Advertisment

Today Panchang 30th April 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ରବିବାରରେ ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ପୂଜା

ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

author-image
Pallipuspa Samal
ଅଦ୍ୟତନ ହୋଇଛି
Today Panchang 8th March 2023

panchanga

ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ରବିବାର । ଚନ୍ଦ୍ର – ସିଂହ ଅହୋରାତ୍ର,ତିଥି – ୧୦ମୀ ରାତ୍ରି ୦୮.୨୯ ଗତେ ୧୧ଶୀ ,ଘାତ ଚନ୍ଦ୍ର – କର୍କଟ , ମକର ଅହୋରାତ୍ର,ଘାତ ବାର – ମେଷ,ପୁଷ୍କର ଦୋଷ – ୧ପାଦ – କୃଷିହାନି,- ଭୂମିଦାନ ।

Advertisment

ଶୁଭ ସମୟ:

  • ପ୍ରାତଃ ୦୫.୨୨ ରୁ ୦୯.୩୬
  • ଦିବା ୦୧.୧୯ ରୁ ୦୧.୫୧
  • ସନ୍ଧ୍ୟା ୦୬.୫୦ ରୁ ୦୯.୦୬
  • ରାତ୍ରି ୧୨.୦୬ ରୁ ୦୧.୦୮
  • ରାତ୍ରି ୦୨.୩୨ ରୁ ୦୩.୦୬

ଅଧିକ ପଢ଼ନ୍ତୁ: ଘରେ ମୃତ ବ୍ୟକ୍ତିଙ୍କ ଫଟୋ ଭୁଲ୍ ସ୍ଥାନରେ ରଖିଛନ୍ତି କି? ହୋଇପାରେ ଏମିତି ଅସୁବିଧା

Advertisment

ଅଶୁଭ ସମୟ:

  • ଋାହୁକାଳ – ଦିବା ୦୪.୩୦ ରୁ ୦୬.୦୫
  • କାଳବେଳା – ଦିବା ୧୧.୪୪ ରୁ ୦୧.୧୯
  • ବାରବେଳା – ଦିବା ୧୦.୦୮ ରୁ ୧୧.୪୪
  • କାଳରାତ୍ରି – ରାତ୍ରି ୦୧.୦୮ ରୁ ୦୨.୩୨
Panchang
Advertisment
Advertisment