• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Gold Price Today
Gold Price Today 12th April 2023: ପୁଣି ବଢ଼ିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୩୧୦ ଟଙ୍କା ହୋଇଛି।

An earthen stove
୫୦ ବର୍ଷ ହେଲା ଚୁଲି ଜଳୁଛି, ପାଉଁଶ ବାହାରୁନି

ଅଲୌକିକ ଘଟଣା : ୫୦ ବର୍ଷ ହେଲାଣି ଚୁଲି ଜଲୁଛି ହେଲେ ପାଉଁଶ ବାହାରୁନି । ମନ୍ଦିରରେ ପ୍ରସାଦ ସେବନ କରି ବ୍ରତ ପାଳନ କରୁଛନ୍ତି ଶହଶହ ଲୋକ

Krishna-Sudama
ପରିବାର ପଚାରିଲାନି...ନିଜର କରିନେଲା ସାଙ୍ଗ

ବନ୍ଧୁ ହେବ ତ ଏମିତି । ପରିଣତ ବୟସରେ ପର କରିଦେଲା ପରିବାର । କୋଳେଇ ନେଲେ ସାଙ୍ଗ...ଅଧ ରାତିରେ ଟ୍ରଲିରେ ବୋହିଲେ, ମେଡିକାଲରେ ପହଞ୍ଚାଇଲେ । ଲୋକେ କହିଲେ ଏମାନଙ୍କ ବନ୍ଧୁତା କୃଷ୍ଣ-ସୁଦାମଙ୍କ ପରି

Today Panchang
Today Panchang 12th April 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଦେଖି ନୂତନ ଗାଡ଼ି କ୍ରୟ କରନ୍ତୁ

ସୈାର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Gold Price Today
Gold Price Today 11th April 2023: ଉପରମୁହାଁ ସୁନା ଦର : ୧୦ ଗ୍ରାମକୁ ୬୦ ହଜାର ପାର

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୭୬୦ ଟଙ୍କା ହୋଇଛି।

Panchang
Today Panchang 11th April 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଦେଖି କରନ୍ତୁ ଗୃହ ଶାନ୍ତି ପୂଜା

ସୈାର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Dibyanga lady
ଦେହ ଭିନ୍ନକ୍ଷମ, ମନ ସକ୍ଷମ..

ଦେହ ଭିନ୍ନକ୍ଷମ, ମନ ସକ୍ଷମ..ପୋଲି ଓ ସତ୍ତ୍ୱେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳିବେ ଭଦ୍ରକର ମଧୁସ୍ମିତା..

Kendrapara man worked with US military
ଆମେରିକା ଆର୍ମୀରେ ଓଡ଼ିଆ ପୁଅ

ଆମେରିକା ସେନା ଓ ନାଟୋ ସଂଗଠନରେ ୨୦ ବର୍ଷ କାମ କରି ଗାଁକୁ ଫେରିଲେ କେନ୍ଦ୍ରାପଡ଼ାର ରଶ୍ମୀକାନ୍ତ ବେହେରା । ବଖାଣିଲେ ଆଖି ସାମ୍ନାରେ ଦେଖିଥିବା ଯୁଦ୍ଧର ଛାତିଥର କାହାଣୀ..

kidney
କିଡ୍‌ନୀ ରୋଗର ଗାଁ, ଭୟରେ ଗାଁ ଛାଡୁଛନ୍ତି ଲୋକେ

ଭୟରେ ଗାଁ ଛାଡୁଛନ୍ତି ଲୋକେ । ଖାଲି ହୋଇଯାଉଛି ମାଆକୋଳ..ବିବାହର କିଛିମାସ ମଧ୍ୟରେ ସ୍ତ୍ରୀ ମଥାରୁ ଲିଭିଯାଉଛି ସିନ୍ଦୁର । ପିଣ୍ଡଦାନ କରିବାକୁ ବଂଶରୁ ବଞ୍ଚୁନାହାନ୍ତି କେହି

Gold Price Today
Gold Price Today 10th April 2023: ସୁନା ଦର ଆକାଶ ଛୁଆଁ , କିଣିବା ପୂର୍ବରୁ ଯାଂଚ କରନ୍ତୁ ମୂଲ୍ୟ

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୪୩୦ ଟଙ୍କା ହୋଇଛି।

News Fuse
ପ୍ରଶ୍ନ ପଚାରିବାରୁ ଦିଦି କ’ଣ ରାଗିଲେ.. କ’ଣ କିଛି ଭୁଲ୍ କରିଛନ୍ତି କି ?

ଆମେ ଆମର ଚାକିରି କରିଛୁ ତମେ କାଇଁ ଆସି ପଚାରୁଛ କହିଲେଣି ଦିଦି...ଏବେ ଦୁନିଆଟା ଡୁପ୍ଲିକେଟ୍ ।

Today Panchang
Today Panchang 10th April 2023: କେଉଁ ମୁହୂର୍ତ୍ତ ହେବ ଶୁଭ, ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

News Fuse
ଯିଏ କପି କରି ପାସ୍‌ କରିଥିବ ସିଏ ପ୍ରଶ୍ନକୁ ଡରିବ?

ରତ୍ନ ଭଣ୍ଡାରକୁ କିଏ କଣ ସହଜରେ ଖୋଲିଦିଏ? ତୁମର ହୋଇଥିଲେ ତୁମେ କଣ ସହଜରେ ଖୋଲି ଦେବ କି?

No blackboard
ଏଣିକି କ୍ଲାସ୍‌ ରୁମରେ ଆଉ ରହିବନି କଳାପଟା !

ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ବଡ଼ ଖବର । ଏଣିକି କ୍ଲାସରୁମ୍‌ରେ ଲାଗିବନି କଳାପଟା । ସାଙ୍ଗ ହୋଇ ଗ୍ରୁପରେ ପାଠ ପଢିବେ ପିଲାଏ । ଜାଣନ୍ତୁ ଏମିତି ନିୟମ କେବେଠୁ ହେବ ଲାଗୁ

Flower lover
ଫୁଲ ପାଇଁ ଚାକିରି ଛାଡ଼ିଲେ...ଘରେ ରହି ଗଛର ଯତ୍ନ ନେଲେ

ପାଗଳ କରିଛି ଫୁଲ । ମୋଟା ଦରମା ପାଉଥିଲେ ବି ଛାଡ଼ି ଦେଲେ ଚାକିରି । ଏବେ ଘରେ ରହି ଗଛର ନେଉଛନ୍ତି ଯତ୍ନ । ପୂରା ଏରିଆରେ ରଶ୍ମିତାଙ୍କୁ ନେଇ ବଢିଲା ଚର୍ଚ୍ଚା

Panchang
Today Panchang 9th April 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

jawan death
ଭେଣ୍ଡିଆ ପୁଅ ଚାଲିଗଲା, ମାଆ ପାଗଳି

ସୀମାରେ ସୈନିକ ଥିଲେ, ପରିବାର ଚଳାଉଥିଲେ । ଅଧା ରାସ୍ତାରେ ସ୍ତ୍ରୀ, ପିଲା..ମାଆଙ୍କୁ ଛାଡ଼ି ଚାଲିଗଲେ । ଭେଣ୍ଡିଆ ପୁଅକୁ ହରାଇ ପାଗଳି ପ୍ରାୟ ମାଆ । ଭୂଇଁରେ ମୁଣ୍ଡ ବାଡ଼େଇ କାନ୍ଦୁଛି ସ୍ତ୍ରୀ

Gold Price Today
Gold Price Today 7th April 2023: ସୁନା କିଣିବାକୁ ଯାଉଛନ୍ତି କି? ନଜର ପକାନ୍ତୁ ଆଜି କେତେ ରହିଛି ଦର

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୮୭୦ ଟଙ୍କା ହୋଇଛି।

 gets felicitated for fitness
ଫିଟନେସ୍‌ ଲାଗି ପୁରସ୍କାର ପାଇଲେ ପୋଲିସ୍‌

ପେଟ ବଢିଯାଉଛି, ଅଳସୁଆ ହୋଇଯାଉଛି ପୋଲିସ୍‌ । ଫିଟ୍‌ ନରହିଲେ ଚାକିରି ଯିବ..ଏମିତି ଚର୍ଚ୍ଚା ଭିତରେ ଏବେ ନିଜର ଫିଟ୍‌ନେସ୍‌ ପାଇଁ ପୁରସ୍କାର ପାଇଲେ ଜଣେ ପୋଲିସ ଅଧିକାରୀ । ସିଏ ପୁଣି ଜାତୀୟ ସ୍ତରର...

News Fuse
ଛି ଛି...ବାଦାମ ପ୍ୟାକେଟ୍‌ରେ ପୋକ

ଛି ଛି ଛି...ବାଦାମ ପ୍ୟାକେଟ୍‌ରେ ସାଲୁବାଲୁ ହେଉଛନ୍ତି ପୋକ । ୟାକୁ ଖାଇଲେ କଣ ହେବ?

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।