ଆଶା କମ୍ ହେବ ।
ଅନ୍ଧ କହୁଛି ଆହେ ଛୋଟା ଭାଇ। ମନ ବଳୁଛି ପୁରୀ ଯିବା ପାଇଁ...ବଡ଼ଦାଣ୍ଡ ଗଡିବା, ନୀଳଚକ୍ର ଦେଖୁଥିବା...ଭାଇଲୋ ଟିକିଏ ପେପର ଖୋଲୁନୁ। ପଢିବା କଣ କଣ ଖବର ବାହାରିଛି। ଭାଇ ଜମା ପଢନା...ତୋର ସିନା ଆଖି ନାହିଁ, ଆଉ ଆମ ଆଖି ପେପର ଖୋଲୁ ଖୋଲୁ ଦେଖୁଛି ଦୁଷ୍କର୍ମ...
ପ୍ରଭୁଙ୍କ ଗହଣା ଦେଖି ମତେ ଗର୍ବ ଲାଗେ। କାରଣ ଏହାର ମୂଲ୍ୟାୟନ କେହି କରିପାରନ୍ତି ନାହିଁ। ୨୨ ପାହାଚରେ ବସି ଶ୍ରୀମନ୍ଦିରରେ ଚାକିରି କରିବା ଲାଗି ଚିନ୍ତା କରିଥିଲି ପରେ ସୁଯୋଗ ମିଳିଲା। ମୁଁ ପ୍ରଶାସକ ଥିବା ବେଳେ ରତ୍ନଭଣ୍ଡାର ଚାବି ହଜେଇ ଥିଲି କିନ୍ତୁ ଜଗନ୍ନାଥଙ୍କ କୃପାରୁ...
ସେ ମତେ ନିଜ ବଡ଼ ଭଉଣୀ ବୋଲି ଭାବୁଛି କିନ୍ତୁ ମୁଁ ତାକୁ ଘରର ଚାକରାଣୀ ବୋଲି ଭାବେ। ଜସ୍ମିନ ଜସ୍ମିନ...ମେହେକା ମେହେକା...ତତେ ପାଇଛି ପୂରା ହୋଇଛି ମୋ ଦୁୟା...ଦେଖନ୍ତୁ ଏଇ ଅଭିନେତ୍ରୀଙ୍କ କେମେଷ୍ଟ୍ରି
ବନ୍ୟା ପାଣିରେ ଭାସିଯାଉଥିଲେ, ହେଲେ ଏବେ ନୂଆ ଜୀବନ ପାଇଲେ ଦୁଇ ଭଉଣୀ। କଦଳୀ ଭେଳା ୟାଙ୍କ ପାଇଁ ହେଲା କାଳ। ଶୁଣନ୍ତୁ ଦୁଇ ଭଉଣୀଙ୍କ ମୁହଁରୁ କେମିତି ପାଇଲେ ନୂଆ ଜୀବନ
ବ୍ୟାଙ୍କ ବାଲା କିଛି ଶୁଣୁନାହାନ୍ତି। ବାରମ୍ବାର ଅଭିଯୋଗ ପରେ ଥାନାରେ ମାମଲା ରଖିଲାନି ପୋଲିସ। ଯଦି ପୋଲିସ ମାମଲା ନରଖେ ତେବେ ଆପଣ କରିବେ କଣ?