• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Today Panchang
Today Panchang 26th March 2023: ଜାଣନ୍ତୁ ଆଜିର ପଞ୍ଜାଙ୍ଗ, ଶୁଭ ମୁହୂର୍ତ୍ତରେ ଗୃହଶାନ୍ତି ପୂଜା କରନ୍ତୁ

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Water crisis looms large in Bonai
ପାହାଡ ଚଢ଼ି ପାଣି ଆଣୁଛୁ

ପାହାଡ଼ର ୧ କିଲୋମିଟର ଗଲେ ମିଳେ ପିଇବା ପାଣି, ସେ ପୁଣି ଜଙ୍ଗଲରେ ବୋହି ଯାଉଥିବା ନାଳର ପାଣି, କାରଣ ନଳ କୂଅରୁ ଯେତିକି ପାଣି ବାହାରୁଛି ତା ଗାଁ ଲାଗି ଯତେଷ୍ଟ ନୁହେଁ….

Elderly man in Nayagarh cries
ପୁଅ ପଚାରୁନାହାନ୍ତି...ବୁଢା ବାପାର ଦୁଃଖ ଶୁଣୁନାହାନ୍ତି କଲେକ୍ଟର !!

ଭୋ ଭୋ ହୋଇ କାନ୍ଦୁଛି ୯୨ ବର୍ଷର ବୁଢା । ପଚାରୁନାହାନ୍ତି ପୁଅ...ମନ୍ଦିର ମନ୍ଦିର ବୁଲି ଭିକ ମାଗୁଛି...ଯିଏ ଯାହା ଦେଲା ଗଣ୍ଡାଏ ଖାଉଛି । ପ୍ରଶାସନଠୁ ହାଇକୋର୍ଟ..ସମସ୍ତଙ୍କୁ ଗୁହାରି କଲେଣି କିନ୍ତୁ ସମସ୍ୟାର ସମାଧାନ ହୋଇନି । ଅଭିଯୋଗ କାଗଡକୁ ଏକାଠି କଲେ ବସ୍ତେ ହେବ

News Fuse
ରାଗି ପାଚିଲେ ସବ-କଲେକ୍ଚର...

ଇଏ କାଳେ ଉପ-ଜିଲ୍ଲାପାଳ । ଗାଁ ଲୋକଙ୍କୁ ଦେଖି ଖାଲି ଦେଖାଇଲେ ଆଙ୍ଗୁଠି, ଆଉ ନାଲିଆଖି

Today Panchang
Today Panchang 25th March 2023: ଜାଣନ୍ତୁ ଆଜିର ପଞ୍ଜାଙ୍ଗ, ଶୁଭ ମୁହୂର୍ତ୍ତରେ ଦେଖି ଘରେ କରନ୍ତୁ ପୂଜା

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Gajapati farmers sell jackfruits
ପଣସ ଦୁଃଖ :ଫଳିଲେ ଚିନ୍ତା, ନଫଳିଲେ ଚିନ୍ତା

ଫଳିଲେ ହଇରାଣ, ନହେଲେ ଚିନ୍ତା । ଏତେ ମାତ୍ରାରେ ପଣସ ଫଳିଛି ନେବାକୁ ଲୋକ ନାହାନ୍ତି...ନଷ୍ଟ ହେବା ଭୟରେ କିଲୋକୁ ୧୫ ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ

Astrology
ଏହି ରାଶିର ବ୍ୟକ୍ତି ଯେତିକି ପରିଶ୍ରମୀ ସେତିକି ଅଳସୁଆ, ଜାଣନ୍ତି କି ଏହା କେଉଁ ରାଶି...

ରାଶିକୁ ନେଇ ମନ ଭିତରେ ଅନେକ ଦ୍ୱନ୍ଦ ରହିଛି । ୧୨ଟି ରାଶି ମଧ୍ୟରେ ଦ୍ୱିତୀୟ ରାଶି ହେଉଛି ମିଥୁନ । ତେବେ ଆଜି ଆମେ ଜାଣିବା ମିଥୁନ ରାଶି ବିଷୟରେ...। କେମିତି କଟେ ଏମାନଙ୍କ ବୈବାହିକ ଜୀବନ...ପ୍ରେମରେ ଏମାନେ କେତେ ସଫଳ।

Eco-warriors
ଗଛ ଦେହରେ ସାଲାଇନ୍, ପ୍ରଚଣ୍ଡ ଖରାରେ ହସୁଛି ଗଛ..

ଗଛକୁ ଜୀବନସହ ଜଳ ସଞ୍ଚୟର ନୂଆ ଉପାୟ ବାହାର କରିଦେଲେ ସବୁଜ ବାହିନୀ ...ଗଛରେ ଲାଗିଲା ସାଲାଇନ୍..

Today Panchang
Today Panchang 24th March 2023: ଜାଣନ୍ତୁ ଆଜିର ପଞ୍ଜାଙ୍ଗ, ଶୁଭ ମୁହୂର୍ତ୍ତରେ ଦେଖି ଗୃହ ପ୍ରବେଶ କରନ୍ତୁ

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

News Fuse
ହଇରେ ନାରଣ ଆଙ୍କର କ’ଣ ହେଲା ?

ପେଟି ଧରି ଇଏ କ’ଣ ଏମିତି ଧାଇଁଛନ୍ତି, ଆଙ୍କର କଣ ହେଲାକି ?

Today Panchang
Today Panchang 23th March 2023: ଜାଣନ୍ତୁ ଆଜିର ପଞ୍ଜାଙ୍ଗ, ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୌର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୩ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

 sanitary pads
ଆମେ କପଡ଼ା ନୁହଁ.. ସାନିଟାରୀ ପ୍ୟାଡ୍ ପିନ୍ଧିବୁ

ମହିଳାଙ୍କ ପାଇଁ ମହିଳାମାନେ ଅଣ୍ଟା ଭିଡିଛନ୍ତି.. ପିରିୟଡ ବେଳେ ଆଉ କପଡା ପିନ୍ଧିବୁନି କି କାହାକୁ ପିନ୍ଧିବାକୁ ଦେବୁନି.. ସେହି ଲକ୍ଷ୍ୟରେ ମହିଳାମାନେ ମିଶି ଗାଁ ମହିଳାଙ୍କ ଲାଗି ତିଆରି କରୁଛନ୍ତି ସାନିଟାରୀ ପ୍ୟାଡ୍..

Daily Horoscope
Daily Horoscope 23th March 2023: ଏହି ରାଶିର ବ୍ୟକ୍ତି ଆଜି ପ୍ରେମରେ ସଫଳତା ପାଇବେ

ସୌର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୩ ତାରିଖ ଗୁରୁବାର । ଚନ୍ଦ୍ର – ମୀନ ଦିବା ୦୨.୦୯ ଗତେ ମେଷତିଥି – ୨ୟା ସନ୍ଧ୍ୟା ୦୬.୨୧ ଗତେ ୩ୟା ,ଘାତ ଚନ୍ଦ୍ର – ଧନୁ ଦିବା ୦୨.୦୯ ଗତେ ମେଷ,ଘାତ ବାର- ତୁଳା ଓ...

Flower Village
ଆସ ବୁଲିଯିବା ଫୁଲର ଗାଁ; ଫୁଲ ଦେଖିବା ତୋଳି ଆଣିବା

ଫୁଲର ବଗିଚା ଭିତରେ ରହିଛି ଦୁଇଟି ଗାଁ । ଏହି ଗାଁକୁ ଥରେ ଗଲେ ଆଉ ଥରେ ଯିହାକୁ ମନ କହିବ ନିଶ୍ଚିତ । ଆସନ୍ତୁ ବୁଲିଯିବା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ସାଧୁସାହି ଓ ବ୍ରାହ୍ମଣଭୂଇଁ ଗାଁ...

death ritual feast of a bull
ବୁଲା ଷଣ୍ଢର ମୃତ୍ୟୁ ପରେ ଦଶାହ ଭୋଜି ଦେଲେ ଲୋକେ

ବଦଳୁଥିବା ସମୟ ସହ ମଣିଷତ୍ୱ ବି ବଦଳୁଛି । ଯେଉଁଠି ରକ୍ତର ସମ୍ପର୍କ ଫିକା ପଡ଼ି ଯାଉଛି ସେହି ସମୟରେ ସମାଜକୁ ସ୍ନେହ ଶ୍ରଦ୍ଧା ଓ ଭାଇଚାରର ବାର୍ତ୍ତା ବାଣ୍ଟିବା ଭଳି ଏକ ଖବର ଆସିଛି ଭଦ୍ରକରୁ । ଏଠାରେ ଏକ ବୁଲା ଷଣ୍ଢର ମୃତ୍ୟୁ ଭୋଜିକୁ ନେଇ...

News Fuse
ଇଏ କଣ BDO ସାର୍ ଏମିତି ମିଡିଆକୁ ଆଡେଇ ମାଡିଯାଉଛନ୍ତି !

ଇଏ କଣ ଏମିତି ମିଡିଆକୁ ଆଡେଇ ମାଡିଯାଉଛନ୍ତି । କହିଲେଣି ମନାଅଛି ପ୍ଲିଜ ପ୍ଲିଜ୍ । ହେଲେ ସାମ୍ବାଦିକ ତ ତାଙ୍କ ପ୍ଲିଜକୁ ଖାତିର କରୁନାହାନ୍ତି... ଦେଖୁନ ତାଙ୍କ ପଛରେ ଗୋଡେଇଲେଣି...

Today Panchang
Today Panchang 22nd March 2023: ଜାଣନ୍ତୁ ଆଜିର ପଞ୍ଜାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ନୂତନ ବସ୍ତୁ କ୍ରୟ କରନ୍ତୁ

ସୌର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Watermelon
ସବୁ ସାରିଦେଲା ବର୍ଷା : ହିଡ଼ ମୁଣ୍ଡରେ କାନ୍ଦୁଛି ଚାଷୀ

ଥିଲା ଥିଲା ଢାଳିଦେଲା । ବିଲ ଭିତରେ ଆଣ୍ଠୁଏ ଉଚ୍ଚର ପାଣି...ଆଖି ସାମ୍ନାରେ କ୍ଷେତ ଉଜୁଡ଼ିଯିବାରୁ ଭୋ ଭୋ ହୋଇ କାନ୍ଦୁଛି ଚାଷୀ

Couple abandons infant
ବାପା ମାଆ ଫେରାର୍.. ଦିବ୍ୟାଙ୍ଗ ପିଉସୀ କୋଳରେ ବଢୁଛି ଶିଶୁକନ୍ୟା

ଜନ୍ମଦେଇ ଫେରାର୍ ହୋଇଗଲା ମାଆ..ଆଉ ଏବେ ବାପା ବି ତାକୁ ଛାଡ଼ି ପଳାଇଛି.. କୁନିଝିଅ ଜାଣିନି ତା ସହ କେତେ ବଡ଼ ଛଳନା ହୋଇଛି.

Without electricity
ପ୍ରତିଶ୍ରୁତି ହେଲା ପ୍ରତାରଣା : ୫ ବର୍ଷ ହେଲା ଗାଁରେ ଜଳୁନି ବିଜୁଳି

୫ ବର୍ଷ ହେଲାଣି ଗାଁକୁ ବିଜୁଳି ଦେବାର ବ୍ୟବସ୍ଥା କଲା ପ୍ରଶାସନ । ଆଜିଯାଏଁ କିନ୍ତୁ ଜଳିପାରିଲାନି ବିଜୁଳି...ବାରମ୍ବାର ଅଭିଯୋଗ କଲେ ହେଲେ ଲାଭ ମିଳୁନି ।

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।