• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

water problem
ପୀଢ଼ପୋଖରୀ ପୀଡ଼ା; ଇଏ ଏମିତକା ଏକ ଗାଁ ଯେଉଁଠିକି ଯିବାକୁ ନା ଅଛି ସବୁ ଦିନିଆ ରାସ୍ତା ନା ମିଳୁଛି ସର୍ବନିମ୍ନ ସୁବିଧା

ସ୍ଵାଧୀନତାର ସାତ ଦଶନ୍ଧି ବିତି ଯାଇଥିଲେ ମଧ୍ୟ ଅପହଞ୍ଚ ହୋଇ ରହିଛି ମୌଳିକ ସୁବିଧା । ଗାଁକୁ ଯିବାକୁ ହେଲେ ଗୋଡି ମାଟି ଘାଟି ରାସ୍ତା ଦେଇ ପ୍ରାୟ ୭ କିମି ଗଲେ ଜଙ୍ଗଲ ଭିତରେ ପଡେ ଏହି ଗାଁ । ଆମେ କହୁଛୁ କେନ୍ଦୁଝର ଜିଲ୍ଲା ଯୋଡା...

News Fuse
ନାରାଦେଲେ ସୁରଭାଇ ପାଳି ଧରିବାକୁ କେହିନାହିଁ

ନାରାଦେଲେ ସୁରଭାଇ ପାଳି ଧରିବାକୁ କେହିନାହିଁ

Today Panchang
Today Panchang 18th April 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Gold Price Today
Gold Price Today 17th April 2023: ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ଦର

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୦୩୦ ଟଙ୍କା ହୋଇଛି।

Olive Ridleys
ଏଥର ରେକର୍ଡ ସଂଖ୍ୟକ ଅତିଥି, ଅଲିଭରିଡଲେଙ୍କ ଗଣ ଅଣ୍ଡାଦାନ ଶେଷ

ଓଡ଼ିଶାର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରେ ଅଲିଭରିଡଲେ କଇଁଛଙ୍କ ଗଣଅଣ୍ଡାଦାନ ଶେଷ...ଏଥର ଆସିଛନ୍ତି ରେକର୍ଡ ସଂଖ୍ୟକ ଅତିଥି...

growing strawberries
କୁଟିଆ ମହିଳାଙ୍କ କମାଲ, ଫଳାଇଲେ ଷ୍ଟ୍ରବେରୀ

ଦିନେ ଅଭାବ ଅସୁବିଧାରେ ଥିଲେ ଓ ଦାନାଗଣ୍ଡେ ପାଇଁ ସଂଘର୍ଷ କରୁଥିଲେ । ଏବେ କିନ୍ତୁ ନିୟମଗିରି ପାଦଦେଶରେ କୁଟିଆ ଜନଜାତି ମହିଳାଙ୍କ ଜୀବନ ସାଜିଛି ଷ୍ଟ୍ରବେରୀ ଚାଷ

News Fuse
ଇଏ କ’ଣ ଦେଖଦେଖୁ ଲାଜେଇ ଯାଉଛନ୍ତି ?

ହଇରେ ନାରଣ, ୟାର କ’ଣ କାରଣ …ଭାଇମାନେ କ’ଣ ମୁହଁ ଲୁଚେଇ ଚାଲିଛନ୍ତି…

Panchang
Today Panchang 17th April 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ଗୃହ ଶାନ୍ତି ପୂଜା

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

gold necklace
Gold Price Today 14th April 2023: ବଢୁଛି ସୁନା ଦର, କିଣିବା ପୂର୍ବରୁ ଯାଂଚ କରନ୍ତୁ ମୂଲ୍ୟ

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୮୦୦ ଟଙ୍କା ହୋଇଛି।

corruption
ମନରେଗାରେ ବଡ଼ ଦୁର୍ନୀତି : ମଣିଷ ବଦଳରେ ମେସିନ୍‌ କରୁଛି କାମ

ଭୟଙ୍କର ଦୁର୍ନୀତି ଚାଲିଛି ମନରେଗାରେ । ମଣିଷ ବଦଳରେ ମେସିନ୍‌ରେ କାମ କରୁଛନ୍ତି ଠିକାଦାର । ତାହା ପୁଣି ଅଧ ରାତିରେ...

News Fuse
ସାର୍‌ ଆଜି ଆପଣ ଭାରି ଚମକୁଛନ୍ତି

ନାରଣ ରହରେ...ମହାପ୍ରସାଦ ପାଇକି ଯିବୁ । ଆଲୋ ଆଲୋ...ଇଏ ଅଶ୍ୱିନୀ ବାବୁ ଓଟିଭିକୁ କିଆଁ ଖୋଜିଲେ? ଆମ ପାଖରେ କ’ଣ କାମ ଅଛି କି?

Panchang
Today Panchang 14th April 2023: ଆଜିର ପଞ୍ଚାଙ୍ଗ, ପଣା ସଂକ୍ରାନ୍ତିରେ ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ପୂଜା

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Forest department
ଜଙ୍ଗଲରେ ଖେଳ ପଛେ ଜନ୍ତୁ ମାରନି

ଘଞ୍ଚ ଜଙ୍ଗଲ ଭିତରେ ଚାଲିଛି ଭଲିବଲ୍ ଖେଳ । ଲୋକ ମାନଙ୍କ ଭିତରେ ବି ପ୍ରବଳ ଉତ୍ସାହ। ବନ କର୍ମଚାରୀଙ୍କ କଡା ତାଗିଦ୍ ଖେଳ ପଛେ ହେଲେ ଜୀବଜନ୍ତୁ ଶିକାର କରନି

tearful farewell
ପୁରୀ ଝିଅ , ଚିତ୍ରକୋଣ୍ଡାରେ ପଞ୍ଚଭୂତରେ ବିଲିନ ହେଲେ

ଜନ୍ମଭୂମି ଛାଡି ଆସିଥିଲେ ଚିତ୍ରକୋଣ୍ଡା । ଏଇଠି ଆରମ୍ଭ କରିଥିଲେ ନିଜ କର୍ମମୟ ଜୀବନ । ଏଇଠି ନେଲେ ଶେଷ ନିଶ୍ୱାସ ଆଉ କର୍ମଭୂମିରେ ଯୁଇ ଜଳିଲା

News Fuse
ବାପଲୋ କି ନିଶା , ଗେଟ୍ ପକାଇବାକୁ ଭୁଲିଗଲେ

ଏମିତି ନିଶାରେ ଘାଇଲାଯେ ସେ ଟ୍ରେନ୍ ଗେଟ୍ ପକାଇବାକୁ ଭୁଲିଗଲେ । ଟ୍ରେନ୍ ଆସି ଛି଼ଡା ହେଲା ଡ୍ରାଇଭର ଆସି ଗେଟ୍ ପକାଇଲେ । ଜଗୁଆଳି ନିଶାରେ ପୂରା ଚୁର୍

homeopathy facility
କୋରାପୁଟରେ ନାହିଁ ହୋମିଓପାଥି ସୁବିଧା

ହୋମିଓ ପାଥିର ଆବଶ୍ୟକତା ଏବେବି ରହିଛି । ଅନେକ ଜଣ ତା ଉପରେ ଭରଷା ମଧ୍ୟ କରୁଛନ୍ତି । ହେଲେ କୋରାପୁଟରେ ଅନ୍ଧାର ଭିତରେକୁ ଠେଲି ହୋଇଯାଇଛି ହୋମିଓପାଥିର ଭବିଷ୍ୟତ

Gold Price Today
Gold Price Today 13th April 2023: ବଢିଛି ସୁନା ଦର, କିଣିବା ପୂର୍ବରୁ ନଜର ପକାନ୍ତୁ ଆଜି କେତେ ରହିଛି ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୨୦୦ ଟଙ୍କା ହୋଇଛି।

bee farming
ଜୀବିକା ଦେଉଛି ମହୁମାଛି ବାକ୍ସ

ମହୁଚାଷ କରନ୍ତୁ ଲାଭବାନ୍ ହୁଅନ୍ତୁ । ସୁବିଧାରେ ମିଳୁଛି ମହୁ ମାଛି ସହ ମହୁ ବାକ୍ସ । ଏ ମହିଳା ଯେପରି କରିଛନ୍ତି ମହୁଚାଷ ଓ ମହୁମାଛି ବାକ୍ସ ତିଆରି କରି ବିକ୍ରି କରୁଛନ୍ତି । ଯେ କେହି ଦେଖୁଛି ବାହା ବାହା କରୁଛି ।

 Panchang
Today Panchang 13th April 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

People worship Maa Karlapata
ବିଶ୍ୱାସ ରହିଛି ମା କର୍ଲାପଟା ଠାକୁରାଣୀଙ୍କ ପୂଜାର୍ଚ୍ଚନା କଲେ ମନସ୍କାମନା ପୂର୍ଣ୍ଣ ହୁଏ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଭଣ୍ଡାର ଗାଁ ଗୁଜା ପର୍ବତ ନିକଟରେ ଅବସ୍ଥାନ କରିଛନ୍ତି ମାଆ କର୍ଲାପାଟ । ବିଶ୍ୱାସ ରହିଛି ଦେବୀ ମାଆ କର୍ଲାପାଟଙ୍କ ଦର୍ଶନ କଲେ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।